Daily Archives

June 19, 2019

ମୁଜାଫରପୁରରେ ଶିଶୁ ମୃତ୍ୟୁର ପ୍ରକୃତ କାରଣ ଲିଚୁ ନୁହେଁ ଭୋକ: ରେଣୁକା ସାହାଣେ

ନୂଆଦିଲ୍ଲୀ : ଏଇ କିଛି ଦିନ ମଧ୍ୟରେ ବିହାରର ମୁଜାଫରପୁରରେ ଏନ୍‌ସେଫାଲାଇଟିସ୍‌ କାରଣରୁ ୧୧୩ରୁ ଅଧିକ ଶିଶୁ ମୃତ୍ୟୁବରଣ କଲେଣି । ଏହାକୁ ରୋକିବା ପାଇଁ ସରକାର ଏ ପର୍ଯ୍ୟନ୍ତ କୌଣସି ବାଟ ବାହାର କରି ପାରୁ ନଥିବା ବେଳେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଅନ୍ୟ ପକ୍ଷରେ ସରକାର…
ଅଧିକ ଖବର ଦେଖନ୍ତୁ...

ରିତିକ୍‌ଙ୍କ ଉପରେ ଗମ୍ଭୀର ଆରୋପ ଆଣିଲେ କଙ୍ଗନାଙ୍କ ଭଉଣୀ: ମୁସ୍‌ଲିମ୍‌ ଯୁବକଙ୍କୁ ଭଲ ପାଉଥିବାରୁ ଘରେ ନିର୍ଯାତନାର…

ମୁମ୍ବାଇ: ମଙ୍ଗଳବାର ଟୁଇଟ୍‌ କରି ବଲିଉଡ୍‌ ଅଭିନେତା ରିତିକ୍‌ ରୋଶନଙ୍କ ଭଉଣୀ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଟୁଇଟ୍‌ରେ ସେ କଙ୍ଗନାଙ୍କୁ ସମର୍ଥନ କରୁଥିବା କଥା ଲେଖିବା ପରେ ଚାରିଆଡ଼େ ଚହଳ ପଡ଼ି ଯାଇଥିଲା । କେହି କିଛି ଭାବିବା ପୂର୍ବରୁ ବୁଧବାର କଙ୍ଗନାଙ୍କ ଭଉଣୀ ଆଉ ଏକ ଚାଞ୍ଚଲ୍ୟକର…
ଅଧିକ ଖବର ଦେଖନ୍ତୁ...

ସ୍କୁଲରେ ପଢ଼ା ଚାଲୁଥିବା ସମୟରେ ହଠାତ୍‌ ଛାତ୍ରୀଙ୍କ ମୁଣ୍ଡରେ ଖସି ପଡ଼ିଲା ଛାତର ପ୍ଲାଷ୍ଟର,ଭିଡିଓରେ ଦେଖନ୍ତୁ ସେ ସମୟର…

ମୁମ୍ବାଇ : ମହାରାଷ୍ଟ୍ରର ଉଲ୍ଲାଶନଗରରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ସାମ୍ନାକୁ ଆସିଛି । ଏଠାରେ ଥିବା ଝୁଲେଲାଲ ସ୍କୁଲରେ ହଠାତ୍‌ ଛାତର ପ୍ଲାଷ୍ଟର ଖସିଯିବାରୁ ୩ଜଣ ଛାତ୍ରୀ ଆହତ ହୋଇଛନ୍ତି । ସେ ସମୟର ଏକ ଲୋମ ଟାଙ୍କୁରୀ ଦେବା ଭଳି ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ କିଭଳି ଭାବରେ…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ରେ ଅଜଣା ମହିଳାଙ୍କ ସହ ବନ୍ଧୁତା କରିବା ପଡ଼ିଲା ଭାରି, ୭୪ବର୍ଷୀୟ ସାଧୁଙ୍କଠାରୁ ୧.୭୩କୋଟି ଟଙ୍କା ଠକି ନେଲେ…

ବେଙ୍ଗାଲୁରୁ : କର୍ଣ୍ଣାଟକର ଜଣେ ସାଧୁ ଠକାମିର ଶିକାର ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ୭୪ବର୍ଷୀୟ ବୃଦ୍ଧ ସାଧୁଙ୍କୁ ଫେସ୍‌ବୁକ୍‌ରେ ବନ୍ଧୁତା କରିବା ମହଙ୍ଗା ପଡ଼ିଛି । ଅଜଣା ମହିଳା ସାଧୁଙ୍କଠାରୁ ୧.୭୩କୋଟି ଟଙ୍କା ଠକି ନେଇଥିବା ଜଣା ପଡ଼ିଛି । ଏ ନେଇ ସାଧୁ କର୍ମା କେଦୁପ…
ଅଧିକ ଖବର ଦେଖନ୍ତୁ...

ରିଅଲିଟି ସୋରେ ଶିଶୁମାନଙ୍କୁ ଅଶାଳୀନ ଭାବେ ପ୍ରଦର୍ଶନ ବନ୍ଦ କର : ଟିଭି ଚ୍ୟାନେଲମାନଙ୍କୁ ସରକାରଙ୍କ ତାଗିଦ

ନୂଆଦିଲ୍ଲୀ : ଘରୋଇ ଟିଭି   ଚ୍ୟାନେଲଗୁଡ଼ିକରେ  ଛୋଟ ପିଲାଙ୍କୁ ନେଇ  ପ୍ରସାରଣ ହେଉଥିବା ବିଭିନ୍ନ ନୃତ୍ୟ ଆଧାରିତ ରିଅଲିଟି ସୋଗୁଡ଼ିକ ଉପରେ କେତେକ କଟକଣା ଲଗାଇଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଲକ୍ଷ୍ୟ କରାଯାଇଛି ଯେ ଅନେକ ନୃତ୍ୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଭଲ ରହିବ। ବେପାରିବର୍ଗଙ୍କର ସ୍ଥଗିତ ଥିବା କାମ ଦ୍ରୁତ ଗତିରେ ଆଗକୁ ବଢ଼ିବ। ମିତ୍ର ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ପରିବାରରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ। ବୃଷ: ଧାର୍ମିକ କାର୍ଯ୍ୟରେ…
ଅଧିକ ଖବର ଦେଖନ୍ତୁ...

ଏକକ ନିର୍ବାଚନ ପ୍ରସଂଗରେ ଆଲୋଚନା ପାଇଁ କମିଟି ଗଠନ କରିବେ କେନ୍ଦ୍ର ସରକାର, ବୈଠକରେ ଅନୁପସ୍ଥିତ ରହିଲେ କଂଗ୍ରେସ ସମେତ…

ନୂଆଦିଲ୍ଲୀ: ଦେଶରେ ଏକକ ନିର୍ବାଚନ ପ୍ରସ୍ତାବ ପ୍ରସଂଗରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ବିଭିନ୍ନ ରାଜନୈତିକ ଦଳର ନେଇ ଏକ ବୈଠକ ଡାକିଥିଲେ। ତେବେ, ଏହି ବୈଠକରେ କଂଗ୍ରେସ ସମେତ ସମୁଦାୟ ୮ଟି ବିରୋଧୀ ଦଳ ଅନୁପସ୍ଥିତ ରହିଥିବା ସୂଚନା ରହିଛି। ମୋଦୀ ବୈଠକକୁ…
ଅଧିକ ଖବର ଦେଖନ୍ତୁ...

କାଶ୍ମୀରରେ ୫ ହିଜବୁଲ ଆତଙ୍କବାଦୀ ଗିରଫ, ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ

ଶ୍ରୀନଗର : ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ହିଜବୁଲ ମୁଜାହିଦ୍ଦିନର ଏକ ବଡ଼ ଚକ୍ରାନ୍ତର ପର୍ଦ୍ଦାଫାଶ ହୋଇଛି । ଆଜି ଜାମ୍ମୁ ଓ କାଶ୍ମୀର ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ସୋପିଆନରୁ ୫ ଜଣ ହିଜବୁଲ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କୁ ଜେରାବେଳେ ଜଣାପଡିଥିଲା ଯେ ହିଜବୁଲ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ନ୍ୟୁଜିଲାଣ୍ଡକୁ ୨୪୨ ରନ୍‌ ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା, ଫରଗୁସନ୍‌ଙ୍କୁ ୩ ଓ୍ଵିକେଟ୍‌

ବର୍ମିଂହାମ୍‌: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ର ଅନ୍ୟତମ ଲିଗ ମ୍ୟାଚ୍‌ରେ ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୨୪୧ ରନ୍‌ କରିଛି। ନ୍ୟୁଜିଲାଣ୍ଡର ପ୍ରଭାବଶାଳୀ ବୋଲିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ଏକ ମଜବୁତ ସ୍କୋର କରିପାରି ନାହିଁ। ଲକି ଫରଗୁସନ୍‌ ୧୦…
ଅଧିକ ଖବର ଦେଖନ୍ତୁ...