Daily Archives

October 18, 2018

ବାଦ ବିବାଦ ଭିତରେ ସାବରିମାଳା ମନ୍ଦିରରେ ଚାଲିଛି ଦର୍ଶନ, ପ୍ରବେଶ କରିପାରୁନାହାନ୍ତି ମହିଳା

ତିରୁଅନନ୍ତପୁରମ୍: ବାଦ ବିବାଦ ଭିତରେ ସାବରିମାଳା ମନ୍ଦିରରେ ଚାଲିଛି ଦର୍ଶନ । ପ୍ରବେଶ କରିପାରୁନାହାନ୍ତି ମହିଳା । କଡା ସୁରକ୍ଷା ମଧ୍ୟରେ ଯାଉଛନ୍ତି ଭକ୍ତ । କେରଳର ବିଭିନ୍ନ ସହରରେ ୧୪୪ ଧାରା ଜାର କରାଯାଇଛି । ସାବରିମାଳା ମନ୍ଦିରକୁ ନେଇ ଗତକାଲି ଦିନ ତମାମ ଲାଗି ରହିଲା ହାଇ ଡ୍ରାମା ।…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀ ଦିଶା ପାଟନିଙ୍କ ଏହି ଫଟୋକୁ ୫ଘଣ୍ଟାରେ ୧୦ଲକ୍ଷରୁ ଊର୍ଧ୍ୱ ଲୋକ ପସନ୍ଦ କରିଛନ୍ତି!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପାଟନି ଖୁବ୍‌ ଶୀଘ୍ର ସିନେମା ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ସିନେମାର ସୁଟିଂ ନିକଟରେ ଶେଷ ହୋଇ ଯାଇଛି। ସୁଟିଂ ଶେଷ ହେବା ପରେ ଦିଶା ନିଜର ଭେରିଫାଇଡ୍‌ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି, ଏହି ଫଟୋ…
ଅଧିକ ଖବର ଦେଖନ୍ତୁ...

ଆଧାର ନ ଥିଲେ ମୋବାଇଲ୍ ସଂଯୋଗ ବନ୍ଦ ହେବ ନାହିଁ : ଟେଲିକମ୍ କମ୍ପାନି

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ଯେ ଆଧାର ନମ୍ବର ପାଇଁ ମୋବାଇଲ ଫୋନ ବନ୍ଦ ହୋଇଯାଇପାରେ । ତେବେ ସମସ୍ତ ଘଟଣାକୁ ଦୃଷ୍ଟିରେ ରଖି ଟେଲିକମ କମ୍ପାନୀ ସ୍ପଷ୍ଟ କରିଛନ୍ତି ଯେ, ଆଧାର ପାଇଁ ମୋବାଇଲ ଫୋନ ବନ୍ଦ ହେବ ନାହିଁ । ଏପରି କଥା ଶୁଣିବାପରେ ସାଧାରଣ…
ଅଧିକ ଖବର ଦେଖନ୍ତୁ...

‘ମି # ଠୁ ’ ଅଭିଯାନରେ ସତର୍କ ହେଲେ ଅଭିନେତା ଦଲୀପ ତାହିଲ ,ଜାରିକଲେ ଏକ ଭିଡିଓ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଦଲୀପ ତାହିଲ ‘ମି # ଠୁ ’ ଅଭିଯାନ ଚାଲିବାପରେ ଖୁବ୍‌ ସତର୍କ ହୋଇଛନ୍ତି। ସେ ଏଥିଲାଗି ଏକ ସିନେମାର ରେପ୍‌ ସିନ୍‌ କରିବାକୁ ମନା କରିଥିଲେ। ସେ ନିର୍ଦ୍ଦେଶକ ସୁଧୀର ମିଶ୍ରାଙ୍କ ଏକ ନୂଆ ସିନେମାର ସୁଟିଂ କରିବାପାଇଁ ସେଟରେ ପହଞ୍ଚିଥିଲେ। ସେ ସେଠାରେ…
ଅଧିକ ଖବର ଦେଖନ୍ତୁ...

ତାଳଚେର: ବୋଲେରୋ ଉପରେ ଚଢ଼ିଗଲା ଡମ୍ପର, ୨ ଶ୍ରମିକ ଆହତ

ତାଳଚେର: ଆଜି ସକାଳେ ଏମସିଏଲର ଲିଙ୍ଗରାଜ ମାଇନ୍ସ ଭିତରେ ଏକ ଦୁର୍ଘଟଣାରେ ୩ ଜଣ ଶ୍ରମିକ ଆହତ ହୋଇଛନ୍ତି। କୋଇଲା ଅନଲୋଡ୍‌ କରି ଏକ ହାଇଓ୍ଵା ଡମ୍ପରଟି ଫେରୁଥିବା ବେଳେ ଏକ ବୋଲେରୋ ଉପରେ ଚଢ଼ିଯାଇଥିଲା। ବୋଲେରୋରେ ସେତେବେଳେ ୩ ଜଣ ଶ୍ରମିକ ଥିଲେ। ତେବେ ସଙ୍ଗେସଙ୍ଗେ ଶ୍ରମିକ ମାନଙ୍କୁ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ଋଷ: କଲେଜରେ ଆତ୍ମଘାତୀ ଅାକ୍ରମଣ ; ୧୯ ଜଣଙ୍କ ମୃତ୍ୟୁ

ମସ୍କୋ : ଋଷର କ୍ରିମିୟାର ଏକ କଲେଜ ପଡିଆରେ ବୋମା ବିସ୍ଫୋରଣ ହେବା ଫଳରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ସେଠାରେ ଉପସ୍ଥିତ ଥିବା ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେହି…
ଅଧିକ ଖବର ଦେଖନ୍ତୁ...

‘ତିତଲି’ କ୍ଷତି ୨୭୬୫ କୋଟି, ଖୁବ୍‌ ଶୀଘ୍ର କେନ୍ଦ୍ରକୁ ଦିଆଯିବ ରିପୋର୍ଟ- ଏସଆରସି

ଭୁବନେଶ୍ୱର: ଗତକାଲଇ ତିତଲି ପ୍ରଭାବରେ ରାଜ୍ୟର କ୍ଷତିପରିମାଣ ପ୍ରାଥମିକ ଆକଳନ ଅନୁଯାୟୀ ଥିଲା ୨୨ଶହ କୋଟି। ଆଜି ପ୍ରାଥମିକ ଆକଳନ ଠାରୁ ଯଥେଷ୍ଟ ଅଧିକ କ୍ଷୟକ୍ଷତି ହୋଇଥିବା ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ କହିବା ସହିତ ତିତିଲିରେ ମୋଟ୍‌ ୨୭୬୫ କୋଟି ଟଙ୍କାର କ୍ଷୟକ୍ଷତି…
ଅଧିକ ଖବର ଦେଖନ୍ତୁ...

ପଞ୍ଚତାରକା ହୋଟେଲ୍‌ ସାମ୍ନାରେ ବନ୍ଧୁକ ଦେଖାଇ ହଙ୍ଗାମା କରିଥିବା ପୂର୍ବତନ ବିଏସପି ସାଂସଦଙ୍କ ପୁଅ କୋର୍ଟରେ…

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଜଣାଶୁଣା ପଞ୍ଚତାରକା ହୋଟେଲ୍‌ ସମ୍ମୁଖରେ ବନ୍ଧୁକ ଦେଖାଇ ବଚସା କରିଥିବା ବହୁଜନ ସମାଜ ପାର୍ଟିର ପୂର୍ବତନ ସାଂସଦ ରାକେଶ ପାଣ୍ଡେଙ୍କ ପୁଅ ଆଶିଷ ପାଣ୍ଡେ ଶେଷରେ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି । ଅକ୍ଟୋବର ୧୪ ତାରିଖରେ ଦିଲ୍ଲୀର ହୟାତ ରିଜେନ୍ସି ହୋଟେଲ୍‌…
ଅଧିକ ଖବର ଦେଖନ୍ତୁ...

ଆଲିଆ ଭଟ୍ଟ ନିଉୟର୍କରେ ପହଞ୍ଚି ରଣବୀର କପୁରଙ୍କ ସହ କରୁଛନ୍ତି ଏହି କାମ , ସୋସିଆଲ୍‌ ମିଡିଆରେ ଫଟୋ ହେଲା ଭାଇରାଲ

ମୁମ୍ବାଇ: ବଲିଉଡର ହାର୍ଟଥ୍ରୋବ୍‌ ରଣବୀର କପୁରଙ୍କ ସହିତ ଆଲିଆ ଭଟ୍ଟଙ୍କର ଆଫେଆର୍‌କୁ ନେଇ ଖୁବ୍‌ ସରଗରମ ଚର୍ଚ୍ଚା ହେଉଥିବା ବେଳେ ଏଣେ ସେଦୁହେଁ ନିଉୟର୍କରେ ସପିଂ କରୁଥିବାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରୁ ସ୍ପଷ୍ଟ ହେଉଛି କି ସେ ଦୁହେଁ ଖୁବ୍‌ ଶୀଘ୍ର ବିବାହ…
ଅଧିକ ଖବର ଦେଖନ୍ତୁ...

ରାମ ମନ୍ଦିର ନିର୍ମାଣ ପାଇଁ ସରକାର ଆଇନ ପ୍ରଣୟନ କରନ୍ତୁ- ଆରଏସଏସ ମୁଖ୍ୟ ମୋହନ ଭାଗବତ

ନାଗପୁର: ରାମ ମନ୍ଦିର ହେବା ଜରୁରି। ଯେମିତି ବି ହେଉ ରାମ ମନ୍ଦିର ହେବା ଉଚିତ। ଆବଶ୍ୟକ ପଡ଼ିିଲେ ସରକାର ଏଥିପାଇଁ ଆଇନ ପ୍ରଣୟନ କରି ରାମମନ୍ଦିର ନିର୍ମାଣ କରନ୍ତୁ ବୋଲି ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ତଥଶ ସରସଂଘଚାଳକ ମୋହନ ଭାଗବତ କହିଛନ୍ତି। ରାମ ମନ୍ଦିର ନେଇ ଆରଏସଏସ ପ୍ରମୁଖ…
ଅଧିକ ଖବର ଦେଖନ୍ତୁ...