Daily Archives

February 8, 2019

ମୃତ୍ୟୁ ପରେ ନାଗାସାଧୁଙ୍କ ଶରୀର ସହିତ କ’ଣ କରାଯାଇଥାଏ?

ନାଗା ସାଧୁମାନଙ୍କର ଜୀବନ ବେଶ୍‌ ରହସ୍ୟମୟ। ଏହି କାରଣରୁ ସେମାନଙ୍କ ଜୀବନଶୈଳୀ ସଂପର୍କରେ ଜାଣିବାକୁ ଲୋକଙ୍କର ଆଗ୍ରହ ଥାଏ। ଲୋକେ ଜାଣିବାକୁ ଚାହାଁନ୍ତିି କି ନାଗାସାଧୁମାନେ କେଉଁଠାରୁ ଆସନ୍ତି ଓ କେଉଁଠାକୁ ଯାଆନ୍ତି? ଏବେ ପ୍ରୟାସରାଜରେ ନାଗାସାଧୁମାନଙ୍କର ଦେଖିବାକୁ ମିଳିଛି। ଏବେ ଆମେ…
ଅଧିକ ଖବର ଦେଖନ୍ତୁ...

ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱର ରାଓଙ୍କର ପଶ୍ଚିମବଙ୍ଗରେ ଥିବା ଦୁଇଟି ଘର ଓ ପତ୍ନୀଙ୍କ କମ୍ପାନି ଉପରେ…

କୋଲକାତା: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱର ରାଓଙ୍କର ପଶ୍ଚିମବଙ୍ଗରେ ଥିବା ଦୁଇଟି ଘର ଉପରେ ଆଜି ସନ୍ଧ୍ୟାରେ ଚଢ଼ାଉ କରିଛନ୍ତି କୋଲକାତା ପୋଲିସ୍‌। ଏଥିସହ ଏମ୍‌ ନାଗେଶ୍ୱର ରାଓଙ୍କର ପତ୍ନୀଙ୍କର କୋଲକାତା ସଲ୍ଟ ଲେକ୍‌ରେ ଥିବା…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣପୁର: ୨୬ତମ ଅମରପାଲି କ୍ରିକେଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ବହଲପଦର-ବଡ଼କିରାସିରା ବିଜୟୀ

ବୀରମହାରାଜପୁର: ଫ୍ରେଣ୍ଡସ୍‌ କ୍ଲବ ଓ ଜେମସ୍‌ଷ୍ଟାର କ୍ଲବ ଦ୍ୱାରା ଆୟୋଜିତ ୨୬ତମ ଅମରପାଲି କ୍ରିକେଟ କପ୍‌ରେ ଶୁକ୍ରବାର ବହଲପଦର ଏବଂ ବଡ଼କିରାସିରା ବିଜୟୀ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ୍‌ର ଅମରପାଲିସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

୫.୯ ତୀବ୍ରତାର ଭୂକମ୍ପରେ ଥରିଲା ଫିଲିପିନ୍ସର ଦକ୍ଷିଣ ଉପକୂଳ

ମାନିଲା: ଶୁକ୍ରବାର ସନ୍ଧ୍ୟାରେ ୫.୯ ତୀବ୍ରତାର ଏକ ଭୂକମ୍ପରେ ଫିଲିପିନ୍ସର ସମଗ୍ର ଦକ୍ଷିଣ ଉପକୂଳ ଥରି ଉଠିଛି। ସ୍ଥାନୀୟ ସମୟ ୭ଟା ୫୫ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ର ସ୍ଥଳ ମାନିଲାର ପୂର୍ବରେ ଥିବା ମିନ୍‌ଡାନାଓ ଦ୍ୱୀପ ଠାରୁ ୨୫ ମାଇଲ ଦୂରରେ ଥିଲା ବୋଲି…
ଅଧିକ ଖବର ଦେଖନ୍ତୁ...

ନୱାଜୁଦ୍ଦିନଙ୍କସହ ରୋମାନ୍‌ସ କରିବେ ଶ୍ରଦ୍ଧା କପୁର

ମୁମ୍ବାଇ: ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀ ଜଣେ ଦକ୍ଷ ଅଭିନେତା,ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ଅନେକ ସମୟରେ ଶୁଣିବାକୁ ମିଳେ ଯେ ତାଙ୍କ ସହିତ କୌଣସି ନାୟିକା ରୋମାନ୍‌ସ କରିବାକୁ ରାଜି ହୁଅନ୍ତି ନାହିଁ। ଏଭଳି କଥା ଉଠିଥିଲା ‘ବାବୁ ମୋସାୟ ବନ୍ଧୁକବାଜ୍‌’ ସିନେମା ସମୟରେ । ଏହି…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ଅଧିବେଶନ ଶେଷ, ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ

ଭୁବନେଶ୍ୱର: ପଂଚଦଶ ବିଧାନସଭାର ଶେଷ ଅଧିବେଶନ ଶନିବାର ଶେଷ ହୋଇଛି। ଏଥି ସହିତ ବିଧାନସଭା ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ନିର୍ଦ୍ଧାରିତ କାର୍ଯ୍ୟ ଦିବସର ୨ ଦିନ ପୂର୍ବରୁ ଏହି ଅଧିବେଶନ ଶେଷ ହୋଇଛି। ଫେବ୍ରୁଆରି ୪ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନ ୧୨ ତାରିଖ…
ଅଧିକ ଖବର ଦେଖନ୍ତୁ...

ସ୍ୱାଧୀନତା ସଂଗ୍ରାମୀମାନଙ୍କ ମାସିକ ଭତ୍ତାକୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରିବେ ରାଜସ୍ଥାନ ସରକାର

ଜୟପୁର (ରାଜସ୍ଥାନ): ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମିଳୁଥିବା ମାସିକିଆ ଭତ୍ତାକୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ଆଜି ଘୋଷଣା କରିଛନ୍ତି ରାଜସ୍ଥାନର କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌। ପୂର୍ବରୁ ରାଜ୍ୟରେ ଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମାସିକ ପେନ୍‌ସନ ବା ଭତ୍ତା…
ଅଧିକ ଖବର ଦେଖନ୍ତୁ...

‘ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦିଦି; କିନ୍ତୁ ସେ ସରକାରକୁ ଦାଦାଗିରିରେ ଚଳାଉଛନ୍ତି’: ପ୍ରଧାନମନ୍ତ୍ରୀ…

ଜଲପାଇଗୁରି (ପଶ୍ଚିମବଙ୍ଗ): ‘ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଦିଦି; କିନ୍ତୁ ସେ ତାଙ୍କ ସରକାରକୁ ଦାଦାଗିରିରେ ଚଳାଉଛନ୍ତି’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପଶ୍ଚିମବଙ୍ଗର ଜଲପାଇଗୁରିରେ ଆୟୋଜିତ ଏକ ଜନସମାବେଶକୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି…
ଅଧିକ ଖବର ଦେଖନ୍ତୁ...

ଚୋବାଇ ଖାଉଥିବା ବେଳେ କିଛି ଶବ୍ଦ ବାହାରିଲେ , ଏହାକୁନେଇ ବିରକ୍ତ ହେଉଥିବା ଲୋକେ ଏହି ରୋଗର ଶିକାର

ଏମିତି କିଛି ଲୋକ ଅଛନ୍ତି,ଯେଉଁମାନେ ଖାଇବାବେଳେ ଶବ୍ଦ ବାହାର କରିଥାନ୍ତି। ସେମାନେ ଖାଦ୍ୟ ଚୋବାଇ ଖାଉଥିବା ବେଳେ କିଛି ବିରକ୍ତିକର ଶବ୍ଦ ବାହାରି ଥାଏ, ଯାହାକୁ ନେଇ ସାମ୍ନାରେ ବସିଥିବା ଲୋକ ବିରକ୍ତ ହୋଇଥାଏ। ଏମିତି ବି ଲୋକ ଅଛନ୍ତି,ଯେଉଁମାନେ ଏଥିରେ ରାଗିଯାଆନ୍ତି। ଏଭଳି ଲୋକ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ଗାଡ଼ିକୁ ବିଚ୍‌ ରାସ୍ତାରେ ଅଟକାଇ ଆକ୍ରମଣ କଲେ ଶତାଧିକ ସଶସ୍ତ୍ର ଯୁବକ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଆଜି ଅପରାହ୍ନରେ ଏକ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ପାଇଁ ଯାଉଥିବା ବେଳେ ପ୍ରାୟ ଶତାଧିକ ଯୁବକ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ସଜ୍ଜିତ ହୋଇ ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିବା ଘଟଣାକୁ କେନ୍ଦ୍ର କରି ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ…
ଅଧିକ ଖବର ଦେଖନ୍ତୁ...