Daily Archives

November 8, 2019

ଅଭିନେତ୍ରୀ କଙ୍ଗନାଙ୍କ ସହ ବାପାଙ୍କର ଥିବା ପ୍ରେମ ସଂପର୍କକୁ ନେଇ ମୁହଁ ଖୋଲିଲେ ସୁରଜ: ଯାହା ବି ଥିଲା, ଏବେ ଶେଷ ହୋଇ…

ମୁମ୍ବାଇ : ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ଓ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କର ଖବର ଖୁବ୍‌ ପୁରୁଣା । ଦୁହିଁଙ୍କ ମଧ୍ୟରେ ପ୍ରଥମେ ପ୍ରେମ ହେବା ଓ ପରେ ପ୍ରେମ ଘୃଣାରେ ପରିଣତ ହେବାର ଖବର ସମସ୍ତେ ପାଇଥିଲେ ଓ ଦେଖିଥିଲେ ମଧ୍ୟ । ଏବେ ଦୁହିଁଙ୍କ ସଂପର୍କକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଅନ୍ଧ ଭକ୍ତି : ଗେରୁଆ ରଙ୍ଗ ଲଗାଯାଇଥିବାରୁ ମନ୍ଦିର ବୋଲି ଭାବି ପୂଜା କରୁଥିଲେ ଲୋକେ, ପରେ ସାମ୍ନାକୁ ଆସିଲା ସତ

ହାମିରପୁର(ଉତ୍ତରପ୍ରଦେଶ) : ଭଗବାନଙ୍କ ପାଇଁ ଭକ୍ତି ରହିବା ଭଲ । କିନ୍ତୁ ଭକ୍ତି କରିବାକୁ ଯାଇ ଅନ୍ଧ ହୋଇଯିବା ଆଦୌ ଠିକ୍‌ ନୁହେଁ । କିଛି ସେଭଳି ଘଟଣା ଉତ୍ତରପ୍ରଦେଶର ହାମିରପୁର ଜିଲ୍ଲାରେ ଘଟିଛି । ଏଠାରେ ଲେକେ ଶୌଚାଳୟକୁ ମନ୍ଦିର ଭାବି ପୂଜା କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଆସିବ ଅଯୋଧ୍ୟା ମାମଲାର ରାୟ

ଅଯୋଧ୍ୟା/ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦ ମାମଲରେ ଶନିବାର ସୁପ୍ରିମକୋର୍ଟ ରାୟ ଶୁଣାଇବେ। ରାଜଜନ୍ମଭୂମି-ବାବ୍ରୀ ମସଜିଦ ମାମଲାର ଉପରେ ଆସିବାକୁ ଥିବା ବହୁ ପ୍ରତିକ୍ଷିତ ରାୟ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ସତର୍କ ରହିବା ପାଇଁ ଗୁରୁବାର ଠାରୁ ପରାମର୍ଶ ଦେଇଛନ୍ତି। ଗୃହ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବର-ମୁମ୍ବାଇ ଏୟାର୍ ଇଣ୍ଡିଆ ବିମାନରେ ମଝି ଆକାଶରେ ଇଞ୍ଜିନରେ ଲାଗିଥିଲା ନିଆଁ, ଆସନ୍ନ ମୃତ୍ୟୁରୁ ଅଳ୍ପକେ…

ରାୟପୁର: ଭୁବନେଶ୍ବରରୁ ମୁମ୍ବାଇ ଯାଉଥିବା ଏୟାର୍ ଇଣ୍ଡିଆର ବିମାନ ଛତିଶଗଡ଼ର ରାୟପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବା ପରେ ଏହାର କାରଣ ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମ ’ଦ ହିନ୍ଦୁସ୍ତାନ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ମୁତାବକ ଭୁବନେଶ୍ବର ବିମାନ ବନ୍ଦରରୁ ସଂଧ୍ୟା ୫.୦୬ରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ବୁଲ୍‌ବୁଲ୍‌ର ପ୍ରଭାବରେ ଚାଲିଛି ଝଡ଼ିବର୍ଷା, ତଳିଆ ଅଞ୍ଚଳକ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନିଆଯାଉଛି

ଭୁବନେଶ୍ୱର: ବାତ୍ୟା ବୁଲ୍‌ବୁଲ୍‌ର ପ୍ରଭାବରେ  ଓଡ଼ିଶାର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ଜୋରରେ ପବନ ବହିବ।  ପାଣିପାଗ ବିଭାଗ ସୂତ୍ର ଅନୁସାରେ ବାତ୍ୟା ସମୟରେ ପବନର ବେଗ ସର୍ବାଧିକ ୮୦ରୁ ୯୦ କିଲୋମିଟର ରହିବା ବେଳେ ପ୍ରବଳ ବର୍ଷା ଲାଗି ରହିବ। ଆଜି ରାତି ୧୨ଟାରୁ କାଲି ଦିନ ୧୨ଟା ଯାଏ…
ଅଧିକ ଖବର ଦେଖନ୍ତୁ...

ପୁଣି ନିଷ୍ପତ୍ତି ବଦଳାଇଲା ପାକିସ୍ତାନ : ଦୁଇ ଦିନ ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀଙ୍କଠାରୁ ୨୦ଡଲାର ଆଦାୟ କରିବ ନାହିଁ…

ନୂଆଦିଲ୍ଲୀ : ବାରମ୍ବାର ନିଜର ନିଷ୍ପତ୍ତି ବଦଳାଇବା ପରେ ଏବେ ଅଧିକାରୀକ ଭାବେ ସ୍ପଷ୍ଟ ଘୋଷଣା କରିଛି ପାକିସ୍ତାନ । ଶୁକ୍ରବାର ସକାଳ ସମୟରେ ପାକିସ୍ତାନ ସରକାର ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀଙ୍କଠାରୁ ୨୦ଡଲାର ଆଦାୟ କରାଯିବା ନେଇ ଘୋଷଣା କରିଥିବା ବେଳେ ସଂନ୍ଧ୍ୟା ସୁଦ୍ଧା ନିଜର ନିଷ୍ପତ୍ତିରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟ କ୍ଷେତ୍ରରେ କୌଣସି ପରିବର୍ତ୍ତନ ଆଣିପାରନ୍ତି। ପରିବାରର ବୟୋଜ୍ୟେଷ୍ଠଙ୍କ ପରାମର୍ଶରେ ବଡ଼ ପଦକ୍ଷେପ ନେବେ। ଦୂର ସ୍ଥାନକୁ ଭ୍ରମଣ ଯୋଗ ରହିଛି। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୮। ବୃଷ: ନିଜ କାର୍ଯ୍ୟରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆର୍ଥିକ ମାମଲାରେ ହଇରାଣ…
ଅଧିକ ଖବର ଦେଖନ୍ତୁ...

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ଆଦିନଗରସାହି ସ୍କୁଲରେ ୧୯ ଛାତ୍ରଛାତ୍ରୀଙ୍କ ପାଇଁ ୩ ଜଣ ନିୟମିତ ଶିକ୍ଷକ

ଲକ୍ଷ୍ମୀପୁର: ଶିକ୍ଷା ବ୍ୟବସ୍ଥାରେ ସଠିକ୍‌ ନିତି ଅବଲମ୍ବନ କରାଯାଇ ପାରୁ ନ ଥିବା କାରଣରୁ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ଶିକ୍ଷକ ଅଧିକ ଥିବା ସ୍ଥାନରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍‌ ଦେଖିବାକୁ ମିଳୁଛି। ମାତ୍ର ରାଜ୍ୟରେ ଅନେକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ହାର ଅନୁସାରେ ଶିକ୍ଷକ…
ଅଧିକ ଖବର ଦେଖନ୍ତୁ...

ଏପର୍ଯ୍ୟନ୍ତ ୪୦ ହଜାର ବିଏସଏନଏଲ କର୍ମଚାରୀ ଭିଆରଏସ ଆବେଦନ କରିଛିନ୍ତି : ବିଏସଏନଏଲ ଅଧ୍ୟକ୍ଷ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନି ବିଏସଏନଏଲ ପକ୍ଷରୁ ସ୍ୱେଚ୍ଛାକୃତ ଅବସର ଯୋଜନା(ଭିଆରଏସ) ଘୋଷଣା ହେବାର ୩ ଦିନ ମଧ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୪୦ ହଜାର କର୍ମଚାରୀ ଏଥିଲାଗି ଆବେଦନ କରିସାରିଲେଣି ବୋଲି ବିଏସଏନଏଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପି.କେ. ପୁରଓ୍ଵାର…
ଅଧିକ ଖବର ଦେଖନ୍ତୁ...

କାହାର ପୁଷ ମାସ ତ କାହାର ସର୍ବନାଶ! ବିମୁଦ୍ରାୟନ ପରେ ଲୋକ ଛଟପଟ ହେଉଥିବା ବେଳେ ମାଲାମାଲ୍‌ ହୋଇଥିଲା ହନୁମାନଙ୍କର ଏହି…

ବିଜୟଓ୍ଵାଡା: ଇତି ମଧ୍ୟରେ ବିମୁଦ୍ରାୟନକୁ ୩ ବର୍ଷ ହୋଇଛି। ବିମୁଦ୍ରାୟନ ସମୟରେ ଆନ୍ଧ୍ରପ୍ରଦେଶର ଦଶଅଞ୍ଜନେୟ ସ୍ୱାମୀ ମନ୍ଦିରକୁ ଭକ୍ତମାନେ ଯେତେ ପରିମାଣର ଦାନ କରିଥିଲେ ତାହା ବୋଧ ହୁଏ ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା। ବିମୁଦ୍ରାୟନର ପ୍ରଭାବ ସମସ୍ତଙ୍କୁ ବ୍ୟସ୍ତ କରି ପକାଉଥିବା…
ଅଧିକ ଖବର ଦେଖନ୍ତୁ...