Daily Archives

January 20, 2019

ଭାରତୀୟ କ୍ରିକେଟର ରୋହିତ୍‌ ଶର୍ମାଙ୍କୁ ନେଇ ସୋଫିଆ ହୟାତ୍‌ଙ୍କ ଚାଞ୍ଚଲ୍ୟକର ବୟାନ: ପ୍ରଥମ ଦେଖାରେ ହିଁ ରୋହିତ୍‌ ମୋତେ…

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ସବୁଟାରୁ ଶାନ୍ତ ଏବଂ ସୋବର କ୍ରିକେଟର ଭାବେ ଗଣା ଯାଉଥିବା ରୋହିତ୍‌ ଶର୍ମାଙ୍କୁ ନେଇ ତାଙ୍କ ପୂର୍ବ ପ୍ରେମିକା ସୋଫିଆ ହୟାତ୍‌ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ବିଗ୍‌ ବସ୍‌-୭ର ବିବାଦୀୟ ପ୍ରତିଯୋଗୀ ଭାବେ ଗଣା ଯାଉଥିବା ସୋଫିଆ ଏକ ସାକ୍ଷାତକାରରେ…
ଅଧିକ ଖବର ଦେଖନ୍ତୁ...

ସାଥୀ ପାଇଲଟଙ୍କ ସହ ଝଗଡ଼ା ହେବା ପରେ ବିମାନ ଛାଡ଼ି ଚାଲିଗଲେ ପାଇଲଟ, ୫ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଲା ବିମାନ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଥିବା ଅମୌସି ଅର୍ନ୍ତଜାତୀୟ ବିମାନବନ୍ଦରରେ ଘଟିଥିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାରେ । ଦୁଇ ପାଇଲଟଙ୍କ ମଧ୍ୟରେ ଝଗଡ଼ା ହେବାରୁ ଏହାର ପରିଣାମ ଯାତ୍ରୀମାନଙ୍କୁ ଭୋଗିବାକୁ ପଡ଼ିଥିଲା । ରାଗରେ ଜଣେ ପାଇଲଟ ବିମାନ ଛାଡ଼ି ଚାଲିଯିବାରୁ ଇଣ୍ଡିଗୋ ବିମାନ ୬ଇ-୨୨୬ ୫ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ସାଧୁସନ୍ଥମାନେ କୁମ୍ଭମେଳାରୁ ଫେରି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ: ଆଖଡ଼ା ପରିଷଦ ସଭାପତି

ପ୍ରୟାଗରାଜ: ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରି ରବିବାର ଘୋଷଣା କରିଛନ୍ତି କି ଯେତେ ସବୁ ସାଧୁ ସନ୍ଥ କୁମ୍ଭମେଳା ଯାଇଛନ୍ତି ମାର୍ଚରେ ମେଳା ସରିବା ପରେ ସେମାନେ ସବୁ ସେଠାରୁ ଫେରି ଅଯୋଧ୍ୟାରେ ପହଞ୍ଚି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ। ଏ ସଂପର୍କରେ ମହନ୍ତ ଆହୁରି…
ଅଧିକ ଖବର ଦେଖନ୍ତୁ...

ନ୍ୟୁଜିଲାଣ୍ଡ ପହଂଚିଲା ଟିମ୍‌ ଇଣ୍ଡିଆ, ବିରାଟ-ଅନୁଷ୍କାଙ୍କୁ ସ୍ୱାଗତ ଜଣାଇଲେ ପ୍ରଶଂସକ

ଆକଲାଣ୍ଡ: ଅଷ୍ଟ୍ରେଲିଆରେ କଙ୍ଗାରୁ ଦଳକୁ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳାରେ ପରାସ୍ତ କରିବା ପରେ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡରେ ପହଂଚିଛି। ଭାରତୀୟ ଟିମ୍‌ ରବିବାର ନ୍ୟୁଜିଲାଣ୍ଡର ଆକଲାଣ୍ଡରେ ପହଂଚିଛି। ଭାରତୀୟ ଟିମ୍‌ର ସଦସ୍ୟଙ୍କୁ ଦେଖିବା ପରେ ଏଠାକାର ପ୍ରଶଂସକମାନେ ଉଲ୍ଲସିତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ନିଖୋଜ ଥିବା ଦୁଇବର୍ଷର ଶିଶୁ ୨୫୦ ଫୁଟ୍‌ ଗାତ ଭିତରେ, ଜୋରସୋର ଚାଲିଛି ଉଦ୍ଧାର କାର୍ଯ୍ୟ

ସ୍ପେନ: ସ୍ପେନର ଏକ ପାହାଡି ଅଞ୍ଚଳରେ ଗତ ଏକ ସପ୍ତାହ ଧରି ୨୫୦ ଫୁଟ୍‌ ଗାତ ଭିତରେ ଦୁଇବର୍ଷର ଶିଶୁ ଫଶି ରହିଛି । ଶିଶୁଟିକୁ ଉଦ୍ଧାର କରିବା ପାଇଁ ପାୱରଫୁଲ ମେସିନ ସାହାଯ୍ୟରେ ସୁଡଙ୍ଗ ଖୋଳାଯାଉଥିବା ବେଳେ ପୂରା ବିଶ୍ୱର ଲୋକ ଏହି କୁନି ଶିଶୁଟିଏ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ନେଲା ଜୀବନ: କୋରେଇରେ ଜଣେ ମୃତ, ରିଆମାଳରେ ଜୀବନ ହାରିଲେ ଦଂପତ୍ତି

ଯାଜପୁର/ଦେବଗଡ଼: ଦୁଇଟି ଭିନ୍ନ ଭିନ୍ନ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ ଦେବଗଡ଼ ଜିଲ୍ଲାର ରିଆମାଳ ଏବଂ ଯାଜପୁର ଜିଲ୍ଲାର କୋରେଇ ଅଂଚଳରେ ରିବାବାର ଟ୍ରକ ଦଳି ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ଅନ୍ତର୍ଗତ ଟିଙ୍କବୀର ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ସାହାଯ୍ୟର ବର୍ଦ୍ଦି ପିନ୍ଧି ନିର୍ଦୟ ଆଚରଣ ମହଙ୍ଗା ପଡ଼ିଲା: ବୟସ୍କା ମହିଳା ପୁଲିସ୍‌ ଗୋଡ଼ ଧରି ନେହୁରା ହେବା ଭିଡିଓ…

ଲକ୍ଷ୍ନୌ: ପୁଲିସ୍‌ ବର୍ଦ୍ଦି ହେଉଛି ଅସହାୟଙ୍କୁ ସାହାଯ୍ୟ କରିବାର ଚିହ୍ନ। ତାହାକୁ ପିନ୍ଧିବା ପରେ ଯେକୌଣସି ପୁଲିସ୍‌ ନିର୍ଦୟ ହେବା ଶୋଭା ପାଏନା। ପୁଲିସ୍‌ ବିଭାଗରେ କାମ କରି ମଧ୍ୟ ଜଣେ ବୟସ୍କା ମହିଳାଙ୍କ କରୁଣ ଆବେଦନକୁ ଅଣଦେଖା କରିବା ଲକ୍ଷ୍ନୌର ସବ୍‌ଇନ୍‌ସ୍ପେକ୍ଟରଙ୍କୁ ମହଙ୍ଗା…
ଅଧିକ ଖବର ଦେଖନ୍ତୁ...

ପୁରୀ ଜାହାନିଆ ପୀର ନିକଟ ସମୁଦ୍ରରେ ଛାତ୍ର ବୁଡ଼ିବା ଘଟଣା: ୩ ମୃତ

ପୁରୀ: ଅସ୍ତରଙ୍ଗ ଜାହାନିଆ ପୀର ନିକଟ ସମୁଦ୍ରରେ ଛାତ୍ର ବୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଅସ୍ତରଙ୍ଗ ଜାହାନିଆ ପୀର ନିକଟ ସମୁଦ୍ରରେ ୬ ଜଣ ବୁଡ଼ି ଯାଇଥିଲେ। ମୃତକମାନେ ହେଲେ ଅମିତ ମହାନ୍ତି, ଅବିନାଶ ପ୍ରଧାନ ଏବଂ ଶୁଭସୌମ୍ୟ ସେନାପତି। ଉଦ୍ଧାର କରାଯାଇଥିବା ୫ ଜଣଙ୍କ…
ଅଧିକ ଖବର ଦେଖନ୍ତୁ...

ଘନ କୁହୁଡ଼ି ଯୋଗୁଁ ଅଟକିଲା ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’, ଫେରିଗଲେ ୨୦୦ରୁ ଅଧିକ ଦେଶୀ-ବିଦେଶୀ ପର୍ଯ୍ୟଟକ

କୋଣାର୍କ: ବିଶ୍ୱ ପ୍ରସିଦ୍ଧ କୋଣାର୍କରେ ରବିବାର ଘନ କୁହୁଡ଼ି ଯୋଗୁଁ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ବନ୍ଦ କରାଯାଇଛି। କୁହୁଡ଼ି ଯୋଗୁଁ ରବିବାର ସନ୍ଧ୍ୟା ୬ଟା ୩୦ରେ ଏହି ସୋ’ ହୋଇ ପାରି ନାହିଁ। ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ପ୍ରଦର୍ଶନ ପାଇଁ ଅନୁକୁଳ ନହେବାରୁ ପ୍ରାୟ ୨ଶହରୁ ଅଧିକ ଦେଶୀ ଓ ବିଦେଶୀ…
ଅଧିକ ଖବର ଦେଖନ୍ତୁ...

ଏଣିକି ଆଧାର କାର୍ଡ ଜରିଆରେ ୧୫ରୁ ୬୫ ବର୍ଷର ଲୋକମାନେ ନେପାଳ ଓ ଭୁଟାନ୍‌ ବୁଲି ପାରିବେ !

ନୂଆଦିଲ୍ଲୀ: ବିଭିନ୍ନ ସ୍ଥାନ ବୁଲିବାକୁ ରୁଚି ରଖୁଥିବା ଲୋକମାନଙ୍କ ପାଇଁ ଖୁସି ଖବର। ସରକାର ଏଥିପାଇଁ ଖାସ୍‌ ବ୍ୟବସ୍ଥା କରି ଦେଇଛନ୍ତି। ଏହା ଜରିଆରେ ଦେଶର ୧୫ରୁ ୬୫ବର୍ଷର ନାଗରିକମାନେ ଆଧାରକାର୍ଡ ଆଇଗତ ପରିଚୟ ପତ୍ର ଭାବେ ବ୍ୟବହାର କରି ବୁଲି ପାରିବେ। କିନ୍ତୁ ଏହା କେବଳ ପଡୋଶୀ ଦେଶ…
ଅଧିକ ଖବର ଦେଖନ୍ତୁ...