Daily Archives

November 6, 2018

ପୁଲିସ ଅଭିଯୋଗ ପାଇ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାରୁ ବାଧ୍ୟ ହୋଇ ଆତ୍ମହତ୍ୟାର ବାଟ ବାଛିନେଲେ ନାବାଳିକା,…

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ୧୭ବର୍ଷୀୟ ନାବାଳିକା ବେକରେ ରଶିି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟା କରିବା ପରେ ପୀଡ଼ିତାଙ୍କ ମୃତଦେହ ପାଖରୁ ଏକ ଚିଠି ପୁଲିସକୁ ମିଳିଥିବା ବେଳେ ଏପରି କରିବା ପାଇଁ ତାଙ୍କ ପଡ଼ୋଶୀ ଯୁବକ ଦାୟୀ ବୋଲି ପୀଡ଼ିତା ଲେଖିଛନ୍ତି ି ।…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ଟିଟୋ ମାମଲାରେ ଚାର୍ଜସିଟ୍‌ ଦାଖଲ କଲା ଏସ୍‌ଟିଏଫ୍‌

କେନ୍ଦ୍ରାପଡ଼ା: କୁଖ୍ୟାତ ଅପରାଧୀ ଟିଟୋ ମାମଲାରେ ଏସ୍‌ଟିଏଫ୍‌ ମଙ୍ଗଳବାର ଏସ୍‌ଡିଜେଏମ୍‌ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି। ଏସ୍‌ଟିଏଫ୍‌ ଠିକାଦାର ଶିବ ପ୍ରସାଦ ପରିଡା ଅପହରଣ ମାମଲାରେ ଟିଟୋ, ସେକ୍‌ ବାବର ଓରଫ ଚାନୁ ଏବଂ ଇମ୍ରାନ୍‌ଙ୍କୁ ଯୋଡ଼ିଛି। କେନ୍ଦ୍ରାପଡ଼ା ନିକଟ ବାରିମୂଳସ୍ଥିତ…
ଅଧିକ ଖବର ଦେଖନ୍ତୁ...

ନିଜ ବିଷୟରେ ଏକ ବଡ଼ ଖୁଲାସା କଲେ କ୍ୟାଟ୍ରିନା: ଫିଲ୍ମ ‘ଜିରୋ’ରେ ଅନୁଷ୍କାଙ୍କ ଚରିତ୍ର କରିବାକୁ ଇଚ୍ଛା କରିବା ସହ…

ମୁମ୍ବାଇ : ଫିଲ୍ମ ‘ଜିରୋ’ର ଟ୍ରେଲର ରିଲିଜ ହେବା ପରେ ଅନୁଷ୍କା ଶର୍ମାଙ୍କ ଚରିତ୍ରକୁ ସମସ୍ତେ ପସନ୍ଦ କରିଛନ୍ତି । କିଛି ଦର୍ଶକ ଶାହାରୁଖ୍‌ଙ୍କ ଚରିତ୍ରଠାରୁ ଅନୁଷ୍କାଙ୍କ ଚରିତ୍ରକୁ ଅଧିକ ପସନ୍ଦ କରିଛନ୍ତି । ବୋଧହୁଏ ଏ ବିଷୟରେ ପୂର୍ବରୁ ଜାଣି ପାରିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ।…
ଅଧିକ ଖବର ଦେଖନ୍ତୁ...

ଭାରତର ଏହି ସହରରେ ଏବେ ଛେପ ପକାଇବା ମହଙ୍ଗା ପଡ଼ିବ,ନିଜେ ହିଁ କରିବେ ସଫା

ପୁଣେ : ରାସ୍ତାରେ ଚାଲୁଥିବା ସମୟରେ ଛେପ ଫିଙ୍ଗିବା ଏକ ନୂଆ କଥା ନୁହେଁ । ପ୍ରତିଟି ବ୍ୟକ୍ତି ରାସ୍ତାରେ ଯାଉଥିବା ସମୟରେ ଅଚିନ୍ତାରେ ଛେପ ଫିଙ୍ଗିଥାନ୍ତି । ଖାସ୍‌ କରି ଗୁଟ୍‌ଖା ଏବଂ ପାନ ଖାଉଥିବା ଲୋକମାନେ ରାସ୍ତାରେ ଅଧିକ ଛେପ ଫିଙ୍ଗିଥାନ୍ତିା ଲୋକମାନଙ୍କର ଗୁଟ୍‌ଖା ବା ପାନ ଖାଇବାର…
ଅଧିକ ଖବର ଦେଖନ୍ତୁ...

ନିଜର ପ୍ରତିଟି ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଏହି ବଦଭ୍ୟାସକୁ ଆପଣାଇ ନିଅନ୍ତି ଆମୀର ଖାନ୍‌ !

ମୁମ୍ବାଇ : ଦୀପାବଳିରେ ଲୋକମାନଙ୍କ ମନୋରଞ୍ଜନ କରିବା ପାଇଁ ପ୍ରେକ୍ଷାଳୟକୁ ଆସିବାକୁ ପ୍ରସ୍ତୁତ ହେଉଛି ଫିଲ୍ମ ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌ । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଆମୀର ଖାନ୍‌, ଫାତିମା ଶେଖ୍‌,ଅମିତାଭ ବଚ୍ଚନ ଏବଂ କ୍ୟାଟ୍ରିନା କୈଫ୍‌ ନଜର ଆସୁଥିବା ବେଳେ ଫିଲ୍ମଟି ବକ୍ସ…
ଅଧିକ ଖବର ଦେଖନ୍ତୁ...

ପୁଲିସ ଛିନତାଇ କରିନେବ କହି ଚୋର ଲୁଟିନେଲେ ୮ ଭରି ସୁନା

ଝାରସୁଗୁଡ଼ା: ନୂଆଁ ଢ଼ଙ୍ଗରେ ଲୁଟେରା ମାନେ ଜଣେ ବୃଦ୍ଧାଙ୍କ ଠାରୁ ୮ ଭରି ଓଜନର ସୁନା ଚୁଡ଼ି ଲୁଟି ନେଇ ଥିବା ଅଭିଯୋଗ ହୋଇଛି। ବୃଦ୍ଧା ଜଣକ ଝାରସୁଗୁଡ଼ା ମାରୱାଡ଼ି ପଡ଼ାର ମନୋଜ କେଜିୱାଲଙ୍କ ମା’ ସାମିତ୍ରୀ ଦେବୀ ବୋଲି ଜଣାପଡ଼ିଛି। ବୃଦ୍ଧା ସକାଳ ସାଢ଼େ ୬ ଟାରେ ପ୍ରଭାତ ଭ୍ରମଣରେ ଯାଇ ଘରକୁ…
ଅଧିକ ଖବର ଦେଖନ୍ତୁ...

ଆପତ୍ତିଜନକ ଅବସ୍ଥାରେ ଶ୍ରେଣୀଗୃହରେ ପରସ୍ପରକୁ ଚୁମ୍ବନ ଦେଉଥିଲେ ଶିକ୍ଷକ-ଶିକ୍ଷୟିତ୍ରୀ,ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ : ଦେଶର ଯୁବପିଢ଼ିକୁ ଠିକ୍‌ ବାଟରେ ନେବା ପାଇଁ ଜଣେ ଗୁରୁ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଦେଶର ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏକ ବଡ଼ ଦାୟିତ୍ୱ ଗ୍ରହଣ କରିଥାନ୍ତି । କିନ୍ତୁ ଗୁଜୁରାଟରେ ଯେଉଁ ଘଟଣା ଘଟିଛି ତାହାକୁ ଦେଖି ଦେଶର…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଦିନରେ ୧୯ ଲକ୍ଷ ଟଙ୍କା ଆୟ କରିଛି ଷ୍ଟାଚ୍ୟୁ ଅଫ ୟୁନିଟି

ଅହମଦାବାଦ : ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ବିଶ୍ୱର ବୃହତ୍ତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି । ଉଦଘାଟନ ହେବା ପରଠାରୁ ଏହି  ପ୍ରତିମୂର୍ତ୍ତି ନିକଟରେ ପ୍ରବଳ ଭିଡ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ନୌ ଟି-୨୦: ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍‌କୁ ୧୯୬ ରନ୍‌ ଟାର୍ଗେଟ ଦେଲା ଭାରତ

ଲକ୍ଷ୍ନୌ: ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକନା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଓପନର ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅପରାଜିତ ଶତକ (୧୧୧ ରନ୍‌, ୬୧ ବଲ, ୮ ଚୌକା, ୭ ଛକା) ହାସଲ କରିଛନ୍ତି। ଏଥି ସହିତ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ଵିକେଟ୍‌ ହରାଇ ୧୯୫ ରନ୍‌ ସଂଗ୍ରହ…
ଅଧିକ ଖବର ଦେଖନ୍ତୁ...

ସାଧାରଣ ଦିଶୁଥିବା ଏହି ଚପଲର ଦାମ ୪୫ ହଜାର ଟଙ୍କା; ନିଜର ମାରୁତି କାର୍‌ ବିକି ଏହାକୁ କିଣିଲେ ଗ୍ରାହକ

ଜୋତା ନୁହେଁ, ଚପଲ ସର୍ବାଧିକ ଆପଣ କେତେ ଟଙ୍କା ଦେଇ କିଣିଥିବେ? ୫୦୦, ୧୦୦୦, ୫୦୦୦ ନା ୧୦,୦୦୦? ଦେଶରେ ଅଧାରୁ ଅଧିକ ସଂଖ୍ୟକ ଲୋକ ହୁଏତ ଏହି ପରିମାଣ ଡେଇଁ ଚପଲ କିଣିନଥିବେ। ଆମ ଦେଶର ଅଧିକାଂଶ ଲୋକଙ୍କ ମାସିକ ଦରମା ବି ୧୦,୦୦୦ ଭିତରେ। ତେବେ, ଆପଣଙ୍କୁ ଯଦି ୪୫,୦୦୦ ଟଙ୍କା ବ୍ୟୟ କରି ଏକ…
ଅଧିକ ଖବର ଦେଖନ୍ତୁ...