Daily Archives

January 28, 2020

ନବରଙ୍ଗପୁର: ଭାଲୁ ଆକ୍ରମଣରେ ଜଣେ ଗୁରୁତର

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ପଞ୍ଚାୟତର ସମ୍ବଲପୁର ଗ୍ରାମର ରତୁ ଗଣ୍ଡ (୫୫) ନାମକ ଜଣେ ବ୍ୟକ୍ତିଙ୍କୁ ଭାଲୁ ଆକ୍ରମଣ କରିଛି। ଗୁରୁତର ରତୁଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାଇ ରତୁ ଗଣ୍ଡ ନିଜ ପରିବାରର…
ଅଧିକ ଖବର ଦେଖନ୍ତୁ...

ଦୀର୍ଘ ୪୫ ବର୍ଷ ଧରି ଫିଟ୍‌ ରହିବାକୁ ବ୍ୟାୟାମ କରୁଛନ୍ତି ବାଲେଶ୍ବରର ତରୁଣ

ବାଲେଶ୍ବର: ଫିଟ୍‌ ରହିବାକୁ କିଏ ବା ପସନ୍ଦ ନ କରନ୍ତି ! ସେଥିପାଇଁ କିଏ ଯୋଗ କରନ୍ତି ତ ଆଉ କିଏ ବ୍ୟାୟାମ। ବିଶେଷ ଭାବେ ଯୁବପିଢ଼ି ଜିମ୍‌ ମୁହାଁ ହୋଇଛନ୍ତି। କେବଳ ଯୁବପଢ଼ି ନୁହନ୍ତି, ବରିଷ୍ଠ ନାଗରିକମାନେ ବି ଜିମ୍‌ ପ୍ରେମରେ ବାୟା। ଆଜି ଆମେ ଆପଣଙ୍କୁ କହୁଛୁ ବାଲେଶ୍ବରର ବୟସ୍କ ବଡି…
ଅଧିକ ଖବର ଦେଖନ୍ତୁ...

ଓୟୁଏଟିରେ ୧୦୦୦ କୁକୁଡା ମାରିଲା ରାପିଡ ରେସପନ୍ସ ଟିମ୍; ଗଭୀର ଗାତ କରି ମଲାକୁକୁଡା ପୋତାଗଲା

ଭୁବନେଶ୍ବର:  ବାର୍ଡ ଫ୍ଲୁ ଭୂତାଣୁର ଆତଙ୍କ ଭିତରେ ଆଜି ଭୁବନେଶ୍ୱର ଓୟୁଏଟି ଭିତରେ ଥିବା ୧୦୦୦ରୁ ଅଧିକ କୁକୁଡାଙ୍କୁ  ମାରିଦିଆଯାଇଛି । କୁକୁଡାଗୁଡିକୁ ମରାଯାଇ ବଡ ବଡ ଗାତ ଭିତରେ ପୋତିଦିଆଯାଇଛି । ୧୨ଟି ରାପିଡ୍ ରେସପନ୍ସ ଟିମ୍ ମଧ୍ୟରୁ ୭ଟି ଟିମ୍ କୁକୁଡା ମରା ଅଭିଯାନରେ ଲାଗିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ-ଶାଶୁଘର ଲୋକଙ୍କ ସହଯୋଗରେ ୨ ବର୍ଷ ଶିଶୁର ମା’ ଏଭଳି ହେଲେ ଆଇଏଏସ୍‌

ନୂଆଦିଲ୍ଲୀ: ସାଧାରଣତଃ ବିବାହ ପରେ ମହିଳାମାନଙ୍କ ଜୀବନଶୈଳୀ ବଦଳି ଯାଇଥାଏ ବୋଲି କୁହାଯାଏ। ବିବାହ ପରେ ପରିବାର ସମ୍ଭାଳିବା ପାଇଁ ଅନେକ ମହିଳାଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଥିବାର ଅନେକ ଘଟଣା ଦୃଷ୍ଟିକୁ ଆସିଛି। କିନ୍ତୁ ଶାଶୁଘର ଲୋକ ଓ ସ୍ୱାମୀଙ୍କ ସହଯୋଗ ଥିଲେ ବିବାହ ପରେ ବି ମହିଳାମାନେ…
ଅଧିକ ଖବର ଦେଖନ୍ତୁ...

ପରେଡ୍‌ସ୍ଥଳରେ ପ୍ରତିବାଦ ଘଟଣା: ଦୁଇ ଭୁଉଣୀଙ୍କ ଉପରୁ ଉଠିଲା ୩୦୭ ଦଫା

ଭୁବନେଶ୍ବର: ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଚେତିଲା କମିସନ‌ରେଟ୍‌ ପୁଲିସ । ପରେଡ୍‌ ସ୍ଥଳରେ ନାୟ ପାଇଁ ପ୍ରତିବାଦ କରୁଥିବା ଦୁଇ ଭଉଣୀଙ୍କୁ ପୁଲିସ ଗିରଫ କରି ୩୦୭ ଦଫା ଲଗାଇଥିଲା । ଏ ନେଇ ଆଜି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଦୁଇ ଭୁଉଣୀଙ୍କ ଉପରୁ  ୩୦୭ ଦଫା ଉଠାଇ ଦେଇଛି ।…
ଅଧିକ ଖବର ଦେଖନ୍ତୁ...

ଅଜୟ ଦେବଗନ୍‌ଙ୍କ ନୂଆ ସିନେମା ‘ମୈଦାନ’ର ପ୍ରଥମ ଲୁକ୍‌ ରିଲିଜ ହେଲା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ତାଣାଜୀ’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ଏଯାବତ ୧୪୫ କୋଟି ଟଙ୍କାରୁ ଅଧିକ ଆୟ କରିସାରିଲାଣି । ଫିଲ୍ମରେ ଅଜୟ ଦେବଗନ, ସୈଫ ଅଲ୍ଲୀ ଖାନ ଓ କାଜଲଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ତେବେ ‘ତାଣାଜୀ’ ପରେ ଅଜୟ ଆଉ ଏକ…
ଅଧିକ ଖବର ଦେଖନ୍ତୁ...

ଆଠଘଣ୍ଟା ଚାକିରି ଓ ପାଞ୍ଚ ଘଣ୍ଟା ପାଠପଢ଼ି ବସ୍‌ କଣ୍ଡକ୍ଟର ଆଇଏଏସ୍ ପରୀକ୍ଷାରେ ସଫଳ ହେଲେ

ବେଙ୍ଗାଲୁରୁ: ସଂଙ୍ଘୀୟ ଲୋକ ସେବା ଆୟୋଗ (ୟୁପିଏସସି) ପରୀକ୍ଷା ଦେଶର ସବୁଠାରୁ ପ୍ରତିଷ୍ଠିତ ପରୀକ୍ଷା ମଧ୍ୟରୁ ଗୋଟିଏ। ଏହି ପରୀକ୍ଷାରେ ସଫଳ ହେଲେ ଆଇଏଏସ୍ ଓ ଆଇପିଏସ୍ ଭଳି ବଡ଼ ପଦ ପାଇଁ ନିୟୁକ୍ତି ମିଳିଥାଏ। ୟୁପିଏସସି ପରୀକ୍ଷାରେ ସଫଳ ହେବା ପାଇଁ ସେମିତି କଠିନ ପରିଶ୍ରମ ବି କରିବାକୁ…
ଅଧିକ ଖବର ଦେଖନ୍ତୁ...

ପରକୀୟା ପ୍ରୀତି ମହଙ୍ଗା ପଡ଼ିଲା : ନବବିବାହିତା ମହିଳା ଓ ତାଙ୍କ ପ୍ରେମିକଙ୍କ ନାକ କାଟି ଦେଲେ ଗ୍ରାମବାସୀ

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଜଣେ ନବବିବାହିତା ମହିଳାଙ୍କୁ ପରକୀୟା ପ୍ରୀତି ମହଙ୍ଗା ପଡ଼ିଛି। ପ୍ରେମିକ ସହ ନବବିବାହିତା ମହିଳାଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ଗାଁ ଲୋକେ ଉଭୟଙ୍କୁ ନିସ୍ତୁକ ମାଡ ମାରିବା ସହ ଦୁହିଁଙ୍କ ନାକ କାଟି ଦେଇଥିବା ଜଣାପଡ଼ିଛି। ଏହା ପରେ ରକ୍ତାକ୍ତ…
ଅଧିକ ଖବର ଦେଖନ୍ତୁ...

ବଡ଼ଦାଣ୍ଡର ଡିଗ୍ରି ଇଂଜିନିୟର ଭିକାରିଙ୍କ ପରେ ଇଂରାଜୀରେ କଥା ହୋଇ ଗୀତ ଗାଉଥିବା ଆଉ ଜଣେ ଭିକାରିଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଓଡ଼ିଶାର ପୁରୀ ବଡ଼ଦାଣ୍ଡରେ ଭିକ୍ଷା ବୃତ୍ତି କରୁଥିବା ଇଂଜିନିୟରିଂ ଡିଗ୍ରିଧାରୀ ଗିରିଜା ଶଙ୍କର ମିଶ୍ରଙ୍କ କଥା ତ ଆମେ ସମସ୍ତେ ଜାଣିଛେ। ଏହି କ୍ରମରେ ଆଉ ଜଣେ ଭିକାରିଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓଟି କେଉଁ ସ୍ଥାନର ତାହା ରିପୋର୍ଟ ଲେଖା ହେଲା…
ଅଧିକ ଖବର ଦେଖନ୍ତୁ...

ରିଲାଏନ୍ସ ଜିଓର ଏହି ୧୦ ସେକେଣ୍ଡ ଚାଲେଞ୍ଜରେ ବିଜେତା ହେଲେ ମିଳିବ ଏଭଳି ଉପହାର

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ତାର ବ୍ୟବହାରକାରୀଙ୍କ ପାଇଁ ‘ଜିଓ ଗଟ୍‌ ଟ୍ୟାଲେଣ୍ଟ’ ଚାଲେଞ୍ଜ ନେଇ ଆସିଛି। ଏହି ଚାଲେଞ୍ଜ ପାଇଁ ଜିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ସ୍ନାପ୍‌ଚାର୍ଟ ସହିତ ହାତ ମିଳାଇଛି। ୧୦ ସେକେଣ୍ଡର ସୃଜନଶୀଳ ଭିଡିଓ ଚାଲେଞ୍ଜ ପାଇଁ ସ୍ନାପ୍‌ଚାର୍ଟକୁ ନେଇ ଏକ ସ୍ପେଶାଲ ଲେନ୍ସ ବି…
ଅଧିକ ଖବର ଦେଖନ୍ତୁ...