Daily Archives

January 28, 2020

ପିସିବି ଏସିଆ କପ୍‌ କ୍ରିକେଟ୍‌ର ଆୟୋଜନ କରୁ କିନ୍ତୁ ପାକିସ୍ତାନରେ ଖେଳିବନି ଭାରତ: ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପାକିସ୍ତାନରେ ଭାରତୀୟ ଟିମ୍‌ ‘ଏସିଆ କପ୍‌’ ଖେଳିବନି ବୋଲି ସିଧାସଳଖ ମନା କରିଦେଇଛି। ଏସିଆ କପ୍‌ ନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି କି ଭାରତୀୟ କ୍ରିକେଟ୍‌ ଦଳ କୌଣସି ପରିସ୍ଥିତିରେ ପାକିସ୍ତାନ ଗସ୍ତ କରିବ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତି ରକ୍ଷା ଲାଗି ଆରମ୍ଭ ହେବ ‘ସୁନନ୍ଦା ସମ୍ମାନ’ ଓ ପ୍ରତିଷ୍ଠା…

ଭୁବନେଶ୍ବର: ଭାରତୀୟ ଶାସ୍ତ୍ରୀୟ ସଂଗୀତ ଜଗତର ସୁନାମଧନ୍ୟ ଶାସ୍ତ୍ରୀୟ ସଂଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ସୁନନ୍ଦା ସମ୍ମାନ ଓ ଚେୟାର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସଂଗୀତ ସମ୍ରାଜ୍ଞୀ ସୁନନ୍ଦାଙ୍କୁ  ଶ୍ରଦ୍ଧାଞ୍ଜଳି ଜଣାଇ ଏଭଳି ଘୋଷଣା କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁରରେ ବେଆଇନ ଭାବେ ପରିଚାଳିତ ୨ଟି କ୍ଲିନିକ୍‌ ସିଲ୍‌ କଲା ପ୍ରଶାସନ

ନବରଙ୍ଗପୁର: ବେଆଇନ ଭାବେ ପରିଚାଳିତ ୨ଟି କ୍ଲିନିକ୍‌କୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍‌ କରି ଦିଆଯାଇଛି। ଉପଜିଲ୍ଲାପାଳ ଭାସ୍କର ରଇତଙ୍କ ନେତୃତ୍ୱରେ ତହସିଲଦାର ଗୀତା ମୁର୍ମୁ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଡାକ୍ତର ପ୍ରିୟରଞ୍ଜନ ବାହାଲି ପ୍ରମୁଖ ବେଆଇନ କ୍ଲିନିକ…
ଅଧିକ ଖବର ଦେଖନ୍ତୁ...

ଏକ ସପ୍ତାହ ମଧ୍ୟରେ ଘୋଷଣା ହେବ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ

ନୂଆଦିଲ୍ଲୀ : ଆସନ୍ତା ଏକ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ଅଯୋଧ୍ୟାରେ ରାମ ମନ୍ଦିର ଗଠନ ପାଇଁ ଏକ ଟ୍ରଷ୍ଟ ଘୋଷଣା କରିବାର ସମ୍ଭାବନା ରହିଛି । ଏହା ସହିତ ମସଜିଦ ଗଠନ ପାଇଁ ସୁନ୍ନି ଓ୍ଵାକଫ ବୋର୍ଡକୁ ଏକ ବିକଳ୍ପ ୫ ଏକର ଜମି ପ୍ରଦାନ ବିଷୟରେ ଘୋଷଣା କରାଯିବ । ମିଳିଥିବା ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟାଙ୍କରେ ଅର୍ଥ ନେଣଦେଣ ସତର୍କତାର ସହ କରନ୍ତୁ। ସବୁପ୍ରକାର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହନ୍ତୁ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ଉପୁଜିପାରେ। ବୃଷ: ସାମାଜିକ କାର୍ଯ୍ୟରେ ରୁଚି। ନୂଆ ବ୍ୟକ୍ତିଙ୍କୁ ବନ୍ଧୁଭାବେ ଗ୍ରହଣ କରିବେ। ଆପଣଙ୍କ ନିଷ୍ପତ୍ତି ଫଳପ୍ରଦ…
ଅଧିକ ଖବର ଦେଖନ୍ତୁ...

‘ମ୍ୟାନ୍‌ ଭର୍ସସେସ୍‌ ୱାଇଲ୍‌ଡ’ ସୁଟିଂ ବେଳେ ଆହତ ହେଲେ ରଜନୀକାନ୍ତ; ସୁଟିଂ ବାତିଲ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକର ବନ୍ଦିପୁର ଜଙ୍ଗଲରେ ବିୟର୍‌ ଗ୍ରିଲ୍‌ସଙ୍କ ସହ ନିଜ କାର୍ଯ୍ୟକ୍ରମ ‘ମ୍ୟାନ୍‌ ଭର୍ସସେସ୍‌ ୱାଇଲ୍‌ଡ’ ସୁଟିଂ କରୁଥିବା ବେଳେ ଏକ ଦୁର୍ଘଟଣାର ଶିକାର ହୋଇ ସମାନ୍ୟ ଆହତ ହୋଇଛନ୍ତି ତାମିଲ୍‌ ସୁପର୍‌ଷ୍ଟାର୍‌ ରଜନୀକାନ୍ତ। ରଜନୀକାନ୍ତ ଆହତ ହେବା ପରେ ସୁଟିଂକୁ ଅଧାରୁ…
ଅଧିକ ଖବର ଦେଖନ୍ତୁ...

ବିଜେପିର ଚାଣକ୍ୟ ଅମିତ ଶାହାଙ୍କ ଦବ୍‌ଦବା: ଜେଡି(ୟୁ) ସୁପ୍ରିମୋ ନୀତୀଶ କହିଲେ ଶାହାଙ୍କ ନିର୍ଦ୍ଦେଶରେ ପ୍ରଶାନ୍ତ…

ପାଟନା: ଭାରତୀୟ ରାଜନୀତିରେ ଚାଣକ୍ୟ ରୂପେ ପରିଚିତ ଅମିତ ଶାହାଙ୍କର ଦବ୍‌ଦବା ଓ ପ୍ରଭାବ ଯେ କେବଳ ମାତ୍ର ତାଙ୍କ ନିଜ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ସୀମିତ ତା’ନୁହେଁ; ବରଂ ବିଜେପିକୁ ସମର୍ଥନ ଦେଉଥିବା ସବୁ ରାଜନୈତିକ ଦଳ ତାଙ୍କ ଅଧୀନରେ। ଆଜି ଏପରି ଏକ ଘଟଣାର ପ୍ରମାଣ…
ଅଧିକ ଖବର ଦେଖନ୍ତୁ...

ଯାଜପୁରକୁ ପୁଣି ଫେରିଲା ନରହନ୍ତା ଦନ୍ତା, ମହାବିନାୟକ ସଂରକ୍ଷିତ ଜଙ୍ଗଲ ଫାର୍ମରେ ରଖାଯାଇ କରାଯିବ ଚିକିତ୍ସା

ଯାଜପୁର: ନରହନ୍ତା ଦନ୍ତା ହାତୀ ପୁଣି ଥରେ ଯାଜପୁରକୁ ଫେରିଛି। ଏହି ହାତୀକୁ ଏବେ ଚଣ୍ଡିଖୋଲ ନିକଟ ମହାବିନାୟକ ସଂରକ୍ଷିତ ଜଙ୍ଗଲ ଫାର୍ମ ହାଉସରେ ଅସ୍ଥାୟୀ ଭାବେ ରଖାଯାଇଛି। ଏଠାରେ ରଖାଯାଇ ଚିକିତ୍ସା କରାଯିବ। ପୂର୍ବରୁ ଏହି ହାତୀକୁ ଡାଳିଯୋଡ଼ା ରେଞ୍ଜ କୁଶୁନପୁରକୁ ନିଆଯାଉଥିଲା। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ପାକିସ୍ଥାନ ସହିତ ଯଦି କେବେ ଆଲୋଚନା ହୁଏ, ତାହା କେବଳ ପିଓକେ ଉପରେ ହେବ : ରାଜନାଥ

ମାଙ୍ଗାଲୁରୁ : ଯଦି ଭବିଷ୍ୟତରେ ପାକିସ୍ତାନ ସହ କୌଣସି ପ୍ରକାରର କଥାବାର୍ତ୍ତା ହୁଏ ତେବେ ତାହା ପାକ-ଅଧିକୃତ କଶ୍ମୀର (ପିଓକେ) ଉପରେ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି । ମାଙ୍ଗାଲୁରୁଠାରେ ଅନୁଷ୍ଠିତ ଏକ ସମାରୋହରେ ସେ କହିଛନ୍ତି ଯେ ଜମ୍ମୁ ଓ କଶ୍ମୀରର କାର୍ଯ୍ୟ ଶେଷ…
ଅଧିକ ଖବର ଦେଖନ୍ତୁ...

ମହିଳା ପୁଲିସଙ୍କ ଦେହରେ ଗୋଡ ବାଜିବାରୁ ୨ ଅସହାୟ ଯୁବତୀଙ୍କ ବିରୋଧରେ ପୁଲିସ ଲଗାଇଲା ହତ୍ୟା ଉଦ୍ୟମ ଦଫା

ଭୁବନେଶ୍ବର: ଗୋଡ଼ ବାଜିବାରୁ ଲାଗିଲା ଦଫା ୩୦୭ । ଏକଥା ଶୁଣିବା ବେଳକୁ ହୁଏତ ଆପଣଙ୍କୁ ଅଡୁଆ ଲାଗୁଥାଇପାରେ କାରଣ ହତ୍ୟା ଉଦ୍ୟମ ବେଳେ ଲାଗେ ଦଫା ୩୦୭ । ଗଣତନ୍ତ୍ର ଦିବସ ଦିନ ପରେଡ ପୂର୍ବରୁ ଦୁଇ ଭଉଣୀ ପ୍ରତିବାଦ କରୁଥିଲେ । ଆଉ ସେମାନଙ୍କୁ ପୁଲିସ ଉଠାଇ ନେବାକୁ ଚେଷ୍ଟା କରିଥିଲା । ଏହି…
ଅଧିକ ଖବର ଦେଖନ୍ତୁ...