Daily Archives

October 18, 2018

ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ସହାୟତା ମାଗିଲେ ୨୦୧୪ କୋଟି ଟଙ୍କା

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ତିତ୍‌ଲି’ରେ ହୋଇଥିବା କ୍ଷୟକ୍ଷତିକୁ ସୁଧାରିବା ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ୨୦୧୪.୦୯ କୋଟି ଟଙ୍କା ସହାୟତା ମାଗିଛନ୍ତି। ବାତ୍ୟା ପରେ ବନ୍ୟା ସଂପର୍କୀତ ଏକ ପ୍ରାଥମିକ ରିପୋର୍ଟ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଦାଖଲ କରିଛନ୍ତି। ତିତ୍‌ଲି ଯୋଗୁଁ…
ଅଧିକ ଖବର ଦେଖନ୍ତୁ...

ବିମାନ ଦୁର୍ଘଟଣାରୁ ଅଳ୍ପକରେ ରକ୍ଷା ପାଇଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ

ଓ୍ଵାଶିଂଟନ୍‌: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଏକ ବିମାନ ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ ଅଳ୍ପକରେ ରକ୍ଷା ପାଇ ଯାଇଥିବା ଜାଣିବାକୁ ମିଳିଛି। ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ…
ଅଧିକ ଖବର ଦେଖନ୍ତୁ...

ବିମାନ ଯାତ୍ରା ସମୟରେ ଏଣିକି ଉଠାଇ ପାରିବେ ଇଣ୍ଟରନେଟ ସେବାର ମଜା !

ନୂଆଦିଲ୍ଲୀ: ଏଣିକି ବିମାନରେ ଯାତ୍ରୀଙ୍କୁ ମୋବାଇଲ ଓ ଇଣ୍ଟରନେଟ ବ୍ୟବହାର କରିବାକୁ ନେଇ ଆଉ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ତେବେ ଯାତ୍ରୀଙ୍କୁ ମୋବାଇଲ୍‌ରେ ଇଣ୍ଟରନେଟ ବ୍ୟବହାର କରିବାର ଅନୁମତି ମିଳିବ କିନ୍ତୁ ସୁରକ୍ଷା କାରଣରୁ କେହି ବି ଯାତ୍ରୀ ବିମାନ ଯାତ୍ରା ସମୟରେ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ପଛପଟରୁ ଟ୍ରକ୍‌ ଧକ୍କା ଦେବାରୁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ, ମହିଳା ସମେତ ୨ ଗୁରୁତର

ଝାରୁସୁଗଡ଼ା: ଟାଉନ୍‌ ଥାନା ଅନ୍ତର୍ଗତ ବିଟିଏମ୍‌ ଫାଣ୍ଡି ନିକଟରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁସାରେ ଜାତୀୟ ରାଜପଥ ୪୯ ନମ୍ବରରେ ଏକ ଟ୍ରକ ପଛପଟରୁ ୩ ଜଣ ବାଇକ୍‌ ଆରୋହୀଙ୍କୁ ଶକ୍ତ ଧକ୍କା ଦେଇଛି। ଫଳରେ ଜଣେ ବାଇକ୍‌ ଆରୋହୀଙ୍କ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ଜେଜେବାପାଙ୍କ ଅସ୍ଥିକୁ ମିଶାଇ ବିସ୍କୁଟ ପ୍ରସ୍ତୁତ କରି ସାଙ୍ଗମାନଙ୍କୁ ଖାଇବାକୁ ଦେଲା ନାତୁଣୀ

କାଲିଫର୍ଣ୍ଣିୟା: ଅମେରିକାର କାଲିଫର୍ଣ୍ଣିୟାରେ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ଉତ୍ତର କୋଲିଫର୍ଣ୍ଣିୟାରେ ଜଣେ ନାବାଳିକା ବିସ୍କୁଟରରେ ନିଜ ଜେଜେବାପାଙ୍କ ଅସ୍ଥିକୁ ମିଶାଇ ସ୍କୁଲରେ ସାଙ୍ଗମାନଙ୍କୁ ଖାଇବା ଦେଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍କୁଲ ଛାତ୍ରଛାତ୍ରୀମାନେ ସ୍ତବ୍ଧ…
ଅଧିକ ଖବର ଦେଖନ୍ତୁ...

ଯୋଗୀ ସରକାର ମୁସଲମାନଙ୍କୁ କହିବେ ନାମ ପରିବର୍ତ୍ତନ କର: ଆଜମ ଖାନ୍‌

ରାମପୁର: ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ରଖାଯିବା ପରେ ଉତ୍ତର ପ୍ରଦେଶର ବରିଷ୍ଠ ନେତା ଆଜମ ଖାନ ବଡ଼ ବୟାନ ଦେଇଛନ୍ତି। ଯୋଗୀ ସରକାରଙ୍କୁ କଟାକ୍ଷ କରିବା ସହିତ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଇଦ୍‌ ପାଳନ କରନ୍ତି ନାହିଁ, ଏଥି ପାଇଁ ତାଙ୍କ ସରକାର କିଛି ନୂଆ ପଦକ୍ଷେପ…
ଅଧିକ ଖବର ଦେଖନ୍ତୁ...

୨୦୨୦ ସୁଦ୍ଧା ଭାରତ ହାତକୁ ଆସିବ ଏସ-୪୦୦ ମିସାଇଲ ସିଷ୍ଟମ୍‌

ନୂଆଦିଲ୍ଲୀ : ଭାରତ ଋଷିଆଠାରୁ କିଣିବାକୁ ଥିବା ଏସ-୪୦୦ ଟ୍ରିୟମ୍ଫ ମିସାଇଲ ଡିଫେନ୍ସ ସିଷ୍ଟମ୍ସର ପ୍ରଥମ ଡେଲିଭରୀ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଅର୍ଥାତ ୨୦୨୦ ସୁଦ୍ଧା ହେବ ବୋଲି ଋଷିଆର ଫେଡେରାଲ ସର୍ଭିସ ଫର ମିଲିଟାରୀ ଟେକନିକାଲ କୋପରେସନର ମୁଖ୍ୟ ଡିମିଟ୍ରି ସୁଗାଏଭ ଏହି ସୂଚନା ଦେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ମିଲ୍‌କ ମ୍ୟାନ୍‌’ ଉପନ୍ୟାସ ପାଇଁ ଆର୍ୟାଲାଣ୍ଡର ଲେଖିକା ଏନ୍ନା ବାର୍ନସଙ୍କୁ ମିଳିବ ଚଳିତ ବର୍ଷର ବୁକର୍‌ ପୁରସ୍କାର

ଆର୍ୟାଲାଣ୍ଡ: ଉତ୍ତର ଆର୍ୟାଲାଣ୍ଡର ଲେଖିକା ଆନ୍ନା ବାର୍ନସଙ୍କୁ ଚଳିତ ୨୦୧୮ର ବୁକର୍‌ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କ ରଚିତ ଇଂରାଜୀ ଉପନ୍ୟାସ ‘ମିଲ୍‌କ ମ୍ୟାନ୍‌’ ନିମନ୍ତେ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଏହା ତାଙ୍କ ରଚିତ ତୃତୀୟ ପୁସ୍ତକ। ଆନ୍ନାଙ୍କ ଲିଖିତ…
ଅଧିକ ଖବର ଦେଖନ୍ତୁ...

କ୍ରିକେଟରୁ ସନ୍ୟାସ ନେବା ପ୍ରସଙ୍ଗରେ ମୁହଁ ଖୋଲିଲେ ଗୌତମ ଗମ୍ଭୀର

ହାଇଦ୍ରାବାଦ: କ୍ରିକେଟ ତାରକା ଗୌତମ ଗମ୍ଭୀର ଇତି ମଧ୍ୟରେ ୩୭ ବର୍ଷରେ ପଦାର୍ପଣ କରିଛନ୍ତି । ତେବେ କ୍ରିକେଟରୁ ସନ୍ୟାସ ନେବାକୁ ନେଇ ଗମ୍ଭୀର ନିକଟରେ ଏକ ବଡ଼ ଖୁଲାସା କରି କହିଛନ୍ତି, ଯେ କ୍ରିକେଟକୁ ସେ ସେତେବେଳେ ଛାଡ଼ିବେ ଯେତେବେଳେ ଏହା ପ୍ରତି ତାଙ୍କର ଭାବନାତ୍ମକ ଆନ୍ତରିକତା ଆଉ ରହିବ…
ଅଧିକ ଖବର ଦେଖନ୍ତୁ...

କେମିତି ଅଛନ୍ତି ଜଗା-ବଳିଆ ! ଦିଲ୍ଲୀ ଏମ୍ସ ବାହାରେ ବୁଲିଲା ଜଗା, ବଳିଆର ସ୍ୱାସ୍ଥ୍ୟରେ ଉନ୍ନତି

ନୂଆଦିଲ୍ଲୀ: ଓଡ଼ିଶାର କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଅପରେସନ ପରେ ଅଲଗା ଅଲଗା ବେଡରେ ରଖାଯାଇ ଚିକିତ୍ସା ଚାଲିଛି। ଦୀର୍ଘ ଦିନ ପର୍ଯ୍ୟନ୍ତ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସା ଜାରି ରହିଥିବା ବେଳେ ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...