Daily Archives

April 19, 2019

ଆଇପିଏଲ ୨୦୧୯: କୋହଲିଙ୍କ ଆକର୍ଷଣୀୟ ଶତକ,କୋଲକତାକୁ ୨୧୪ରନର ବିଶାଳ ଲକ୍ଷ୍ୟ ଦେଲା ବାଙ୍ଗାଲୋର

କୋଲକତା: ସ୍ଥାନୀୟ ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ ୨୦୧୯ର ୩୫ତମ ମ୍ୟାଚରେ ବାଙ୍ଗାଲୋର ଦଳ କୋଲକତା ସମ୍ମୁଖରେ ୨୧୪ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ବାଙ୍ଗାଲୋର ଦଳ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ବିରାଟ କୋହଲୀଙ୍କ ଆକର୍ଷଣୀୟ ଶତକ ବଳରେ ୪ ଓ୍ଵିକେଟ ହରାଇ ୨୧୩ ରନ ସଂଗ୍ରହ…
ଅଧିକ ଖବର ଦେଖନ୍ତୁ...

ରାହୁଲ ଗାନ୍ଧୀଙ୍କୁ ଦେଖିବା ପାଇଁ ୫ଘଣ୍ଟା ଅପେକ୍ଷା କରି ଘରକୁ ଫେରିଗଲେ ୭ବର୍ଷୀୟ ପ୍ରଶଂସକ, ପରେ ଏଭଳି କାମ କରି ଖୁସି…

ନୂଆଦିଲ୍ଲୀ : ବୁଧବାର କେରଳର କନ୍ନୁର ଜିଲ୍ଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ଜନସଭାକୁ ସମ୍ବୋଧନ କରିବା ପାଇଁ ପହଞ୍ଚିଥିଲେ । ଏହି ସମୟରେ ରାହୁଲ ଗାନ୍ଧୀ ଆସୁଥିବା ଜାଣି ତାଙ୍କର ୭ବର୍ଷୀୟ ପ୍ରଶଂସକ ନନ୍ଦନ ତାଙ୍କୁ ଭେଟିବା ପାଇଁ ପହଞ୍ଚି ଯାଇଥିଲେ । ନନ୍ଦନଙ୍କ ସହ ଥିଲେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ପ୍ରତିଶ୍ରୁତି ବାଉଁଶ ଭଳି ଫମ୍ପା, ରାହୁଲଙ୍କର ଆଖୁ ଭଳି ମିଠା : ନବଜୋତ୍‌ ସିଂହ ସିଦ୍ଧୁ

କୋଝିକୋଡେ(କେରଳ) : କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ୍‌ ସିଂହ ସିଦ୍ଧୁ ପୁଲଓ୍ଵାମା ଆକ୍ରମଣ ପରଠାରୁ ହିଁ ଅଧିକ ବିବାଦରେ ରହି ଆସିଛନ୍ତି । ଲୋକେ ତାଙ୍କୁ ନେଇ ବିରୋଧ ପ୍ରଦର୍ଶନ କରୁଥିଲେ ମଧ୍ୟ ସେ ଖୁଲମଖୁଲା ଭାବରେ ନିଜର ବୟାନ ରଖିବାକୁ ପଛାଉ ନାହାନ୍ତି । ଗତ କିଛି ଦିନ…
ଅଧିକ ଖବର ଦେଖନ୍ତୁ...

ଆଜମ ଖାନ୍‌ଙ୍କୁ ନେଇ ଜୟା ପ୍ରଦାଙ୍କ ଉତ୍ତର, କହିଲେ; ଯିଏ ଭଉଣୀ ପିନ୍ଧିଥିବା ଭିତର ଏବଂ ବାହାର ପୋଷାକ ଉପରେ ନଜର ପକାଏ,…

ନୂଆଦିଲ୍ଲୀ : ରାମପୁରରୁ ବିଜେପିର ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିବାକୁ ଯାଉଥିବା ଜୟାପ୍ରଦା ପୁଣି ଥରେ ସମାଜବାଦୀ ପାର୍ଟିର ନେତା ଆଜମ ଖାନ୍‌ଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କ ଉପରେ ବୟାନ ଦେବାକୁ ଯାଇ, ମୁଁ ତାଙ୍କୁ ବହୁତ ସମ୍ମାନ ଦେଇଥିଲି । ତାଙ୍କୁ ଭାଇର ସମ୍ମାନ ଦେବା ସହ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ଭାବିଥିବା କାମ ଅଚାନକ ପୂରା ହୋଇଯିବ। ଯୌଥ କାରବାରରେ ଲାଭ ପାଇବେ। ମିତ୍ରଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ। ବୃଷ: ଅଫିସକୁ ସୁନ୍ଦର ଭାବେ ସଜାଇପାରନ୍ତି।…
ଅଧିକ ଖବର ଦେଖନ୍ତୁ...

ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ: ବିଜେପି, ବିଜେଡି ଓ କଂଗ୍ରେସ ମୁଖପାତ୍ରଙ୍କ ମଧ୍ୟରେ ଜୋର୍‌ଦାର ଲଢେଇ

ଭୁବନେଶ୍ୱର( ସୁବ୍ରତ ଦାସ) : ଏବେ ଚର୍ଚ୍ଚାରେ ରହିଛି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ। ଏଠାରୁ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ପକ୍ଷରୁ ଦଳର ମୁଖପାତ୍ରମାନଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ଆସନରୁ ବିଜୁ ଜନତା ଦଳ ଲଗାତାର ୫ ଥର ବିଜୟୀ ହୋଇଛି। ତେବେ ଏଥର ପୁରୀ ଲୋକସଭା…
ଅଧିକ ଖବର ଦେଖନ୍ତୁ...

ବିଜେପି ବିଧାୟକଙ୍କୁ ବଡ଼ ଝଟକା: ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହମିରପୁର ଆସନର ବିଜେପି ବିଧାୟକ ଅଶୋକ ଚାଣ୍ଡେଲଙ୍କୁ ବଡ଼ ଝଟକା ଲାଗିଛି। ତାଙ୍କୁ ୧୯୯୭ରେ କରିଥିବା ଏକ ହତ୍ୟାକାଣ୍ଡରେ .ଦୋଷୀ ସାବ୍ୟସ୍ତ କରି ଆହ୍ଲାବାଦ ହାଇକୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ ବିଜେପି ବିଧାୟକଙ୍କ ସମେତ ଅନ୍ୟ ୧୦ଜଣଙ୍କୁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ମୁଁ ମୋ ମନ୍ତବ୍ୟ ଫେରାଇ ନେଉଛି, କ୍ଷମା ଚାହୁଛି: ସହିଦ ହେମନ୍ତ କାରକରେଙ୍କ ପ୍ରସଂଗରେ କହିଲେ ସାଧ୍ୱୀ ପ୍ରଜ୍ଞା

ଭୋପାଳ: ବିଜେପିର ଭୋପାଳ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ହେମନ୍ତ କାରକରେଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ଶୁକ୍ରବାର କ୍ଷମା ମାଗିଛନ୍ତି। ୨୦୦୮ ମସିହାର ମେଲଗାଓଁ ବୋମା ବିସ୍ଫୋରଣ ଅଭିଯୁକ୍ତ ସାଧ୍ୱୀ କାରକରେଙ୍କ ଉପରେ…
ଅଧିକ ଖବର ଦେଖନ୍ତୁ...

ଲିବିୟାରେ ଗୃହଯୁଦ୍ଧ, ଫସିରହିଛନ୍ତି ୫୦୦ରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ: ଉତ୍ତର ଆଫ୍ରିକୀୟ ଦେଶ ଲିବିୟାରେ ଗୃହଯୁଦ୍ଧ ପରିସ୍ଥିତି ଦିନକୁ ଦିନ ଅଧିକ ସଂଗୀନ ହେବାରେ ଲାଗିଛି । ଲିବିୟାରେ ଶାସନ କରୁଥିବା ଜାତିସଂଘ ସମର୍ଥିତ ସରକାର ଓ ବିଭିନ୍ନ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ଏବେ ଘମାଘୋଟ ଲଢେଇ ଚାଲିଛି । ସବୁଠାରୁ ବଡ଼ ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ…
ଅଧିକ ଖବର ଦେଖନ୍ତୁ...

ଘାଟିରେ ଭ୍ୟାନ ଓଲଟି ଜଣେ ମୃତ, ୧୪ ଆହତ

ମୋହନା: ଅଡବା ଥାନା ଟୁମାଙ୍ଗପଦର ଘାଟିରେ ଭ୍ୟାନ ଓଲଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ଜଣ ଆହତ ହୋଇଛନ୍ତି। ତେବେ ଭ୍ୟାନ୍‌ଟି ଚୁଡଙ୍ଗପୁର ସପ୍ତାହିକ ହାଟରୁ ଫେରୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିବା କଥା କୁହାଯାଉଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରି ନଥିଲା।
ଅଧିକ ଖବର ଦେଖନ୍ତୁ...