Daily Archives

May 23, 2019

ବାରବାଟୀ-କଟକରେ କମାଲ କଲା କଂଗ୍ରେସ: ବିଜେଡି ହେଭିୱେଟ୍ ଦେବାଶିଷଙ୍କୁ ପରାସ୍ତ କଲେ ମହମ୍ମଦ ମୋକିମ୍

କଟକ: କଟକ ବାରବାଟୀରେ କମବ୍ୟାକ୍ କଲା କଂଗ୍ରେସ । କଟକ-ବାରବାଟୀରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ ‘ହାତ’କୁ କଲେ ମଜବୁତ । ବିଜେଡି ହେଭିୱେଟ ଦେବାଶିଷ ସାମନ୍ତରାୟଙ୍କୁ ୪ ହଜାର ୧୧୧ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହେଲେ ମହମ୍ମଦ ମୋକିମ । ଯେଉଁ ଆସନ…
ଅଧିକ ଖବର ଦେଖନ୍ତୁ...

ମେୟରରୁ ବିଧାୟକ ହେଲେ ଅନନ୍ତ ନାରାୟଣ ଜେନା: ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପିନ୍ଧିଲେ ବିଜୟ ମୁକୁଟ

ଭୁବନେଶ୍ବର:  ଓଡ଼ିଶାରେ ପୁଣି ଥରେ ଦମ୍ ଦେଖାଇଛି ବିଜୁ ଜନତା ଦଳ । ଆଉ ଏହାରି ମଧ୍ୟରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ବିଜେଡି ପାଇଁ ଆସିଛି ଆଉ ଏକ ସଫଳତା । ବାଜି ମାରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା । ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଜଗନ୍ନାଥ…
ଅଧିକ ଖବର ଦେଖନ୍ତୁ...

ବିଜୟର ଶ୍ରେୟ ଦେଶର ୧୩୦ କୋଟି ଜନତାଙ୍କର : ମୋଦି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ମୋଦି ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ବିଜେପି ମୁଖ୍ୟାଳୟଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି ଯେ ଭାରତର ୧୩୦ କୋଟି ଜନତା ଭାରତର ସ୍ୱାର୍ଥ ପାଇଁ ଭୋଟ ଦେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଅଦ୍ଭୂତପୂର୍ବ ବିଜୟ ପରେ ମୋଦିଙ୍କୁ ଟ୍ଵିଟ୍‌ କରି ଅଭିନନ୍ଦନ ଜଣାଇଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌

ଇସ୍‌ଲାମାବାଦ: ଅଦ୍ଭୂତପୂର୍ବ ବିଜୟ ପରେ ମୋଦିଙ୍କୁ ଟ୍ଵିଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ଉଲ୍ଲେଖଯୋଗ୍ୟ, ଚୂଡ଼ାନ୍ତ ଫଳାଫଳ ନଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏବେ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଇସ୍ରାଇଲ…
ଅଧିକ ଖବର ଦେଖନ୍ତୁ...

ବିଜେଡିର ଜୟ ଯାତ୍ରା ଅବ୍ୟାହତ, ବିଜେପିକୁ ମିଳିଲା ଆଉ ୩ ବିଧାନସଭା ଆସନ, କଂଗ୍ରେସ ଜିତିଲା ସାନଖେମୁଣ୍ଡି

ଭୁବନେଶ୍ୱର: ବିଜୁ ଜନତା ଦଳର ଜୟ ଯାତ୍ରା ଅବ୍ୟାହତ ରହିଥିବା ବେଳେ ଭାରତୀୟ ଜନତା ପାର୍ଟି ୩ଟି ସ୍ଥାନରେ ବିଜୟୀ ହୋଇଛି ଏବଂ କଂଗ୍ରେସର ରମେଶ ଜେନା ଗୋଟିଏ ଥର ବ୍ରେକ୍‌ ନେଇ ପୁଣି ଥରେ ନିର୍ବାଚିତ ହୋଇଛନ୍ତି। ମହାଙ୍ଗା ବିଧାନସଭା ଆସନରୁ ମନ୍ତ୍ରୀ ପ୍ରତାପ ଜେନା ପୁଣି ଥରେ ବିଜୟ ଲାଭ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଇସ୍ତଫା ପ୍ରସ୍ତାବ ଦେଲ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ସେ କହିଛନ୍ତି ଯେ ଗଣତନ୍ତ୍ରରେ ଜନତା ହିଁ ମାଲିକ । ଏଣୁ ଜନତାଙ୍କ ମତକୁ ମାନିବାକୁ ପଡିବ । କଂଗ୍ରେସ ଏହି ନିର୍ବାଚନରେ ୪୯ଟି ଆସନରେ ଜିତିଛି ବା…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରୁ ଜିତିଲେ ବିଜେପି ପ୍ରାର୍ଥୀ ଜୟ ନାରାୟଣ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ଗୋଟିଏ ଥର ବ୍ରେକ୍‌ ପରେ ପୁଣି ଏଥର ସମ୍ବଲପୁର ବିଧାନସଭାରୁ ନିର୍ବାଚିତ ହୋଇଛନ୍ତି। ଶ୍ରୀ ମିଶ୍ର ଗତଥର ଲୋକପ୍ରିୟ ଡାକ୍ତର ତଥା ବିଜେଡି ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀଙ୍କଠାରୁ ପରାଜିତ ହୋଇଥିଲେ।…
ଅଧିକ ଖବର ଦେଖନ୍ତୁ...

ବାରାଣସୀରୁ ବିଜୟ ମୁକୁଟ ପିନ୍ଧିଲେ ପ୍ରଧାନମନ୍ତ୍ରୀ ମୋଦୀ: ୪ ଲକ୍ଷରୁ ଅଧିକ ଭୋଟରେ ଜିତିଲେ

ବାରାଣାସୀ : ଚମକିଲେ ଚୌକିଦାର । ପୁଣି ଥରେ ବାରାଣସୀ ଆସନରୁ ବଡ ବିଜୟ ଲାଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଖାପାଖି ୪ ଲକ୍ଷରୁ ଅଧିକ ଭୋଟରେ ଜିତି ମୋଦି ବିଜୟ ମୁକୁଟ ପିନ୍ଧିଥିବା ଜଣାପଡିଛି । ୨୦୧୪ ନିର୍ବାଚନର ମୋଦି ଲହର ୨୦୧୯ରେ ମୋଦି ସୁନାମିରେ ପରିଣତ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜୟୀ ହେଲେ ମନ୍ତ୍ରୀ ଉଷା ଦେବୀ

ଭୁବନେଶ୍ୱର: ନବୀନ ପଟ୍ଟନାୟକ ସରକାରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ ୪ର୍ଥ ଥର ପାଇଁ ବିଧାନସଭାକୁ ଚିକିଟି ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଛନ୍ତି। ଉଷା ଦେବୀ ୧୯୯୦ ମସିହାରେ ପ୍ରଥମେ ଜନତା ଦଳ ଟିକେଟ୍‌ରେ ନିର୍ବାଚିତ ହୋଇ ବିଧାନସଭାକୁ ପ୍ରବେଶ କରିଥିଲେ। ତେବେ ୧୯୯୫ ମସିହାରେ…
ଅଧିକ ଖବର ଦେଖନ୍ତୁ...

ବିଧାନସଭାକୁ ୨ ଜଣ ପ୍ରଭାବଶାଳୀ ମନ୍ତ୍ରୀ ପୁନଃନିର୍ବାଚିତ

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଥିବା ୨ ଜଣ ପ୍ରମୁଖ ମନ୍ତ୍ରୀ ପୁଣି ଥରେ ନିର୍ବାଚିତ ହୋଇଛନ୍ତି। ସେ ୨ ଜଣ ହେଲେ ଇସ୍ପାତ ଓ ଖଣି ମନ୍ତ୍ରୀ ଥିବା ପ୍ରଫୁଲ୍ଳ ମଲ୍ଳିକ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ବିଜୁ ଜନତା ଦଳର ହେବିେଓ୍ଵଟ୍‌ ନେତା ଶ୍ରୀ…
ଅଧିକ ଖବର ଦେଖନ୍ତୁ...