Daily Archives

March 19, 2019

ମାର୍ଚ୍ଚ ୧୬ର ଛୁଟି ରଦ୍ଦ ହେବା ପରେ୨୦ରେ ଯିବି ବୋଲି କହିଥିଲେ କର୍ମଜିତ୍‌, କିନ୍ତୁ ଘରକୁ ଆସିଲା ମୃତ୍ୟୁ ଖବର:…

ମୋଗା : ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ଭାରତ-ପାକ୍‌ ସୀମାରେ ଗୋଳାବର୍ଷଣ ଜାରି ରହିଛି । ସୋମବାର ପୁଣି ଥରେ ପାକସ୍ତାନ ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରି ଭାରତ ସୀମା ଉପରେ ଗୋଳା ବର୍ଷଣ କରିଥିଲା । ଯେଉଁଥିରେ ପଞ୍ଜାବର ମୋଗାରେ ରହୁଥିବା କର୍ମଜିତ୍‌ ସିଂହ ସହିଦ୍‌ ହୋଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷ ହେଲେ ଦେଶର ପ୍ରଥମ ଲୋକପାଳ

ନୂଆଦିଲ୍ଲୀ: ଦେଶର ପ୍ରଥମ ଲୋକପାଳ ଭାବରେ ପିନାକୀ ଚନ୍ଦ୍ର ଘୋଷଙ୍କୁ ମଙ୍ଗଳବାର ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ଲୋକପାଳ ନିଯୁକ୍ତି ଉପରେ ମୋହର ମାରିଛନ୍ତି। ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷଙ୍କ ସମେତ ଅନ୍ୟ ୮ ଜଣଙ୍କୁ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇଛନ୍ତି। ଏହି ୮…
ଅଧିକ ଖବର ଦେଖନ୍ତୁ...

ପରିବାରକୁ ବଞ୍ଚାଇବା ପାଇଁ ଏକେ-୪୭ ଏବଂ ଗ୍ରେନେଡ୍‌ ଧରିଥିବା ଆତଙ୍କବାଦୀଙ୍କ ସହ ଲଢ଼ିଥିଲେ ୧୬ବର୍ଷୀୟ ଇର୍‌ଫାନ୍‌, ଏବେ…

ନୂଆଦିଲ୍ଲୀ : ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜମ୍ମୁ-କଶ୍ମୀରର ୧୬ବର୍ଷୀୟ ଇର୍‌ଫାନ୍‌ ରମ୍‌ଜାନ୍‌ ଶେଖ୍‌ଙ୍କୁ ସର୍ବୋଚ୍ଚ ସୈନ୍ୟ ପୁରସ୍କାର ସୂର୍ଯ୍ୟ ଚକ୍ରରେ ସମ୍ମାନିତ କରିଛନ୍ତି । ନିଜ ପରିବାରକୁ ଆତଙ୍କବାଦୀଙ୍କଠାରୁ ବଞ୍ଚାଇବାକୁ ଯାଇ ସେ ୧୪ବର୍ଷ ବୟସରେ ଯେଉଁ ଭଳି ଭାବରେ ନିଜର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସକାରାତ୍ମକ ଭାବନା ଓ ଊର୍ଜାକୁ ପ୍ରୟୋଗ କରନ୍ତୁ। ମହିଳା ବନ୍ଧୁଙ୍କ ମାଧୢମରେ ଆପଣଙ୍କ କାମ ପୂରା ହେବ। ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ହେବ। ଆଜି ଆପଣ ଘରୋଇ ସାମଗ୍ରୀ କିଣି ପାରନ୍ତି। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଲିଙ୍ଗରାଜ। ବୃଷ: ଭବିଷ୍ୟତ ପାଇଁ ଯୋଜନା…
ଅଧିକ ଖବର ଦେଖନ୍ତୁ...

ମହିଳା ଗାଧୋଉଥିବା ବେଳେ ଗୁପ୍ତ ଭାବେ ଭିଡିଓ ରେକର୍ଡ କରି ଗିରଫ ହେଲା ୧୭ ବର୍ଷିଅ ନାବାଳକ

ତେଲେଙ୍ଗାନା: ଜଣେ ମହିଳା ଗାଧୋଉଥିବା ବେଳର ଦୃଶ୍ୟକୁ ଜଣେ ୧୭ ବର୍ଷିଅ ନାବାଳକ ଭିଡିଓ ରେକର୍ଡିଂ କରିଥିବା ଅଭିଯୋଗରେ ପୁଲିସ୍‌ ହାତରେ ଧରାପଡ଼ିଛି। ଅଭିଯୁକ୍ତ କରିଥିବା ଭିଡିଓ ରେକର୍ଡିଂକୁ ନିଜ ସାଙ୍ଗମାନଙ୍କ ଭିତରେ ବାଣ୍ଟିଛି ବୋଲି ମଧ୍ୟ ଅଭିଯୋଗ ହୋଇଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଓ କଂଗ୍ରେସର ଟିକେଟ୍‌ ବଞ୍ଚିତ ନେତାଙ୍କୁ ଗୋଟାଉଛି ବିଜେପି 

ଭୁବନେଶ୍ୱର : ଶାସକ ବିଜୁ ଜନତା ଦଳ ଏବଂ ରାଜ୍ୟର ପ୍ରମୁଖ ବିରୋଧୀ ଦଳ କଂଗ୍ରେସର ପ୍ରାର୍ଥୀ ତାଲିକା ଗତକାଲି ପ୍ରକାଶ ପାଇବା ପରେ ସମସ୍ତଙ୍କ ଦୃଷ୍ଟି ଏବେ ଅନ୍ୟତମ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଦଳ ଭାରତୀୟ ଜନତା ପାର୍ଟି ଉପରେ ନିବଦ୍ଧ ରହିଛି । ଭାଜପା ଏବେ ଅନ୍ୟ ଦୁଇ ଦଳର ଟିକେଟରୁ ବଞ୍ଚିତ…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍‌ ଜରିଆରେ ପାଣ୍ଠି ଯୋଗାଡ କରୁଛନ୍ତି କଶ୍ମୀରର ଏକମାତ୍ର ପର୍ବତାରୋହୀ

କଶ୍ମୀର: ବିଶ୍ୱର ସବୁଠାରୁ ଉଚ୍ଚ ପର୍ବତ ‘ମାଉଣ୍ଟ ଏଭରେଷ୍ଟ’ ଆରୋହଣ କରିବା ଉଦ୍ଦେଶ୍ୟରେ କଶ୍ମୀରର ଝିଅ ନହିଦା ଅନ୍‌ଲାଇନ୍‌ ମାଧ୍ୟମରେ ପାଣ୍ଠି ଯୋଗାଡ଼ କରୁଛନ୍ତି। ନାହିଦାଙ୍କ କହିବା ଅନୁସାରେ ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି  ପ୍ରକାରର ସହଯୋଗ ଅଥବା ପ୍ରତିଶ୍ରୁତି ମିଳିପାରି ନାହିଁ।…
ଅଧିକ ଖବର ଦେଖନ୍ତୁ...

ବିଜେପି ସିଇସି ବୈଠକ : ପୁରୀରୁ ଲଢିବେ ସଂବିତ ପାତ୍ର, ଆମେଥିରୁ ସ୍ମୃତି ଇରାନୀ !

ନୂଆଦିଲ୍ଲୀ ; ଏଠାରେ ଥିବା ବିଜେପି ମୁଖ୍ୟାଳୟରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହା, ଗୃହମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜ, ନିତିନ ଗଡକରୀ ପ୍ରମୁଖ ଯୋଗ ଦେଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ଦେଶର ୫୦୦ ସ୍ଥାନରେ ବୁଲି ‘ମେ ଭି ଚୌକିଦାର’ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଳୀ: ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ କରାଯାଉଥିବା ‘ମୋ ଭି ଚୌକିଦାର ହୁଁ’ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ ୩୧ ତାରିଖରୁ ଲୋକମାନଙ୍କ ସହ କଥା ହେବେ ବୋଲି ଜାଣିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦି ଦେଶର ୫୦୦ ସ୍ଥାନ ବୁଲି ଏହି ପ୍ରଚାର କରିବେ…
ଅଧିକ ଖବର ଦେଖନ୍ତୁ...

ଇନ୍‌ଷ୍ଟାଗ୍ରାମରେ ଡେବ୍ୟୁ କଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଗତ ସପ୍ତାହରେ ସୋସିଆଲ୍‌ ନେଟ୍‌ସଓ୍ଵର୍କିଂ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଡେବ୍ୟୁ କରିଛନ୍ତି। ସେ ଆକାଉଣ୍ଟ୍‌ ଖୋଲିବାର ମାତ୍ର ୧ ଘଣ୍ଟା ଭିତରେ ତାଙ୍କୁ ୧ ହଜାରରୁ ଊର୍ଧ୍ୱ ବ୍ୟବହାରକୀ ଫଲୋ…
ଅଧିକ ଖବର ଦେଖନ୍ତୁ...