Daily Archives

February 7, 2019

ପ୍ରଥମେ ହନିଟ୍ରାପ୍‌ରେ ଫସାଇ ପରେ ମାଗିଲେ ଦେଢ଼ ଲକ୍ଷ ଟଙ୍କା, ନ ଦେବାରୁ ଯୁବତୀ କଲେ ଏଭଳି କାମ…

ଋଡ୍‌କୀ: ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ପରେ ତାଙ୍କୁ ଦେଢ଼ ଲକ୍ଷ ଟଙ୍କା ମାଗିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ପ୍ରଥମେ କଥା ହେବା ପରେ ଧୀରେଧୀରେ ପୀଡ଼ିତ ଏବଂ ଯୁବତୀ ନିକଟତର ହୋଇଥିଲେ । ଫୋନ ନମ୍ବର ଅଦଳବଦଳ କରି ଦୁହେଁ କଥା ହେବା…
ଅଧିକ ଖବର ଦେଖନ୍ତୁ...

ସି ଫୁଡ୍‌ ଖାଇବା ମହଙ୍ଗା ପଡ଼ିଲା: ଡ଼ାକ୍ତରଖାନାରେ ପହଞ୍ଚିଲେ ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମ

ମୁମ୍ବାଇ: ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମଙ୍କୁ ସି ଫୁଡ୍‌ ଖାଇବା ମହଙ୍ଗା ପଡ଼ିଛି । ଖାଇବା ପରେ ପରେ ତାଙ୍କର ଗୋଟେ ଆଖି ଫୁଲି ଯାଇଥିବା ଦେଖା ଯାଇଛି । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୋନୁ ଦୁଇଟି ଫଟୋ ସେୟାର କରିଛନ୍ତି । ଗୋଟେ ଫଟୋରେ ସୋନୁଙ୍କ ଆଖି ଫୁଲିଥିବା ଦେଖା ଯାଇଥିବା ବେଳେ ଆଉ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣା: ମିନିଟ୍ରକ୍‌ ମୁହାଁମୁହିଁରେ ୨ ମୃତ, ଭ୍ୟାନ୍‌ ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ଗଲା ଜୀବନ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରୁ କୋରାପୁଟ ଜିଲ୍ଲାର ଜୟପୁର ରାସ୍ତାର ଚାରବାହାଲ ନିକଟରେ ୨ଟି ମିନିଟ୍ରକ ମୁହାଁମୁହିଁ ହେବାରୁ ଘଟଣାସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ହୋଇଛି। ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି। ସେହିପରି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା…
ଅଧିକ ଖବର ଦେଖନ୍ତୁ...

କବାଟ ବାଡ଼େଇ ପିଇବାକୁ ପାଣି ମାଗିଲେ: କବାଟ ଖୋଲିବା ପରେ ବାପା ଆଗରେ ଝିଅ ସହ ଦୁଷ୍କର୍ମ କଲେ ଗାଁର ୬ଜଣ ଯୁବକ

ନୂଆଦିଲ୍ଲୀ: ବିହାରରେ ଘଟିଛି ଅମାନୁଷିକ ଘଟଣା । ବାପା ସମ୍ମୁଖରେ ଗାଁର ୬ ଜଣ ଯୁବକ ଜଣେ ଝିଅକୁ ଗଣ ଦୁଷ୍କର୍ମ କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମାନବିକତା ଦୃଷ୍ଟିରୁ ପୀଡ଼ିତାଙ୍କ ବାପା ସାହାଯ୍ୟ କରିବାକୁ ଭାବିଥିବା ବେଳେ ତାହା ତାଙ୍କୁ ଭାରି ପଡ଼ିଛି । ଦୁଷ୍କର୍ମର ଶିକାର…
ଅଧିକ ଖବର ଦେଖନ୍ତୁ...

ଅସଦାଚରଣ କରିବାକୁ ଚେଷ୍ଟା କରୁଥିଲା ଯୁବକ, ଛୁରାମାଡ ଖାଇ ଯୁବତୀଙ୍କୁ ବଞ୍ଚାଇଲା ବୁଲା କୁକୁର

ଭୋପାଳ: ରାଜସ୍ଥାନର ଏକ ବୁଲାକୁକୁର ଯୋଗୁଁ ଜଣେ ଯୁବତୀ ଅସଦାଚରଣରୁ ରକ୍ଷା ପାଇ ଯାଇଛନ୍ତି। ଗତ ରବିବାର ଦ୍ୱିପ୍ରହର ସମୟରେ ଯୁବତୀ ଘରେ ବିଶ୍ରାମ କରୁଥିଲେ। ଏହି ସମୟରେ ତାଙ୍କ ପଡ଼ିଶା ଘରେ ରହୁଥିବା ଜଣେ ଯୁବକ ମଦ ପିଇ ଯୁବତୀଙ୍କ ଘରେ ପ୍ରବେଶ କରି ଅସଦାଚରଣ କରିବାକୁ ଚେଷ୍ଟା କରୁଥିଲା। …
ଅଧିକ ଖବର ଦେଖନ୍ତୁ...

ଅଭିନୟରେ କ୍ୟାରିୟର ଗଢ଼ିବାକୁ ଚାହୁଁ ଥିବା ପତ୍ନୀକୁ ଖଣ୍ଡ-ଖଣ୍ଡ କରି କାଟି ଅଳିଆଗଦାରେ ଫିଙ୍ଗି ଦେଲେ ଏହି…

ଚେନ୍ନାଇ: ଅଭିନୟରେ କ୍ୟାରିୟର ଗଢ଼ିବାକୁ ଜିଦ ଧରିଥିବା ପତ୍ନୀଙ୍କୁ ସିନେ-ନିର୍ମାତା ସ୍ୱାମୀ ହତ୍ୟା କରିବାର ଏକ ଚାଞ୍ଚଲ୍ୟ ଖବର ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ ପତ୍ନୀଙ୍କୁ ଖଣ୍ଡଖଣ୍ଡ କରି କାଟିବା ପରେ ଅଲଗା ଅଲଗା ଅଳିଆଗଦାରେ ପଲିଥିନ୍‌ରେ ପୂରାଇ ଫିଙ୍ଗି ଦେଇଥିବା ପୁଲିସ ସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...

ରଣଜୀ ଟ୍ରଫି: ସୌରାଷ୍ଟ୍ରକୁ ହରାଇ ବିଦର୍ଭ ୨ୟ ଥର ଚାମ୍ପିଅନ୍‌

ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ସୌରାଷ୍ଟ୍ରକୁ ହରାଇ ବିଦର୍ଭ ଚାମ୍ପିଅନ୍‌ ହୋଇଛି। ଏଥି ସହିତ ବିଦର୍ଭ ୨ୟ ଥର ପାଇଁ ଏହି ଟ୍ରଫିର ଅଧିକାରୀ ହୋଇପାରିଛି। ବିଗତ ଥର ଚାମ୍ପିଅନ୍‌ ବିଦର୍ଭ ଟିମ୍‌ ଫାଇନାଲ ମ୍ୟାଚରେ ଗୁରୁବାର ସୌରାଷ୍ଟ୍ରକୁ ୭୮ ରନ୍‌ରେ ପରାସ୍ତ କରିଛି। ସୌରାଷ୍ଟ୍ର ବିଜୟ ପାଇଁ ୨୦୬…
ଅଧିକ ଖବର ଦେଖନ୍ତୁ...

ଯୋଗୀଙ୍କ ବଜେଟ :  ଗୋସୁରକ୍ଷା ପାଇଁ ବ୍ୟୟ ହେବ ୬୦୦ କୋଟି

ଲକ୍ଷ୍ନୌ : ଗାଈର ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ଉତ୍ତରପ୍ରଦେଶରେ ଥିବା ବିଜେପି ସରକାର ତତ୍ପର ହୋଇପଡିଛନ୍ତି । ଗତ କେନ୍ଦ୍ର ବଜେଟରେ ଗୋସୁରକ୍ଷା ଓ କଲ୍ୟାଣ ପାଇଁ ସରକାର ଗୋକୁଳ ମିଶନ ମାଧ୍ୟମରେ ୭୫୦ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ । ଏବେ ଉତ୍ତରପ୍ରଦେଶ ସରକାର ମଧ୍ୟ ରାଜ୍ୟରେ…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ ବଦଳାଇଲା ବିଜ୍ଞାପନ ପଲିସି, ଏବେ ଦେବାକୁ ପଡ଼ିବ ପରିଚୟ ଓ ଠିକଣାର ପ୍ରମାଣ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଚାରରେ ପାରଦର୍ଶିତା ଆଣିବା ପାଇଁ ଫେସ୍‌ବୁକ୍‌ ସମସ୍ତ ବିଜ୍ଞାପନକୁ ନିଜର ପରିଚୟ ଓ ଠିକଣା ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛି। କମ୍ପାନି କହିବାନୁସାରେ, ଏଣିକି ଇନ୍‌ଷ୍ଟାଗ୍ରାମ୍‌ ଓ ଫେସ୍‌ବୁକ୍‌ରେ ବିଜ୍ଞାପନ ଦେବାକୁ ହେଲେ ବିଜ୍ଞାପନ…
ଅଧିକ ଖବର ଦେଖନ୍ତୁ...

ହ୍ଵାଟସ୍‌ ଆପ୍‌ ହଟାଇଲା ୩ଲକ୍ଷ ଆକାଉଣ୍ଟ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ପପୁଲାର ମେସେଜିଂ ପ୍ଲାଟଫର୍ମ ହ୍ଵାଟସ୍‌ ଆପ୍‌ ମିଥ୍ୟା ଖବର ପ୍ରଚାରକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଥିପାଇଁ ପ୍ରତି ମାସରେ ପାଖାପାଖି ୨୦ଲକ୍ଷ ହ୍ଵାଟସ୍‌ ଆପ୍‌ ଆକାଉଣ୍ଟ ଡିଲିଟ କରି ଦେଉଛି। ସୂଚନାଯୋଗ୍ୟ, କମ୍ପାନି ଏକ ମେସିନ୍‌ ଲର୍ଣ୍ଣିଙ୍ଗ…
ଅଧିକ ଖବର ଦେଖନ୍ତୁ...