Daily Archives

December 4, 2018

ଗୌତମ ଗମ୍ଭୀର ୨୦୧୧ ବିଶ୍ୱକପ୍‌ରେ ଥିଲେ ହିରୋ, କ୍ରିକେଟ୍‌ରୁ ନେଲେ ସନ୍ୟାସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୂର୍ବତନ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଗୌତମ ଗମ୍ଭୀର ମଙ୍ଗଳବାର କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି। ନିଜର ଟୁଇଟର ଆକାଉଣ୍ଟରେ ଭିଡିଓ ସେୟାର କରି କ୍ରିକେଟ୍‌ରୁ ସନ୍ୟାସ ନେବା ଘୋଷଣା କରିଛନ୍ତି। ୨୦୧୧ ବିଶ୍ୱକପ୍‌ର ହିରୋ ଗମ୍ଭୀର ଲେଖିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ଅଦାଲତରେ ନିଜ ବୟସକୁ ୨୦ବର୍ଷ କମ କରିବା ପାଇଁ ଆବେଦନ କଲେ ୬୯ବର୍ଷୀୟ ବୃଦ୍ଧ, ଅଦାଲତ ଦେଲା ଏଭଳି ରାୟ

ନୂଆଦିଲ୍ଲୀ : ଏବେ ଚର୍ଚ୍ଚାରେ ଡ଼ଚ୍‌ ପ୍ରେରଣାଦାୟୀ ବକ୍ତା(ମୋଟିଭେସ୍‌ନାଲ ସ୍ପିକର)ଏମିଲ ରେଟଲବ୍ୟାଣ୍ଡ । ନିଜ ବୟସକୁ କମ କରିବାର ଆବେଦନକୁ ନେଇ ସେ ଏବେ ଚର୍ଚ୍ଚାରେ ରହିଛନ୍ତି । ଏବେ ସେ ୬୯ବର୍ଷ ବୟସରେ ପାଦ ଦେଇଥିଲେ ମଧ୍ୟ ୪୯ବର୍ଷୀୟ ଯୁବକ ଭଳି ଅନୁଭବ କରୁଥିବାରୁ ସେ ନିଜ ବୟସକୁ ୨୦ବର୍ଷ…
ଅଧିକ ଖବର ଦେଖନ୍ତୁ...

ଅଭିନୟରୁ ସନ୍ୟାସ ନେବେ ଅଭିନେତା କମଲ ହସନ !ଏହା ହେବ ତାଙ୍କର ଶେଷ ଫିଲ୍ମ

ନୂଆଦିଲ୍ଲୀ : ହିନ୍ଦୀ ଏବଂ ସାଉଥ୍‌ ଫିଲ୍ମରେ କାମ କରି ଦେଶର ଲୋକମାନଙ୍କ ମନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ ଅଭିନେତା କମଲ ହସନ । ଅଭିନୟର ଯାଦୁରେ ସେ ନିଜର ହଜାର ହଜାର ପ୍ରଶଂସକ ବନାଇଥିବା ବେଳେ ଏବେ ତାଙ୍କୁ ଏକ ଖରାପ ଖବର ଦେବାକୁ ଯାଉଛନ୍ତି । ଖୁବ୍‌ ଶୀଘ୍ର…
ଅଧିକ ଖବର ଦେଖନ୍ତୁ...

ଏଚ୍‌ଆଇଭିର ଶିକାର ବୋଲି ଜାଣି ଚାକିରିରୁ ବାହାର କରି ଦେଇଥିଲା କମ୍ପାନୀ, ଏବେ ଚାକିରି ସହ ଅନୁପସ୍ଥିତି ସମୟର ଦରମା…

ପୁଣେ : ୩ ବର୍ଷର ସଂଘର୍ଷ ପରେ ଏବେ ପୁଣେ ରହୁଥିବା ମହିଳାଙ୍କୁ ନ୍ୟାୟ ମିଳିଛି । ରକ୍ତ ପରୀକ୍ଷାରୁ ଏଚ୍‌ଆଇଭି ପଜେଟିଭ୍‌ ବୋଲି ଜଣା ପଡ଼ିବା ପରେ ମହିଳାଙ୍କୁ କାମ କରୁଥିବା କମ୍ପାନୀରୁ ବାହାର କରି ଦିଆଯାଇଥିଲା । ଏହା ସହ ଶାଶୁଘରୁ ମଧ୍ୟ ତାଙ୍କୁ ବାହାର କରି ଦିଆଯିବା ପରେ ୩ ବର୍ଷ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଅଭିଜିତ ଆୟାର ମିତ୍ରଙ୍କୁ କ୍ଷମା ମିଳିଲା, ଜେଲରୁ ମୁକୁଳିବା ଲାଗି ପଥ ପରିଷ୍କାର

ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ଓ ଓଡ଼ିଶା ଓ ବିଧାନସଭା ପ୍ରତି ଅପମାନ ସୂଚକ ବକ୍ତବ୍ୟ ଦେଇ ଜେଲରେ ଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କୁ ରାଜ୍ୟ ସରକାର କ୍ଷମା କରିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ବିରୋଧରେ ଚାଲିଥିବା ଆପରାଧିକ ମାମଲା ପ୍ରତ୍ୟାହାର କରିବାକୁ ସରକାର ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ କାର୍ଯ୍ୟରେ ରୁଚି ନେଇ ପାରନ୍ତି। ଶତ୍ରୁଙ୍କୁ ପରାସ୍ତ କରିବେ। ଗଣମାଧୢମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ବଢ଼ିଆ ରହିବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା…
ଅଧିକ ଖବର ଦେଖନ୍ତୁ...

୨ ବର୍ଷ ଯାତ୍ରା କରିବା ପରେ ବେନ୍ନୁ ଧୂମକେତୁରେ ପହଞ୍ଚିଲା ନାସାର ମହାକାଶ ଯାନ ଆସିରିସ

ମହାକାଶରେ ଆମେରିକୀୟ  ମହାକାଶ ଗବେଷଣା ସଂସ୍ଥା ନାସା ଏକ ବଡ଼ ସଫଳତା ହାସଲ କରିଛି ।  ନାସାର ମହାକାଶ ଯାନ ଆସିରିସ-ଆରଏକ୍ସ ମହାକାଶରେ ଘୁରିବୁଲୁଥିବା ଧୂମକେତୁ ବେନ୍ନୁରେ ଗତକାଲି ପହଞ୍ଚିଛି । ଏହି ଧୂମକେତୁଟି ପୃଥିବୀଠାରୁ ପ୍ରାୟ ୧୩୦ ନିୟୁତ କିଲୋମିଟର ଦୂରରେ ଅବସ୍ଥିତ ।  ପ୍ରାୟ ଦୁଇ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଆୟରଲାଣ୍ଡ-ଚୀନ ମ୍ୟାଚ୍‌ ୧-୧ରେ ଡ୍ର

ଭୁବନେଶ୍ୱର: ଆୟରଲାଣ୍ଡ ଓ ଚୀନ ମଧ୍ୟରେ ମଙ୍ଗଳବାର ରାତିର ମ୍ୟାଚ ୧-୧ ଗୋଲରେ ଡ୍ର ହୋଇଛି। ‘ପୁଲ-ବି’ର ୪ର୍ଥ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ଥିବାରୁ ଷ୍ଟାଡିୟମରେ ଦର୍ଶକମାନେ ଅଧିକ ଉତ୍ସାହିତ ଦେଖାଯାଇଛନ୍ତି। ଆୟରଲାଣ୍ଡ ପକ୍ଷରୁ ଆଲାନ ସଟହେରିନ ଗୋଲ ଦେଇଥିବା ବେଳେ ଚୀନର ଗୁଓ ଜିନ୍‌ ଏକ ଗୋଲ ଦେଇ…
ଅଧିକ ଖବର ଦେଖନ୍ତୁ...

ନୀଳ ତିମି ଓ ମୋମୋ ପରେ ଏବେ ଏହି ଖେଳ ନେଉଛି ଯୁବପିଢ଼ିଙ୍କ ଜୀବନ !

ନୂଆଦିଲ୍ଲୀ: ଅନଲାଇନ ଖେଳ ନୀଳ ତିମି, ମୋମୋ, କିକି, ଡ୍ରାଗନ ବ୍ରେଥ ଭଳି ଅନେକ ଗେମ୍‌ ମୋହରେ ବାୟା ହୋଇ ଯୁବପିଢିଙ୍କ ମୃତ୍ୟୁ ହୋଇଥିଲା। ନିକଟରେ ଏହି ଖେଳ ତାଲିକାରେ ଆଉ ଏକ ନୂଆ ଖେଳ ସାମିଲ୍‌ ହୋଇଛି, ଯାହାର ନାମ ରହିଛି ‘ମାର୍ଭେଲ୍‌’। ଅନ୍‌ଲାଇନ୍‌ ‘ମାର୍ଭେଲ୍‌’ ଗେମ୍‌ କାରଣରୁ…
ଅଧିକ ଖବର ଦେଖନ୍ତୁ...

ରାହୁଲ କହିଲେ, ‘ଭାରତ ମାତାକୀ ଜୟ’ ନୁହେଁ ବରଂ ‘ଅନୀଲ ଅମ୍ବାନୀକୀ ଜୟ’ ଜପ କରନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ; ଜବାବ ରଖି…

ଜୟପୁର (ରାଜସ୍ଥାନ): ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଜୟପୁର ଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ନିର୍ବାଚନ ର‍୍ୟାଲିରେ ଉଦବୋଧନ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ୍‌ କଟାକ୍ଷ…
ଅଧିକ ଖବର ଦେଖନ୍ତୁ...