Daily Archives

October 2, 2019

ଆଗକୁ ୫ ସେକେଣ୍ଡ ମଧ୍ୟରେ ଡିଲିଟ୍‌ ହୋଇଯିବ ହ୍ଵାଟ୍‌ସଆପ୍‌ରେ ପଠାଯାଇଥିବା ମେସେଜ୍‌ !

ନୂଆଦିଲ୍ଲୀ : ବିଭିନ୍ନ ସମୟରେ ନିଜ ବ୍ୟବହାରକାରୀଙ୍କୁ ନୂଆ ଅନୁଭବ ଦେବାର ପ୍ରୟାସ କରିଥାଏ ହ୍ଵାଟ୍‌ସଆପ୍‌ । କିଛି ଦିନ ମଧ୍ୟରେ ହ୍ଵାଟ୍‌ସଆପ୍‌ ଅନେକ ନୂଆ ଫିଚର ଆଣି ସାରିଥିବା ବେଳେ ଏବେ ଆଉ ଏକ ନୂଆ ଫିଚର ଉପରେ କାମ କରୁଥିବା ଜଣାପଡ଼ିଛିି । ଏହି ଫିଚର ଆସିବା ଦ୍ୱାରା ମେସେଜ୍‌ ପଠାଇବା ପରେ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ‘ରିଙ୍ଗରୋଡ୍‌’ର ନାମ ହେଲା ‘ମହାତ୍ମା ଗାନ୍ଧୀ ମାର୍ଗ’, ୧୯୨୮ରେ ଗାନ୍ଧିଜୀ ଦୁଇ ଥର ଏଠାରେ କରିଥିଲେ ସମାବେଶ

ସମ୍ବଲପୁର: ସ୍ଥାନୀୟ ନେଲସନ ମଣ୍ଡେଲା ଛକରୁ ଲକ୍ଷ୍ମୀଡୁଙ୍ଗୁରି ପର୍ଯ୍ୟନ୍ତ ଯାଇଥିବା ସାଢେ ୭ କିଲୋମିଟର ଲମ୍ବ ‘ରିଙ୍ଗରୋଡ଼’ର ନାମ ପରିବର୍ତ୍ତନ କରାଯାଇଛି। ଏହାର ନାମ ବୁଧବାର ‘ମହାତ୍ମା ଗାନ୍ଧୀ ମାର୍ଗ’ ରଖାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଦୁଇ ଥାକିଆ କରାଯାଇଛି। ଏସଏମସି ପକ୍ଷରୁ ଏହାର…
ଅଧିକ ଖବର ଦେଖନ୍ତୁ...

ଶୌଚାଳୟ ଯିବାକୁ ମନା କରିବାରୁ ବିମାନରେ ନିଜ ପରିଶ୍ରା ଉପରେ ବସି ଦୀର୍ଘ ୭ଘଣ୍ଟା ଯାତ୍ରା କଲେ ମହିଳା

ନୂଆଦିଲ୍ଲୀ : ବିମାନ ମଧ୍ୟରେ ଘଟିଥିବା ଅନେକ ଅଜବ ଘଟଣା ବିଷୟରେ ପୂର୍ବରୁ ଆମେ ଆପଣଙ୍କୁ ଅବଗତ କରାଇଛୁ । ଏବେ ଏୟାର କାନାଡା ବିମାନରେ ଘଟିଥିବା ଘଟଣା ସେ ସବୁ ଘଟଣାଠାରୁ ସଂପୁର୍ଣ୍ଣ ଭିନ୍ନ ବୋଲି ଜଣାପଡ଼ିଛି । ଜଣେ ମହିଳା ୭ଘଣ୍ଟା ଧରି ଏୟାର କାନାଡା ବିମାନରେ ନିଜ ପରିଶ୍ରା ଉପରେ ବସି ରହି…
ଅଧିକ ଖବର ଦେଖନ୍ତୁ...

ସଫାଇଗିରି ୨୦୧୯ : ‘ସବୁଠାରୁ ପ୍ରଭାବଶାଳୀ ସ୍ୱଚ୍ଛତା ଦୂତ’ ଭାବେ ସମ୍ମାନିତ ହେଲେ ସଚ୍ଚିନ ତେନ୍ଦୁଲକର

ନୂଆଦିଲ୍ଲୀ : କ୍ରିକେଟର ଭଗବାନ ବୋଲି କୁହାଯାଉଥିବା ସଚ୍ଚିନ ତେନ୍ଦୁଲକରଙ୍କୁ ଏବେ ଆଉ ଏକ ବିଶେଷ କାରଣ ନେଇ ସମ୍ମାନିତ କରାଯାଇଛି । ସଫାଇଗିରି ୨୦୧୯ କାର୍ଯ୍ୟକ୍ରମରେ ତାଙ୍କୁ ‘ସବୁଠାରୁ ପ୍ରଭାବଶାଳୀ ସ୍ୱଚ୍ଛତା ଦୂତ’ ଭାବେ ସମ୍ମାନିତ କରାଯାଇଛି । ଜାତୀୟ ଗଣମାଧ୍ୟମ  ଇଣ୍ଡିଆ ଟୁଡେ ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ। ଧର୍ମସ୍ଥାନକୁ ଯାତ୍ରା ଯୋଗ ରହିଛି। ଭାବିଥିବା କାମ ସ˚ପୂର୍ଣ୍ଣ ହୋଇଯିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ହେବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୮। ବୃଷ: ପ୍ରଗତିରେ ଅବରୋଧ ହୋଇପାରେ। ସମସ୍ୟାକୁ ଧୈର୍ଯ୍ୟ ଧରି ମୁକାବିଲା କରନ୍ତୁ…
ଅଧିକ ଖବର ଦେଖନ୍ତୁ...

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ୧୫୦ଟଙ୍କିଆ ସ୍ୱତନ୍ତ୍ର ମୁଦ୍ରା ଉନ୍ମୋଚନ କଲେ ମୋଦୀ

ଅହମଦାବାଦ : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ୧୫୦ ଟଙ୍କିଆ ସ୍ମରଣିକା ମୁଦ୍ରାର ଉନ୍ମୋଚନ କରିଛନ୍ତି । ଏଠାରେ ଅନୁଷ୍ଠିତ ଏକ ସମାରୋହରେ ସେ କହିଛନ୍ତି ଯେ ଆଜିକାଲି ବିଶ୍ୱ ସମ୍ମୁଖୀନ ହେଉଥିବା ସବୁ ସମସ୍ୟାର ସମାଧାନ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ପୁଲିସକୁ ଗାଳି ନେଇ ଭିଡ଼ିଓ ଭାଇରାଲ ଘଟଣାରେ ଅଭିଯୁକ୍ତ ନେତା ଗିରଫ

ଝାରସୁଗୁଡ଼ା: ପୁଲିସକୁ ଗାଳି ନେଇ ଭିଡିଓ ଭାଇରାଲ ହେବାର ଦିନକ ପରେ ଏହି ଘଟଣା ସହିତ ସଂପୃକ୍ତ ବିଜେଡିର ଜଣେ ନେତାଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବିଧାୟକ କିଶୋର ମହାନ୍ତିଙ୍କ ସମର୍ଥକ ଶମ୍ଭୁ ମହାନ୍ତି। ଝାରସୁଗୁଡ଼ା ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି ବୁଧବାର ଏହି ସୂଚନା…
ଅଧିକ ଖବର ଦେଖନ୍ତୁ...

ବିରାଟଙ୍କୁ ନେଇ ଶରୀରରେ ୧୪ଟି ଟାଟୁ ଆଙ୍କିଥିବା ଓଡ଼ିଆ ପ୍ରଶଂସକଙ୍କୁ ଭେଟିଲେ କୋହଲି, ଖୁସିରେ ଆଲିଙ୍ଗନ କଲେ

ଭୁବନେଶ୍ୱର: କ୍ରିକେଟ୍‌ ତାରକା ବିରାଟ କୋହଲି ତାଙ୍କର ଜଣେ ଓଡ଼ିଆ ପ୍ରଶଂସକଙ୍କୁ ଭେଟିଛନ୍ତି। ଓଡ଼ିଆ ଯୁବକ ପିଣ୍ଟୁ ବେହେରା କୋହଲିଙ୍କର ଜଣେ ବଡ଼ ପ୍ରଶଂସକ। ସେ କୋହଲିଙ୍କୁ ନେଇ ତାଙ୍କ ଶରୀରରେ ୧୪ଟି ଟାଟୁ କରିଛନ୍ତି। ଏହି ୩୧ ବର୍ଷିଅ ଓଡ଼ିଆ ଯୁବକ ଜଣକ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେଉଥିବା…
ଅଧିକ ଖବର ଦେଖନ୍ତୁ...

ମତଦାନକୁ ସୁରୁଖୁରୁରେ ସଂପାଦନ କରିବା ଲକ୍ଷ୍ୟରେ ପ୍ରଥମ ଥର ପାଇଁ ଝାଡ଼ଖଣ୍ଡରେ ପ୍ରଚଳନ ହେବ ଟୋକନ୍‌ ବ୍ୟବସ୍ଥା

ରାଞ୍ଚି: ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମତଦାନ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସଂପାଦନ କରିବା ଲକ୍ଷ୍ୟ ନେଇ ନିର୍ବାଚନ କମିଶନ ସର୍ବପ୍ରଥମ ଥର ପାଇଁ ଟୋକନ୍‌ ବ୍ୟବସ୍ଥା ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ, ନିଜ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

କଶ୍ମୀର ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ସାଉଦି ଆରବର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନଙ୍କ ନିକଟରେ ସ୍ପଷ୍ଟ…

ରିୟାଦ୍‌: ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍‌ ଡୋଭାଲ ଆଜି ସାଉଦି ଆରବର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନ୍‌ଙ୍କୁ ରିୟାଦ୍‌ରେ ଭେଟିବା ସହ ତାଙ୍କ ସହିତ କଶ୍ମୀର ପ୍ରସଙ୍ଗ ନେଇ ମଧ୍ୟ ଆଲୋଚନା କରିଛନ୍ତି। କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନ୍‌ଙ୍କ ସହିତ ଜାତୀୟ…
ଅଧିକ ଖବର ଦେଖନ୍ତୁ...