Daily Archives

April 19, 2019

ବିବାହ ଭୋଜି ଖାଇ ୩୦ରୁ ଅଧିକ ଅସୁସ୍ଥ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ସୋନାଖାନ ଗାଁରେ ଏକ ବିବାହ ଭୋଜି ଆୟୋଜିତ ହୋଇଥିଲା। ଏହି ବିବାହ ଭୋଜି ଖାଇ ୩୦ରୁ ଅଧିକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଅସୁସ୍ଥଙ୍କୁ ସରକାରୀ ଓ ବରାଇ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।…
ଅଧିକ ଖବର ଦେଖନ୍ତୁ...

ବାପାକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ଆଘାତରେ ପୁଅର ମୃତ୍ୟୁ

ଢ଼େଙ୍କାନାଳ: ଢ଼େଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ଗାଁର ହରିଜନ ସାହିରେ ଘର ଛପର ବେଳେ ବିଦ୍ୟୁତ ଆଘାତରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଥିବା ସୂଚନା ମିଳିଛି। ତେବେ ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ କ୍ଷତି ପୂରଣ ଦାବି କରି ରାସ୍ତା ଅବରୋଧ କରିଥିଲେ। ମୃତକଙ୍କ ନାମ…
ଅଧିକ ଖବର ଦେଖନ୍ତୁ...

ପୁରୀ ବିଧାନସଭା ଆସନରେ ବିଜେଡି-ବିଜେପି ଟକ୍କର : ପାଞ୍ଚ ଥରର ବିଧାୟକ ମହେଶ୍ବର ବନାମ୍ ପୂର୍ବତନ ପୌରାଧ୍ୟକ୍ଷ ଜୟନ୍ତ

ପୁରୀ (ଗଦାଧର ପଣ୍ଡା):  ଭାରତର ପ୍ରମୁଖ ଧାମ, ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମିରେ ତଥା ପୁରୀ ନିର୍ବାଚନମଣ୍ଡଳୀରେ ବାଜିମାତ ପାଇଁ ସବୁ ରାଜନୈତିକ ଦଳ ସର୍ବଦା ଉଦ୍ୟମ କରି ଆସିଛନ୍ତି। ଏଥର ପୁରୀରେ ବିଜୁ ଜନତା ଦଳ ପକ୍ଷରୁ  ମନ୍ତ୍ରୀ ମହେଶ୍ବର ମହାନ୍ତି  ବିଧାୟକ ପ୍ରାର୍ଥୀ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଏଡିଆର ରିପୋର୍ଟ : ୩ୟ ପର୍ଯ୍ୟାୟ ନିର୍ବାଚନରେ ୨୧% ଦାଗୀ ପ୍ରାର୍ଥୀ, ସମାଜବାଦୀ ପାର୍ଟିର ଅଧା ପ୍ରାର୍ଥୀଙ୍କ ନାଁରେ…

ଭୁବନେଶ୍ୱର: ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ ଓ୍ଵାଚ ୩ୟ ପର୍ଯ୍ୟାୟ ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀମାନଙ୍କ ସଂପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ପ୍ରାର୍ଥୀମାନଙ୍କ ଅପରାଧିକ,…
ଅଧିକ ଖବର ଦେଖନ୍ତୁ...

୬୨ ବର୍ଷରେ ପଦାର୍ପଣ କଲେ ଅମ୍ବାନୀ: ଜାଣନ୍ତୁ ତାଙ୍କ ସଂପର୍କିତ ଏହି ସବୁ କଥା

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରି ଅଧ୍ୟକ୍ଷ ତଥା ଭାରତର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଆଜି ୬୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଅମ୍ବାନୀ କେବଳ ଭାରତର ଜଣେ ଶକ୍ତିଶାଳୀ ବ୍ୟବସାୟୀ ନୁହଁନ୍ତି, ତାଙ୍କ ବ୍ୟକ୍ତିତ୍ୱ ସାରା ବିଶ୍ୱରେ ପରିଚିତ। ସେ ୧୯୫୭ ମସିହା ଏପ୍ରିଲ୍‌ ୧୯…
ଅଧିକ ଖବର ଦେଖନ୍ତୁ...

ଟିଟୋର ନୂଆ ଠିକଣା ଝାରପଡ଼ା ଜେଲ

କେନ୍ଦ୍ରାପଡା: ରାଜକନିକାରେ ନସିରୁଦ୍ଦିନ୍ ଉପରେ ମରଣାନ୍ତକ ଆକ୍ରମଣ କରି ଗିରଫ ହୋଇଥିବା ଟିଟୋ କେନ୍ଦ୍ରାପଡ଼ା ଜେଲରେ ଥିଲା। ଶୁକ୍ରବାର ଟିଟୋକୁ କେନ୍ଦ୍ରାପଡା ଜେଲରୁ ଝାରପଡା ଜେଲକୁ ସ୍ଥାନାନ୍ତର କରାଯାଇଛି। କଡା ସୁରକ୍ଷା ମଧ୍ୟରେ ଟିଟୋକୁ କେନ୍ଦ୍ରାପଡା ଜେଲରୁ ଭୁବନେଶ୍ୱରର ଝାରପଡା ଜେଲକୁ…
ଅଧିକ ଖବର ଦେଖନ୍ତୁ...

ରାଇଡୁଙ୍କ ସମର୍ଥନରେ ବାହାରିଲେ ପ୍ରଜ୍ଞାନ ଓଝା, ଚୟନକର୍ତ୍ତାଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲେ

ଭୁବନେଶ୍ୱର: ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅମ୍ବାତି ରାଇଡୁ ବିଶ୍ୱକପ ଦଳରୁ ବାଦ ପଡିବା ପରେ ତାଙ୍କ ସମର୍ଥନରେ ବାହାରିଛନ୍ତି ଓଡ଼ିଆ କ୍ରିକେଟ ଖେଳାଳୀ ତଥା ଭାରତୀୟ ଦଳର ପୂର୍ବତନ ସଦସ୍ୟ ପ୍ରଜ୍ଞାନ ଓଝା । ଏକ ଟ୍ଵିଟ କରି ପ୍ରଜ୍ଞାନ ଚୟନକର୍ତ୍ତାଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା ନା ଗଣଦୁଷ୍କର୍ମ ପରେ ହତ୍ୟା? ସୋସିଆଲ୍‌ ମିଡିଆରେ ଛାଇଲା ‘ଜଷ୍ଟିସ୍‌ ଫର୍‌ ମଧୁ’ ଅଭିଯାନ

ରାଇଚୁର: ମଙ୍ଗଳବାର (୧୬) ଦିନ କର୍ଣ୍ଣାଟକର ରାଇଚୁରସ୍ଥିତ ନବୋଦୟ ଇଞ୍ଜିନିୟରିଙ୍ଗ୍‌ କଲେଜରେ ସିଭିଲ୍‌ ଇଞ୍ଜିନିୟରିଙ୍ଗ୍‌ ପଢୁଥିବା ଜଣେ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ଶବ କଲେଜ ଠାରୁ ୫/୬ କିଲୋମିଟର୍‌ ଦୂରରେ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ମଳିଥିଲା। Guys i want you to share this,…
ଅଧିକ ଖବର ଦେଖନ୍ତୁ...

ସହିଦ କାରକରେଙ୍କ ଉପରେ ହୀନ ମନ୍ତବ୍ୟ ମହଙ୍ଗା ପଡ଼ିଲା: ମଧ୍ୟପ୍ରଦେଶ ନିର୍ବାଚନ କମିସନଙ୍କ ଆଗରେ ସାଧ୍ୱୀଙ୍କ ବିରୋଧରେ…

ଭୋପାଳ: ଭାରତୀୟ ଜନତା ପାର୍ଟି(ବିଜେପି)ର ଭୋପାଳ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଶୁକ୍ରବାର ୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ହେମନ୍ତ କାରକରେଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ତାଙ୍କ ବିରୋଧରେ ମଧ୍ୟପ୍ରଦେଶ ନିର୍ବାଚନ କମିସନଙ୍କ ଅଭିଯୋଗ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୨ ପ୍ରତିଶତ ମତଦାନ ହୋଇଛି: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୮ ତାରିଖରେ ରାଜ୍ୟର ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଥିଲା। ଗତକାଲି ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନରେ ସର୍ବମୋଟ ୭୨ ପ୍ରତିଶତ ଭୋଟ ଗ୍ରହଣ ହୋଇଛି ବୋଲି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...