Daily Archives

January 20, 2019

ଯାଜପୁର: କିଣା-ବିକା ସମୟରେ ଜଳିଗଲା ଟ୍ରକ୍‌

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ଚଣ୍ଡିଖୋଲ-ଡୁବୁରୀ ୫୩ ନଂ ଜାତୀୟ ରାଜପଥ ଉପରେ ରବିବାର ଏକ ଟ୍ରକ ଜଳି ଯାଇଛି। ବ୍ରାହ୍ମଣୀ ପୋଲ ଉପରେ ଗାଡି ଟିକୁ ଛିଡା କରି ଜଣେ ନୂଆ ମାଲିକ କିଣିବା ପାଇଁ କଥାବାର୍ତ୍ତା ହେଉଥିବା ବେଳେ ଟ୍ରକ୍‌ ହଠାତ ଜଳି ଉଠିଥିଲା। ବିଦ୍ୟୁତ ସଟସର୍କିଟ ଯୋଗୁ ନିଆଁ…
ଅଧିକ ଖବର ଦେଖନ୍ତୁ...

ଏଣିକି ମୃତକଙ୍କ ସମ୍ପର୍କୀୟମାନେ ପାଇବେ ନି ଆଘାତ, କଟା ନଯାଇ ବି ହେବ ଶବ ବ୍ୟବଚ୍ଛେଦ, ପ୍ରସ୍ତୁତ ହେଉଛି ନୂଆ ପଦ୍ଧତି

ନୂଆଦିଲ୍ଲୀ: ଯଦି କାହାର ଦୁର୍ଘଟଣାରେ କିମ୍ବା କେହି ଆତ୍ମହତ୍ୟା କରି ଦିଏ, ସେହି ବ୍ୟକ୍ତିଙ୍କ ମୃତଦେହର ବ୍ୟବଚ୍ଛେଦ ହୋଇଥାଏ। ଏହି ସମୟରେ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ଉପରେ କ’ଣ ବିତି ଥାଏ ତାହା ଅନୁମାନ ଲଗାଇବା ବି କଷ୍ଟକର ହୋଇଥାଏ। ଓଟୋପ୍ସି ଏମିତି ଏକ ପ୍ରକ୍ରିୟା, ଯାହା ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

କୁମ୍ଭମେଳାରେ ବିଭିନ୍ନ ପ୍ରକାରର ବାବାଙ୍କ ମଧ୍ୟରେ ଆକର୍ଷଣ ପାଲଟିଲେ ଓଡ଼ିଆ ବାବା, ଜମିଲା ଓଡ଼ିଆ ଭକ୍ତଙ୍କ ଭିଡ଼

ପ୍ରୟାଗରାଜ: ପ୍ରୟାଗରାଜ କୁମ୍ଭମେଳାରେ ମୁଖ୍ୟ ଆକର୍ଷଣ ହେଉଛନ୍ତି ସାଧୁସନ୍ଥ। ସାଧୁଙ୍କ ବେଶଭୂଷା, କଠିନ ସାଧନା ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି। ତେବେ କୁମ୍ଭମେଳାରେ ସାହି ସ୍ନାନ କରିବାକୁ ଓଡ଼ିଶାର ବହୁ ସାଧୁସନ୍ଥ ମଧ୍ୟ ଯାଇଛନ୍ତି। ସେଠାରେ ଓଡ଼ିଆ ବାବାଙ୍କ ଆଶୀର୍ବାଦ ନେବାକୁ ଭକ୍ତଙ୍କ ଭିଡ଼…
ଅଧିକ ଖବର ଦେଖନ୍ତୁ...

ଛୁଟି ଦିନରେ ମହିଳାଙ୍କୁ କାମ କରିବାକୁ ଡାକିବା ହୋଟେଲ ମାଲିକଙ୍କୁ ମହଙ୍ଗା ପଡ଼ିଲା, ଦେବାକୁ ପଡ଼ିଛି କୋଟିରୁ ଊର୍ଧ୍ୱ…

ନୂଆଦିଲ୍ଲୀ: ଆମେରିକାରର ଏକ ନାମୀଦାମୀ ହୋଟେଲରେ ପାଖାପାଖି ୬ ବର୍ଷ କାଳ ଧରି ଜଣେ ମହିଳା କାମ କରୁ ଆସୁଥିଲେ। ୨୦୧୫ରେ ତାଙ୍କର କିଚେନ ମ୍ୟାନେଜର ମହିଳା ଜଣଙ୍କୁ ରବିବାର ଦିନ ବି ହୋଟେଲ ଆସି କାମ କରିବାକୁ ମାଲିକଙ୍କ ଆଗରେ ସୁପାରିସ୍‌ କରିଥିଲେ, ଯେଉଁଥିରେ ହୋଟେଲ ମାଲିକ ରାଜି ହୋଇଯାଇଥିଲେ…
ଅଧିକ ଖବର ଦେଖନ୍ତୁ...

୭୦ ଲକ୍ଷର ଘଣ୍ଟା ପରେ ୧.୮ କୋଟିର ଗାଡ଼ି ଉପହାର ନେଇ ଫସିଲେ କର୍ଣ୍ଣାଟକ ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା; ବିଜେପି…

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟାଙ୍କୁ ୧.୮ କୋଟି ଟଙ୍କା ମୂଲ୍ୟର ଏକ ୨୦୧୯ ମଡେଲର ମର୍ସିଡିଜ୍‌- ବେଞ୍ଜ ଏସ୍‌ୟୁଭି ଗାଡ଼ି ଉପହାର ଆକାରରେ ମିଳିବା ଘଟଣାକୁ କେନ୍ଦ୍ର କରି କର୍ଣ୍ଣାଟକର ରାଜନୀତି ଏବେ ଆଉଥରେ ସରଗରମ ହୋଇଛି। କର୍ଣ୍ଣାଟକର…
ଅଧିକ ଖବର ଦେଖନ୍ତୁ...

ଏଏସ୍‌ଓ ପରୀକ୍ଷାରେ ସ୍ମାର୍ଟଓ୍ଵାଚ ଜରିଆରେ କପି କରୁଥିବା ପରୀକ୍ଷାର୍ଥୀ ଧରାପଡ଼ିଲେ; ବାହାରକୁ ପ୍ରଶ୍ନ ଯାଉଥିଲା,…

ଭୁବନେଶ୍ୱର: ପୂର୍ବରୁ ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ର ପ୍ରଘଟ, ଖାତା ଜାଲିଆତି ଆଦି ବିଭିନ୍ନ ଜରିଆରେ ଠକାମି କରି ପରୀକ୍ଷା ଦେଇ ଆସୁଥିବା ବେଳେ ଏବେକାର ପରୀକ୍ଷାର୍ଥୀ ମାନେ ଏକଦମ ନିଆରା ଢଙ୍ଗରେ ଉନ୍ନତ କୌଶଳ ଜରିଆରେ କପି କରୁଥିବାର ଆଜି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ରବିବାର…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତ ଲୁଟି ନେଲେ ୩ଲକ୍ଷରୁ ଊର୍ଧ୍ୱ ଟଙ୍କା

ବଲାଙ୍ଗିର: ବଲାଙ୍ଗିର ସଇଁତଳା ଥାନା ଅନ୍ତର୍ଗତ ବିବିନାସ୍ଥିତ ମଦ ଭାଟିର ମ୍ୟାନେଜରଙ୍କୁ ଦୁର୍ବୁତ୍ତ ଗୁଳି ମାରି କରି ଟଙ୍କା ଲୁଟିଥିବା ଖବର ମିଳିଛି। ସୂଚନାଯୋଗ୍ୟ, ମ୍ୟାନେଜର ଓ ତାଙ୍କ ସହଯୋଗୀ ଆଜି ଦିନ ୧୨ଟା ବେଳେ ୩ଲକ୍ଷ ୬ହଜାର ଟଙ୍କା ନେଇଯାଉଥିବା ବେଳେ ଗଣପତ୍ରାପାଲି ନିକଟରେ ୩ଜଣ…
ଅଧିକ ଖବର ଦେଖନ୍ତୁ...

କମେଡି କିଙ୍ଗ୍‌ କପିଲଙ୍କୁ ଏହିପରି ଭାବେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମେଡି କିଙ୍ଗ୍‌ କପିଲ ଶର୍ମାଙ୍କୁ ଟୁଇଟ୍‌ରେ ପ୍ରଶଂସା କରିଥିବା କଥା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ମୁମ୍ବାଇଠାରେ ପ୍ରଧାନମନ୍ତ୍ରୀ ମୋଦି ‘ନ୍ୟାସନାଲ୍‌ ମ୍ୟୁଜିୟମ୍‌ ଅଫ୍‌ ଇଣ୍ଡିଆନ୍‌ ସିନେମା’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବା ସମୟରେ…
ଅଧିକ ଖବର ଦେଖନ୍ତୁ...

ଅସ୍ତରଙ୍ଗ: ପିକ୍‌ନିକ୍‌ ପାଇଁ ଯାଇଥିବା ୫ ଛାତ୍ରଙ୍କୁ ସମୁଦ୍ର ଭିତରକୁ ଟାଣି ନେଲା ଲହଡ଼ି, ୩ ଉଦ୍ଧାର

ପୁରୀ: ପୁରୀ ଜିଲ୍ଲାର ଅସ୍ତରଙ୍ଗ ପୀର ଜାହାନିଆ ନିକଟ ସମୁଦ୍ରରେ ପିକ୍‌ନିକ୍‌ ପାଇଁ ଯାଇଥିବା ୫ ଜଣ ସମୁଦ୍ର ପାଣିରେ ଭାସି ଯାଇଥିବା ଜାଣିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସମୁଦ୍ରରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ଆଉ ୨ ଜଣ ଏବେ ବି ସୁଦ୍ଧା…
ଅଧିକ ଖବର ଦେଖନ୍ତୁ...

ଜ୍ୟୋତିଙ୍କ ସହ ଏଲ୍‌ସାଙ୍କୁ ଦର୍ଶକ କେତେ ପସନ୍ଦ କରିବେ?

ଭୁବନେଶ୍ୱର: ଜଣେ ଓଲିଉଡ଼ ନାୟିକା ଏବେ ପରଦାରେ ବନିବାକୁ ଯାଉଛନ୍ତି ସୁନା ଚଢ଼େଇ। ସେ ହେଲେ ଏଲସା । ଏଲ୍‌ସା ଆଗରୁ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ‘ଭୈରବ’ରେ ନାୟିକା ଭୂମିକାରେ ନଜର ଆସିଥିଲେ। ସେ ଏଥିରେ ପପୁ ପମ୍‌ପମ୍‌ ଙ୍କ ବିପକ୍ଷରେ ଅଭିନୟ କରିଥିଲେ। ଖାଲି ସେତିକି ନୁହେଁ ସେ ଅନ୍ୟ…
ଅଧିକ ଖବର ଦେଖନ୍ତୁ...