Daily Archives

April 19, 2019

ଆମେଥିରେ ‘ନ୍ୟାୟ’ ପୋଷ୍ଟର୍‌: କଂଗ୍ରେସ ଅଧ୍ୟକ୍ଷଙ୍କୁ ମିଳିଲା ନିର୍ବାଚନ କମିଶନଙ୍କ ନୋଟିସ୍‌

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲଢୁଥିବା ସଂସଦୀୟ କ୍ଷେତ୍ର ଆମେଥିରେ କଂଗ୍ରେସର ‘ନ୍ୟାୟ’ ଯୋଜନାର ପୋଷ୍ଟର୍‌ ଲାଗିଥିବା ନେଇ ନିର୍ବାଚନ କମିଶନ ଏକ ନୋଟିସ୍‌ ଜାରି କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ବୋଲି ଅଭିଯୋଗ ଆସିବା ପରେ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍‌ ଭିଡିଓ ମାମଲା: ବନ୍ଧା ହେଲେ ଆଉ ଜଣେ ସାମ୍ବାଦିକ

କେନ୍ଦୁଝର: ସାଂସଦ ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କ ତଥାକଥିତ ଅଶ୍ଲୀଳ ଭିଡିଓ ଭାଇରାଲ ଘଟଣାରେ ବନ୍ଧା ହେଲେ ଆଉ ଜଣେ ସାମ୍ବାଦିକ। ଗିରଫ ସାମ୍ବାଦିକ ଜଣଙ୍କ ହେଉଛନ୍ତି ସୀମାଞ୍ଚଳ ପାତ୍ର। ସୀମାଞ୍ଚଳଙ୍କୁ ମିଶାଇ ଏହି ଘଟଣାରେ ମୋଟ ୫ ଜଣ ଗିରଫ ହୋଇ ସାରିଲେଣି। ଗତ ୧୫ ତାରିଖରେ ଏଟିଆର ୱେବ୍‌…
ଅଧିକ ଖବର ଦେଖନ୍ତୁ...

ବରଗଡ଼ ପରେ ନୟାଗଡ଼: ଇଭିଏମ୍ ମେସିନ୍‌ ଅଦଳବଦଳରେ ତ୍ରୁଟି ଓ ଅନୁପସ୍ଥିତି ଲାଗି ୮ ପୋଲିଂ କର୍ମଚାରୀ ନିଲମ୍ବିତ

ନୟାଗଡ଼: ନୟାଗଡ଼ରେ ମତଦାନ ବିଭ୍ରାଟ ଓ ଅନୁପସ୍ଥିତିକୁ ନେଇ ନୟାଗଡ଼ ଜିଲ୍ଲାପାଳ ଏନ. ଥିରୁମାଲା ନାଏକ ୮ଜଣ ପୋଲିଂ କର୍ମଚାରୀଙ୍କୁ ଶୁକ୍ରବାର ନିଲମ୍ବିତ କରିଛନ୍ତି। ଏଥିରେ ୨ ପ୍ରିଜାଇଡିଂ ଅଫିସର, ୨ ସେକ୍ଟର ଅଧିକାରୀ ଓ ୪ ପୋଲିଂ ଅଧିକାରୀ ସାମିଲ ଅଛନ୍ତି। ସୂଚନାଯୋଗ୍ୟ, ନୟାଗଡ଼ର ୨୧୦ ଓ ୨୨୨…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ : ୩ୟ ପର୍ଯ୍ୟାୟ ନିର୍ବାଚନ ବେଳେ ୯୦% ବୁଥରେ କେନ୍ଦ୍ରୀୟ ଫୋର୍ସ ମୃତୟନ ହେବେ

କୋଲକତା: ଏଥର ନିର୍ବାଚନରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ପରିଲକ୍ଷିତ ହୋଇଛି । ବିଭିନ୍ନ ବୁଥରେ ହିଂସାକାଣ୍ଡ, ବିରୋଧୀ ପ୍ରାର୍ଥୀଙ୍କୁ ଧମକାଇବା, ବିରୋଧୀ ଦଳ ସମର୍ଥକଙ୍କୁ ହତ୍ୟା, ଗୁଳିଚାଳନା, ହିନ୍ଦୁମାନଙ୍କୁ ଭୋଟ ଦେବାକୁ ବାରଣ କରିବା ଆଦି ଘଟଣାକୁ ନେଇ ସାରା ଦେଶରେ ଚିନ୍ତା ପ୍ରକଟ…
ଅଧିକ ଖବର ଦେଖନ୍ତୁ...

ଶତ୍ରୁ ଦେଶରେ ବନ୍ଧୁ ପ୍ରେମ! ତେଜ୍‌ ବାହାଦୁର୍‌ଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ୫୦୦ ପାକିସ୍ତାନୀ

ନୂଆଦିଲ୍ଲୀ: ତେଜ୍‌ ବାହାଦୁର୍‌ ଯାଦବ, ନାମ ହିଁ ଯଥେଷ୍ଟ! ବିଏସ୍‌ଏଫ୍‌ ଯବାନମାନଙ୍କୁ ନିକୃଷ୍ଟ ଖାଦ୍ୟ ଦିଆଯାଉଛି ବୋଲି ଅଭିଯୋଗ ଆଣି ଗତ ବର୍ଷ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଛାଡ଼ିବା ପରେ ପ୍ରଥମ ଥର ପାଇଁ ଚର୍ଚ୍ଚିତ ପାଲଟିଥିଲେ ତେଜ୍‌ ବାହାଦୁର। ଦ୍ୱିତୀୟ ଥର ପାଇଁ ଚର୍ଚ୍ଚାରେ ରହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ସମୁଦ୍ରରେ ୨୨୦କିମି ପହଁରି କୁକୁର ଜୀବନ ବଞ୍ଚାଇଲା, ଉଦ୍ଧାର କରି କର୍ମଚାରୀ ରଖିଲେ ଏଭଳି ନାମ

ନୂଆଦିଲ୍ଲୀ: ସାଧାରଣତଃ ଆପଣମାନେ ମଣିଷ ସାଇକେଲ, ବାଇକ୍‌ ଓ ଚାଲିଚାଲି ଯାତ୍ରା କରି ରେକର୍ଡ କରିଥିବାର ଖବର ଶୁଣିଥିବେ। କିନ୍ତୁ କେବେ ଆପଣ ଶୁଣିଛନ୍ତି କୌଣସି କୁକୁର ୨୨୦ କିମି ପର୍ଯ୍ୟନ୍ତ ଯାତ୍ରା କରିଥିବା କଥା। ଆମେ ଆପଣଙ୍କୁ ଏମିତି ଏକ କୁକୁର ବିଷୟରେ କହିବାକୁ ଯାଉଛୁ ଯିଏକି ସମୁଦ୍ରରେ…
ଅଧିକ ଖବର ଦେଖନ୍ତୁ...

ଏକାମ୍ର ମହାସମର; ମହତାବ ବନାମ ବିଜୁ

ହରପାର୍ବତୀ ଆକାଶ ପଥରେ ଉଡ଼ି ଯାଉଯାଉ ଛାୟାପ୍ରଦ ଆମ୍ବଗଛଟିଏ ଦେଖି ଯେଉଁ ରମଣୀୟ ସ୍ଥାନରେ ଓହ୍ଲାଇ ପଡ଼ିଥିଲେ, ତାହା ଆଜି ଏକାମ୍ରକ୍ଷେତ୍ର ନାମରେ ପରିଚିତ ବୋଲି ପୌରାଣିକ କିଂବଦନ୍ତୀ କହେ। ଏହି ପ୍ରସିଦ୍ଧ ଶୈବପୀଠ, ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱର ପରବର୍ତ୍ତୀ କାଳରେ ଆଧୁନିକ ଓଡ଼ିଶାର ରାଜଧାନୀ…
ଅଧିକ ଖବର ଦେଖନ୍ତୁ...

‘ସବୁ ମୋଦି ଚୋର’ ବୟାନ: ରାହୁଲଙ୍କ ବିରୋଧରେ ମାମଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ଭାରତରୁ ଫେରାର ଥିବା ଲଲିତ ମୋଦି

ପାଟନା: “ସବୁ ମୋଦି ସାଙ୍ଗିଆଧାରୀ ଲୋକମାନେ ଚୋର” ବୋଲି କହି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ହରଡ଼ଘଣାରେ ଫସିଯାଇଛନ୍ତି । ଗତ କାଲି ବିଜେପି ନେତା ତଥା ବିହାର ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ରାହୁଲଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବା ପରେ ଏବେ ଆଉ ଜଣେ ବ୍ୟକ୍ତି ତାଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

‘ଶପଥ ନେଇଥିଲି ଦିନେ ୟା’କୁ ସର୍ବସମ୍ମୁଖରେ ଚାପୁଡ଼ା ମାରି ପଚାରିବି, ତୁ କ’ଣ ଗୁଜୁରାଟର ହିଟଲର?’… ଯାହାକୁ ଆଜି…

ନୂଆଦିଲ୍ଲୀ: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଆଜି ଏକ ସାଧାରଣ ସଭାରେ ଜଣେ ବ୍ୟକ୍ତି ସର୍ବସମ୍ମୁଖରେ ଚାପୁଡ଼ା ମାରିବା ଘଟଣା ଯେତେ ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ନ କରିଛି, ତା’ଠାରୁ ଅଧିକ ଚର୍ଚ୍ଚା ଓ ଆଲୋଚନା ସୃଷ୍ଟି କରିଛି ତାଙ୍କୁ ଚାପୁଡ଼ା ମାରିଥିବା ତରୁଣ ଗଜ୍ଜରଙ୍କ ବୟାନ। କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ତାମିଲ୍‌ନାଡୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଲେ ସୁପର୍‌ଷ୍ଟାର୍‌ ରଜନୀକାନ୍ତ

ଚେନ୍ନାଇ: ତାମିଲ୍‌ ସୁପରଷ୍ଟାର୍‌ ରଜନୀକାନ୍ତ ତାମିଲ୍‌ନାଡୁର ରାଜ୍ୟ ରାଜନୀତିକୁ ଆସିବା ପ୍ରସଂଗରେ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ରଜନୀକାନ୍ତ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇକୁ କହିଛନ୍ତି। ତେବେ ଏ ସଂପର୍କରେ…
ଅଧିକ ଖବର ଦେଖନ୍ତୁ...