Daily Archives

July 14, 2019

ଗର୍ଭବତୀ ମହିଳାଙ୍କୁ ପ୍ରସବ ସମୟରେ ଚାପୁଡ଼ା ମାରିଲେ ନର୍ସ, ଆଶ୍ଚର୍ଯ୍ୟ କରିଦେବ କାରଣ

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଘରୋଇ ହସ୍ପିଟାଲରେ ଗର୍ଭବତୀ ମହିଳାଙ୍କୁ ମାଡ଼ ମରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମହିଳାଙ୍କ ପ୍ରସବ କରାଉଥିବା ସମୟରେ ନର୍ସ ତାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ମହିଳାଙ୍କୁ ଚାପୁଡ଼ା ମାରି, ଏତେ…
ଅଧିକ ଖବର ଦେଖନ୍ତୁ...

‘ଉରୀ’ ଫିଲ୍ମରୁ ଅନୁପ୍ରାଣିତ ହୋଇ ଭାରତୀୟ ନୌସେନାରେ ଯୋଗ ଦେଲେ ଯୁବକ, ଶୁଭେଚ୍ଛା ଜଣାଇଲେ ବିକି କୌଶଲ

ମୁମ୍ବାଇ : କିଛି ଫିଲ୍ମ ଏମିତି ଥାଏ, ଯାହା ଦର୍ଶକଙ୍କ ମନୋରଞ୍ଜନ କରିଥାଏ । ସେଭଳି କିଛି ଫିଲ୍ମ ଏଭଳି ମଧ୍ୟ ରହିଥାଏ, ଯାହାକୁ ଦର୍ଶକ ଦେଖିବା ପରେ ସେମାନଙ୍କୁ କିଛି ନୂଆ କରିବାର ପ୍ରୋତ୍ସାହନ ମିଳିଥାଏ । ସେ ସବୁ ଫିଲ୍ମ ମଧ୍ୟରେ ଗୋଟେ ହେଉଛି, ବିକି କୌଶଲଙ୍କ ଫିଲ୍ମ ‘ଉରୀ: ଦ ସର୍ଜିକାଲ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ ଜିତିବା ପରେ ବିଜୟୀ ଦଳକୁ ଏହି କାରଣରୁ ମିଳି ନଥାଏ ଅସଲି ଟ୍ରଫି, ଜାଣନ୍ତୁ ହାରୁଥିବା ଦଳକୁ ମିଳିବ କେତେ କୋଟି…

ନୂଆଦିଲ୍ଲୀ : ଆଜି ଆଇସିସି ବିଶ୍ୱକପ-୨୦୧୯ର ଫାଇନାଲ ଲଣ୍ଡନର ଲାର୍ଡସରେ ଖେଳାଯାଇଥିବା ବେଳେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍‌ ଜାରି ରହିଛି । ଯେଉଁ ଦଳର ବିଶ୍ୱକପ-୨୦୧୯ ଜିତିବ ତାକୁ କେତେ ଟଙ୍କା ଏବଂ ଯେଉଁ ଦଳର ହାରିବ ତାକୁ କେତେ ଟଙ୍କା ଦିଆଯିବ, ସେ ବିଷୟରେ ଆସନ୍ତୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ଧର୍ମଗ୍ରନ୍ଥ ଆଦି କିଣିବେ। ପ୍ରତିଟି କାମରେ ସଫଳତା ମିଳିବ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ଅଫିସରେ ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ମିଳିପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ହର ପାର୍ବତୀ। ବୃଷ: ଆପଣଙ୍କର କାମ ମନ୍ଥର ଗତିରେ ପୂରା ହେବାର…
ଅଧିକ ଖବର ଦେଖନ୍ତୁ...

ବିଜେଡି ଲୋକସଭା-ରାଜ୍ୟସଭା ସାଂସଦଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ସପ୍ତଦଶ ଲୋକସଭା ତଥା ରାଜ୍ୟସଭାର ସଦସ୍ୟ ଭାବରେ ଓଡ଼ିଶାରୁ ନିର୍ବାଚିତ ହୋଇ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ସାଂସଦ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ପୂରଣ ତଥା ଓଡ଼ିଶାର…
ଅଧିକ ଖବର ଦେଖନ୍ତୁ...

୨୦ଟଙ୍କା ଚୋରାଇବା ଅପରାଧରେ ଏହି ବ୍ୟକ୍ତିଙ୍କୁ ୪୧ ବର୍ଷ ପରେ ମିଳିଲା ନ୍ୟାୟ, ନିର୍ଦ୍ଦୋଷରେ ହେଲେ ଖଲାସ

ଭୋପାଳ: ମଧ୍ୟପ୍ରଦେଶର ଗ୍ଵାଲିୟରରେ ୨୦ଟଙ୍କା ଚୋରି କରିଥିବା ମାମଲାରେ ଜଣେ ବ୍ୟକ୍ତିକୁ ୪୧ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ଗ୍ଵାଲିୟରରେ ଆୟୋଜିତ ଏକ ଲୋକ ଅଦାଲତରେ ଅଭିଯୁକ୍ତ ଇସ୍ମାଇଲ ଖାନ୍‌କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ଏହି ମାମଲାକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚୋର…
ଅଧିକ ଖବର ଦେଖନ୍ତୁ...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କ ସହ ଗଣଦୁଷ୍କର୍ମ

କୋଟା: ରାଜସ୍ଥାନର ପ୍ରେମ ନଗର ଅଞ୍ଚଳର ଜଣ ମହିଳାଙ୍କୁ ଚାକିରିର ଲୋଭ ଦେଖାଇ ପାଞ୍ଚ ଜଣ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ହେଉଛନ୍ତି କୋଟାର ଦୁର୍ଗେଶ ଗୌତମ, ସ୍ୱାମୀ ମାଧପୁରର ରବି, ଯୋଗେଶ, ଶିବଶଙ୍କର ଓ ଗାଙ୍ଗପୁର ସିଟିର ବିକ୍ରମ। ପୀଡ଼ିତା ତାଙ୍କ ଅଭିଯୋଗରେ…
ଅଧିକ ଖବର ଦେଖନ୍ତୁ...

ଜେସିବିର ନାଗିନ ଡ୍ୟାନ୍ସ !

ନୂଆଦିଲ୍ଲୀ: ଭାରତରେ ଯଦି କେଉଁଠି ଖୋଳାଖୋଳି କାର୍ଯ୍ୟ ହେଉଥାଏ, ତେବେ ଜେସିବି ମେସିନରେ ଖୋଳାଯାଉଥିବ | ଏହାକୁ ଦେଖିବାକୁ ଲୋକଙ୍କର ଆଗ୍ରହ ମଧ୍ୟ ଦେଖିବାକୁ ମିଳିଥାଏ | ତେବେ ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ବୁଲୁଛି ଯାହାକୁ ଦେଖିଲେ ଆପଣ ନ ହସି ରହିପାରିବେନି | କାରଣ ଜେସିବିର…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ତିନି ଠାକୁରଙ୍କ ଅଧରପଣା ନୀତି

ପୁରୀ : ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି ଆରମ୍ଭ ହୋଇଯାଇଛି। ଏହି ନୀତି ପାଇଁ ଶ୍ରୀବିଗ୍ରହମାନଙ୍କ ତିନି ରଥରେ ୯ଟି ମାଟିପାତ୍ର ସଜ ବସିଥିଲା। ସିଂହଦ୍ଵାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ମୁହଁରେ ତୁଣ୍ଡି ବାନ୍ଧି ପାଣି ଆଣିଥିଲେ। ପାଣି ଛଣା ହୋଇ ପିତ୍ତଳ ହଣ୍ଡାରେ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକା ବିବାହର ଛଅମାସ ପରେ ଭେଟିବାକୁ ପହଞ୍ଚିଥିଲା ପ୍ରେମିକ, ଗ୍ରାମବାସୀ କଲେ ଏଭଳି ଅବସ୍ଥା

ଆଗ୍ରା: ତାଜନଗରି ଆଗ୍ରାର ଖେଦୌଲି ଥାନା ଅଞ୍ଚଳରେ ଜଣେ ଯୁବକକୁ ଗ୍ରାମବାସୀ ଧରି ଗତ ଶନିବାର ଲଣ୍ଡା କରି ଦେଇଥିବା ଘଟଣା ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ, ଗତ ଶନିବାର ଏକ ମୋଟରସାଇକେଲ୍‌ରେ ଦୁଇ ଅଜ୍ଞାତ ଯୁବକ ବାରମ୍ବାର ଗ୍ରାମରେ ବୁଲିବାକୁ ଲାଗିଥିଲେ। ଏହି ଦୁଇ ଯୁବକଙ୍କ ହାବଭାବ…
ଅଧିକ ଖବର ଦେଖନ୍ତୁ...