Daily Archives

January 20, 2019

କର୍ଣ୍ଣାଟକ ରାଜନୈତିକ ସଂକଟ: ୪ କଂଗ୍ରେସ ବିଧାୟକ ବିଜେପିରେ ମିଶିବାର ସମ୍ଭାବନା!

ବେଙ୍ଗାଲୁର: ଶୁକ୍ରବାର ହୋଇଥିବା କଂଗ୍ରେସ ବିଧାୟକ ଦଳ ବୈଠକ(ସିଏଲ୍‌ପି)ରେ ଅନୁପସ୍ଥିତ ଥିବା କର୍ଣ୍ଣାଟକର ୪ ଜଣ କଂଗ୍ରେସ ବିଧାୟକ ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇପାରନ୍ତି ବୋଲି ସୂଚନା ରହିଛି। ଏହି ୪ ବିଧାୟକ ହେଉଛନ୍ତି ରମେଶ ଜର୍କିହୋଲି, ମହେଶ କୁମାତାଲି, ଉମେଶ ଯାଦବ ଏବଂ ବି…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ବାପାଙ୍କୁ ଖାଇବାକୁ ଦେବାକୁ ଯାଇଥିଲା ବେଳେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା!

ଅନୁଗୁଳ: ବାପାଙ୍କୁ ଖାଇବାକୁ ଦେବା ଲାଗି ଯାଇଥିବା ନାବାଳିକାକୁ ଅପହରଣ ପରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଅନୁଗୁଳ ସଦର ଥାନା ଅନ୍ତର୍ଗତ କାଲୁଗାଁ ନିବାସୀ ସରୋଜ ମହାରାଣାଙ୍କ ୧୨ ବର୍ଷର ନାବାଳିକା ଷଷ୍ଠୀ ମହାରଣାକୁ କିଛି ଅଭିଯୁକ୍ତ ଅପହରଣ କରି ଗଣଦୁଷ୍କର୍ମ କରିବା…
ଅଧିକ ଖବର ଦେଖନ୍ତୁ...

ଘର ପାଖରେ ପହଞ୍ଚି ସାରିଥିଲା ବରଯାତ୍ରୀ, ବରର ଏହି ଅବସ୍ଥା ଦେଖି ବିବାହ କରିବ ନାହିଁ ବୋଲି ମନା କରିଦେଲା କନ୍ୟା

ଭାଗଲପୁର: ବିହାରର ଭାଗଲପୁର ଜିଲ୍ଲାରେ କନ୍ୟା ବିବାହ କରିବାକୁ ମନା କରିବା ସହିତ ପୁଲିସ ଡକାଇ ବରକୁ ଗିରଫ କରିବାର ଏକ ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଘଟଣା ବିହାରର ଭାଗଲପୁରର କହଲଗ୍ରାମର ଅକବରପୁର ଗ୍ରାମରେ ଘଟିଛି। ଏହି ଗ୍ରାମରେ ବସବାସ କରୁଥିବା ଯୋଗେନ୍ଦ୍ର ରଜକ ନିଜ ବଡ଼ ଝିଅ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନରେ ଏଣିକି ରାତି ୮ଟା ପରେ ଆଉ ମିଳିବନି ମଦ

ଜୟପୁର: ରାଜସ୍ଥାନରେ ଏଣିକି ରାତି ୮ଟା ପରେ ଆଉ ମିଳିବ ନାହିଁ ମଦ। କାରଣ, ରାତି ୮ଟା ପରେ ରାଜ୍ୟରେ ମଦ ବିକ୍ରୟ ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜସ୍ଥାନ ସରକାର। ନିକଟରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଅଶୋକ ଗେହଲଟ୍‌ ଗତ ଶନିବାର ଦିନ ଏକ ଆଦେଶନାମା…
ଅଧିକ ଖବର ଦେଖନ୍ତୁ...

ଅସଦାଚରଣ ଅଭିଯୋଗ ଆଣିଲେ ଯୁକ୍ତ ୨ ଛାତ୍ରୀ, ଗିରଫ ହେଲେ ମାଲକାନଗିରି ଜିଲ୍ଲା କ୍ରୀଡ଼ା ଅଧିକାରୀ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାରେ ହଷ୍ଟେଲରେ ରହି ପାଠ ପଢୁଥିବା ଜଣେ କଲେଜ ଛାତ୍ରୀ କ୍ରୀଡ଼ା ଅଧିକାରୀଙ୍କ ବିରୋଧରେ ରବିବାର ଅସଦାଚରଣ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁସାରେ ଯୁକ୍ତ ୨ ଛାତ୍ରୀଙ୍କ ଅଭିଯୋଗ କ୍ରମେ ପୁଲିସ କ୍ରୀଡ଼ା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ବଢ଼େଇଙ୍କୁ ଗିରଫ କରିଛି।…
ଅଧିକ ଖବର ଦେଖନ୍ତୁ...

ସ୍କର୍ଟ ଭିତରେ ୨୪ଟି ମୂଷା ନେଇ ଯାଉଥିଲେ ମହିଳା, ଚାଲି ଦେଖି ଅଧିକାରୀଙ୍କୁ ହେଲା ସନ୍ଦେହ

ନୂଆଦିଲ୍ଲୀ: ନିଜ ସ୍କର୍ଟରେ ଜଣେ ମହିଳା ୨୪ଟି ଜୀବନ୍ତ ମୂଷାକୁ ଲୁଚାଇ ନେଇ ଯାଉଥିବାର ମାମଲା ସାମ୍ନାକୁ ଆସିଛି। ୬୦ ବର୍ଷୀୟ ‘ଓ୍ଵୁ’ ନାମକ ଏହି ମହିଳାଙ୍କୁ ପୁଲିସ କିନମେନ୍‌ରେ ସୁଇତୋଡ ବନ୍ଦରଗାହରୁ ଗିରଫ କରିଛି। ବନ୍ଦରଗାହର ଅଧିକାରୀଙ୍କୁ ମହିଳାଙ୍କ ଚାଲି ଓ ଫୁଲା ହୋଇଥିବା ସ୍କର୍ଟ ଦେଖି…
ଅଧିକ ଖବର ଦେଖନ୍ତୁ...

ବର୍ଷାଙ୍କ ଏହି ସ୍ୱପ୍ନର ଚଳଚ୍ଚିତ୍ର ଓଡ଼ିଶା ତଥା ଦେଶବିଦେଶର ଦର୍ଶକଙ୍କୁ ପ୍ରଭାବିତ କରିବ

ଏଇ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ସାଜିଥିବା ବର୍ଷା ପ୍ରିୟଦର୍ଶିନୀ କହନ୍ତି, ‘ମୁଁ ଜଣେ ସ୍ୱାଭିମାନୀ ଓଡ଼ିଆ ଝିଅ। ମୋ ମା’ ମାଟି, ପରମ୍ପରା ଓ ଚଳଣିକୁ ନେଇ ମୁଁ ଗର୍ବିତ। ଓଡ଼ିଶାର ଏତେ ଇତିହାସ, କଳାକୀର୍ତ୍ତି ଅଛି ଅଥଚ ଆମେ ଏହାକୁ ନେଇ ଚଳଚ୍ଚିତ୍ରର କାହାଣୀ କରିବୁ ନାହିଁ କାହିଁକି? ଚଳଚ୍ଚିତ୍ର…
ଅଧିକ ଖବର ଦେଖନ୍ତୁ...

ବ୍ଲାକ୍‌ମେଲିଂ, ଅପହରଣ, ଗଣଦୁଷ୍କର୍ମ; ପାଞ୍ଚ ମାସ ପରେ ସାହସ ଜୁଟାଇ ଅଭିଯୋଗ ଲେଖାଇଲେ ପୀଡ଼ିତା ନାବାଳିକା

ଅଲଓ୍ଵାର: ରାଜସ୍ତାନର ଅଲଓ୍ଵାରଠାରେ ଜଣେ ୧୭ ବର୍ଷୀୟା ନାବାଳିକାକୁ ତାଙ୍କର ଦୁଇ ବନ୍ଧୁ ଓ ଜଣେ ପଡ଼ୀଶାଘର ପିଲା ମିଶି ବ୍ଲାକ୍‌ମେଲ୍‌ କରିବା ସହ ପରେ ଅପହରଣ କରି ତାଙ୍କର ଗଣଦୁଷ୍କର୍ମ କରିଥିଲେ। ସେମାନେ ଏପରି କରିବା ପରେ ପୀଡ଼ିତାଙ୍କୁ ଡରାଇଧମକାଇ ୫ ମାସ ଧରି ତାଙ୍କ ମୁହଁ ବନ୍ଦ ରଖିଥିଲେ…
ଅଧିକ ଖବର ଦେଖନ୍ତୁ...

ମାୟାବତୀଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା ବିଜେପି ବିଧାୟିକାଙ୍କୁ; ନିଜ ତରଫରୁ ନୋଟିସ୍‌ ଜାରି କଲେ…

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀଙ୍କ ଉପରେ ଆପତ୍ତିଜନକ ଓ ଅଶାଳୀନ ମନ୍ତବ୍ୟ ଦେବା ଘଟଣା ଉତ୍ତରପ୍ରଦେଶର ବିଜେପି ବିଧାୟିକା ସାଧନା ସିଂହଙ୍କ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ନିଜେ ଜଣେ ମହିଳା ହୋଇ ସୁଦ୍ଧା ଯେଉଁ ଭାଷା ଓ ଯେଉଁ ଶବ୍ଦ ପ୍ରୟୋଗ କରି…
ଅଧିକ ଖବର ଦେଖନ୍ତୁ...

ଶ୍ରୀକାନ୍ତ ଜେନାଙ୍କ ଆକ୍ଷେପର ଜବାବ ଦେଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଶ୍ରୀକାନ୍ତ ଜେନାଙ୍କ ବାୟନ ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ଜବାବ ଦେଇଛନ୍ତି। ନିରଂଜନ ପଟ୍ଟନାୟକ ରବିବାର କହିଛନ୍ତି, ଶ୍ରୀକାନ୍ତଙ୍କୁ ବହିଷ୍କାର କରାଯାଇଛି, ତେଣୁ ସେ ଏପରି କହୁଛନ୍ତି। ଶ୍ରୀକାନ୍ତ ଜଣେ ବରିଷ୍ଠ ନେତା ତାଙ୍କ ମୁହଁରୁ ଏଭଳି କଥା…
ଅଧିକ ଖବର ଦେଖନ୍ତୁ...