Daily Archives

October 2, 2019

ବିହାର ବନ୍ୟା: ମୃତ୍ୟୁ ସଂଖ୍ୟା ୬୬ ଛୁଇଁଲା, ମୃତକ ପରିବାରକୁ ୪ ଲକ୍ଷ ଲେଖାଏଁ କ୍ଷତି ପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପାଟ୍‌ନା: ଲଗାଣ ବର୍ଷା ହେତୁ ବିହାରରେ ଉପୁଜିଥିବା ବନ୍ୟାରେ ବୁଧବାର ମୃତ୍ୟୁ ସଂଖ୍ୟା ୬୬ ଛୁଇଁଛି । ରାଜଧାନୀ ପାଟ୍‌ନାର ଅନେକ ସ୍ଥାନରେ ଏବେ ବି ପାଣି ଜମି ରହିଛି। ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତି ପୂରଣ ଦେବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

୭୦ ବର୍ଷ କେସ ଲଢିବା ପରେ ପାକିସ୍ତାନ କବଳରୁ ୩୫ ନିୟୁତ ପାଉଣ୍ଡ ମୁକୁଳାଇଲେ ହାଇଦ୍ରାବାଦର ନିଜାମ

ଲଣ୍ଡନ : ଏକ ଐତିହାସିକ ଘଟଣାକ୍ରମରେ ତତ୍‌କାଳୀନ ହାଇଦ୍ରାବାଦ ରାଜ୍ୟର ୮ମ ନିଜାମ ପାକିସ୍ତାନ ସରକାରଙ୍କ ବିରୋଧରେ ଏକ ବଡ଼ ମାମଲା ଜିତିଛନ୍ତି । ଏହା ଫଳରେ ନିଜାମଙ୍କ ପରିବାର ପ୍ରାୟ ୩୫ ନିୟୁତ ପାଉଣ୍ଡ ମୂଲ୍ୟର ସଂପତ୍ତି ଫେରିପାଇବ । ପ୍ରାୟ ୭୦ ବର୍ଷ ଧରି ଏହି ମାମଲା ବ୍ରିଟିଶ କୋର୍ଟରେ…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀ ଜୟନ୍ତୀରେ ଓଡ଼ିଶାର ବିଭିନ୍ନ ଜେଲରୁ ମୁକୁଳିଲେ ୭ କଏଦୀ

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ବୁଧବାର ରାଜ୍ୟର ୩ଟି ଜେଲରୁ ୭ ଜଣ କଏଦୀ ମୁକୁଳିଛନ୍ତି। କଟକ ଜିଲ୍ଳାର ଚୌଦ୍ୱାର, କେନ୍ଦୁଝର ଓ ଝାରସୁଗୁଡ଼ା ଜେଲରୁ ଏହି କଏଦୀମାନଙ୍କୁ ଦୋଷୀମାନଙ୍କୁ କରାଯାଉଥିବା କ୍ଷମାଦାନ ଯୋଜନାରେ ମୁକ୍ତ କରି ଦିଆଯାଇଛି। ଏଡିଜି…
ଅଧିକ ଖବର ଦେଖନ୍ତୁ...

ବଞ୍ଚିଥିବା ବେଳର ରହସ୍ୟ ମୃତ୍ୟୁ ପରେ ଫିଟିଲା, ଶବକୁ ନିଜ ସ୍ୱାମୀ କହି ଦାବି କଲେ ସାତ ପତ୍ନୀ

ହରିଦ୍ୱାର: ପୁଲିସ୍‌ କଳ୍ପନା କରିପାରି ନଥିବା ପରି ଘଟଣାଟିଏ ଘଟିଛି ହରିଦ୍ୱାରରେ। ରବିବାର ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ପରେ ଏକାଥରକେ ୫ ଜଣ ମହିଳା ଆସି ବ୍ୟକ୍ତି ଜଣଙ୍କୁ ତାଙ୍କ ସ୍ୱାମୀ ବୋଲି ଦାବି କରିଛନ୍ତି। ପ୍ରତ୍ୟେକ ମହିଳା ନିଜକୁ ମୃତକଙ୍କ ପତ୍ନୀ ବୋଲି କହିଥିବା ବେଳେ ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ଭାରତ କାହିଁକି ଏସ-୪୦୦ କିଣୁଛି, ତାହାକୁ ଆମେରିକା ନିଶ୍ଚିତ ଭାବେ ବୁଝିପାରିବ : ଜୟଶଙ୍କର

ଓ୍ଵାସିଂଟନ : ଭାରତ କେଉଁ ସୁରକ୍ଷା ଆବଶ୍ୟକତା ପାଇଁ ଋଷିଆଠାରୁ ଏସ-୪୦୦ ଟ୍ରିୟମ୍ପ ଏୟାର ଡିଫେନ୍ସ ସିଷ୍ଟମ କିଣିବାକୁ ଯାଉଛି ସେ ସଂପର୍କରେ ଟ୍ରମ୍ପ ପ୍ରଶାସନକୁ ଅବଗତ କରାଯାଇଛି। ଭାରତର ସ୍ଥିତିକୁ ଟ୍ରମ୍ପ ପ୍ରଶାସନ ବୁଝିପାରିବ ବୋଲି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି । ଆମେରିକା…
ଅଧିକ ଖବର ଦେଖନ୍ତୁ...

ସ୍ୱାସ୍ଥ୍ୟ ସେବା ନେଇ ମତାମତ ନିଆଯିବ, ଅନୁକୂଳ ହେଲେ ମିଳିବ ପୁରସ୍କାର-ପଦୋନ୍ନତି: ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: କ୍ୟାପିଟାଲ ହସ୍‌ପିଟାଲ ପରିସରରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ପରେ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ନିଜର ପ୍ରତିକ୍ରିୟା ରଖିଛନ୍ତି। ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ସାଧାରଣ ଲୋକଙ୍କୁ କଲ ସେଣ୍ଟର ମାଧ୍ୟମରେ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ରଣବୀରଙ୍କୁ ରାତିରେ ଖାଇବାକୁ ଦେବେ ନାହିଁ ବୋଲି ଧମକ ଦେଲେ ଦୀପିକା

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କ ସ୍କୁଲ୍‌ ରିପୋର୍ଟ କାର୍ଡକୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରିବା ପରେ ଶିକ୍ଷକଙ୍କ ନକାରାତ୍ମକ ମତାମତକୁ ସମର୍ଥନ କରି ଉତ୍ତର ରଖିଥିଲେ ସ୍ୱାମୀ ତଥା ବଲିଉଡ୍‌ ସୁପର୍‌ଷ୍ଟାର୍‌ ରଣବୀର ସିଂହ। ରଣବୀରଙ୍କ ଉତ୍ତରରେ ପ୍ରତ୍ୟୁତ୍ତୋର ରଖିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଭାରତ ଆଣବିକ ପରୀକ୍ଷା କରିଥିବା ନେଇ ପାକିସ୍ତାନରେ ଗୁଜବ, ଲୋକେ ଆତଙ୍କିତ , ଘଟଣା କ’ଣ ଜାଣନ୍ତୁ

ପୋଖରାନ : ମଙ୍ଗଳବାର ସଂଧ୍ୟାରେ ରାଜସ୍ତାନର ପୋଖରାନ ରେଞ୍ଜରେ ହଠାତ ଏକ ଭୀଷଣ ଶବ୍ଦ ହେଲା । ବିସ୍ଫୋରଣଟି ଏତେ ଭୟାନକ ଥିଲା ଯେ ତାହାର ପ୍ରଭାବରେ ଆଖପାଖ ଅଞ୍ଚଳ ଥରିଉଠିଲା । ଲୋକମାନେ ଭୟରେ ବାହାରକୁ ପଳେଇ ଆସିଲେ । ଏହାର କମ୍ପନ ସୀମା ଡେଇଁ ପାକିସ୍ତାନରେ ମଧ୍ୟ ଅନୁଭୂତ ହେଲା । ଏକ…
ଅଧିକ ଖବର ଦେଖନ୍ତୁ...

ଗୀତା: ଅସ୍ତ୍ର କାଟିପାରେନା, ଅଗ୍ନି ଜାଳିପାରେନା, ଜଳ ଓଦା କରିପାରେନା କି ପବନ ଶୁଖାଇ ପାରେନା; କିଏ ସିଏ?

ଭାରତୀୟ ଧର୍ମଧାରାର ସବୁଠାରୁ ଲୋକପ୍ରିୟ ପୁସ୍ତକ ତଥା ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିସୃତ ବାଣୀ ଶ୍ରୀମଦ୍ଦ ଭଗବଦ୍‌ ଗୀତାରେ ଯାହା ସବୁ ରହିଛି ସେ ସବୁକୁ ଅଧ୍ୟୟନ କରି ତାହାକୁ କାମରେ ଲଗାଇବା ପାଇଁ ଗୋଟାଏ ଜୀବନ ବି କମ୍‌ ପଡ଼ିଯିବ। ଗୀତାର ପ୍ରତ୍ୟେକ ଶ୍ଳୋକ, ଧାଡ଼ି ଓ ଶବ୍ଦରେ ଲୁଚି ରହିଛି ମହତ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ‘ମୋ ସରକାର’: ୯ ଜଣଙ୍କ ସହ କଥା ହେଲା ପରେ ନବୀନ କହିଲେ, ‘ଉତ୍ତର’ ସନ୍ତୋଷଜନକ

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ବୁଧବାର ‘ମୋ ସରକାର’ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଆଜି ୯ ଜଣ ଲୋକଙ୍କ ସହ କଥା ହୋଇଛି ଏବଂ ସମସ୍ତେ ଅତି…
ଅଧିକ ଖବର ଦେଖନ୍ତୁ...