Daily Archives

September 10, 2018

ଜିଏସ୍‌ଟି ରିଟର୍ଣ୍ଣ ଉପରେ ଏମ୍‌ଏସ୍‌ଏମ୍‌ଇମାନଙ୍କୁ ପାଇଁ ଋଣ ଦେବ ଆଇସିଆଇସିଆଇ ବ୍ୟାଙ୍କ

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଏକ ନୂଆ ପରିଚାଳନା ପୁଞ୍ଜି ସୁବିଧା ଆରମ୍ଭ କରାଯାଇଛି ଯେଉଁଥିରେ ଏମ୍‌ଏସ୍‌ଏମ୍‌ଇମାନେ ସେମାନଙ୍କ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ରିଟର୍ଣ୍ଣ ଊପରେ ଓଭରଡ୍ରାଫ୍ଟ ସୁବିଧା ହାସଲ କରିପାରିବେ। ‘ଜିଏସ୍‌ଟି ବିଜନେସ୍‌ ଲୋନ୍‌‘ ନାମକ ଏହି…
ଅଧିକ ଖବର ଦେଖନ୍ତୁ...

ଐଶ୍ୱର୍ଯ୍ୟାଙ୍କ ହାତରୁ ଚାଲିଗଲା ଏହି ସୁପରହିଟ୍‌ ଫିଲ୍ମର ରିମେକ୍‌, ବାଜି ମାରିଲେ ବିପାଶା

ମୁମ୍ବାଇ : କିଛି ଦିନ ତଳେ ଖବର ଆସିଥିଲା କି ୧୯୬୪ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଓ୍ଵ କୌନ୍‌ ଥି’ର ରିମେକ୍‌ ହେବାକୁ ଯାଉଛି । ପ୍ରଥମ ଭାଗରେ ଅଭିନେତା ମନୋଜ କୁମାର ଏବଂ ଅଭିନେତ୍ରୀ ସାଧନା ଅଭିନୟ କରିଥିବା ବେଳେ ଏହାର ଦ୍ୱିତୀୟ ଭାଗରେ ଐଶ୍ୱର୍ଯ୍ୟା ନଜର ଆସିବେ ବୋଲି ଜଣା ପଡ଼ିଥିଲା ।…
ଅଧିକ ଖବର ଦେଖନ୍ତୁ...

ଏହି ଦେଶରେ ସ୍କୁଲରେ ଦିଆଯାଏ ଦେହ ବ୍ୟବସାୟ ଲାଗି ତାଲିମ, ବ୍ୟବସାୟରେ ଅସଫଳ ହେଲେ ଫେରସ୍ତ କରାଯାଏ ଫି !

ନୂଆଦିଲ୍ଲୀ : ଦେହ ବ୍ୟବସାୟକୁ ବିଶ୍ୱର ସବୁଠାରୁ ପୁରୁଣା ବୃତ୍ତି ବୋଲି ବିବେଚନା କରାଯାଏ । ଏହାକୁ ନେଇ ସମୟ ସମୟରେ ଅନେକ ଆଲୋଚନା କରାଯାଉଥିବା ବେଳେ ଭାରତରେ ଏହା ଅବୈଧ ବୋଲି ଧରାଯାଏ । କିନ୍ତୁ ସ୍ପେନ୍‌ରେ ଏକ ଏମିତି ସ୍କୁଲ ରହିଛି ଯେଉଁଠି ଦେହ ବ୍ୟାପାର କିପରି କରିବାକୁ ହୁଏ ସେ ନେଇ…
ଅଧିକ ଖବର ଦେଖନ୍ତୁ...

ଜନ୍ମଦିନ ପାର୍ଟି ସାରି ଘରକୁ ଫେରୁଥିଲେ ଅକ୍ଷୟ କୁମାର, କିନ୍ତୁ ପାର୍କିଂରେ ପହଞ୍ଚିବା ପରେ ଘଟିଲା ଏପରି 

ମୁମ୍ବାଇ : ଅକ୍ଷୟ କୁମାର ଶନିବାର ରାତିରେ ନିଜର ୫୧ତମ ଜନ୍ମଦିନ ପାଳନ କରିଛନ୍ତି । ମୁମ୍ବାଇର ଏକ ହୋଟେଲରେ ସେ ପତ୍ନୀ ଟ୍ଵିଙ୍କିଲଙ୍କ ସମେତ ଅନ୍ୟ ୫ ଜଣ ବନ୍ଧୁ ବିବି ଦେଓଲ,ତାନ୍ୟା ଦେଓଲ,ଫରହା ଖାନ୍‌,ସନ୍ନି ଦିଓ୍ଵାନ ଏବଂ ଅନୁ ଦିଓ୍ଵାନଙ୍କ ସହ ନିଜ ଜନ୍ମଦିନ ପାଳନ କରିଥିଲେ। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଜନ୍ମଦିନ ପୂର୍ବରୁ ସେଲ୍‌ଫି ନେବା ପାଇଁ ମାଲଗାଡ଼ି ଉପରକୁ ଚଢ଼ିଥିଲେ ଯୁବକ,ବିଦ୍ୟୁତ୍‌ ଝଟ୍‌କାରେ ଲିଭିଗଲା ଜୀବନଦୀପ

ଅମ୍ବାଲା(ହରିୟାଣା) : ଜନ୍ମଦିନର ଗୋଟେ ଦିନ ପୂର୍ବରୁ ୨୦ବର୍ଷିୟ ଯୁବକଙ୍କ ମୃତ୍ୟୁ ହେବା ଖବର ଅନେକଙ୍କୁ ମର୍ମାହତ କରିଛି । ନିଜର ଛୋଟ ଭୁଲ ପାଇଁ ଯୁବକ ଜଣଙ୍କ ପ୍ରାଣ ହରାଇଛନ୍ତି ବୋଲି ଜଣା ପଡ଼ିଥିବା ବେଳେ ଆଗକୁ ଏପରି ଭୁଲ ଯେମିତି କେହି ନ କରନ୍ତି ସେ ନେଇ ସତର୍କ କରାଯାଇଛି । ଏହି ଘଟଣାଟି…
ଅଧିକ ଖବର ଦେଖନ୍ତୁ...

‘ମଣିକର୍ଣ୍ଣିକା’ ବିବାଦ ଭିତରେ ନୂଆ ସିନେମା ସାଇନ୍‌ କଲେ କଙ୍ଗନା, କିନ୍ତୁ ଫିଲ୍ମ ଦେବା ପୂର୍ବରୁ ସାଇନ୍‌ କରାଗଲା ନୋ…

ମୁମ୍ବାଇ : କିଛି ଦିନ ହେବ ଫିଲ୍ମ ‘ମଣିକର୍ଣ୍ଣିକା’ର ବିବାଦକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାଓ୍ଵତ୍‌ । ଫିଲ୍ମର ଗୋଟେ ପରେ ଗୋଟେ ସଦସ୍ୟ ଫିଲ୍ମ ଛାଡ଼ୁଥିବା ବେଳେ ଏବେ ସେ ଆଉ ଏକ ଫିଲ୍ମ ସାଇନ୍‌ କରିଥିବା ଜଣାପଡ଼ିଛି । କିନ୍ତୁ ‘ମଣିକର୍ଣ୍ଣିକା’ ଭଳି ମଧ୍ୟ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଣ ମେଣ୍ଟାଇବା ପାଇଁ ପଥର ହାଣୁଥିଲେ, ଦାରିଦ୍ର୍ୟ ତାଡ଼ନାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ,କିନ୍ତୁ କିଛି କରିବାର…

ହାଇଦ୍ରାବାଦ୍‌ : କୁହାଯାଏ ଚେଷ୍ଟା କରୁଥିବା ଲୋକ କେବେ ହେଲେ ନିଜ କାମରେ ଅସଫଳ ହୁଏ ନାହିଁ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ତେଲେଙ୍ଗାନାର ଜ୍ୟୋତି ରେଡ଼୍ଡୀ । ଦିନେ ଘର ଚଳାଇବା ପାଇଁ ସେ ପଥର ହାଣୁଥିବା ବେଳେ ଏବେ ଏକ ସପ୍ଟଓୟାର କମ୍ପାନୀର ସିଇଓ ପାଲଟିଛନ୍ତି ଜ୍ୟୋତି । ପ୍ରତି ବର୍ଷ…
ଅଧିକ ଖବର ଦେଖନ୍ତୁ...

‘ୟେ ହୈ ମୋହବତେଁ’ ଧାରାବାହିକର ଅଭିନେତା ଦୁଃଖରେ ଭାଙ୍ଗିପଡ଼ିଲେ,ପତ୍ନୀଙ୍କ ଗର୍ଭପାତ ହେବା ପରେ ଏହି ବ୍ୟକ୍ତିଙ୍କୁ ଦେଲେ…

ମୁମ୍ବାଇ : ଅନେକ ଫିଲ୍ମରେ କାମ କରିବା ପରେ ଏବେ ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଏକତା କପୁରଙ୍କ ଲୋକପ୍ରିୟ ଧାରାବାହିକ ‘ୟେ ହୈ ମୋହବତେଁ’ରେ ଅଭିନୟ କରୁଛନ୍ତି ଅଭିନେତା ସୁମିତ୍‌ ସଚ୍‌ଦେବା । ଏହି ଧାରାବାହିକରେ ତାଙ୍କ ଚରିତ୍ରର ନାଁ ମଣି ହୋଇଥିବା ବେଳେ ଏବେ ତାଙ୍କ ବ୍ୟକ୍ତିଗତ ଜୀବନରେ…
ଅଧିକ ଖବର ଦେଖନ୍ତୁ...

୪ ବର୍ଷ ପର୍ଯ୍ୟନ୍ତ ନିଜ ସନ୍ତାନକୁ ଝିଅ ବୋଲି ଭାବି ଆସୁଥିଲେ ପରିବାର ଲୋକେ,୪ବର୍ଷ ପରେ ସାମ୍ନାକୁ ଆସିଲା ସତ

ମୁମ୍ବାଇ : ମହାରାଷ୍ଟ୍ରରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପରିବାର ଲୋକେ ଯାହାକୁ ୪ବର୍ଷ ପର୍ଯ୍ୟନ୍ତ ଝିଅ ବୋଲି ଭାବି ଆସୁଥିଲେ ସେ ପ୍ରକୃତରେ ପୁଅ ଥିଲା ବୋଲି ଜଣାପଡ଼ିଛି । ଡ଼ାକ୍ତରୀ ପରୀକ୍ଷା ପରେ ଏହା ପ୍ରମାଣ ହେବାରୁ ପରିବାର ଲୋକଙ୍କୁ ଏବେ ଶକ୍ତ ଝଟ୍‌କା ଲାଗିଛି ।…
ଅଧିକ ଖବର ଦେଖନ୍ତୁ...

ଚିଲିକାରେ ସିପ୍ଲେନ ଉଡ଼ାଣ ପ୍ରକଳ୍ପ ବାତିଲ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର : ଚିଲିକା ରେ ପ୍ରସ୍ତାବିତ ସିପ୍ଲେନ ଉଡାଣ ପ୍ରକଳ୍ପକୁ ବାତିଲ କରିଛନ୍ତି କେନ୍ଦ୍ର ସରକାର । ଏ ସଂପର୍କରେ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ତେବେ ରାଜ୍ୟରେ ଏହି ପ୍ରକଳ୍ପ ପାଇଁ ବିକଳ୍ପ ସ୍ଥାନ ବାଛିବାକୁ ଏଏଆଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ।…
ଅଧିକ ଖବର ଦେଖନ୍ତୁ...