Daily Archives

September 11, 2018

କଂଗ୍ରେସ କରିଥିବା ଭାରତ ବନ୍ଦରେ ସାମିଲ ଥିଲେ କି ଧୋନି? ଏହି ଫଟୋକୁ ନେଇ ଏବେ ଆରମ୍ଭ ହୋଇଥିବା ଚର୍ଚ୍ଚା ପଛର ସତ୍ୟତା…

ନୂଆଦିଲ୍ଲୀ : ଦେଶରେ ତୈଳ ଦର ବୃଦ୍ଧିକୁ ବିରୋଧ କରି ସେପ୍ଟେମ୍ବର ୧୦ ସୋମବାର ଦିନ ଭାରତ ବନ୍ଦ ଡ଼ାକରା ଦେଇଥିଲା କଂଗ୍ରେସ । ଯାହାର ଅନେକ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଭାଇରାଲ ହୋଇଥିବା ଏକ ଫଟୋ ମଧ୍ୟରୁ ଗୋଟେ ଫଟୋ ମହେନ୍ଦ୍ର ସିଂହ ଧୋନିଙ୍କର ମଧ୍ୟ ରହିଥିଲା ।…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରର ଏହି ଡ୍ୟାନ୍‌ସିଙ୍ଗ ଟ୍ରାଫିକ୍‌ ପୁଲିସକୁ ନେଇ ଚର୍ଚ୍ଚା, ଭାଇରାଲ ହେବାରେ ଲାଗିଛି ଭିଡ଼ିଓ

ଭୁବନେଶ୍ୱର: କିଛି ଦିନ ତଳେ ହୋମ ଗାର୍ଡ଼ରୁ ଟ୍ରାଫିକ ପୁଲିସ ସାଜିଥିବା ପ୍ରତାପ ଚନ୍ଦ୍ରଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଟ୍ରାଫିକ୍‌କୁ ନିୟନ୍ତ୍ରଣ କରିବାର ଶୈଳୀ ତାଙ୍କୁ ଆଜି ଚର୍ଚ୍ଚାର ପରିସରକୁ ଆଣିଛି । ପ୍ରତାପ ନିଜ ଡ୍ୟୁଟି କରିବା ସହ ନିଜ ନୃତ୍ୟ ଦ୍ୱାରା ପଥଚାରୀମାନଙ୍କର…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ ପ୍ରଥମ ଥର ପାଇଁ ନିଜ ବେଡ଼୍‍ରୁମର ସିକ୍ରେଟ୍‌ କହିଲେ ସୋନମ୍‌, ଏହି କାମ କରିବା ପାଇଁ ଅଧିକ ଭଲ ଲାଗେ…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ନିଜର ଫ୍ୟାଶନ ସେନ୍ସ ଏବଂ ମନ ଖୋଲା କଥା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କୌଣସି କଥାକୁ ନେଇ ସେ ନିଜର ମତ ରଖିବାକୁ ସେ କେବେ ହେଲେ ପଛଘୁଞ୍ଚା ଦିଅନ୍ତି ନାହିଁ । ତେବେ କିଛି ମାସ ତଳେ ସେ ଦିଲ୍ଲୀର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ…
ଅଧିକ ଖବର ଦେଖନ୍ତୁ...

ସାଉଦି ଆରବ ସରକାରଙ୍କ ଅଜବ ନିୟମ : ମହିଳାଙ୍କ ସହ ଜଳଖିଆ କରିବାରୁ ଗିରଫ ହେଲେ ଯୁବକ

ନୂଆଦିଲ୍ଲୀ: ସବୁବେଳେ ନିଜର ଅଜବ ନିୟମ ପାଇଁ ଚର୍ଚ୍ଚାରେ ରହି ଆସିଛି ସାଉଦି ଆରବ । ଏବେ ପୁଣି ଏକ ଘଟଣାକୁ ନେଇ ସାଉଦି ଆରବର ସରକାରଙ୍କ ଉପରେ ଉଠିଛି ପ୍ରଶ୍ନ । ଜଣେ ଯୁବକ ମହିଳାଙ୍କ ସହ ଜଳଖିଆ କରିବାରୁ ତାଙ୍କୁ ଗିରଫ କରାଯିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସାଉଦି ଆରବର…
ଅଧିକ ଖବର ଦେଖନ୍ତୁ...

ରେଡିଓ ଚକଲେଟ୍‌ର ‘ଅଲରାଉଣ୍ଡର ପ୍ରତିଯୋଗିତା’ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାର ୧ ନମ୍ବର ଏଫ୍‌.ଏମ୍‌ ‘ରେଡିଓ ଚକଲେଟ୍‌’ର ଅଲରାଉଣ୍ଡର ପ୍ରତିଯୋଗିତା ମଙ୍ଗଳବାର ଆରମ୍ଭ ହୋଇ ଯାଇଛି। କଲେଜ ଛାତ୍ରଛାତ୍ରୀମାନଙ୍କ ବିବିଧ ପ୍ରତିଭାର ପରିପ୍ରକାଶ ପାଇଁ ଆୟୋଜକ ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଖୋର୍ଦ୍ଧାର ପ୍ରାଣନାଥ ସ୍ୱୟଂଶାସିତ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ କାରଣ ପାଇଁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଥାନ୍ତି ଲୋକେ, କାରଣ ଜାଣି କରନ୍ତୁ ଚିକିତ୍ସା…

ଆତ୍ମହତ୍ୟା ଆଜିକାଲି ସମାଜରେ ଏକ ରୋଗ ଭଳି ବ୍ୟାପିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଆତ୍ମହତ୍ୟା କରୁଥିବାର ଖବର ଆସିବା ସହ ଏହା ପଛରେ ମାନସିକ ଅବସାଦ ଏକ ବଡ଼ କାରଣ ଥିବା ଜଣା ପଡ଼ିଛି । କାମର ଚିନ୍ତା ବା ପାରିବାରିକ କଳହକୁ ନେଇ କିଛି କିଛି ଲୋକ ଆତ୍ମହତ୍ୟା କରୁଥିବା ବେଳେ କିଛି…
ଅଧିକ ଖବର ଦେଖନ୍ତୁ...

ହୃଦଘାତର ଶିକାର ହେଲେ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ବାପା, ୫୫ବର୍ଷରେ ଚାକିରି ଚାଲିଯିବା ପରେ ସାହାରା…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ବାପା ପି.ଆର୍‌ ବାଲାନ ହଠାତ୍‌ ହୃଦ୍‌ଘାତର ଶିକାର ହେବା ପରେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ମିଳିଛି । ସୋମବାର ରାତିରେ ପି.ଆର୍‌ ବାଲାନଙ୍କ…
ଅଧିକ ଖବର ଦେଖନ୍ତୁ...

ଓଭାଲରେ ୧୧୮ ରନ୍‌ରେ ହାରିଲା ଭାରତ, ୪-୧ରେ ଟେଷ୍ଟ ଶୃଙ୍ଖଳା ଜିତିଲା ଇଂଲଣ୍ଡ

ଲଣ୍ଡନ: ଭାରତ ବିରୋଧରେ ମଙ୍ଗଳବାର ଇଂଲଣ୍ଡ ଓଭାଲ ଟେଷ୍ଟକୁ ୧୧୮ ରନ୍‌ରେ ଜିତିଛି। ଇଂଲଣ୍ଡ ପ୍ରଥମେ ଟସ୍‌ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ସମସ୍ତ ଓ୍ଵିକେଟ ହରାଇ ୩୩୨ ରନ୍‌ ଓ ଦ୍ୱିତୀୟ ଇନିଂସରେ ୮ ଓ୍ଵିକେଟ ହରାଇ ୪୨୩ ରନ୍‌ ସଂଗ୍ରହ କରିବା ପରେ ଘୋଷଣା ପାଳି…
ଅଧିକ ଖବର ଦେଖନ୍ତୁ...

ରାଜନେତାଙ୍କ ପରିବାରର ସଦସ୍ୟ ହୋଇ ମଧ୍ୟ ରାଜନୀତି କରି ନାହାନ୍ତି ଏହି ବଲିଉଡ୍‌ କଳାକାର

ବି-ଟାଉନ୍‌ରେ ଏମିତି ଅନେକ କଳାକାର ଅଛନ୍ତି । ଯେଉଁମାନେ ଅଭିନୟ କରିବା ପରେ ରାଜନୀତିରେ ପାଦ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ରାଜ ବବ୍ଦର, ପରେଶ ରାଓ୍ଵଲ, ଶତ୍ରୁଘ୍ନ ସିହ୍ନା, ଜୟା ବଚ୍ଚନ ଏବଂ ହେମା ମାଲିନି । କିନ୍ତୁ ବଲିଉଡ୍‌ରେ ଏମିତି ମଧ୍ୟ କିଛି କଳାକାର ଅଛନ୍ତି ଯେଉଁମାନେ…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡ଼ିଆରେ ପ୍ରେମିକାର ଅଶ୍ଲୀଳ ଫଟୋ ଛାଡ଼ିଲା ପ୍ରେମିକ, ପାପ କରିଥିବା କହି ପ୍ରେମିକା ଉପରେ ଜରିମାନା ଲଗାଇଲେ ଗାଁ…

ସିଲଂ: ମେଘାଳୟରେ ଘଟିଥିବା ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା । ଜଣେ ମହିଳାଙ୍କ ଅଶ୍ଲୀଳ ଫଟୋ ସୋସିଆଲ ମିଡ଼ିଆରେ ତା’ର ପ୍ରେମିକ ଭାଇରାଲ କରିବା ପରେ ମଧ୍ୟ ଦଣ୍ଡ ପ୍ରେମିକକୁ ନ ମିଳି ପ୍ରେମିକାକୁ ମିଳିଥିବା ଜଣା ପଡ଼ିଛି । ଏହି ଖବର ପ୍ରସାର ହେବା ପରେ ଏବେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ତୀବ୍ର…
ଅଧିକ ଖବର ଦେଖନ୍ତୁ...