Daily Archives

January 1, 2020

ଠକାମିର ଶିକାର ହୋଇ ୨୫ଲକ୍ଷ ଟଙ୍କା ହରାଇବା ପରେ କ୍ଷତିପୂରଣ ପାଇଁ ସମାନ ବାଟ ଆପଣାଇଲେ ଯୁବକ, ଲୋକଙ୍କଠାରୁ ଠକି ନେଲେ…

ମୁମ୍ବାଇ: ପ୍ରଥମେ ନିଜେ ଠକାମିର ଶିକାର ହେବା ପରେ ଅନ୍ୟକୁ ଠକି ନିଜର କ୍ଷତିପୂରଣ କରିବାକୁ ଚିନ୍ତା କରିଥିଲେ ଯୁବକ। ଯାହା ପାଇଁ ସେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକିବା ଆରମ୍ଭ କରିଥିଲେ। ସ୍ବତନ୍ତ୍ର ପୂଜା କରିବା ପରେ ଟଙ୍କା ବର୍ଷା ହେବ ବୋଲି କହି ଲୋକଙ୍କ ଠାରୁ ଟଙ୍କା ଆଦାୟ…
ଅଧିକ ଖବର ଦେଖନ୍ତୁ...

୨୦୨୧ରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବଙ୍ଗଳା ଭାଷା ଶିଖୁଛନ୍ତି ଅମିତ୍ ଶାହା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ ଶାହା ୨୦୨୧ରେ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧ‌ାନସଭା ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି। ନିର୍ବାଚନକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗର ଜନତାଙ୍କୁ ଖୁସି କରାଇବା ପାଇଁ ସେ ଏବେ ବଙ୍ଗଳା ଭାଷା ଶିଖିବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଭଲ ଲାଗିଲାନି ଲାଲବାହିନୀ କାର୍ଯ୍ୟକଳାପ, କ୍ୟାମ୍ପ ଛାଡି ଆତ୍ମସମର୍ପଣ କଲେ ନାବାଳିକା ମାଓବାଦୀ

ଫୁଲବାଣୀ: ଲାଲବାହିନୀ କାର୍ଯ୍ୟକଳାପ ଭଲ ଲାଗିଲା ନାହିଁ। ଶେଷରେ ମାଓ କ୍ୟାମ୍ପ ଛାଡ଼ି କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କଲା ନାବାଳିକା ମାଓବାଦୀ। ଆତ୍ମସମର୍ପଣ କରିଥିବା ନାବାଳିକା ମାଓବାଦୀର ବୟସ ୧୬ବର୍ଷ। ତାର ଘର ହେଉଛି ତୁମୁଡିବନ୍ଧ ଥାନା ଅଞ୍ଚଳରେ। ସୂଚନା ଅନୁସାରେ ନାବାଳିକା…
ଅଧିକ ଖବର ଦେଖନ୍ତୁ...

ଇମ୍ରାନ ଖାଁଙ୍କୁ ଛାଡ଼ି ସବୁ ପଡ଼ୋଶୀ ରାଷ୍ଟ୍ରମୁଖ୍ୟମାନଙ୍କୁ ନବବର୍ଷ ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆବର୍ଷ ଉପଲକ୍ଷେ ଭାରତର ପଡ଼ୋଶୀ ରାଷ୍ଟ୍ରମୁଖ୍ୟମାନଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଫୋନ କରିନାହାନ୍ତି । ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ସେ…
ଅଧିକ ଖବର ଦେଖନ୍ତୁ...

୧୨ଟି ରାଜ୍ୟରେ ଲାଗୁ ‌ହେଲା ‘ଏକ ରାଷ୍ଟ୍ର, ଏକ ରାସନକାର୍ଡ’ ବ୍ୟବସ୍ଥା; ଉପକୃତ ହେବେ ରୋଜଗାର ଲାଗି ରାଜ୍ୟ ବାହାରକୁ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧୨ଟି ରାଜ୍ୟରେ ‘ଏକ ରାଷ୍ଟ୍ର, ଏକ ରାସନକାର୍ଡ’ ଯୋଜନା କାର୍ଯ୍ୟକାରୀ  କରିଛନ୍ତି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ମହାରାଷ୍ଟ୍ର, ହରିଆଣା, ରାଜସ୍ଥାନ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଗୋଆ, ଝାଡ଼ଖଣ୍ଡ ଏବଂ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଧୢାତ୍ମିକ ଦିଗରେ ଆପଣଙ୍କ ମନ ଲାଗିରହିବ। ବ୍ୟାବସାୟିକ ଯାତ୍ରା ଫଳପ୍ରଦ ହେବ। ଜୀବନସାଥୀଙ୍କ ସହ ବାହାରକୁ ବୁଲିଯିବାର ଯୋଜନା କରିପାରନ୍ତି। ବୃଷ: କାମରେ ଭାଇ ଓ ଭଉଣୀଙ୍କ ସହଯୋଗ ପାଇବେ। ପୁଞ୍ଜି ବଜାରରେ ନିବେଶ ପୂର୍ବରୁ ଅଭିଜ୍ଞଙ୍କ ପରାମର୍ଶ ନିଅନ୍ତୁ। ସ୍ବସ୍ଥ୍ୟ ସମ୍ବନ୍ଧରେ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକା ନତାଶାଙ୍କୁ ହୀରା ମୁଦି ପିନ୍ଧାଇ ସଂପର୍କରେ ବାନ୍ଧିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୋସିଆଲ ମିଡିଆରେ ସେୟାର କଲେ…

ନୂଆଦିଲ୍ଲୀ:  ନୂଆ ବର୍ଷରେ ନିଜ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। ସେ ନିଜର ବାନ୍ଧବୀ ସର୍ବିଆନ୍ ଅଭିନେତ୍ରୀ ନତାଶା ଷ୍ଟାଙ୍କୋବିକଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିବା କଥା ଘୋଷଣା କରିଛନ୍ତି। ନାତାଶାଙ୍କୁ ହୀରା ମୁଦି ପିନ୍ଧାଇ ସେ ବିବାହର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ୟୁରୋପରେ ମଧ୍ୟ ନାଗରିକତା ଆଇନକୁ ନେଇ ବିବାଦ: ମୁସଲିମ ଶରଣାର୍ଥୀଙ୍କୁ ଆଶ୍ରୟ ଦେବାକୁ ହଙ୍ଗେରୀ ଓ ପୋଲାଣ୍ଡ ଅମଙ୍ଗ

ନୂଆଦିଲ୍ଲୀ : ଭାରତରେ ନାଗରିକତା (ସଂଶୋଧନ) ଆଇନକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ୟୁରୋପରେ ମଧ୍ୟ ଶରଣାର୍ଥୀମାନଙ୍କୁ ନେଇ ବିତର୍କ ଲାଗି ରହିଛି । ୟୁରୋପୀୟ ଦେଶ ହଙ୍ଗେରୀର ପ୍ରଧାନମନ୍ତ୍ରୀ ଭିକ୍ଟର ଓରବାନ ମଧ୍ୟ ମୁସଲିମ ଶରଣାର୍ଥୀମାନଙ୍କୁ ନିଜର ଦେଶରେ ପ୍ରବେଶ ଅନୁମତି ନ ଦେବାକୁ ସଂକେତ…
ଅଧିକ ଖବର ଦେଖନ୍ତୁ...

ଉଡ୍ର ଚାରିଟେବଲ୍‌ ଟ୍ରଷ୍ଟ୍‌ ପକ୍ଷରୁ ପୁରୁଣା ଓ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ବର: ଭୁବନେଶ୍ବର ବାପୁଜୀନଗରସ୍ଥିତ ପ୍ୟାରିସ୍‌ ବେକ୍‌ରି ଆଉଟ୍‌‌ଲେଟ୍‌ରେ ଉଡ୍ର ଚାରିଟେବଲ୍‌ ଟ୍ରଷ୍ଟ୍‌ ପକ୍ଷରୁ ପୁରୁଣା ଓ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏହି ଉଦ୍‌ଘାଟନୀ ସମାରୋହରେ ବିଧାୟକ ଅନନ୍ତ ନାରାୟଣ ଜେନା, ମୋ କଲେଜ ଯୋଜନାର ଅଧ୍ୟକ୍ଷ ଆକାଶ…
ଅଧିକ ଖବର ଦେଖନ୍ତୁ...

ଗ୍ୟାଙ୍ଗଷ୍ଟର୍‌ ସକିଲର ପ୍ରେମିକା ନସରିନ୍‌କୁ ଗିରଫ କଲା ପୁଲିସ, ଜେଲରେ ଥାଇ ବ୍ୟବସାୟୀଙ୍କୁ ଦାଦାବଟି ମାଗୁଥିଲା…

କଟକ: ଚୌଦ୍ୱାର ଜେଲ୍‌ ଭିତରେ ସଢୁଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ମହମ୍ମଦ ସକିଲର ପ୍ରେମିକା ନସରିନ୍‌ ଖାନ୍‌କୁ ପୁଲିସ ଗିରଫ କରିଛି। ନସରିନ୍‌କୁ ଗିରଫ କରିବା ପରେ ପୁଲିସ ଜାଣିବାକୁ ପାଇଁଛି ଯେ, ଉଭୟ ପ୍ରେମିକ-ପ୍ରେମିକା ମିଶି ଅପରାଧ ପାଇଁ ବ୍ଲୁ -ପ୍ରିଣ୍ଟ ରଚୁଥିଲେ। ସକିଲକୁ ତା’ର…
ଅଧିକ ଖବର ଦେଖନ୍ତୁ...