Daily Archives

February 22, 2019

ପ୍ରବୀଣା ରାୟ ଏନପିସିଆଇଏଲର ନୂଆ ସିଓଓ

ଭୁବନେଶ୍ୱର : ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇଏଲ) ତରଫରୁ ପ୍ରବୀଣା ରାୟଙ୍କୁ ନୂଆ ଚିଫ୍ ଅପରେଟିଂ ଅଫିସର୍(ସିଓଓ) ଓ ଏବଂ ଆରିଫ୍ ଖାନଙ୍କୁ ଚିଫ୍ ଡିଜିଟାଲ୍ ଅଫିସର୍ (ସିଡିଓ) ଭାବେ ନିଯୁ୍କ୍ତି ପ୍ରଦାନ କରାଯାଇଛି । ତାଙ୍କ ନିଯୁକ୍ତି ଯଥାକ୍ରମେ ଫେବ୍ରୁଆରି ୨୦ ଏବଂ…
ଅଧିକ ଖବର ଦେଖନ୍ତୁ...

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ରାଜ୍ୟରେ ଥିବା ୪୧ଟି ଶୀତଳଭଣ୍ଡାର

ଭୁବନେଶ୍ୱର : ବନ୍ଦ ହେଲା ରାଜ୍ୟରେ ଥିବା ୪୧ଟି ଯାକ ଶୀତଳଭଣ୍ଡାର। ବର୍ଷକୁ ପ୍ରାୟ କୋଟିଏ ଟଙ୍କା ଲେଖାଏଁ କ୍ଷତି ହେଉଥିବା ଦର୍ଶାଇ ଶୀତଳଭଣ୍ଡାର ଗୁଡ଼ିକୁ ବନ୍ଦ କରିଦେଇଛି ଓଡ଼ିଶା କୋଲଡ ଷ୍ଟୋରେଜ୍ ଆସୋସିଏସନ୍ । ବିଜୁଳି ସବସିଡି ପାଇଁ ସର୍ତ ହଟାଇବା ସହ ଅନ୍ୟ ପ୍ରୋତ୍ସାହନ ପାଇଁ ଦାବି କରିଛି…
ଅଧିକ ଖବର ଦେଖନ୍ତୁ...

କ’ଣ ପାଇଁ ମା’ ଅମୃତାଙ୍କୁ ଛାଡ଼ି ନୂଆ ଘରେ ରହିବାକୁ ଗଲେ ସାରା? ଜଣାଇଲେ କାରଣ

ମୁମ୍ବାଇ : ଫିଲ୍ମ କେଦାରନାଥରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ । ଏହା ପରେ ତାଙ୍କର ଫିଲ୍ମ ସିମ୍ବା ରିଲିଜ୍‌ ହୋଇଥିଲା । ଦୁଇଟି ଯାକ ଫିଲ୍ମ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଥିବା ବେଳେ ସାରାଙ୍କୁ ମଧ୍ୟ ଅଭିନେତ୍ରୀଭାବରେ ଭିନ୍ନ ପରିଚୟ ମିଳିଥିଲା । ଏବେ…
ଅଧିକ ଖବର ଦେଖନ୍ତୁ...

ଯୌତୁକରେ ଅଟୋ ରିକ୍ସା ନ ମିଳିବାରୁ ତିନ୍‌ ତଲାକ୍‌ ଦେଲା ସ୍ୱାମୀ

ଇନ୍ଦୋର : ତିନ୍‌ ତଲାକକୁ ବେଆଇନ୍‌ ଏବଂ ଦଣ୍ଡନୀୟ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ଲୋକମାନେ ଏବେ ବି ତିନ୍‌ ତଲାକ୍‌ ଦେଉଛନ୍ତି । ଇନ୍ଦୋରରେ ପୁଣି ସେଭଳି ଏକ ଘଟଣାର ଅଭିଯୋଗ ଆଣିଛନ୍ତି ୨୧ବର୍ଷୀୟା ମହିଳା । ଯୌତୁକରେ ଅଟୋରିକ୍ସା ନ ମିଳିବାରୁ ସ୍ୱାମୀ ହ୍ଵାଟ୍‌ସଆପ୍‌ରେ ତିନ୍‌ ତଲାକ୍‌…
ଅଧିକ ଖବର ଦେଖନ୍ତୁ...

‘ମୁଙ୍ଗଡା’ର ରିମେକ୍‌କୁ ନେଇ ଲତା ମଙ୍ଗେସ୍‌କର ଅସନ୍ତୋଷ ପ୍ରକାଶ କରିବା ପରେ ପ୍ରତିକ୍ରିୟା ରଖିଲେ ଅଜୟ; କହିଲେ ତାଙ୍କୁ…

ମୁମ୍ବାଇ : ବଲିଉଡ୍‌ ଫିଲ୍ମ ‘ଟୋଟାଲ ଧମାଲ’ ଶୁକ୍ରବାର ରିଲିଜ୍‌ ହୋଇଛି । ଫିଲ୍ମକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଥିବା ଦେଖା ଯାଇଛି । ତେବେ ଏହି ଫିଲ୍ମରେ ଥିବା ଗୀତ ‘ମୁଙ୍ଗଡ଼ା...’କୁ ନେଇ କିଛି ଦିନ ତଳେ ବିବାଦ ଆରମ୍ଭ ହୋଇଥିଲା । ୧୯୭୮ରେ ରିଲିଜ୍‌ ହୋଇଥିବା ଫିଲ୍ମ ଇନ୍‌କାର୍‌ର ଗୀତ…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମା ଆକ୍ରମଣର ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଶାଢ଼ିରେ ଯବାନମାନଙ୍କ ଫଟୋ ପ୍ରିଣ୍ଟ କରାଇଲେ କମ୍ପାନି;…

ସୁରଟ୍‌ : ପୁଲଓ୍ଵାମାରେ ଘଟିଥିବା ହୃଦୟବିଦାରକ ଘଟଣାକୁ ସପ୍ତାହେ ବିତି ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦେଶବାସୀ ସେ ଦୁଃଖରୁ ବାହାରି ପାରି ନାହାନ୍ତି । ଏବେ ବି ଦୁର୍ଘଟଣା ସମୟର ଦୃଶ୍ୟ ସେମାନଙ୍କ ଆଖିରେ ନାଚି ଉଠୁଛି । ସହିଦ୍‌ ଯବାନଙ୍କୁ ନ୍ୟାୟ ଦେବା ପାଇଁ ଦେଶବାସୀ ପାକିସ୍ତାନୀ ବିରୋଧୀ…
ଅଧିକ ଖବର ଦେଖନ୍ତୁ...

ଉଜ୍ଜ୍ୱଳା ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ : ଜଳିଗଲା ୩ ବଖରା ଘର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ନିକଟସ୍ଥ ସୁରିଶ ଭଟ୍ଟା ଗାଁ’ରେ ଉଜ୍ଜ୍ୱଳା ଗ୍ୟାସ ଲିକ୍‌ ହୋଇ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ନବୀନ ବେହେରାଙ୍କ ୩ ବଖରା ଘର ଜଳିଯିବା ସହ ଘରେ ଥିବା ଆସବାବପତ୍ର, ନଗଦ ୩୦ ହଜାର ଟଙ୍କା, ଖାଦ୍ୟଶସ୍ୟ ଆଦି ନିଆଁରେ ପୋଡି ପାଉଁଶ ହୋଇଯାଇଛି।। ଏହି…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କ ଭଉଣୀକୁ ଛାଡ଼ପତ୍ର ଦେଇ ୟାମିଙ୍କ ସହ ପ୍ରେମ ସଂପର୍କ ରଖିଥିଲେ ପୁଲ୍‌କିତ୍‌, ଏବେ ଏହି ଅଭିନେତ୍ରୀଙ୍କୁ ଡେଟ୍‌…

ମୁମ୍ବାଇ : ‘ଫକ୍‌ରେ’ ଅଭିନେତା ପୁଲ୍‌କିତ୍‌ ସମ୍ରାଟ୍‌ ଏବେ ନିଜର ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସଲମାନ ଖାନ୍‌ଙ୍କ ରାକ୍ଷୀ ଭଉଣୀ ଶ୍ୱେତାଙ୍କୁ ପ୍ରଥମେ ପୁଲ୍‌କିତ୍‌ ବିବାହ କରିଥିଲେ । କିନ୍ତୁ ୟାମିଙ୍କ ସହ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ହେବା ପରେ ଦୁହେଁ…
ଅଧିକ ଖବର ଦେଖନ୍ତୁ...

ବିବାହ କରିବାକୁ ମନା କରିବାରୁ ଶ୍ରେଣୀଗୃହରେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କଲା ଯୁବକ

ଚେନ୍ନାଇ : ତାମିଲନାଡୁର ଚେନ୍ନାଇରେ ଜଣେ ୨୩ ବର୍ଷୀୟ ଶିକ୍ଷୟିତ୍ରୀଙ୍କ ହତ୍ୟା କରାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ କରିବାକୁ ମନାକରିବାରୁ ଅଭିଯୁକ୍ତ ଏଭଳି ଅପରାଧ କରିଥିବା ପୁଲିସ ସନ୍ଦେହ କରୁଛି । ମୃତ ଶିକ୍ଷୟିତ୍ରୀ ଶ୍ରେଣୀଗୃହରେ ଏକା ଥିବା ସମୟରେ ଅଭିଯୁକ୍ତ ରାଜଶେଖର…
ଅଧିକ ଖବର ଦେଖନ୍ତୁ...

ପ୍ରିୟା ପ୍ରକାଶଙ୍କ ଆଖିମରା ଭିଡିଓ ଭାଇରାଲ ହେବା ପରେ ମୁଖ୍ୟ ନାୟିକାରୁ ସହ ନାୟିକା ହୋଇଗଲେ ନୁରୀନ୍‌, କିଛି ସେକେଣ୍ଡ…

ନୂଆଦିଲ୍ଲୀ : ମଲାୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କୁ ଅବା କିଏ ଜାଣେ ? ଚର୍ଚ୍ଚିତ ହେବା ପାଇଁ କଳାକାରମାନେ ବିଭିନ୍ନ ପ୍ରକାରର ଅଜବ କାର୍‌ନାମା କରୁଥିବା ବେଳେ ବିନା କୌଣସି କଷ୍ଟରେ ରାତାରାତି ଷ୍ଟାର ପାଲଟିଥିଲେ ପ୍ରିୟା । ତାଙ୍କର ସେହି ୨୬ ସେକେଣ୍ଡର ଆଖି ମରା ଭିଡିଓ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...