Daily Archives

March 1, 2019

ଗଣବିବାହରେ ୧୦୦କନ୍ୟାଙ୍କୁ ଉପହାରରେ ୧କୋଟି ଟଙ୍କା ଦେଲେ ଅଭିନେତା ଅକ୍ଷୟ କୁମାର

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ସମାଜ ସେବାରେ ଖୁବ୍‌ ବିଶ୍ୱାସ ରଖନ୍ତି । କିଛି ଦିନ ତଳେ ପୁଲଓ୍ଵାମାରେ ସହିଦ୍‌ ହୋଇଥିବା ୪୦ଜଣ ଯବାନଙ୍କ ପରିବାରକୁ ୫କୋଟି ଟଙ୍କା ଦାନ କରି ସେ ଏହା ପ୍ରମାଣ କରିଥିଲେ । ଏବେ ପୁଣି ସେ ଏକ ସାମୂହିକ ବିବାହରେ ୧୦୦ଜଣ କନ୍ୟାଙ୍କୁ ଉପହାରରେ ଏକ…
ଅଧିକ ଖବର ଦେଖନ୍ତୁ...

ବଡଗାମ୍‌ ଜିଲ୍ଲାରେ ବାୟୁସେନା ହେଲିକପ୍ଟର ଜଳିଯିବା ଘଟଣା : ସହିଦ୍‌ ବାୟୁସେନା ଅଫିସରଙ୍କୁ ଏଭଳି ଶ୍ରଦ୍ଧାଞ୍ଜଳି ଦେଲେ…

ଚଣ୍ଡିଗଡ଼ : ଜମ୍ମୁ-କଶ୍ମୀରର ବଡଗାମ୍‌ ଜିଲ୍ଲାରେ ଫେବୃଆରି ୨୮ରେ ବାୟୁସେନାର ଏକ ପରିବହନ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିବା ସହ ଜଳି ଯାଇଥିଲା । ଏହି ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିଲା । ୭ଜଣଙ୍କ ମଧ୍ୟରେ ବାୟୁସେନାର ୬ଜଣ ଅଧିକାରୀ ଥିବା ସହ ଜଣେ ସ୍ଥାନୀୟ ବାସିନ୍ଦା ଥିଲେ ।…
ଅଧିକ ଖବର ଦେଖନ୍ତୁ...

ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରି ଟ୍ରୋଲ ହୋଇଥିଲେ ଅଲ୍ଲୀ, ଏବେ ଅଲ୍ଲୀଙ୍କୁ ସମର୍ଥନ କରି ତାପ୍‌ସୀ କହିଲେ; ନିଜ…

ମୁମ୍ବାଇ : ପୁଲଓ୍ଵାମା ଆକ୍ରମଣ ପରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଯେଉଁ ଭାଷଣ ଦେଇଥିଲେ, ତାକୁ ସମର୍ଥନ କରି ‘ହ୍ଵାଟ୍‌ ଏ ସ୍ପିଚ୍‌’ ବୋଲି କହିଥିଲେ ଅଭିନେତା ଅଲ୍ଲୀ ଜଫର । ଯାହା ପରେ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍‌ ଟ୍ରୋଲ କରାଯାଇଥିଲା । ଏବେ ଅଲ୍ଲୀ ଜଫରକୁ ସମର୍ଥନ କରି…
ଅଧିକ ଖବର ଦେଖନ୍ତୁ...

ଦୀର୍ଘ ପ୍ରତୀକ୍ଷାର ଅନ୍ତଃ ଘଟିଲା, ଜନ୍ମଭୂମିକୁ ବାହୁଡିଲେ ବୀର କମାଣ୍ଡର୍‌ ଅଭିନନ୍ଦନ

ଓ୍ଵାଘା: ସମସ୍ତ ପ୍ରତୀକ୍ଷାରେ ଅନ୍ତଃ ଘଟିଛି। ଶେଷରେ ଦେଶ ମାଟିରେ ପାଦ ରଖିଛନ୍ତି ଭାରତୀୟ ବାୟୁସେନାର ବୀର ପାଇଲଟ ଅଭିନନ୍ଦନ ବର୍ତମାନ। ଭାରତ ନିର୍ମିତ ମିଗ ବିମାନ ଉଡ଼ାଇ ଅତ୍ୟନ୍ତ ସାହସିକତାର ସହ ପାକ-ପାଇଲଟ୍‌ ଚଳାଉଥିବା ଆମେରିକା ନିର୍ମିତ ଅତ୍ୟାଧୁନିକ ଏଫ୍‌-୧୬ ବିମାନକୁ ଧ୍ୱଂସ କରିଦେଇ…
ଅଧିକ ଖବର ଦେଖନ୍ତୁ...

ମାତ୍ର ୨୯୯୯ଟଙ୍କାରେ କିଣି ପାରିବେ ଜିଓ ଫୋନ୍‌-୨, ମାର୍ଚ୍ଚ ୭ରୁ ଆରମ୍ଭ ହେବ ଫ୍ଲାଶ ସେଲ୍‌

ନୂଆଦିଲ୍ଲୀ : ଏବେ ମାତ୍ର ୨୯୯୯ଟଙ୍କାରେ ଆପଣମାନେ ଜିଓ ଫୋନ୍‌-୨ କିଣି ପାରିବେ । ମାର୍ଚ୍ଚ ୭ତାରିଖରୁ ଏହାର ଫ୍ଲାଶ୍‌ ସେଲ୍‌ ଆରମ୍ଭ ହେବ ବୋଲି ଜଣା ପଡ଼ିଛି । ଫୋନ୍‌ ସହ ଗ୍ରାହକମାନଙ୍କୁ ଏକ ଜିଓ ସିମ୍‌ ମଧ୍ୟ ମାଗଣାରେ ମିଳିବ ବୋଲି ଜଣାପଡ଼ିଛି । ମାର୍ଚ୍ଚ ୭ତାରିଖ ଦିନ ରିଲାଏନ୍ସ ଜିଓ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଆପଣଙ୍କ ମନ ଶାନ୍ତ ରହିବ। ଧର୍ମ ସମ୍ବନ୍ଧରେ ଲୋକଙ୍କୁ ବୁଝାଇବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ। ବ୍ୟବସାୟରେ ପରିଧି ବଢ଼ିବ। ଅଫିସ କାମ ସମୟ ପୂର୍ବରୁ ପୂରା ହୋଇଯିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ କାଳୀଜାଈ। ବୃଷ: ସକାରାତ୍ମକ ଭାବନାରେ…
ଅଧିକ ଖବର ଦେଖନ୍ତୁ...

ଦେଶରେ ପହଞ୍ଚିବା ପରେ ଚିକିତ୍ସା ପାଇଁ ଅମ୍ରିତସରରୁ ଦିଲ୍ଲୀ ଯିବେ ଅଭିନନ୍ଦନ, ଏକ ସପ୍ତାହ ଧରି ଡାକ୍ତରୀ ଦଳର…

ଅମୃତସର: ବାୟୁସେନା ପାଇଲଟ୍‌ କମାଣ୍ଡର୍‌ ଅଭିନନ୍ଦନ ଦେଶକୁ ଫେରିବା ପରେ ତାଙ୍କୁ ପ୍ରଥମେ ଅମ୍ରିତସରରେ ଥିବା ବାୟୁସେନା ଘାଟୀକୁ ଅଣାଯିବ। ସେଠାରୁ ତାଙ୍କୁ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ନିଆଯିବ ବୋଲି ସୂଚନା ରହିଛି। ଦିଲ୍ଲୀର ଏକ ବଡ଼ ଡାକ୍ତରଖାନାରେ ଅଭିନନ୍ଦନଙ୍କୁ ଭର୍ତ୍ତି କରାଯାଇ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ: ଜେଲ୍‌ରେ ଆକ୍ରମଣରେ ମୃତ ପାକିସ୍ତାନୀ କଏଦି ଶକରଉଲ୍ଲାଙ୍କ ମୃତଦେହ ଗଲା ଅଟାରୀ ସୀମା

ଜୟପୁର: ରାଜସ୍ଥାନର ଜୟପୁରସ୍ଥିତ କେନ୍ଦ୍ରୀୟ କାରାଗାରରେ ଫେବ୍ରୁଆରି ୨୦ରେ କଏଦିଙ୍କ ନିଜସ୍ୱ ଗଣ୍ଡଗୋଳରେ ପାକିସ୍ତାନୀ କଏଦି ଶକରଉଲ୍ଲାଙ୍କ ମୃତ୍ୟୁ ପରେ ଶୁକ୍ରବାର ତା’ର ମୃତଦେହ ଅଟାରୀ ସୀମା ଅଭିମୁଖେ ଯାଇଛି। ଲାଲକୋଠି ଥାନା ଅଧିକାରୀ ରାଜକୁମାର ଶର୍ମା କହିଛନ୍ତି, ପାକିସ୍ତାନୀ କଏଦି…
ଅଧିକ ଖବର ଦେଖନ୍ତୁ...

ମିଗ୍‌-୨୧ ବନାମ ଏଫ୍‌-୧୬: ଅଭିନନ୍ଦନ ପ୍ରମାଣ କରି ଦେଖାଇ ଦେଲେ ଏବେ ବି ପ୍ରାସଙ୍ଗିକତା ହରାଇ ନାହିଁ ମିଗ୍‌-୨୧ ବିସନ୍‌

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ବୀରତା ଓ ଦକ୍ଷତାକୁ ନେଇ ଏବେ ବିଶ୍ୱବ୍ୟାପୀ ଚାଲିଛି ଚର୍ଚ୍ଚା ଓ ଆଲୋଚନା। ଭାରତୀୟ ଆକାଶ ସୀମା ମଧ୍ୟକୁ ପଶି ଆସିଥିବା ପାକିସ୍ତାନର ଏଫ୍‌୧୬ ଲଢ଼ୁଆ ବିମାନକୁ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଯେପରି…
ଅଧିକ ଖବର ଦେଖନ୍ତୁ...

ଜନସନ୍‌ ଆଣ୍ଡ ଜନସନ ପାଉଡରରେ ନାହିଁ କର୍କଟ ସୃଷ୍ଟିକାରୀ ତତ୍ତ୍ୱ

ଶିଶୁଙ୍କ ଉପଯୋଗୀ ଜନସନ୍‌ ଆଣ୍ଡ ଜନସନ ପାଉଡରରେ ନାହିଁ କର୍କଟର ସୃଷ୍ଟି କରୁଥିବା ତତ୍ତ୍ୱ। ଏଥିରେ କର୍କଟ ସୃଷ୍ଟି କରୁଥିବା ତତ୍ତ୍ୱ ଆଜବେଷ୍ଟୋସ୍‌ ଥିଲା ବୋଲି ପୂର୍ବରୁ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଏଥିରେ କର୍କଟ ସୃଷ୍ଟି କରୁଥିବା ତତ୍ତ୍ୱ ଅଛି କି ନାହିଁ ତାହାର ଯାଞ୍ଚ ହୋଇଥିଲା। ଯାଂଚ…
ଅଧିକ ଖବର ଦେଖନ୍ତୁ...