Daily Archives

April 8, 2019

ସମ୍ବେଦନଶୀଳ ବୁଥରେ କେନ୍ଦ୍ରୀୟ ପାରା ମିଲିଟାରୀ ଫୋର୍ସ ମୁତୟନ ହେଉ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ଥିବା ୨୧ ଟି ଲୋକସଭା ର୍ନିବାଚନ ମଣ୍ଡଳୀ ଅଧିନରେ ଥିବା ୧୪୭ଟି ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ଅନେକ ସମ୍ବେଦନଶୀଳ ବୁଥ୍‌ ରହିଛି । ତା’ର ତାଲିକା ସୋମବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେପି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରିଙ୍କୁ ଦିଆଯାଇଛି । ସେହି…
ଅଧିକ ଖବର ଦେଖନ୍ତୁ...

ଚଳିତ ନିର୍ବାଚନରେ ଜନତା ମୋଦିଙ୍କ ଓଠରେ ଲ୍ୟୁକୋପ୍ଲାଷ୍ଟର ଲଗାଇବେ: ମମତା ବାନାର୍ଜୀ

ନୂଆଦିଲ୍ଲୀ: ସପ୍ତଦଶ ନିର୍ବାଚନ ଯେତିକି ପାଖେଇ ଆସୁଛି, ଦେଶର ନିର୍ବାଚନୀ ମାହୋଲ ସେତିକି ସରଗରମ ହୋଇ ଉଠିଛି । ଗୋଟିଏ ପଟେ ମୋଦି ସରକାର କ୍ଷମତାରେ ରହିବାକୁ ପାଇଁ ଚେଷ୍ଟା କରୁଛନ୍ତି। ଅନ୍ୟପଟେ ବିରୋଧୀ ମୋଦିଙ୍କୁ ଗାଦିଚ୍ୟୁତ କରିବା ପାଇଁ ଏକାଠି ହୋଇଛନ୍ତି । ଏହି ମର୍ମରେ ପଶ୍ଚିମବଙ୍ଗ…
ଅଧିକ ଖବର ଦେଖନ୍ତୁ...

୧୧ରୁ ୧୯ ମଧ୍ୟରେ ଗଣମାଧ୍ୟମରେ ନିର୍ବାଚନ ସଂପର୍କରେ ପୂର୍ବାନୁମାନ ପ୍ରସାରଣ, ପ୍ରକାଶନ ଉପରେ ରୋକ

ଭୁବନେଶ୍ୱର : ଆସନ୍ତା ୧୧ରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବାକୁ ଯାଉଥିବାବେଳେ ନିର୍ବାଚନ ଆୟୋଗ କେତେକ କଟକଣା ଜାରି କରିଛନ୍ତି । ଏହା ଅନୁଯାୟୀ ୧୧ ତାରିଖ ସକାଳ ୭ଟା ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ଫଳାଫଳକୁ ନେଇ କୌଣସି ପ୍ରକାରର ପୂର୍ବାନୁମାନ ପ୍ରକାଶନ ବା ପ୍ରସାରଣ ଉପରେ…
ଅଧିକ ଖବର ଦେଖନ୍ତୁ...

ସୋସିଆଲ୍‌ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ୨୦୧୮ ମସିହାରୁ ଜେଲ୍‌ ଯାଇଥିବା ସାମ୍ବାଦିକଙ୍କୁ ମୁକ୍ତ କଲେ…

ଇମ୍ଫାଲ: ବିଜେପି ଶାସିତ ରାଜ୍ୟ ସରକାରଙ୍କୁ ସୋସିଆଲ୍‌ ମିଡିଆରେ ଥଟ୍ଟା କରି ୨୦୧୮ ମସିହା ନଭେମ୍ବର ମାସରୁ ଜାତୀୟ ସୁରକ୍ଷା ଆଇନ୍‌(ଏନ୍‌ଏସ୍‌ଏ) ଅଧୀନରେ ଗିରଫ ହୋଇଥିବା ସାମ୍ବାଦିକ କିଶୋରଚନ୍ଦ୍ର ଓ୍ଵାଙ୍ଗଖେମଙ୍କୁ ମୁକ୍ତ କରିବା ପାଇଁ ମଣିପୁର ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ: ଚତୁର୍ଥ ଦିନରେ କୁଷ୍ମାଣ୍ଡା ବେଶ ଦର୍ଶନ କଲେ…

ଜଟଣୀ: ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଉପକଣ୍ଠର କୁଦିଆରୀ ଗ୍ରାମରେ ଗ୍ରାମଦେବୀ ମା ଜାଗୁଳାଇଙ୍କ ଶକ୍ତିପୀଠରେ ୫ ତାରିଖ ଠାରୁ ଆରମ୍ଭ ହୋଇଥିବା ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ସୋମବାର ଚତୁର୍ଥ ଦିନରେ ପହଂଚିଛି । ଆଜି ସକାଳେ ସୂର୍ଯ୍ୟ ପୂଜା କରାଯାଇଛି। ସେହିଭଳି ସଂଧ୍ୟାରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୨: ଡାଭିଡ ଓ୍ଵାର୍ଣ୍ଣରଙ୍କ ଅର୍ଦ୍ଧଶତକ, ପଂଜାବକୁ ମିଳିଲା ୧୫୧ ରନ୍‌ ଟାର୍ଗେଟ

ମୋହାଲି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୨ତମ ମୁକାବିଲାରେ ପଂଜାବ ବିପକ୍ଷରେ ହାଇଦ୍ରାବାଦ ଟିମ୍‌ର ଡାଭିଡ ଓ୍ଵାର୍ଣ୍ଣର (୭୦ ରନ୍‌, ୬୨ ବଲ, ୬ ଚୌକା, ୧ ଛକା) ଅର୍ଦ୍ଧଶତକ ହାସଲ କରିଛନ୍ତି। ପଂଜାବ କ୍ରିକେଟ ଆସୋସିଏସ୍‌ ଦ୍ୱାରା ପରିଚାଳିତା ଆଇଏସ୍‌ ବିଦ୍ରା ଷ୍ଟାଡିୟମରେ ପଂଜାବ…
ଅଧିକ ଖବର ଦେଖନ୍ତୁ...

ଟାଇମ୍ସ ନାଓ-ଭିଏମଆର ସର୍ଭେ : ଏନଡିଏକୁ ବହୁମତ, ଓଡ଼ିଶାରେ ବିଜେପି ୧୨ଟି ଓ ବିଜେଡି ୮ଟି ଆସନ ଜିତିବ

ନୂଆଦିଲ୍ଲୀ : ଆସନ୍ତା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ପୁଣି ଥରେ କ୍ଷମତାକୁ ଫେରିବ । ଏହି ପୂର୍ବାନୁମାନ କରିଛି ଟାଇମ୍ସ ନାଓ-ଭିଏମଆର ସର୍ଭେ । ଏହି ସର୍ଭେରେ କୁହାଯାଇଛି ଯେ ଏନଡିଏ ୨୭୯ଟି ଆସନ ଜିତିବ ଓ ବିରୋଧୀ ୟୁପିଏ ମୋଟ ପ୍ରାୟ ୧୪୯ଟି ଆସନ ଜିଣିବ । ଅନ୍ୟମାନେ ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମାଣ୍ଡରେ ସବୁଠାରୁ ମିଛୁଆ ହେଉଛନ୍ତି ମୋଦି, ପୂରାଦିନ ଖାଲିଟାରେ ବକର-ବକର ହେଉଥାଆନ୍ତି : ରାବ୍ରି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୧୯ ପାଇଁ ଚାଲିଥିବା ନିର୍ବାଚନୀ ପ୍ରଚାର ମୈଦାନ୍‌ରେ ଏବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ରାବ୍ରି ଦେବୀ ବି ଓହ୍ଲାଇଛନ୍ତି। ସେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ତାଙ୍କୁ ବ୍ରହ୍ମାଣ୍ଡର ସବୁଠାରୁ ମିଛୁଆ…
ଅଧିକ ଖବର ଦେଖନ୍ତୁ...

ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ବିଜୟ କୁମାର ଶର୍ମା

ଭୁବନେଶ୍ୱର: ଅଗ୍ନିଶମ ଓ ହୋମଗାର୍ଡ ଡିଜି ବିଜୟ କୁମାର ଶର୍ମା ସୋମବାର  ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି  ଅତିରିକ୍ତ ତାଙ୍କୁ ଦାୟିତ୍ବ ଗତକାଲି ଦିଆଯାଇଥିଲା।   ଡିଜିପି ଡ. ରାଜେନ୍ଦ୍ର ଶର୍ମା ଛୁଟିରେ ଯିବା ପରେ ବିଜୟ କୁମାର ଶର୍ମାଙ୍କୁ ଏହି ଗୁରୁ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି କନ୍ଧମାଳ ଆସିବେନି ରାହୁଲ ଗାନ୍ଧୀ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର କନ୍ଧମାଳ ଆସିବେ ନାହିଁ। ରାହୁଲଙ୍କ ଗସ୍ତ ବାତିଲ ନେଇ ଏଆଇସିସି ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ହେତୁ ଏଆଇସିସି ରାହୁଲ ଗାନ୍ଧୀଙ୍କ ଗସ୍ତକୁ ବାତିଲ କରିଥିବା ଜଣାପଡ଼ିଛି। ଫୁଲବାଣୀ ଜନ…
ଅଧିକ ଖବର ଦେଖନ୍ତୁ...