Daily Archives

September 20, 2018

୨୪ଘଣ୍ଟା ମଧ୍ୟରେ ଦୁଇ ଥର ମୃତ ଘୋଷିତ ହେବା ପରେ ଥରେ ଜୀବିତ ହେଲେ ମହିଳା,ପରିବାର ସହ ପୁଲିସ ବି ହୋଇଗଲା…

ରାୟପୁର: ରାୟପୁରରେ ଥିବା ଆମ୍ବେଦକର ହସ୍ପିଟାଲରେ ମଙ୍ଗଳବାର ସଂନ୍ଧ୍ୟା ୫ଟା ସମୟରେ ଡ଼ାକ୍ତର ଜଣେ ମହିଳାଙ୍କୁ ମୃତ ଘୋଷଣା କଲେ । ପରିବାରଲୋକଙ୍କୁ ଏହି ଦଃଖ ଖବର ଡ଼ାକ୍ତର ଜଣାଇବା ପରେ ସେମାନେ ମହିଳାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ୧୫ଘଣ୍ଟା ପରେ ବୁଧବାର ସକାଳ…
ଅଧିକ ଖବର ଦେଖନ୍ତୁ...

‘ରେସ୍‌-୩’ ଫ୍ଲପ୍‌ ହେବାର ୩ ମାସ ପରେ ମୁହଁ ଖୋଲିଲେ ରେମୋ ଡି’ସୁଜା: ସେଭଳି ଫିଲ୍ମ ଆଉ କେବେ ତିଆରି କରିବି ନାହିଁ…

ମୁମ୍ବାଇ : କିଛି ମାସ ତଳେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ରେସ୍‌-୩’ । ଏହି ଫିଲ୍ମରେ ନଜର ଆସିଥିଲେ ଅଭିନେତା ସଲମାନ ଖାନ୍‌,ବିବ ଦେଓଲ,ଅନୀଲ କପୁର,ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିିଜ୍‌, ଡ଼େଜି ଶାହା ଏବଂ ସାକିବ୍‌ ସଲିମ୍‌ । ଫିଲ୍ମଟି ୩୦୦କୋଟି ଆୟ କରିଥିଲେ ମଧ୍ୟ ଏହା ବକ୍ସ ଅଫିସରେ ଫ୍ଲପ୍‌…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ଆପଣଙ୍କ ଡେବିଟ୍‌ ଏବଂ କ୍ରେଡିଟ୍‌ କାର୍ଡ଼ ବଦଳାଉଛି ବ୍ୟାଙ୍କ,ଜାଣି ରଖନ୍ତୁ ନୂଆ କାର୍ଡର ଫାଇଦା ବିଷୟରେ

ନୂଆଦିଲ୍ଲୀ : କିଛିଦିନ ତଳେ ଆପଣଙ୍କୁ ଆପଣଙ୍କ ଜମାଖାତା ଥିବା ବ୍ୟାଙ୍କ ତରଫରୁ ଡ଼େବିଟ୍‌ ଏବଂ କ୍ରେଡ଼ିଟ୍‌ କାର୍ଡ଼ ବଦଳାଇବା ପାଇଁ ରିମାଇଣ୍ଡର ଆସିଥିବ ନିଶ୍ଚୟ । ତେବେ ହଠାତ୍‌ ବ୍ୟାଙ୍କ ତରଫରୁ ଏଭଳି ରିମାଇଣ୍ଡର ମିଳିବା ପରେ ଖାତାଧାରୀମାନେ ଦ୍ୱନ୍ଦ୍ୱରେ ପଡ଼ିଥିବେ ନିଶ୍ଚୟ । କ’ଣ ପାଇଁ…
ଅଧିକ ଖବର ଦେଖନ୍ତୁ...

ଆଜି ବିଳମ୍ବିତ ମଧ୍ୟରାତ୍ର କିମ୍ବା ପାହାନ୍ତା ପହରକୁ ଗୋପାଳପୁର ଉପକୂଳ ଅତିକ୍ରମ କରିବ ସାମୁଦ୍ରିକ ଝଡ଼; ପ୍ରଭାବିତ ହେବ…

ଭୁବନେଶ୍ୱର: ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅଧିକ ଘନୀଭୂତ ହୋଇ ଡିପ୍‌ ଡିପ୍ରେସନରେ ପରିଣତ ହୋଇଛି। ଏହା ବର୍ତ୍ତମାନ ଗୋପାଳପୁର ଉପକୂଳ ଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ରହିଛି। ଏବଂ ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ…
ଅଧିକ ଖବର ଦେଖନ୍ତୁ...

ଫ୍ରାନ୍ସରେ ରାଫେଲର ପରୀକ୍ଷା ମୂଳକ ଉଡ଼ାଣ କଲେ ବାୟୁସେନାର ଡେପୁଟି ଏୟାର ମାର୍ଶାଲ ରଘୁନାଥ ନାମ୍ବିଆର

ନୂଆଦିଲ୍ଲୀ: ଫ୍ରାନ୍ସ କମ୍ପାନି ଦାସଲ୍ଟ ନିର୍ମିତ ଲଢ଼ୁଆ ବିମାନ ରାଫେଲର କ୍ରୟକୁ ନେଇ ଦେଶରେ ରାଜନୈତିକ ବାଦାନୁବାଦ ଚାଲିଥିବା ବେଳେ ଆଜି ଖୋଦ୍‌ ଭାରତୀୟ ବାୟୁସେନାର ଉପମୁଖ୍ୟ ଏୟାର ମାର୍ଶାଲ ରଘୁନାଥ ନାମ୍ବିଆର ନିଜେ ଲଢ଼ୁଆ ରାଫେଲର ପରୀକ୍ଷା ମୂଳକ ଉଡ଼ାଣ କରିଛନ୍ତି। ଫ୍ରାନ୍ସର ଇଷ୍ଟର…
ଅଧିକ ଖବର ଦେଖନ୍ତୁ...

ଏକାଧିକ ଡ୍ରାଇଭିଂ ଲାଇସେନ୍ସ ଥିବା ବ୍ୟକ୍ତିକୁ ଚିହ୍ନଟ କରାଯିବ

ନୂଆଦିଲ୍ଲୀ: ଆମ ଦେଶରେ ଡ୍ରାଇଭିଂ ଲାଇସେନ୍ସ ପାଇବା ବେଶ ସହଜ । ଜଣେ ଜଣେ ଲୋକ ଏକାଧିକ ଡ୍ରାଇଭିଂ ଲାଇସେନ୍ସ ରଖିଛନ୍ତି । ଅଲଗା ଅଲଗା ରାଜ୍ୟରୁ ଜଣେ ବ୍ୟକ୍ତି ଲାଇସେନ୍ସ ପାଇପାରୁଛି । ପୁଣି ଉପଯୁକ୍ତ ଭାବେ ଡ୍ରାଇଭିଂ ତାଲିମ ପାଇନଥିଲେ ମଧ୍ୟ ଲୋକମାନେ ସହଜରେ ଡ୍ରାଇଭିଂ ଲାଇସେନ୍ସ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ୨୯ ତାରିଖକୁ ‘ସର୍ଜିକାଲ ଷ୍ଟ୍ରାଇକ୍‌ ଦିବସ’ ଭାବେ ପାଳନ କରିବାକୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟକୁ…

ନୂଆଦିଲ୍ଲୀ: ଆଗାମୀ ସେପ୍ଟେମ୍ବର ୨୯ ତାରିଖକୁ ‘ସର୍ଜିକାଲ ଷ୍ଟ୍ରାଇକ୍‌ ଦିବସ’ ଭାବେ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟମାନଙ୍କରେ ପାଳନ କରିବା ପାଇଁ ଆଜି ନିର୍ଦ୍ଦେଶ ଦେଇଛି ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି)। ଏହି ଦିବସ ପାଳନ ଅବସରରେ ପ୍ରାକ୍ତନ ସେନା ଅଧିକାରୀମାନଙ୍କୁ ଆମନ୍ତ୍ରଣ କରି…
ଅଧିକ ଖବର ଦେଖନ୍ତୁ...

ଜିନ୍ସର ସାମ୍ନା ପକେଟ ଭିତରେ ଥିବା ଛୋଟ ପକେଟର କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ଆଜିକା ସମୟରେ ପୁରୁଷ ହୁଅନ୍ତୁ ଅବା ମହିଳା କି ଶିଶୁ ସମସ୍ତେ ଜିନ୍ସ ପିନ୍ଧିବାକୁ ପସନ୍ଦ କରନ୍ତି। ଏହା ଆରାମଦାୟକ ହେବା ସହିତ ଦେଖିବାକୁ ବି ଆକର୍ଷଣୀୟ ଲାଗିଥାଏ। ତେବେ ଜିନ୍ସ ପିନ୍ଧିବା ସମୟରେ ସମସ୍ତେ ସାମ୍ନା ପକେଟ ଭିତରେ ଏକ ଛୋଟ ପକେଟ ଥିବା ଦେଖିଛନ୍ତି କିନ୍ତୁ ଏହି…
ଅଧିକ ଖବର ଦେଖନ୍ତୁ...

ନନ୍‌ ଦୁଷ୍କର୍ମ ମାମଲା: ପଦରୁ ହଟିଲେ ଦୁଷ୍କର୍ମ ଅଭିଯୁକ୍ତ ବିଶପ

ତିରୁବନନ୍ତପୁରମ୍‌ : ଜନୈକା ନନ୍‌ଙ୍କୁ ଦୀର୍ଘ ୨ ବର୍ଷ ଧରି ଦୁଷ୍କର୍ମ କରିଥିବା ଅଭିଯୋଗରେ ତଦନ୍ତର ସମ୍ମୁଖୀନ ହେଉଥିବା ଜଳନ୍ଧର ବିଶପ ଫ୍ରାଙ୍କୋ ମୁଲାକ୍କଲ୍‌ଙ୍କୁ ଗୁରୁବାର ଚର୍ଚ୍ଚ କାର୍ଯ୍ୟରୁ ସାମୟିକ ବିରତି ଦିଆଯାଇଛି। ଭଟିକାନ୍‌ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ୨୦୧୪ରୁ…
ଅଧିକ ଖବର ଦେଖନ୍ତୁ...

୩ ମନ୍ତ୍ରୀଙ୍କ ସହ ଶିକ୍ଷକ ସଂଘର ଆଲୋଚନା ବିଫଳ, ଆଗକୁ ବି ଜାରି ରହିବ ଆନ୍ଦୋଳନ

ଭୁବନେଶ୍ୱର: ବିଭିନ୍ନ ସମସ୍ୟା ଦାବିରେ ଶିକ୍ଷକ ମିଳିତ ମଞ୍ଚର ଆନ୍ଦୋଳନ ଆଗକୁ ମଧ୍ୟ ଜାରି ରହିବ। ଶିକ୍ଷକ ସଂଘ ୩ ଜଣ ମନ୍ତ୍ରୀଙ୍କ ସହ ଗୁରୁବାର ହୋଇଥିବା ଆଲୋଚନା ବିଫଳ ପରେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି କରିଛି। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶିକ୍ଷକଙ୍କ ସମସ୍ୟା ନେଇ ଆଜି…
ଅଧିକ ଖବର ଦେଖନ୍ତୁ...