Daily Archives

May 5, 2019

୩ ଦିନ ଭିତରେ କ୍ଷମା ନ ମାଗିଲେ ଜିଭ ଟାଣି ଆଣିବୁ, ଆଖି ତାଢ଼ି ଆଣିବୁ: ଜାଭେଦ୍‌ ଅଖତରଙ୍କୁ କର୍ଣ୍ଣିସେନାର ଧମକ

ମୁମ୍ବାଇ: ରାଜସ୍ଥାନର ‘ଓଢ଼ଣା’ ଟାଣିବା ପ୍ରସଙ୍ଗକୁ  ନେଇ ପ୍ରଖ୍ୟାତ ଗୀତିକାର ଜାଭେଦ ଅଖତର ନିକଟରେ ଦେଇଥିବା ବୟାନକୁ ନାପସନ୍ଦ କରିଛି କର୍ଣ୍ଣି ସେନା। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କର୍ଣ୍ଣି ସେନାର ମହାରାଷ୍ଟ୍ର ଶାଖାର ସଭାପତି ଜୀବନ ସିଂହ ସୋଲାଙ୍କି ଅଖତରଙ୍କୁ ଖୋଲାଖୋଲି ଭାବେ ଧମକ…
ଅଧିକ ଖବର ଦେଖନ୍ତୁ...

ବିଜେପି ନେତା ଗୁଲାମ ମହମ୍ମଦ ମିର୍‌ଙ୍କ ହତ୍ୟାକାଣ୍ଡକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଳୀ: ରବିବାର ଜମ୍ମୁ-କଶ୍ମୀରର ବିଜେପି ନେତା ଗୁଲାମ ମହମ୍ମଦ ମିର୍‌ଙ୍କ ହତ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୀବ୍ର ନିନ୍ଦା କରିଛନ୍ତି। ଏହା ସହ ସେ ମିର୍‌ଙ୍କ ପରିବାର ଲୋକଙ୍କୁ ସମବେଦନା ମଧ୍ୟ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର୍‌ରେ…
ଅଧିକ ଖବର ଦେଖନ୍ତୁ...

‘ଫନି’ ଦ୍ୱାରା ପ୍ରଭାବିତ ହୋଇଛନ୍ତି କି? ଜାଣନ୍ତୁ ଆପଣଙ୍କ ଅଞ୍ଚଳର ହେଲ୍‌ପଲାଇନ୍‌ ନମ୍ବର

ଭୁବନେଶ୍ୱର: ଶୁକ୍ରବାର ସକାଳୁ ସାମୁଦ୍ରିକ ଝଡ଼ ‘ଫନି’ର ତାଣ୍ଡବ ଆରମ୍ଭ ହେବା ପରେ ଓଡ଼ିଶାକୁ ଛାରଖାର କରି ଦେଇଛି। ଦୀର୍ଘ ୨୦ ବର୍ଷ ବ୍ୟବଧାନ ପରେ ଆମ ରାଜ୍ୟ ଆଉ ଏକ ମହାବାତ୍ୟା ସହ ମୁକାବିଲା କରିଛି। ତେବେ ଏହି ବାତ୍ୟାରେ ସବୁଠାରୁ ବେଶି ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ଖୋର୍ଦ୍ଧା,…
ଅଧିକ ଖବର ଦେଖନ୍ତୁ...

ପଞ୍ଚମ ପର୍ଯ୍ୟାୟ ମତଦାନ: ରାହୁଲ, ରାଜନାଥ, ସୋନିଆ ଓ ସ୍ମୃତିଙ୍କ ଭାଗ୍ୟ ପରୀକ୍ଷା ଆସନ୍ତାକାଲି

ନୂଆଦିଲ୍ଳୀ: ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସରିଯାଇଛି। ଆସନ୍ତା କାଲି ହେବ ପଞ୍ଚମ ପର୍ଯ୍ୟାୟ ମତଦାନ। ଏହି ପଞ୍ଚମ ପର୍ଯ୍ୟାୟ ମତଦାନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଗୃହମନ୍ତ୍ରୀ ରାଜନାଥ ସିଂହ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆଦି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ବହୁ ଦିନର ଇଚ୍ଛା ପୂରା ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। ନୂଆ କାମରେ ରୁଚି ବଢ଼ିବ। ଅଫିସରେ ବଡ଼ ଅଧିକାରୀଙ୍କ ସହଯୋଗ ମିଳିବ। ଘରକୁ କୌଣସି ସ˚ପର୍କିୟ ଆସିପାରନ୍ତି। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଦୁନିଆକୁ ଜିଣି ନେବା ଲାଗି ଆପଣଙ୍କ ଭିତରେ…
ଅଧିକ ଖବର ଦେଖନ୍ତୁ...

ସମ୍ମାନର ସହ ସ୍ୱାଗତ ନ କରିବାରୁ ଯୁବକଙ୍କୁ ଆକ୍ରମଣ କରି ବାଇକ୍‌ ପୋଡ଼ି ଦେଲେ ଟିଆର୍‌ଏସ୍‌ ନେତା

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଜୁବିଲି ହିଲ୍‌ସ୍‌ର ରେହମତ ନଗର ଠାରେ ଜଣେ ସ୍ଥାନୀୟ ଟିଆର୍‌ଏସ୍‌ ନେତା ଜଣେ ୨୦ ବର୍ଷିୟ ଯୁବକଙ୍କୁ ଆକ୍ରମଣ କରି ତାଙ୍କ ବାଇକ୍‌ରେ ନିଆଁ ଲଗାଇ ଦେଇଛନ୍ତି ବୋଲି କୁହାଯାଉଛି। ଏ ଘଟଣାରେ ଭାଇରାଲ୍‌ ହୋଇଥିବା ଭିଡିଓରେ ଦିଶୁଛି ଟିଆର୍‌ଏସ୍‌ ନେତା ଓ ତାଙ୍କ ସହଯୋଗୀ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା-ଭୁବନେଶ୍ୱରରେ ପାଣି ପାଇଁ ହାହାକାର: ପରିତ୍ୟକ୍ତ ନଳକୂପ-ପୋଖରୀ ପାଲଟିଛି ଆଶ୍ରୟ

ଭୁବନେଶ୍ୱର: ସାମୁଦ୍ରିକ ‘ଝଡ଼’ ଫନି ପରେ ବିଦ୍ୟୁତ୍‌ ପାଇଁ ଭୁବନେଶ୍ୱର ବାସିନ୍ଦା ଯେତିକି ହୀନସ୍ତା ହେଉଛନ୍ତି, ପାଣି ପାଇଁ ତା’ ଠାରୁ ଅଧିକ ବିକଳ ହେଉଥିବା ଦେଖାଯାଇଛି। ପ୍ରାୟ ୩ ଦିନ ହେବ ବିଦ୍ୟୁତ କାଟ କରାଯାଇଥିବାରୁ ଲୋକେମାନେ ଘର ଭିତରେ ପାଣି ପାଇବାରୁ ବଂଚିତ ହେଉଛନ୍ତି। ବହୁତ କମ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ଗୁରୁଦ୍ୱାରରେ ଦୁଇ ଭାରତୀୟ କୂଟନୀତିଜ୍ଞଙ୍କୁ ପୂରାଇ ନିର୍ଯାତନା

ନୂଆଦିଲ୍ଲୀ: ଗତମାସରେ ଗୁଇନ୍ଦା କର୍ମଚାରୀମାନେ ଦୁଇ ଜଣ ଭାରତୀୟ କୂଟନୀତିଜ୍ଞଙ୍କୁ ନିର୍ଯାତନା ଦେଇଥିବା ପ୍ରସଙ୍ଗରେ ଭାରତ ପାକିସ୍ତାନ ନିକଟରେ ଶନିବାର ଦିନ ଚିନ୍ତା ପ୍ରକଟ କରିଛି। ଏହି ଘଟଣାର ତଦନ୍ତ କରିବା ଏବଂ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ଦିଗରେ ଯତ୍ନବାନ ହେବାକୁ ଭାରତ…
ଅଧିକ ଖବର ଦେଖନ୍ତୁ...

ଯୋଗୀ ଓ ପଲାନିସ୍ୱାମୀଙ୍କ ପରେ ସହାୟତାର ହାତ ବଢ଼ାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ: ଓଡ଼ିଶା ସରକାରଙ୍କ ରିଲିଫ୍‌ ପାଣ୍ଠିକୁ ୧୧…

ନୂଆଦିଲ୍ଲୀ: ଓଡ଼ିଶାରେ ବିପୁଳ କ୍ଷୟକ୍ଷତି ଘଟାଇଥିବା ବାତ୍ୟା ‘ଫନି’ ପ୍ରପୀଡ଼ିତଙ୍କ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ରବିବାର ୧୧ କୋଟି ଟଙ୍କାର  ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଏହା ପୂର୍ବରୁ ଉତ୍ତର ପ୍ରଦେଶ…
ଅଧିକ ଖବର ଦେଖନ୍ତୁ...

‘ଫନି’ ବିପର୍ଯ୍ୟୟ : ପାଣି ଓ ବିଦ୍ୟୁତ ଯୋଗାଣରେ ସ୍ୱାଭାବିକତା ସମୟ ନେବ, ଚିନ୍ତାରେ ରାଜଧାନୀବାସୀ

ଭୁବନେଶ୍ୱର (ସୁବ୍ରତ ଦାସ) : ପ୍ରଳୟଙ୍କରୀ ଫନି ଓଡ଼ିଶାରେ ତାଣ୍ଡବଲୀଳା ରଚିବାର ୪୮ଘଣ୍ଟା ପରେ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳରେ ବିଶେଷତଃ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଜଳଯୋଗାଣ ଓ ବିଦ୍ୟୁତ ଯୋଗାଣରେ ସ୍ୱାଭାବିକତା ଫେରିବା ବହୁ ଦୂରରେ ରହିଛି । ଜନସାଧାରଣ ଅନ୍ଧକାରରେ ଦୁଇ ରାତି କାଟି…
ଅଧିକ ଖବର ଦେଖନ୍ତୁ...