Daily Archives

September 2, 2019

ହ୍ୱାଟ୍ସଆପ ବ୍ୟାନ କରିପାରେ ଆପଣଙ୍କ ଆକାଉଣ୍ଟ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ହ୍ଵାଟ୍ସଆପର ଯଦି ସର୍ତ୍ତ ଆପଣ ନ ମାନନ୍ତି ତେବେ ଆପଣଙ୍କ ଆକାଉଣ୍ଟ ମଧ୍ୟ ସାମୟିକ ପାଇଁ ବ୍ଳକ କରିଦିଆଯାଇପାରେ | ତେବେ ହ୍ଵାଟ୍ସଆପର ସର୍ତ୍ତ କଣ ଜାଣନ୍ତୁ | ହ୍ଵାଟ୍ସଆପ ତାହାର ନିୟମରେ ଉଲ୍ଲେଖ କରିଛି ଯେ ଯଦି କେହି ବ୍ୟବହାରକାରୀ ହ୍ଵାଟ୍ସଆପର ତୃତୀୟ ପକ୍ଷ ଆପ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପାଲଟିଛି ବଜ୍ରପାତର ରାଜ୍ୟ, ୪ ମାସ ଭିତରେ ୯ ଲକ୍ଷ ଥର ବିଜୁଳି ମାରିଛ

ଭୁବନେଶ୍ୱର: ଓଡ଼ିଶା ପାଲଟି ଯାଇଛି ବଜ୍ରପାତର ରାଜ୍ୟ। ଏହିଭଳି ସାଂଘାତିକ ତଥ୍ୟ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆଇଏମଡି ରିପୋର୍ଟ କହୁଛି, ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ୯ ଲକ୍ଷ ଥର ବିଜୁଳି ମାରିଛି। ଆଉ ଏଥିରେ ୨୨୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ବାତ୍ୟା ଫନି ସମୟରେ ଅର୍ଥାତ ମାତ୍ର ଦୁଇ…
ଅଧିକ ଖବର ଦେଖନ୍ତୁ...

ଆମେରିକା ଆଡକୁ ମୁହାଁଉଛି ଭୟଙ୍କର ସାମୁଦ୍ରିକ ଝଡ଼ ଡୋରିଆନ, ପବନର ବେଗ ୩୦୦ କିମି ଟପିବା ଆଶଙ୍କା

ଫ୍ଲୋରିଡା : ଆଟଲାଣ୍ଟିକ ମହାସାଗରରେ ସୃଷ୍ଟି ହୋଇ ଆମେରିକା ଉପକୂଳ ଆଡକୁ ମୁହାଁଇଥିବା ସାମୁଦ୍ରିକ ଝଡ଼ ଡୋରିଆନ ଗ୍ରାଣ୍ଡ ବାହାମା ଦ୍ୱୀପରେ ପ୍ରବଳ କ୍ଷୟକ୍ଷତି ଘଟାଇଛି । ଲୋକମାନଙ୍କ ଘରର ଛାତ ଉଡିଯାଇଛି, ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି, ଗଛ ସବୁ ଭାଙ୍ଗି ରାସ୍ତାଘାଟ ଅବରୋଧ ହୋଇଛି । ଏହା…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି ରାଜା ଉଦିତ ପ୍ରତାପ ଦେଓଙ୍କ ପରଲୋକ

କଳାହାଣ୍ଡି: କଳାହାଣ୍ଡିର ରାଜା ଉଦିତ ପ୍ରତାପ ଦେଓଙ୍କର ସୋମବାର ସଂଧ୍ୟାରେ ୭୧ ବର୍ଷ ବୟସରେ ଦେହାନ୍ତ ହୋଇଛି। କିଛି ଦିନ ତଳୁ ସେ ଅସୁସ୍ଥ ହୋଇ ଚିକିତ୍ସା ପାଇଁ ଏକ ବେସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଥିଲେ। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି।…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ ଗ୍ରୁପ୍’ର ଡିଜିଟାଲ୍ ନ୍ୟୁଜରୁମ୍ ଉଦଘାଟନ କଲେ ସୌମ୍ୟରଂଜନ: ପରିବର୍ତ୍ତନ ସହ ପାଦ ମିଳାଇ ପାଠକଙ୍କ ବିଶ୍ୱାସ…

ଭୁବନେଶ୍ବର:  ଡିଜିଟାଲ ଯୁଗରେ ଆପଣଙ୍କ ହାତମୁଠାରେ ପ୍ରତି ମୁହୂର୍ତ୍ତରେ, ପ୍ରତିଟି ଘଟଣାର ଟିକିନିଖି ଖବର ଚୁଟକିରେ ପହଞ୍ଚାଉଛି ‘ସମ୍ବାଦ ଗ୍ରୁପ’ର ଡିଜିଟାଲ ପ୍ଲାଟଫର୍ମ । ଆପଣଙ୍କୁ ତାଜା ଖବର ଦେବାକୁ ଆମର ସବୁ ଟିମ୍ ସବୁବେଳେ ସଜାଗ ରହିଛନ୍ତି । ଲେଖା ମାଧ୍ୟମରେ ଭିନ୍ନଭିନ୍ନ ତଥ୍ୟ ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

ପାଉଁରୁଟି କାରଖାନାରେ ଗଣ୍ଡଗୋଳ ମାମଲାରେ ଶମ୍ଭୁ ଗିରଫ

ଖଣ୍ଡଗିରି: ଘରଭଡ଼ା ଆଦାୟକୁ କେନ୍ଦ୍ର କରି ପାତ୍ରପଡ଼ାସ୍ଥିତ ଏକ ପାଉଁରୁଟି କାରଖାନାରେ ଗଣ୍ଡଗୋଳ କରିଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ପାତ୍ରପଡ଼ା ଗାଁର ରଶ୍ମିରଞ୍ଜନ ପାଟ୍ଟଶାଣୀ ଓରଫ ଶମ୍ଭୁ(୩୫)କୁ ଗିରଫ କରିଛି। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ତାକୁ କୋର୍ଟଚାଲାଣ କରାଯିବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁର ଆବଡାଖାବଡା ରାସ୍ତାରେ ଚାଲିଲେ ମହାକାଶ ଯାତ୍ରୀ, ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ

ବେଙ୍ଗାଲୁରୁ: କଳାକାରଙ୍କ ଭାବନାର କୌଣସି ସୀମା ନଥାଏ। କଳାକାରଙ୍କ ଏହି ଭାବନା ହେତୁ ସେମାନଙ୍କୁ ସାଧାରଣ ଜନତାଠାରୁ ସ୍ୱତନ୍ତ୍ର କରି ରଖିଥାଏ। ବେଙ୍ଗାଲୁରୁର କଳାକାର ବାଦଲ ଏନ୍‌ ସ୍ୱାମୀ ପ୍ରଥମରୁ ନିଜର କଳାର ଯାଦୁରେ ପ୍ରଶାସନଙ୍କ ଧ୍ୟାନ ଜନସମସ୍ୟା ଆଡକୁ ଆକର୍ଷିତ କରିଥାଆନ୍ତି। ଚଳିତ ଥର…
ଅଧିକ ଖବର ଦେଖନ୍ତୁ...

ଋଷିଆକୁ ଅଗ୍ରୀମ କିସ୍ତି ପ୍ରଦାନ କଲା ଭାରତ, ଆସନ୍ତା ବର୍ଷ ମିଳିବ ପ୍ରଥମ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ

ନୂଆଦିଲ୍ଲୀ : ଆମେରିକାର କଟକଣା ଧମକ ଓ ପ୍ରଲୋଭନ ସତ୍ତ୍ୱେ ଋଷିଆଠାରୁ ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମ ଏସ-୪୦୦ ଟ୍ରିୟମ୍ପ ପାଇବାକୁ ଆଉ ପାଦେ ଆଗେଇଛି ଭାରତ । ଗତ ସପ୍ତାହରେ ପ୍ରଥମ କିସ୍ତି ପେମେଣ୍ଟ ଭାରତ ଋଷିଆକୁ ପ୍ରଦାନ କରିଛି । ପ୍ରଥମ କିସ୍ତି ପେମେଣ୍ଟ ମିଳିବା ପରେ ଆସନ୍ତା ବର୍ଷ…
ଅଧିକ ଖବର ଦେଖନ୍ତୁ...

ଭଡ଼ାଟିଆର ଝିଅ ସହ ଦୁଷ୍କର୍ମ କରି ଗର୍ଭବତୀ କରାଇଲେ ଘର ମାଲିକ

ସମସ୍ତିପୁର: ବିହାରର ସମସ୍ତିପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ନିଜ ଘରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଝିଅ ସହ ଦୁଷ୍କର୍ମ କରି ଗର୍ଭବତୀ କରାଇ ଦେଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଗର୍ଭବତୀ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଦଲସିଂହପୁଲିସ୍‌ ଥାନା ଅଧୀନରେ…
ଅଧିକ ଖବର ଦେଖନ୍ତୁ...

ଋଷ ଲାଣ୍ଡର ଦେବାକୁ ମନା କରିବା ପରେ ହାର ମାନି ନଥିଲେ ଭାରତୀୟ ବୈଜ୍ଞାନିକ, ସ୍ୱଦେଶୀ ଲାଣ୍ଡର ବିକଶିତ କରି…

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ମିଶନରେ ଭାରତକୁ ବଡ ସଫଳତା ମିଳିଛି । ସଫଳତାର ଗୋଟିଏ ପରେ ଗୋଟିଏ ସିଡ଼ି ଚନ୍ଦ୍ରଯାନ-୨ ଚଢିଚାଲିଛି । ଇସ୍ରୋ ଯେପରି ଆକଳନ କରିଥିଲା, ଠିକ୍‌ ସେହିଭଳି ଭାରତୀୟ ମହାକାଶଯାନ ଗତି କରୁଛି । ଆଜି ସଫଳତାର ସହ ଅର୍ବିଟର ଠାରୁ ଲାଣ୍ଡର ବିକ୍ରମ ଅଲଗା ହୋଇଛି । ପ୍ରାୟ ୨୦…
ଅଧିକ ଖବର ଦେଖନ୍ତୁ...