Daily Archives

May 23, 2019

କଂଗ୍ରେସ ନେତା ନରସିଂହ ମିଶ୍ର ବଲାଙ୍ଗୀର ଆସନ ବଜାୟ ରଖିଲେ

ଭୁବନେଶ୍ୱର : ରାଜ୍ୟରେ ବିଜୁ ଜନତା ଦଳର ଜୟଯାତ୍ରା ଅବ୍ୟାହତ ରହିଥିବା ବେଳେ ଗତ ବିଧାନସଭାରେ ବିରୋଧୀ ଦଳ ନେତା ଥିବା କଂଗ୍ରେସ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାନସଭା ଆସନରୁ ପୁନନିର୍ବାଚିତ ହୋଇଛନ୍ତି। ଶ୍ରୀ ମିଶ୍ର ବିଜୁ ଜନତା ଦଳ ପ୍ରାର୍ଥୀ ଅର୍କେଶ କେଶରୀ ସିଂହଦେଓଙ୍କୁ ପ୍ରାୟ ୬…
ଅଧିକ ଖବର ଦେଖନ୍ତୁ...

ବିଜେପୁରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି । ସେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ସନତ କୁମାର ଘଡତିଆଙ୍କୁ ୫୬ ହଜାର ୫୩୩ ଖଣ୍ଡ ଭୋଟରେ ହରାଇଛନ୍ତି । ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଦୁଇଟି ଆସନରୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାବାସୀ ବାରମ୍ବାର ସେମାନଙ୍କ ଆଶୀର୍ବାଦ ଆମ ଉପରେ ରଖିଥିବାରୁ ଧନ୍ୟବାଦ : ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର : ବିଜେଡିକୁ ପୁଣି ଥରେ ରାଜ୍ୟରେ ମିଳିଛି ବହୁମତ । ବିଜେଡିର ଏଭଳି ଫଳାଫଳକୁ ନେଇ ପ୍ରତିକ୍ରିୟାର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି କି, ପୁଣି ଥରେ ବିଜେଡି ଉପରେ ଭରସା ରଖିଥିବାରୁ ଓଡିଶାବାସୀଙ୍କୁ ଧନ୍ୟବାଦ। ଓଡ଼ିଶାବାସୀ ବାରମ୍ବାର ସେମାନଙ୍କ ଆଶୀର୍ବାଦ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସକୁ ଆଶ୍ୱସ୍ତି: ରାୟବରେଲିରୁ ଜିତିଲେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ଲକ୍ଷ୍ନୌ (ଉତ୍ତରପ୍ରଦେଶ): କଂଗ୍ରେସର ଗଡ଼ ଭାବେ ପରିଚିତ ଉତ୍ତରପ୍ରଦେଶର ରାୟବରେଲିରୁ କଂଗ୍ରେସ ଉପଦେଷ୍ଟା ସୋନିଆ ଗାନ୍ଧୀ ୧ ଲକ୍ଷରୁ ଅଧିକ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଏହି ଆସନରୁ ବାଜି ମାର ନେଇଛନ୍ତି। କଂଗ୍ରେସ ପ୍ରାର୍ଥୀ ରୂପେ ଏହି ଆସନରୁ ଲଢ଼ୁଥିବା ସୋନିଆ…
ଅଧିକ ଖବର ଦେଖନ୍ତୁ...

ବିପୁଳ ବିଜୟ ପାଇଁ ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ, ମିଳିମିଶି କାମ କରିବାକୁ ଆହ୍ଵାନ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ବିପୁଳ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟ୍ଵିଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ସାଧାରଣ ନିର୍ବାଚନରେ ଏନଡିଏ ତଥା ବିଜେପିର ବିପୁଳ ବିଜୟ ପାଇଁ ଆପଣଙ୍କୁ ଅଭିନନ୍ଦନ । ମୁଁ ଆଶା…
ଅଧିକ ଖବର ଦେଖନ୍ତୁ...

ବିଜେଡିକୁ ମିଳିଲା ଆଉ ୧୨ ବିଧାନସଭା ଆସନ, କଂଗ୍ରେସକୁ ୨ଟି

ଭୁବନେଶ୍ୱର: ନିମ୍ନୋକ୍ତ ପ୍ରାର୍ଥୀମାନେ ଚଳିତ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେମାନଙ୍କର ଆସନ ଓ ଦଳର ନାମ ହେଲା- ଜଗତସିଂହପୁର: ପ୍ରଶାନ୍ତ ମୁୁଦୁଲି(ବିଜେଡି) ବାରବାଟି କଟକ: ମହମ୍ମଦ ମୋକିମ୍‌(କଂଗ୍ରେସ) ଭୁବନେଶ୍ୱର ମଧ୍ୟ: ଅନନ୍ତ ନାରାୟଣ ଜେନା(ବିଜେଡି)…
ଅଧିକ ଖବର ଦେଖନ୍ତୁ...

ଝାରସୁଗଡ଼ାରେ ବିଜେଡ଼ି ପ୍ରାର୍ଥୀ ନବ ଦାସ ୪୫ ହଜାରରୁ ଅଧିକ ଭୋଟରେ ବିଜୟୀ 

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ନବ ଦାସଙ୍କ ବିପୁଳ ବିଜୟ ହୋଇଛି। ଶ୍ରୀ ଦାସ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଦୀନେଶ ଜୈନଙ୍କୁ  ୪୫ ହଜାର ୫୬୯ ଭୋଟରେ ପରାସ୍ତ କରିଛନ୍ତି। ବିଜେଡ଼ି ପ୍ରାର୍ଥୀ ଶ୍ରୀ ଦାସ ୯୮ ହଜାର ୨୫୬ ଭୋଟ ପାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। କୌଣସି ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ପାଇବେ। ବ୍ୟବସାୟରେ ସଫଳତା ନିଶ୍ଚିତ ମିଳିବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ବାପାଙ୍କ ଠାରୁ ପ୍ରେମ ଓ ଆଶୀର୍ବାଦ ପାଇବା…
ଅଧିକ ଖବର ଦେଖନ୍ତୁ...

ବାଙ୍ଗୀରିପୋଷିରୁ ଜିତିଲେ ସୁଦାମ ମାରାଣ୍ଡି

ଭୁବନେଶ୍ୱର: ବିଜେଡି ପ୍ରାର୍ଥୀ ସୁଦାମ ମାରାଣ୍ଡି ମୟୂରଭଂଜ ଜିଲ୍ଲାର ବାଙ୍ଗିରୀପୋଷି ବିଧାନସଭା ଆସନରେ ପୁଣି ବିଜୟ ଧ୍ୱଜା ଉଡ଼ାଇଛନ୍ତି। ଚଳିତ ନିର୍ବାଚନରେ ସୁଦାମ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ସୁକୁଦା ମୁର୍ମୁଙ୍କୁ ୧୧ ହଜାର ୮୯୧ ଭୋଟ୍‌ ବ୍ୟବଧାନରେ ପରାଜିତ କରି ବିଜୟୀ…
ଅଧିକ ଖବର ଦେଖନ୍ତୁ...

ପୁଣି ଜଟଣୀକୁ ଫେରିଲେ ସୁର : କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟ ବିଜୟୀ

ଜଟଣୀ: ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦମ୍ ଦେଖାଇଛି କଂଗ୍ରେସ । କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟ ଏହି ଆସନରୁ ବାଜି ମାରିଛନ୍ତି । ୭,୪୨୬ ଖଣ୍ଡ ଭୋଟ୍ ବ୍ୟବଧାନରେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟଙ୍କୁ ପରାଜିତ କରି ଜଟଣୀର ସମ୍ରାଟ୍ ବନିଛନ୍ତି…
ଅଧିକ ଖବର ଦେଖନ୍ତୁ...