Daily Archives

April 25, 2019

ଯୁବକଙ୍କ ଫୋନ ଛଡ଼ାଇ ଅସଦାଚରଣ କରିବାରୁ ସଲମାନ ଖାନ୍‌ଙ୍କ ବିରୋଧରେ ରୁଜୁ ହେଲା ମାମଲା

ମୁମ୍ବାଇ: ପୁଣି ଥରେ ବିବାଦରେ ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ ଖାନ୍‌ । ମୁମ୍ବାଇର ଲିଙ୍କ ରୋଡ୍‌ରେ ଜଣେ ଯୁବକଙ୍କୁ ଗାଳି କରିବା ସହ ତାଙ୍କ ଫୋନ ଛଡ଼ାଇ ନେଇଥିବାରୁ ପୀଡ଼ିତ ସଲମାନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଡିଏନ୍‌ ନଗର ପୁଲିସ ଷ୍ଟେସନରେ ଅଭିଯୋଗ ହୋଇଥିବା ବେଳେ ସଲମାନଙ୍କ…
ଅଧିକ ଖବର ଦେଖନ୍ତୁ...

ମିଠା ଖାଇବା ଦ୍ୱାରା ନୁହେଁ ଏହି ୫ଟି କାରଣ ପାଇଁ ହୋଇଥାଏ ମଧୁମେହ ରୋଗ…

ଅନେକ ସମୟରେ ଲୋକାମାନେ ମିଠା ଖାଇବା ଦ୍ୱାରା ମଧୁମେହ ରୋଗ ହୋଇଥାଏ ବୋଲି କହୁଥିବାର ଆପଣମାନେ ଶୁଣୁଥିବେ । କିନ୍ତୁ ମଧୁମେହ ରୋଗର ପ୍ରକୃତ କାରଣ କ’ଣ ତାହା ସେମାନେ ଜାଣି ପାରନ୍ତି ନାହିଁ । ପ୍ରତି ଦିନର ଦିନଚର୍ଯ୍ୟା ପାଇଁ ଲୋକମାନେ ମଧୁମେହ ରୋଗର ଶିକାର ହୋଇଥାନ୍ତି ବୋଲି ତାହା ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଭଡ଼ା ଦିଆ ସରିଥିଲେ ମଧ୍ୟ କ୍ୟାବ୍‌ ଭିତରେ ଯୁବତୀଙ୍କୁ ଲକ୍‌ କରି ଧମକ ଦେଲେ ଓଲା ଚାଳକ, ୨୦୦ଟଙ୍କା ନଦେଲେ କାଟି ଫିଙ୍ଗି…

ବେଙ୍ଗାଲୁରୁ : ବେଙ୍ଗାଲୁରୁକୁ ନିଜ ଭଉଣୀଙ୍କ ଘରକୁ ବୁଲି ଯାଇଥିଲେ ୨୨ବର୍ଷୀୟ ଇଞ୍ଜିନିୟର ଅରିଜିତା ବାନାର୍ଜି । ସୋମବାର ତାଙ୍କୁ ଅଫିସ ଯିବାକୁ ଥିବା ବେଳେ କୋଲକାତାରେ ଥିବା ତାଙ୍କ ବାପା ତାଙ୍କ ପାଇଁ ଓଲା କ୍ୟାବ୍‌ ଡ଼କାଇଥିଲେ । ଝିଅକୁ ଏକା ଛାଡ଼ିବା ସୁରକ୍ଷିତ ନୁହେଁ ବୋଲି ଭାବି ତାଙ୍କ…
ଅଧିକ ଖବର ଦେଖନ୍ତୁ...

‘ଶ୍ରୀଦେବୀ ବଙ୍ଗ୍‌ଲୋ’ ପରେ ଏବେ ପ୍ରିୟା ପ୍ରକାଶଙ୍କୁ ମିଳିଲା ଦ୍ୱିତୀୟ ବଲିଉଡ୍‌ ଫିଲ୍ମର ଅଫର

ମୁମ୍ବାଇ : ଫିଲ୍ମ ‘ଶ୍ରୀଦେବୀ ବଙ୍ଗ୍‌ଲୋ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା ମଲୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭାରିୟର୍‌ଙ୍କୁ ଏବେ ଆଉ ଏକ ବଲିଉଡ୍‌ ଫିଲ୍ମ ଅଫର କରା ଯାଇଥିବା ନେଇ ସୂଚନା ମିଳିଛି । ତାଙ୍କର ପ୍ରଥମ ଫିଲ୍ମ ରିଲିଜ୍‌କୁୁୁୁ ନେଇ ଅନେକ ବିବାଦ ଦେଖା ଦେଇଥିବା ବେଳେ ଦ୍ୱିତୀୟ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ଗୁଳିମାଡ଼ କରି ଲୁଟିଲେ ଦୁର୍ବୃତ୍ତ, ଯୁବକଙ୍କୁ ହସ୍‌ପିଟାଲରେ ଭର୍ତ୍ତି

କେନ୍ଦୁଝର: ଟାଉନ ଥାନା ଅନ୍ତର୍ଗତ ବାଁପାହାର ନିକଟରେ ଗୁରୁବାର ଜଣେ ଯୁବକଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଲୁଟ କରିଛନ୍ତି। ସୂଚନା ଅନୁସାରେ ଗୁଳିମାଡ଼ ଓ ଲୁଟର ଶିକାର ହୋଇଛନ୍ତି ଦିଲୀପ ବେହେରା। ଦିଲୀପଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ବିପକ୍ଷରେ କହିବାରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ସମର୍ଥକ, କାନ ଧରାଇ କରାଇଲେ ଉଠ ବସ୍‌

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାରଣାସୀରେ ଗୁରୁବାର ରୋଡ୍‌ ସୋ’ କରିଥିଲେ ପ୍ରଧାମନମନ୍ତ୍ରୀ ମୋଦୀ । ବହୁଳ ସଂଖ୍ୟାରେ ଲୋକେ ଏହି ରୋଡ୍‌ ସୋ’ରେ ଯୋଗ ଦେଇଥିବା ବେଳେ ରୋଡ୍‌ ସୋ’ ଆରମ୍ଭ ହେବା ପୂର୍ବରୁ ଜଣେ ଯୁବକଙ୍କୁ ନେଇ ବିବାଦ ହୋଇଥିବା ଜଣା ପଡ଼ିଛି । ରୋଡ୍‌ ସୋ’ ପୂର୍ବରୁ ଜଣେ ଯୁବକ…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଚାଞ୍ଚଲ୍ୟକର ବୟାନ : ଅଭିନେତ୍ରୀ ପ୍ରିୟା ଆନନ୍ଦ ହିଁ ଶ୍ରୀଦେବୀଙ୍କ ମୃତ୍ୟୁର କାରଣ

ମୁମ୍ବାଇ : ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ଫିଲ୍ମ ଇଂଲିଶ ଭିଙ୍ଗ୍‌ଲିଶରେ ଅଭିନୟ କରିଥିବା ଅଭିନେତ୍ରୀ ପ୍ରିୟା ଆନନ୍ଦଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ । ପ୍ରିୟାଙ୍କ ପାଇଁ ଶ୍ରୀଦେବୀ ମୃତ୍ୟୁବରଣ କରିଥିବା ବ୍ୟବହାରକାରୀଜଣଙ୍କ କହିବା ପରେ ଏବେ…
ଅଧିକ ଖବର ଦେଖନ୍ତୁ...

ଦଳର ମିଛ ପ୍ରତିଶ୍ରୁତି ଶୁଣି ଶୁଣି ଆମେ ଥକି ଯାଇଛୁ, ମତଦାନ କରିବାର କୌଣସି ଇଛା ନାହଁ : ପୀଡ଼ିତା ନିର୍ଭୟାଙ୍କ…

ନୂଆଦିଲ୍ଲୀ : ଦିଲ୍ଲୀରେ ଲୋକସଭା ନିର୍ବାଚନକୁ ନେଇ ପ୍ରଚାର ଜୋରସୋର ଆରମ୍ଭ ହୋଇଥିବା ବେଳେ ନେତାମାନେ ନିଜ ନିଜର ପ୍ରଚାର ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ତେବେ ଏ ମଧ୍ୟରେ ୨୦୧୨ରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ନିର୍ଭୟାଙ୍କ ମାତା-ପିତା ଚଳିତବର୍ଷ ଭୋଟ୍‌ ଦେବେ ନାହିଁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: କାର୍ତ୍ତିକଙ୍କ ୯୭ ରନ୍‌, ରାଜସ୍ଥାନ ରୟାଲସ୍‌କୁ ୧୭୬ ରନ୍‌ ଟାର୍ଗେଟ ଦେଲା କୋଲକାତା

କୋଲକାତା: ଅଧିନାୟକ ଦିନେଶ କାର୍ତ୍ତିକଙ୍କ ଅର୍ଦ୍ଧଶତକ (ଅପରାଜିତ ୯୭ ରନ, ୫୦ ବଲ, ୭ ଚୌକା, ୯ଛକା) ବଳରେ କୋଲକାତା ନାଇଟ ରାଇଡର୍ସ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୧୨ ସଂସ୍କରଣର ୪୩ ତମ ମୁକାବିଲାରେ ୧୭୫ ରନ କରିଛି। କୋଲକାତା ନାଇଟ ରାଇଡର୍ସ ଟସ ହାରିବା ପରେ ପ୍ରଥମେ…
ଅଧିକ ଖବର ଦେଖନ୍ତୁ...