Daily Archives

September 15, 2018

ନିଜ ପୁଅର ଜନ୍ମଦିନ ଅବସରରେ ଏଭଳି ଭାବପୂର୍ଣ୍ଣ ଶୁଭେଚ୍ଛା ଜଣାଇଲେ ଅକ୍ଷୟ କୁମାର

ମୁମ୍ବାଇ: ସେପ୍ଟେମ୍ବର ୧୫ରେ ବଲିଉଡ୍‌ର ଖିଲାଡ଼ୀ ଅକ୍ଷୟ କୁମାରଙ୍କ ପୁଅ ଆରବଙ୍କ ଜନ୍ମଦିନ ଥିଲା । ସବୁ ଷ୍ଟାର୍‌ କିଡ଼୍‍ଙ୍କ ଜନ୍ମଦିନ ଭଳି ତାଙ୍କର ମଧ୍ୟ ଜନ୍ମଦିନ ଖୁବ ଧୁମ୍‌ ଧାମ୍‌ରେ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା । ଜନ୍ମଦିନ ଅବସରରେ ଆରବଙ୍କ ନିକଟକୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ…
ଅଧିକ ଖବର ଦେଖନ୍ତୁ...

ରେସ୍ତୋରାଁରେ ନିଜକୁ ଫୁଡ୍‌ ବ୍ଲଗର ବୋଲି ପରିଚୟ ଦେଇ ଖାଦ୍ୟ ସମୀକ୍ଷା କରୁଥିଲେ ମହିଳା, ୫ବର୍ଷ ମାଗଣାରେ ଖାଦ୍ୟ ଖାଇବା…

ନୂଆଦିଲ୍ଲୀ: ନିଜକୁ ଜଣେ ଫୁଡ଼୍‍ ବ୍ଲଗର ବୋଲି କହୁଥିବା ଜଣେ ମହିଳାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ମହିଳାଜଣଙ୍କ ୫ବର୍ଷ ହେଲା ନିଜକୁ ଦିଲ୍ଲୀର ଏକ ବଡ଼ ରେସ୍ତୋରାଁରେ ଫୁଡ଼୍‍ ବ୍ଲଗର ବୋଲି ପରିଚୟ ଦେଇ ମାଗଣାରେ ଖାଦ୍ୟ ଖାଉଥିବାରୁ ତାଙ୍କୁ ଗିରଫ କରାଯାଇଥିବା ଜଣା ପଡ଼ିଛି । ରେସ୍ତୋରାଁକୁ…
ଅଧିକ ଖବର ଦେଖନ୍ତୁ...

ଖାଲି ପେଟରେ ଚା’ ପିଇବା ଦ୍ୱାରା ଏସିଡ଼ିଟି ହେବା ସହ ହୋଇଥାଏ ଏହି ୪ଟି ରୋଗ

ପ୍ରାୟତଃ ଅଧାରୁ ଅଧିକ ଲୋକ ସକାଳ ଉଠିବା ପରେ ଖାଲି ପେଟରେ ଚା’ ପିଇବାକୁ ପସନ୍ଦ କରିଥାନ୍ତି । ଯାହାଦ୍ୱାରା ସେମାନଙ୍କୁ ଫୁର୍ତ୍ତି ଲାଗିଥାଏ । କିନ୍ତୁ ସେଇ କିଛି ସମୟ ପାଇଁ ଲାଗୁଥିବା ଫୁର୍ତ୍ତି ପାଇଁ ଆପଣ ଯେଉଁ ଚା’ ପିଉଛନ୍ତି ତାହା ଶରୀରରେ କେତେ ଯେ ସମସ୍ୟା ସୃଷ୍ଟି କରୁଛି, ତାହା ଆପଣ…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ରେ ପ୍ରେମ ତା’ ପରେ ଶାରୀରିକ ସଂପର୍କ, ବିବାହର ପ୍ରତିଶ୍ରୁତି ଦେଇ ୨୧ଲକ୍ଷ ଟଙ୍କା ଠକି ନେଲା ପ୍ରେମିକ

ନୂଆଦିଲ୍ଲୀ: ଦିଲ୍ଲୀର ଗୁରୁଗ୍ରାମ୍‌ରେ ଘଟିଥିବା ଏକ ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଫେସ୍‌ବୁକ୍‌ ଜରିଆରେ ଜଣେ ପ୍ରେମିକ ବିବାହ ପ୍ରତିଶ୍ରୁତି ଦେଇ ଜନୈକା ମହିଳାଙ୍କ ଠାରୁ ୨୧ଲକ୍ଷ ଟଙ୍କା ଠକି ନେବା ଘଟଣାକୁ ନେଇ ଅଭିଯୋଗ ହୋଇଥିବା ବେଳେ ଅଭିଯୁକ୍ତ ପ୍ରେମିକକୁ ଖୋଜିବା…
ଅଧିକ ଖବର ଦେଖନ୍ତୁ...

ଆସିଲା ସ୍ମାର୍ଟୱାଚ୍; ଏହି ହାତବନ୍ଧା ଘଣ୍ଟା ଜଣାଇ ଦେବ ଆପଣ ଅଫିସରେ ରହି କାମ କରୁଛନ୍ତି ନା ବାହାରେ ବୁଲୁଛନ୍ତି !

ଚଣ୍ଡିଗଡ଼ : ଏଣିକି କର୍ମଚାରୀଙ୍କ ଉପରେ ନଜର ରଖିବ କର୍ମଚାରୀଙ୍କ ହାତବନ୍ଧା ଘଣ୍ଟା । କର୍ମଚାରୀମାନେ ହାତରେ ବାନ୍ଧିଥିବା ଘଣ୍ଟା କହିବ କି ସେମାନେ ଅଫିସରେ ନିଜ ସିଟରେ ବସି କାମଳ କରୁଛନ୍ତି ନା କେଉଁ ଆଡେ ଗାଏବ ହୋଇଯାଇଛନ୍ତି । ଏଥି ସହିତ ହିଁ ବାହାରେ କାମ କରୁଥିବା କର୍ମଚାରୀଙ୍କ ବିଷୟରେ…
ଅଧିକ ଖବର ଦେଖନ୍ତୁ...

କରଣ ଜୋହରଙ୍କ ପାଇଁ ଆଲିଆଙ୍କ ହାତରୁ ଚାଲିଗଲା ବଡ଼ ବଜେଟ୍‌ର ଫିଲ୍ମ, ଦୀପିକା-ରଣବୀରଙ୍କର ଖୋଲିବ ଭାଗ୍ୟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ଏବଂ ଅଭିନେତା ରଣବୀର ସିଂହଙ୍କ ଯୋଡ଼ିକୁ ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂସାଲୀ ୩ଟି ଫିଲ୍ମରେ ସୁଯୋଗ ଦେଇଥିଲେ । ଏହି ୩ଟି ଫିଲ୍ମ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଥିବା ବେଳେ ଦୁଇ ଜଣଙ୍କ ଯୋଡ଼ିକୁ ଦର୍ଶକ ପସନ୍ଦ ମଧ୍ୟ କରିଥିଲେ । ୩ଥର ସମାନ ଯୋଡ଼ିକୁ…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀଙ୍କୁ ଆଣିବାକୁ ଯାଇ ଶୋଇ ପଡ଼ିଲେ ଉବେର ଚାଳକ, ନିଜେ ଗାଡ଼ି ଚଳାଇ ବିମାନ ବନ୍ଦରରୁ ଘରକୁ ଆସିଲେ ଯାତ୍ରୀ, ଫଟୋ ହେଲା…

ବେଙ୍ଗାଲୁରୁ: ବାହାରୁ ଆସୁଥିବା ଯାତ୍ରମାନଙ୍କୁ ବା ଲୋକମାନଙ୍କ ଯାତାୟାତର ସୁବିଧା ପାଇଁ ଆପ୍‌ ମାଧ୍ୟମରେ ଗାଡ଼ି ବୁକ୍‌ କରିବାର ସୁବିଧା ଆରମ୍ଭ କରାଯାଇଥିବା ବେଳେ ଏହାକୁ ଆରମ୍ଭ କରାଯିବା ପଛର ଲକ୍ଷ୍ୟ ଏ ପର୍ଯ୍ୟନ୍ତ ସଫଳ ହୋଇ ପାରି ନାହିଁ । ଓଲା ଏବଂ ଉବେର ଭଳି କମ୍ପାନି ଦେଉଥିବା ଏହି…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ଉପରେ ଲାଗିଥିବା ଆଇନଗତ କଟକଣାକୁ ଉଠାଇବା ପାଇଁ କହିଲେ ବଲିଉଡ଼୍‍ ଅଭିନେତା ଉଦୟ ଚୋପ୍ରା, ଟ୍ଵିଟ୍‌ କରି ମୁମ୍ବାଇ…

ମୁମ୍ବାଇ: ବଲିଉଡ୍‌ର ଫ୍ଲପ୍‌ ଅଭିନେତା ଭାବରେ ଜଣା ଯାଉଥିବା ଉଦୟ ଚୋପ୍ରା ଏବେ ନିଜେ କରିଥିବା ଏକ ଟ୍ଵିଟ୍‌କୁ ନେଇ ସୋସିଆଲ ମିଡ଼ିଆରେ ଟ୍ରୋଲ ହୋଇଥିବା ଦେଖାଯାଇଛି । ସେ କରିଥିବା ଟ୍ଵିଟ୍‌କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ମୁମ୍ବାଇ ପୁଲିସ ଏହି ଟ୍ଵିଟ୍‌ର କଡ଼ା ଜବାବ୍‌ ଦେଇଥିବା…
ଅଧିକ ଖବର ଦେଖନ୍ତୁ...

୬ବର୍ଷ ପୂର୍ବରୁ ଦେଇଥିବା ପ୍ରେମ ପ୍ରସ୍ତାବକୁ ଗ୍ରହଣ କରି ନଥିବାରୁ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କଲା ପ୍ରେମିକ,…

ସାଗର(ମଧ୍ୟପ୍ରଦେଶ): ଭଲ ପାଉଥିବା ମହିଳାଙ୍କୁ ପ୍ରେମ ନିବେଦନ କରି ଉତ୍ତରରେ ନାଁ ଶୁଣିବା ପରେ ଏହାକୁ ସହ୍ୟ କରିପାରି ନଥିଲା ପ୍ରେମିକ । ଯାହା ଫଳରେ ୬ ବର୍ଷ ପରେ ନିଜ ପ୍ରେମିକାକୁ ନିର୍ମମ ଭାବେ ହତ୍ୟା କରିଛି ପ୍ରେମିକ । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ମୃତ…
ଅଧିକ ଖବର ଦେଖନ୍ତୁ...

କଟକ ଏସସିବି ମେଡିକାଲ କଲେଜର ସିଟ ସଂଖ୍ୟା ୧୦୦ ବଢିଲା, ମୋଟ ସିଟ ସଂଖ୍ୟା ୨୫୦କୁ ବୃଦ୍ଧି

ଭୁବନେଶ୍ୱର:  କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲର ସିଟ ସଂଖ୍ୟା ୧୦୦ ବଢିଛି । ଏହା ଫଳରେ ମୋଟ ସିଟସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି ପାଇଛି । ମେଡିକାଲ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଏହି ସିଟ ବୃଦ୍ଧି କରାଯାଇଛି । ସିଟ ବୃଦ୍ଧି ପାଇଁ ବହୁ ଦିନରୁ ଓଡ଼ିଶା ସରକାର ଦାବି…
ଅଧିକ ଖବର ଦେଖନ୍ତୁ...