Daily Archives

January 15, 2019

କେନ୍ଦୁଝର: ସାମାନ୍ୟ ବଚସାରୁ ହତ୍ୟା

କେନ୍ଦୁଝର: ଆନନ୍ଦପୁର ଅଂଚଳର ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ମହୁଳିଡିଆଁ ଥାନା ଅନ୍ତର୍ଗତ ସାଳଚୁଆଁ ଗାଁରେ ଜଣେ ୧୨ ବର୍ଷର ବାଳକକୁ ପିଟିପିଟି ହତ୍ୟା କରାଯାଇଛି। ଘଟଣା ସଂପର୍କରେ ପୁଲିସକୁ ସୂଚନା ଦିଆଯାଇଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ସ୍ଥାନୀୟ ଅଂଚଳରେ…
ଅଧିକ ଖବର ଦେଖନ୍ତୁ...

୬ମାସର ଶିଶୁକୁ ହୋଇଛି ଅଜବ ରୋଗ, ଗଭୀର ନିଦରେ ଶୋଇଲେ ମୃତ୍ୟୁ ହେବ ଜାଣି ଦିନ ରାତି ପହରା ଦେଉଛନ୍ତି ମାତା-ପିତା

ନୂଆଦିଲ୍ଲୀ: ଯେତେବେଳେ ଶିଶୁଟି ଜନ୍ମ ହୋଇଥିଲା, ସେତେବେଳେ ଶିଶୁକୁ ସୁସ୍ଥ ରଖିବା ପାଇଁ ତାକୁ ସମ୍ପୂର୍ଣ୍ଣ ନିଦ ନେବା ନିହାତି ଦରକାର ବୋଲି ଡ଼ାକ୍ତର କହିଥିଲେ । କିନ୍ତୁ ଜନ୍ମ ହେବାର ୬ମାସ ପରେ ଏବେ ଡ଼ାକ୍ତର ଶିଶୁକୁ ନେଇ ନିଜର ରାୟ ବଦଳାଇଛନ୍ତି । ଏବେ ଶିଶୁଟି ଗଭୀର ନିଦରେ ଶୋଇଲେ ତା’ର…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ଆଉ ଏକ ଲଜ୍ଜା: ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ, ଭିଡିଓ ଭାଇରାଲ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଂଚଳରେ ଥିବା ସେବାଶ୍ରମରେ ୮ମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା ଜାତୀୟ ମାନବାଧିକାର କମିସନ ନିକଟରେ ପହଂଚିଥିବା ବେଳେ ଜିଲ୍ଲାରେ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବାଲିଗୁଡ଼ା ଅଂଚଳରେ ଜଣେ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ଜଣେ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍ ଗାୟକ ସୋନୁ ନିଗମଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ ବାଲ୍‌ ଠାକ୍‌ରେ: ନିଲେଶ ରାଣେ

ମୁମ୍ବାଇ: କଂଗ୍ରେସର ପୂର୍ବ ସାଂସଦ ନିଲେଶ ରାଣେ ଦିବଂଗତ ଶିବ୍‌ସେନାର ସୁପ୍ରିମୋ ବାଲ୍‌ ଠାକ୍‌ରେଙ୍କୁ ନେଇ କହିଥିବା ଗୋଟିଏ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୋଟେ ସମୟରେ ବାଲ୍‌ ଠାକ୍‌ରେ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମଙ୍କୁ ହତ୍ୟା କରିବାର ଯୋଜନା କରୁଥିବା କଥା ନିଲେଶ…
ଅଧିକ ଖବର ଦେଖନ୍ତୁ...

ପାଣ୍ଡ୍ୟା-ରାହୁଲ ବିବାଦ ଉପରେ ଶ୍ରୀସନ୍ଥଙ୍କ ଚାଞ୍ଚଲ୍ୟକର ବୟାନ: ଏମାନଙ୍କଠାରୁ ବଡ଼ ବଡ଼ ଭୁଲ କରିଥିବା ଲୋକମାନେ ଏବେ ବି…

ନୂଆଦିଲ୍ଲୀ: ଲୋକପ୍ରିୟ ରିୟାଲିଟି ଚାଟ୍‌ ସୋ’ କଫି ଉଇଥ୍‌ କରଣରେ ମହିଳାମାନଙ୍କ ସଂପର୍କରେ ଅପମାନଜନକ ଟିପ୍ପଣୀ ଦେଇ ବିବାଦରେ ଫସିଥିଲେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ.ଏଲ ରାହୁଲ । ବିବାଦ ତୀବ୍ର ହେବା ପରେ ଦୁହିଁଙ୍କୁ ବିସିସିଆଇ ଭାରତୀୟ ଦଳରୁ ନିଲମ୍ବିତ କରିଥିଲା ।…
ଅଧିକ ଖବର ଦେଖନ୍ତୁ...

ମୟୂରଭଂଜ: ବାରିପଦାରେ ମୃତଦେହ ଉଦ୍ଧାର

ବାରିପଦା: ଟାଉନ ଥାନା ଅନ୍ତର୍ଗତ ଚିପଟଅସ୍ତିଆସ୍ଥିତ ପାଳ ଅଞ୍ଚଳରେ ଥିବା ଏକ କୁଡ଼ିଆ ଘରୁ ମଙ୍ଗଳବାର ମୃତହେଦ ଉଦ୍ଧାର ହୋଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ବାରିପଦା ଟାଉନ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛି। ପୁଲିସ ମୃତହେକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇ…
ଅଧିକ ଖବର ଦେଖନ୍ତୁ...

୨୦୧୯ରୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ସବର୍ଣ୍ଣଙ୍କ ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଲାଗୁ ହେବ

ନୂଆଦିଲ୍ଲୀ : ଆସନ୍ତା ୨୦୧୯ ଶିକ୍ଷା ବର୍ଷରୁ ଶିକ୍ଷାନୁଷ୍ଠାନରେ ସବର୍ଣ୍ଣଙ୍କ ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ଆରମ୍ଭ କରିବ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ଏ ସଂପର୍କରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି । ଏହା ସହିତ…
ଅଧିକ ଖବର ଦେଖନ୍ତୁ...

ବାହୁବଳୀ ପ୍ରଭାସଙ୍କ ସହ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ହେବା ପରେ ମାମଲା ରୁଜୁ କଲେ ଯୁବତୀ

ଅମରାବତୀ: ଓ୍ଵାଇଏସ୍‌ଆର୍‌ କଂଗ୍ରେସର ମୁଖ୍ୟ ଓ୍ଵାଇଏସ୍‌ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଓ୍ଵାଇଏସ୍‌ ଶାର୍ମିଲାଙ୍କ ସହ ବ୍ଲକ୍‌ବଷ୍ଟର ଫିଲ୍ମ ବାହୁବଳୀ ଫିଲ୍ମର ହିରୋ ପ୍ରଭାସଙ୍କ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ଏଭଳି ମିଥ୍ୟ ଚର୍ଚ୍ଚା ହେଉଥିବାରୁ ଶର୍ମିଲା ଏ ନେଇ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ଟ୍ରକ ଧକ୍କାରେ ଜଳସେଚନ ସହକାରୀ ଯନ୍ତ୍ରୀଙ୍କ ମୃତ୍ୟୁ

ବାଲେଶ୍ୱର: ୬୦ ନମ୍ବର ଜାତୀୟ ରାଜପଥର ସଦର ଥାନା ଅଧୀନ ନଗ୍ରମ ଛକ ନିକଟ ବିପିସିଏଲ ତେଲଟାଙ୍କି ନିକଟରେ ଆଜି ଏକ ଟ୍ରକ ଧକ୍କାରେ ଜଣେ ସହକାରୀ ଯନ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଯନ୍ତ୍ରୀ ହେଉଛନ୍ତି ରବୀନ୍ଦ୍ରନାଥ ଦତ୍ତ(୫୨)। ସେ ବସ୍ତା ବ୍ଲକ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଭାବେ…
ଅଧିକ ଖବର ଦେଖନ୍ତୁ...

ମାତ୍ର ୧୧ଟଙ୍କାରେ ମିଳୁଛି ଏମ୍‌ଆଇ ନୋଟ୍‌-୬ ପ୍ରୋ! ଜାଣନ୍ତୁ ଭାଇରାଲ ହେଉଥିବା ଏହି ମେସଜ୍‌ ପଛର ସତ

ନୂଆଦିଲ୍ଲୀ: ଅନେକ ସମୟରେ ଆପଣଙ୍କ ଫୋନ ବା ମେଲ୍‌ ଆକାଉଣ୍ଟକୁ ନକଲି ମେସଜ୍‌ ଆସିଥାଏ । ଅପରାଧିମାନେ ଆପଣଙ୍କୁ ଲୋଭଗ୍ରସ୍ତ କରାଇ ଠକିବାର କୌଣସି ସୁଯୋଗ ଛାଡ଼ି ନଥାନ୍ତି । ମନରେ ଲୋଭ ସୃଷ୍ଟି କଲା ଭଳି ଅଫର ଦେଇ ସେମାନେ କୋଟି କୋଟି ଟଙ୍କା ଠକି ନେଇଥାନ୍ତି । କିଛି ଜିନିଷ ଉପରେ ଅଧିକରୁ ଅଧିକ…
ଅଧିକ ଖବର ଦେଖନ୍ତୁ...