Daily Archives

December 17, 2018

ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଏଭଳି ଭୁଲ ଭାରୀ ପଡ଼ିବ, ହୋଇପାରେ ଜେଲ୍‌

ଟ୍ରେନ୍‌ରେ ଯାତ୍ରା କରୁଥିବା ସବୁ ଯାତ୍ରୀଙ୍କ ପାଇଁ କିଛି ନିୟମ ରହିଛି । ଏହାର ପାଳନ ନ କରିବା ଦ୍ୱାରା ଆଇନଗତ ତଦନ୍ତ ହେବା ସହ ଜେଲ୍‌ଦଣ୍ଡ ମଧ୍ୟ ମିଳିଥାଏ । ଆଜି ଆମେ ଆପଣଙ୍କୁ ଯାତ୍ରୀମାନେ କରୁଥିବା ସେହି ସବୁ ଭୁଲ ବିଷୟରେ ଜଣାଇବାକୁ ଯାଉଛୁ । ୧.କମ ଦୂରତାକୁ ଯାତ୍ରା କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଭୁଲବଶତଃ ଜନ୍‌ ଏଭଳି ଟୁଇଟ୍‌ କରିବା ପରେ ସାମ୍ନାକୁ ଆସିଥିଲା ସତ, ଭାଙ୍ଗି ଯାଇଥିଲା ଜନ୍‌-ବିପାଶାଙ୍କ ପ୍ରେମ ସଂପର୍କ

ମୁମ୍ବାଇ : ବଲିଉଡ୍‌ରେ ଅନେକ ଚର୍ଚ୍ଚିତ ପ୍ରେମକାହାଣୀ ରହିଛି । ସେ ମଧ୍ୟରୁ କିଛି ସଫଳ ହୋଇଥିବା ବେଳେ କିଛି ହୋଇଛି ବିଫଳ । ବିଫଳ ପ୍ରେମ କାହାଣୀ ମଧ୍ୟରେ ରହିଛି ଅଭିନେତା ଜନ୍‌ ଆବ୍ରାହମ୍‌ ଏବଂ ଅଭିନେତ୍ରୀ ବିପାଶା ବସୁଙ୍କ ପ୍ରେମ କାହାଣୀ । ଗୋଟେ ସମୟରେ ଦୁହିଁଙ୍କ ପ୍ରେମ ସଂପର୍କକୁ ନେଇ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ନିର୍ଭୟାକାଣ୍ଡ ହେବାରୁ ରୋକିଲେ ଅଟୋ ଚାଳକ ଏବଂ ତାଙ୍କ ପୁଅ, ଉତ୍ତରପ୍ରଦେଶରୁ ଦିଲ୍ଲୀ ଆସିଥିବା ନାବାଳିକାକୁ…

ନୂଆଦିଲ୍ଲୀ : ଦିଲ୍ଲୀରେ ଘଟିଥିବା ନିର୍ଭୟାକାଣ୍ଡକୁ ଗତକାଲି ୬ବର୍ଷ ପୂର୍ତ୍ତି ହୋଇଛି । ଏହି ଅବସରରେ ନିର୍ଭୟାଙ୍କ ମା’ ଏକ ସଭାରେ ଯୋଗ ଦେଇ ସବୁ ମାତା-ପିତାଙ୍କୁ ଦୁଷ୍କର୍ମ ଡ଼ରରେ ନିଜ ଝିଅମାନଙ୍କ ଘରେ ନ ବସାଇ ଲଢ଼ିବା ଶିଖାଅ ବୋଲି କହିଥିଲେ । ତେବେ ୬ବର୍ଷ ପୂର୍ବେ ଘଟିଥିବା ସେହି ଘଟଣାକୁ…
ଅଧିକ ଖବର ଦେଖନ୍ତୁ...

ପୁରୀ: ସୋସିଆଲ ମିଡିଆରେ ପ୍ରଥମେ ବନ୍ଧୁତା ସ୍ଥାପନ କରି ଦୁଇଯୁବକ ମହିଳାଙ୍କ ଠାରୁ ଠକି ନେଇଥିଲେ ୪୧ଲକ୍ଷ ଟଙ୍କା

ପୁରୀ: ପୁରୀ ଜିଲ୍ଲାରେ ଠକେଇର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ସହ ସୋସିଆଲ୍‌ ମିଡିଆରେ ବନ୍ଧୁତ୍ୱ ସ୍ଥାପନ କରି ଦୁଇଜଣ ଯୁବକ ୪୧ ଲକ୍ଷ ଟଙ୍କା ଠକି ନେଇଥିଲେ। ଏହି ଦୁଇ ଯୁବକଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗିରଫ ଅଭିଯୁକ୍ତ ମଧ୍ୟରେ ଜଣେ ନାଇଜେରିଆର ନାଗରିକ ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ବିରାଟଙ୍କୁ ଅହଂକାରୀ କହି ଟୁଇଟ୍‌ କଲେ ନସ୍‌ରୁଦ୍ଦିନ ଶାହା

ମୁମ୍ବାଇ: ପଡ଼ିଆରେ ବିରାଟଙ୍କ ଉଚ୍ଚ ସ୍ତରୀୟ ଖେଳ ପ୍ରଦର୍ଶନ ସହ ତାଙ୍କୁ ଆଲୋଚନାର ପାତ୍ର ସଜାଇଥାଏ ତାଙ୍କ ରାଗ। ଅନେକ ସମୟରେ ବିରାଟ କ୍ରୋଧରେ ଆସି ଅନେକ କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଆପଣଙ୍କର ମନେ ଥିବା ନିଶ୍ଚୟ ଯେ ଜଣେ ଭାରତୀୟ ଅନ୍ୟ ଦେଶର ଜଣେ ଖେଳାଳିଙ୍କ ପ୍ରଶଂସା…
ଅଧିକ ଖବର ଦେଖନ୍ତୁ...

ଗୁଗୁଲରେ ଭିକାରୀ ସର୍ଚ୍ଚ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଫଟୋ ବାହାରୁଛି, ଭାରତର ଷଡ଼ଯନ୍ତ୍ର ବୋଲି…

ଇସ୍ଲାମାବାଦ : ଗୁଗୁଲରେ ଭିକାରୀ ସର୍ଚ୍ଚ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଫଟୋ ବାହାରୁଛି । ଏହାକୁ ନେଇ ପାକିସ୍ତାନରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ପାକିସ୍ତାନ ବିରୋଧରେ ଏହା ଏକ ବଡ଼ ଷଡ଼ଯନ୍ତ୍ର ବୋଲି ପାକ ସରକାର କହୁଛନ୍ତି । ବିଶେଷକରି ଗୁଗୁଲର ସିଇଓ ଜଣେ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଏଣିକି ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଲଞ୍ଚ୍‌ ବକ୍ସରେ ଲାଗିବ ଭେଜ୍‌ ଓ ନନ୍‌-ଭେଜର ଷ୍ଟିକର !

କୋଲକାତା: ସ୍କୁଲ ଛାତ୍ରଛାତ୍ରୀମାନେ ନିଜ ଲଞ୍ଚ ବକ୍ସ କେଉଁ ଖାଦ୍ୟ ଆଣୁଛନ୍ତି, ସେନେଇ ଭେଜ୍‌ କିମ୍ବା ନନ୍‌-ଭେଜର ଷ୍ଟିକର ଟିଫିନ୍‌ ବକ୍ସ ଉପରେ ଲଗାଇବା ପାଇଁ ପଡିବ। ସ୍କୁଲ ପିଲାମାନଙ୍କର ଖାଦ୍ୟକୁ ନେଇ କୋଲକାତା ସହରର କିଛି ବୁଦ୍ଧିଜୀବି ଏବଂ ଅଭିଭାବକଙ୍କ ମଧ୍ୟରେ ଏବେ ବିତର୍କ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଭିଡ଼ର ଫାଇଦା ଉଠାଇ ଅଭିନେତ୍ରୀ ଜରିନ୍‌ ଖାନ୍‌ଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କଲେ ଯୁବକ, ଚୁପ୍‌ ନ ରହି ଚାପୁଡ଼ା ମାରିଲେ…

ଔରାଙ୍ଗାବାଦ୍‌ : କିଛି ଦିନ ତଳେ ମହାରାଷ୍ଟ୍ରର ଔରାଙ୍ଗାବାଦ୍‌କୁ ଏକ ଷ୍ଟୋର ଲଞ୍ଚ କରିବା ପାଇଁ ପହଞ୍ଚିଥିଲେ ବଲିଉଡ୍‌ ଅଭିନେତ୍ରୀ ଜରିନ୍‌ ଖାନ୍‌ । ଲଞ୍ଚକୁ ଯାଇଥିବା ବେଳେ ଜରିନ୍‌ ହଠାତ୍‌ ଜଣେ ଯୁବକକୁ ଚାପୁଡ଼ା ମାରିଥିଲେ,ଯାହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଯାଇଥିଲା । ଜରିନ୍‌ଙ୍କୁ…
ଅଧିକ ଖବର ଦେଖନ୍ତୁ...

ମଞ୍ଚ ଉପରେ ଏହି ପ୍ରଶ୍ନର ଏଭଳି ଉତ୍ତର ଦେଇ ବିଶ୍ୱସୁନ୍ଦରୀର ମୁକୁଟ ଜିତିଲେ କୈଟ୍ରିଓନା ଗ୍ରେ

ନୂଆଦିଲ୍ଲୀ: ଫିଲିପାଇନ୍‌ସର କୈଟ୍ରିଓନା ଗ୍ରେ’ଙ୍କ ମୁଣ୍ଡରେ ସାଜିଛି ମିସ୍‌ ୟୁନିଭର୍ସର ତାଜ୍‌। ମିସ୍‌ୟୁନିଭର୍ସ -୨୦୧୭ର ବିଜେତା ଡେମି ଲେ ନେଲ-ପିଟର୍ସ ତାଙ୍କୁ ମୁକୁଟ ପିନ୍ଧାଇଥିଲେ। ନାଲି ରଙ୍ଗର ହାଇ ସ୍ଲିଟ୍‌ ଗାଉନ୍‌ରେ ଖୁବ୍‌ ସୁନ୍ଦର ଦିଶୁଥିବା କୈଟ୍ରିଓନା ଗ୍ରେଙ୍କ ମୁଣ୍ଡରେ ମିସ୍‌…
ଅଧିକ ଖବର ଦେଖନ୍ତୁ...

ଏଥି ପାଇଁ ନିଜ ମାଆଙ୍କ ମୁଣ୍ଡ କାଟିଥିଲେ ପର୍ଶୁରାମ

ପର୍ଶୁରାମ ହୋଉଛନ୍ତି ଋଷି ଯମଦଗ୍ନୀ ଓ ତାଙ୍କ ପତ୍ନୀ ରେଣୁକାଙ୍କ ପୁଅ। ରେଣୁରାଙ୍କର ଜଣେ ପତିବ୍ରତା ନାରୀ ଭାବେ ସୁନାମ ରହିଛି। ସେ ବିନା ବାସନରେ ସଙ୍ଗେ ସଙ୍ଗେ ମାଟିରେ ଏକ ପାତ୍ର ବନାଇ  ନଦୀରୁ ପାଣି ଆଣିପାରୁଥିଲେ, ତାହା କେବଳ ତାଙ୍କ ଭକ୍ତି ପାଇଁ ସମ୍ଭବ ହେଉଥିଲା। ଦିନେ ରେଣୁକା ନଦୀକୁ…
ଅଧିକ ଖବର ଦେଖନ୍ତୁ...