Daily Archives

March 14, 2019

ଡ଼ାକ୍ତରଖାନାରେ ଭର୍ତ୍ତି କରିଦେଇ ୨ମାସ ପର୍ଯ୍ୟନ୍ତ ଦେଖିବାକୁ ଆସିଲେନି ପରିବାର ଲୋକେ, ସ୍ୱାମୀ ଓ ପିଲାମାନଙ୍କ…

ଦେବାସ(ମଧ୍ୟପ୍ରଦେଶ) : ଗମ୍ଭୀର ରୋଗରେ ପୀଡ଼ିତ ଥିବା ଜାଣି ପରିବାର ଲେକେ ୨ମାସ ତଳେ ଜଣେ ମହିଳାଙ୍କୁ ଜିଲ୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଭର୍ତ୍ତି କରାଇବା ପରେ ପରିବାର ଲୋକେ ଦୁଇ ମାସ ମଧ୍ୟରେ ମହିଳାଙ୍କୁ ଦେଖିବାକୁ ଆସି ନ ଥିଲେ । ଶେଷର  ନିଜ ସ୍ୱାମୀ ଏବଂ ପିଲାମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ମାଗଣାରେ ଟ୍ରେନ୍‌ ମଧ୍ୟରେ ଫିଲ୍ମ ଦେଖିବା ସହ ଗୀତ ଶୁଣି ପାରିବେ ଯାତ୍ରୀ

ମୁମ୍ବାଇ : ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଦୂରସ୍ଥାନକୁ ଯାଉଥିବା ଲୋକମାନେ ବସି ବସି ବିରକ୍ତ ହୋଇ ଯାଇଥାନ୍ତି । ଅନେକ ସମୟରେ ଫୋନରୁ ନେଟ୍‌ଓ୍ଵାର୍କ ଚାଲି ଯାଉଥିବାରୁ ଲୋକମାନେ ଫୋନରେ ଭିଡିଓ କିମ୍ବା ଗୀତ ଶୁଣି ପାରନ୍ତି ନାହିଁ । ଏବେ ଯାତ୍ରୀମାନଙ୍କ ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇର ସିଏସ୍‌ଏମ୍‌ଟି ନିକଟରେ ଫୁଟ୍‌ ଓଭର ବ୍ରିଜ ଭୁଶୁଡ଼ିବା ଘଟଣା: ୫ ମୃତ

ମୁମ୍ବାଇ: ଦେଶର ବ୍ୟବସାୟିକ ରାଜଧାନୀ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ର ୧ ନମ୍ବର ପ୍ଲାଟଫର୍ମରେ ଗୁରୁବାର ହୋଇଥିବା ଫୁଟ ଓଭର ବ୍ରିଜ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଦୁର୍ଘଟଣା ପରେ ବ୍ରିଜ୍‌ ତଳେ ଅନେକ ଲୋକ ଚାପି ହୋଇଯାଇଥିବା ଅନୁମାନ କରିଛି।…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କୁ କଟାକ୍ଷ କରି ଟୁଇଟ୍‌ କଲେ ଶତ୍ରୁଘ୍ନ ସିହ୍ନା; ସାର୍ ଏବେ ତ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରନ୍ତୁ

ନୂଆଦିଲ୍ଲୀ : ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ବିହାରର ପାଟ୍‌ନା ସାହେବ୍‌ରୁ ବିଜେପିର ସାଂସଦ ଥିବା ଶତ୍ରୁଘ୍ନ ସିହ୍ନା ଟୁଇଟ୍‌ କରି ୫ବର୍ଷର କାର୍ଯ୍ୟକାଳରେ ଗୋଟେ ଥର ବି ସାମ୍ବାଦିକ ସମ୍ମିଳନୀ କରି ନ ଥିବାରୁ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସରେ ଯୋଗଦେଲେ ଯଜ୍ଞେଶ୍ୱର ବାବୁ

ଭୁବନେଶ୍ୱର: ଓଡ଼ିଶା ଜନ ମୋର୍ଚ୍ଚା (ଓଜେଏମ୍‌)ର ପୂର୍ବତନ ମହାସଚିବ ଯଜ୍ଞେଶ୍ୱର ବାବୁ ଗୁରୁବାର କଂଗ୍ରେସରେ ଯୋଗଦେଇଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଯୋଗଦେବା ଅବସରରେ ଯଜ୍ଞେଶ୍ୱର କହିଛନ୍ତି, ଦଳର ନିର୍ଦ୍ଦେଶରେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କ ରାଲିରେ ଭାଷଣ ସୂଚୀରେ ନାଁ ନ ଥିବାରୁ ରାଗି ଯାଇଥିଲେ ସିଦ୍ଧୁ, ଏବେ କଂଗ୍ରେସ ବନାଇଲା ଷ୍ଟାର ପ୍ରଚାରକ

ଚଣ୍ଡିଗଡ଼ : କିଛି ଦିନ ତଳେ ପଞ୍ଜାବର ମୋଗାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏକ ରାଲିର ଆୟୋଜନ କରାଯାଇଥିଲା । ରାଲି ଆରମ୍ଭ ହେବା ପୂର୍ବରୁ ବିଜେପିକୁ ବିରୋଧ କରି ପୂର୍ବତନ କ୍ରିକେଟର ନବଜୋତ୍‌ ସିଂହ ସିଦ୍ଧୁ ଟୁଇଟ୍‌ କରିବା ପରେ ରାଲି ପରେ ସେ କଂଗ୍ରେସ ଦଳ ଉପରେ ନିରାଶ…
ଅଧିକ ଖବର ଦେଖନ୍ତୁ...

ପୋଲିଓର ଦୁଇ ବୁନ୍ଦା ନେବା ପରେ ମୃତ୍ୟୁବରଣ କଲା ୯ ମାସର ଶିଶୁ

ବାନ୍ଦା(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ପୋଲିଓ ଖାଇବା ପରେ ଜଣେ ୯ମାସର ଶିଶୁ ମୃତ୍ୟୁବରଣ କରିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ମାମଲାର ତଦନ୍ତ ପାଇଁ ଏକ କମିଟି ଗଠନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କ୍ୟାରିୟର ସମ୍ବନ୍ଧରେ କୌଣସି ବଡ଼ ଫଇସଲା ନେଇପାରନ୍ତି। ମାତାପିତାଙ୍କ ସହିତ ବଢ଼ିଆ ସମ୍ବନ୍ଧ ସ୍ଥାପିତ ହେବ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ। ବୃଷ: ଦିନଟି ଲାଭପ୍ରଦ ରହିବ। ମିଷ୍ଟ ବ୍ୟବହାରରେ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକଙ୍କ ହତ୍ୟା ଅଭିଯୋଗ ପରେ ଜାତୀୟ ରାଜପଥ ଅବରୋଧ

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଡୁମୁରିପଦର ପ୍ରାଥମିକ ସ୍କୁଲ ସମ୍ମୁଖରେ ମହେନ୍ଦ୍ର ଖୋସ୍ଲା ଓରଫ ଟୁନା ନାମକ ଜଣେ ୪୦ ବର୍ଷିୟ ବ୍ୟକ୍ତି ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକଙ୍କ ଦ୍ୱାରା ହତ୍ୟା ଅଭିଯୋଗ ଅଣାଯିବା ପରେ ଗ୍ରାମବାସୀ ମୃତଦେହକୁ ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇର ସିଏସ୍‌ଟି ଷ୍ଟେସନ୍‌ ନିକଟରେ ଭୁଶୁଡ଼ିଲା ଫୁଟ ଓଭର ବ୍ରିଜ: ଚାରି ମୃତ, ୩୦ରୁ ଊର୍ଧ୍ୱ ଆହତ

ମୁମ୍ବାଇ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ଗୁରୁବାର ସନ୍ଧ୍ୟାରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସର ପ୍ଲାଟଫର୍ମ ନମ୍ବର ୧ରେ ବନିଥିବା ଫୁଟ ଓଭରବ୍ରିଜ ହଠାତ ଭୁଷୁଡି ପଡ଼ିଛି। ଫଳରେ ଏହା ତଳେ ଅନେକ ଲୋକ ଓ ଗାଡ଼ି ଚାପି ହୋଇ ରହିଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତ ଅନୁଯାୟୀ, ଏହି…
ଅଧିକ ଖବର ଦେଖନ୍ତୁ...