Daily Archives

October 18, 2018

ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିବା ଦେଶର ଏକମାତ୍ର ରାଜନେତା ଥିଲେ ଏନଡି ତିୱାରୀ

ନୂୂଆଦିଲ୍ଲୀ : ଏକ ମସ୍ତିଷ୍କାଘାତ ପରେ ପ୍ରାୟ ଏକ ମାସ ଧରି ଅସୁସ୍ଥ ରହିବା ପରେ ଗୁରୁବାର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିୱାରୀଙ୍କର ୯୩ ବର୍ଷ ବୟସରେ ପରଲୋକ ଘଟିଛି। ନିଜର ୯୩ତମ ଜନ୍ମତିଥିରେ ବରିଷ୍ଠ କଂଗ୍ରେସ ନେତା…
ଅଧିକ ଖବର ଦେଖନ୍ତୁ...

ଏହି ରୋଗ କାରଣରୁ ପାଖରେ ୯୮ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା କଥା ଭୁଲି ଯାଇଛନ୍ତି ବୃଦ୍ଧ

ଜାପାନରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଯାହାକି ଚିନ୍ତାର କାରଣ ପାଲଟିଛି। ୨୦୧୮ ମାର୍ଚ୍ଚରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେଉଁଥିରୁ ଜଣାପଡ଼ିଛି, ପାଖାପାଖି ୯୮ଲକ୍ଷ କୋଟି ଟଙ୍କାର ଥାଇ ବି କୌଣସି କାମରେ ଆସି ପାରୁ ନାହିଁ। କାରଣ ଏହାର ମାଲିକ ଯିଏ ତାଙ୍କର ଏସବୁ ସମ୍ପତ୍ତିକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିୱାରୀଙ୍କର  ପରଲୋକ

ନୂଆଦିଲ୍ଲୀ : ଦୀର୍ଘଦିନ ଅସୁସ୍ଥ ରହିବା ପରେ ଗୁରୁବାର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିୱାରୀଙ୍କର ୯୩ ବର୍ଷ ବୟସରେ ପରଲୋକ ଘଟିଛି। ନିଜର ୯୩ତମ ଜନ୍ମତିଥିରେ ବରିଷ୍ଠ କଂଗ୍ରେସ ନେତା ତିୱାରୀଙ୍କର ବିୟୋଗ ଘଟିଛି।…
ଅଧିକ ଖବର ଦେଖନ୍ତୁ...

ନିବେଶକମାନେ ଫେସବୁକ୍‌ ପରିଚାଳନା ବୋର୍ଡ ଅଧ୍ୟକ୍ଷ ପଦରୁ ମାର୍କ ଜୁକରବର୍ଗଙ୍କୁ ହଟାଇବାକୁ ଚାହାନ୍ତି

ନୂଆଦିଲ୍ଲୀ: ଫେସ୍‌ବୁକ୍‌ର ନିବେଶକମାନେ କମ୍ପାନିର ପରିଚାଳନା ବୋର୍ଡ ଅଧ୍ୟକ୍ଷ ପଦରୁ ମାର୍କ ଜୁକରବର୍ଗ ହଟିଯିବା ଚାହାନ୍ତି ବୋଲି ଚର୍ଚ୍ଚା ଶୁଣିବାକୁ ମିଳିଛି। ଫେସ୍‌ବୁକ୍‌ ଏକାଧିକ ହାଇ-ପ୍ରୋଫାଇଲ୍‌ ସ୍କାଣ୍ଡାଲ୍‌ରେ ଜଡ଼ିତ ହେବା ପରେ ନିବେଶକମାନେ ଏପରି ମତ ପୋଷଣ କରୁଥିବା ଆଲୋଚନା ହେଉଛି।…
ଅଧିକ ଖବର ଦେଖନ୍ତୁ...

ମାନହାନୀ ମୋକଦ୍ଦମା: ଅକ୍ଟୋବର ୩୧ରେ ଏମ୍‌.ଜେ.ଆକବରଙ୍କ ବୟାନ ରେକର୍ଡ କରିବେ ଅଦାଲତ

ନୂଆଦିଲ୍ଲୀ: # ମି ଠୁ ଅଭିଯାନ କ୍ରମରେ ସାମ୍ବାଦିକା  ପ୍ରିୟା ରମାନିଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌.ଜେ.ଆକବର ଦିଲ୍ଲୀର ଏକ ଅଦାଲତରେ ଫୌଜଦାରି ମାନହାନୀ ମୋକଦ୍ଦମା ଦାୟର କରିଥିଲେ। ଦିଲ୍ଲୀର ଅତିରିକ୍ତ ଚିଫ୍‌…
ଅଧିକ ଖବର ଦେଖନ୍ତୁ...

କୋଣାର୍କ: ଗଣଦୁଷ୍କର୍ମର ଶିକାର ହୋଇଥିବା ବଙ୍ଗୀୟ ଯୁବତୀ ବାରମ୍ବାର ବୟାନ ବଦଳାଉଥିବା ହେତୁ ତଦନ୍ତରେ ବାଧା ସୃଷ୍ଟି…

ପୁରୀ/କୋଣାର୍କ/ଗୋପ : କୋଣାର୍କ ଜନେକ ବଙ୍ଗୀୟ ଯୁବତୀଙ୍କୁ ଦଶ ଦିନ ଧରି ଏକ ବନ୍ଦ କୋଠରୀରେ ଗଣଦୁଷ୍କର୍ମ କରାଯାଇଥିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏଏସପି ସୂଚନା ଦେଇଛି। ତେବେ ବନ୍ଦ କୋଠରୀ…
ଅଧିକ ଖବର ଦେଖନ୍ତୁ...

ରେଳଧାରଣାରେ ଫାଟ ଥିଲେ ବାଜିବ ଆଲାର୍ମ, ଟଳିଯିବ ଦୁର୍ଘଟଣା

ଲକ୍ଷ୍ନୌ : ରେଳ ଧାରଣାରେ ସଙ୍କୋଚନ ଓ ପ୍ରସାରଣ ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିଥାଏ । ତେବେ ଏବେ ଏପରି ଦୁର୍ଘଟଣା ଏଡ଼ାଇବା ଲାଗି ରେଲ୍ ମନ୍ତ୍ରାଳୟ ପକ୍ଷରୁ ଗବେଷଣା ହେଉଥିଲା । ନିକଟରେ ଦୁର୍ଘଟଣା ରୋକିବା ପାଇଁ ଏକ ନୂତନ ଜ୍ଞାନକୌଶଳର ଉଦ୍ଭାବନ ହୋଇଛି । ଏହି ନୂତନ ଜ୍ଞାନକୌଶଳର ନାମ…
ଅଧିକ ଖବର ଦେଖନ୍ତୁ...

ଚାରି ମହିଳା ୬୦ଲକ୍ଷ ଟଙ୍କାର ସୁନାକୁ ଏମିତି ଏକ ସ୍ଥାନରେ ଲୁଚାଇ ରଖିଥିଲେ କି ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଚୋରିର ଅନେକ ଘଟଣା ଆପଣ ଶୁଣିବାକୁ ପାଇଥିବେ। କିନ୍ତୁ ନିକଟରେ ଚୋରିକୁ ନେଇ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପୁଣେର ବିମାନବନ୍ଦରରେ ସୁନା ଚାଲାଣ କରୁଥିବା ଚାରିଜଣ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ଚାରିଜଣ ମହିଳା ନିଜ ମଳାଶୟରେ…
ଅଧିକ ଖବର ଦେଖନ୍ତୁ...

କେରଳ ନନ୍‌ ଦୁଷ୍କର୍ମ ମାମଲା: ବିସପ କହିଲେ, ନିର୍ଦ୍ଦୋଷତା ପ୍ରମାଣ ପାଇଁ ସୁଯୋଗ ମିଳିଲା

ଚଣ୍ଡିଗଡ଼: କେରଳରେ ନନ୍‌ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିସପ୍‌ ଫ୍ରାଙ୍କୋ ମୁଲକ୍କଲ ପୁଲିସ ହାଜତରେ ୨୫ ଦିନ ବିତାଇବା ପରେ ଜାମିନରେ ଆସିଛନ୍ତି । ଏହାପରେ ସେ କହିଛନ୍ତି ଯେ ତାଙ୍କୁ ନିଜର ‘ନିର୍ଦ୍ଦୋଷପଣିଆ’ ପ୍ରମାଣିତ କରିବା ଲାଗି ଏକ ସୁଯୋଗ ମିଳିଛି। ସେ ଜଳନ୍ଧରରେ ପହଞ୍ଚିବା ପରେ…
ଅଧିକ ଖବର ଦେଖନ୍ତୁ...

ଭିଡ଼ ଅଞ୍ଚଳରେ ଭାରୀଯାନ ଚଢ଼ାଇ ଲୋକଙ୍କୁ ହତ୍ୟା କରିବାକୁ ଆତଙ୍କବାଦୀ କରିଛନ୍ତି ଯୋଜନା; ସଜାଗ ରହିବାକୁ ଏନ୍‌ଏସ୍‌ଜିକୁ…

ନୂଆଦିଲ୍ଲୀ: ସଂପ୍ରତି ଦେଶରେ ଆତଙ୍କବାଦୀ ହାମ୍‌ଲା ଘଟାଇବା ପାଇଁ ଆତଙ୍କବାଦୀମାନେ ନୂଆ ନୂଆ କୌଶଳ ଅବଲମ୍ବନ କରୁଥିବାରୁ ଏଥିପ୍ରତି ସର୍ବଦା ସତର୍କ ରହିବା ସହ ଏହାର ମୁକାବିଲା ପାଇଁ ନିଜକୁ ସଦା ପ୍ରସ୍ତୁତ କରି ରଖିବାକୁ ସୁରକ୍ଷା ବାହିନୀକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର…
ଅଧିକ ଖବର ଦେଖନ୍ତୁ...