Daily Archives

January 28, 2020

ପାକ୍‌ କୂଟନୀତିଜ୍ଞଙ୍କୁ ସମନ୍‌; ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ଧର୍ମାନ୍ତରୀକରଣ କରାଇ ମୁସଲମାନଙ୍କୁ ବିବାହ କରାଇବା…

ନୂଆଦିଲ୍ଲୀ: ପାକିସ୍ତାନରେ ଜଣେ ହିନ୍ଦୁ ଯୁବତୀଙ୍କୁ ବିବାହ ବେଦି ଉପରୁ ବଳପୂର୍ବକ ଭାବେ ଅପହରଣ କରି ନେବାପରେ ତାଙ୍କର ଧର୍ମାନ୍ତରୀକରଣ କରାଇ ତାଙ୍କୁ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ବିବାହ କରାଇ ଦିଆଯାଇଥିବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଭାରତ ସରକାର। ଏଥିସହ…
ଅଧିକ ଖବର ଦେଖନ୍ତୁ...

୧୪ ବର୍ଷ ତଳେ ସୀମାରୁ ପାଇଥିବା ଭାରତୀୟ ଶିଶୁକୁ ପରିବାର ପାଖକୁ ଫେରାଇବାକୁ ୨ ଦିନିଆ ଭିସା ନେଇ ଭାରତ ଆସିଲେ…

ନୂଆଦିଲ୍ଲୀ: ସଲ୍‌ମାନ ଖାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଜରଙ୍ଗୀ ଭାଇଜାନ୍‌’ ଦେଖିଛନ୍ତି? ଯଦି ଦେଖିଥିବେ ଆଣଙ୍କର ନିଶ୍ଚୟ ମନେ ଥିବ ଯେ ସାରା ଚଳଚ୍ଚିତ୍ର ପାକିସ୍ତାନର କୁନି ଝିଅ ମୁନ୍ନିକୁ ନିଜ ଦେଶକୁ ଫେରାଇବା ପାଇଁ ବଜରଙ୍ଗୀ ଭାଇଜାନ୍‌ ନିଜର ଲୁହଲହୁ ଏକାଠି କରି ପକାଉଛନ୍ତି। ଏବେ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥରେ ଭୁଶୁଡ଼ିଲା ନିର୍ମାଣାଧିନ ଫ୍ଲାଏଓଭର ବ୍ରିଜ୍‌

ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ କାମ ଚାଲିଥିବା ବେଳେ ନିର୍ମାଣାଧୀନ ଫ୍ଲାଏଓଭର ବ୍ରିଜ ଆଜି ଭୁଶୁଡ଼ିପଡ଼ିଛି। ଦେଗଗଡ଼ ପୌରପାଳିକା ଅନ୍ତର୍ଗତ ପୁରୁଣାଗଡ଼ରେ ଫ୍ଲାଏଓଭର ବ୍ରିଜ୍‌ ପାଇଁ ନିର୍ମିତ ଖମ୍ବରୁ ସନ୍ଧ୍ୟାରେ ବିମ୍‌ ଖସିପଡ଼ିଛି। ସୂଚନା ଅନୁସାରେ ଏହି ପ୍ରକଳ୍ପ ୨୦୧୮…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରର ମାଲେଗାଁଓରେ କୂଅ ଭିତରେ ଗଳିପଡ଼ିଲା ବସ୍‌, ୭ ମୃତ

ନାସିକ : ମହାରାଷ୍ଟ୍ରର ନାସିକରେ ଆଜି ଏକ ବଡ଼ ଧରଣର ବସ ଦୁର୍ଘଟଣା ଘଟିଛି । ନାସିକ ନିକଟସ୍ଥ ମାଲେଗାଁଓରେ ଏକ ଯାତ୍ରୀବାହି ବସ ଏକ ପରିତ୍ୟକ୍ତ କୂଅରେ ଖସିପଡ଼ିବାରୁ ୭ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଏହାସହିତ ପ୍ରାୟ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ…
ଅଧିକ ଖବର ଦେଖନ୍ତୁ...

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ୍‌ ଖୁବଶୀଘ୍ର : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ  କର୍କଟ କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ୍‌ ଖୁବଶୀଘ୍ର ନିର୍ମାଣ ହେବ। ପରିଚାଳନା ସମିତି ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କର୍କଟ କେନ୍ଦ୍ରର ଶଯ୍ୟା ସଂଖ୍ୟା ୪୨୫ ହେବ ଏବଂ ଏଥିରେ…
ଅଧିକ ଖବର ଦେଖନ୍ତୁ...

‘ଆଇ ଲଭ୍‌ କେଜ୍ରିୱାଲ୍‌’ ପୋଷ୍ଟର୍‌ ଲଗାଇଥିବା ଅଟୋ ଚାଳକ ନାମରେ ୧୦ ହଜାର ଟଙ୍କାର ଚାଲାଣ କଟିଲା

ନୂଆଦିଲ୍ଳୀ: ଦିଲ୍ଳୀର ଜଣେ ଅଟୋ ଚାଳକ ତାଙ୍କ ଗାଡ଼ି ପଛରେ ‘ଆଇ ଲଭ୍‌ କେଜ୍ରିୱାଲ୍‌ (ମୁଁ କେଜ୍ରିୱାଲ୍‌ଙ୍କୁ ଭଲପାଏ)’ ପୋଷ୍ଟର୍‌ ଲଗାଇଥିବା କାରଣରୁ ତାଙ୍କ ନାମରେ ୧୦ ହଜାର ଟଙ୍କାର ଚାଲାଣ କଟାଯାଇଛି। ଏ ନେଇ ଅଟୋ ଚାଳକ ଜଣକ ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି। ଦିଲ୍ଳୀର ବିଧାନସଭା…
ଅଧିକ ଖବର ଦେଖନ୍ତୁ...

ନାଗପୁରରେ ନିର୍ଭୟାକାଣ୍ଡ: ଯୁବତୀଙ୍କ ମୁହଁରେ କପଡ଼ା ବାନ୍ଧି ଅଚେତ କରିବା ପରେ ଦୁଷ୍କର୍ମ କରି ଗୁପ୍ତାଙ୍ଗରେ ପୂରାଇଲା…

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁରର ପାରଡ଼ି ଅଞ୍ଚଳରେ ଦିଲ୍ଲୀର ନିର୍ଭୟା ଘଟଣା ଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି। ଜଣେ ୧୯ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ଼ ଭର୍ତ୍ତି କରି ଦିଆଯାଇଥିବା ନେଇ ଥାନାରେ ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ରାଜକ୍ଷମା ଆବେଦନ ଖାରଜକୁ ଚାଲେଞ୍ଜ କରି ନିର୍ଭୟା ଦୁଷ୍କର୍ମକାରୀ ମୁକେଶ ସିଂହ ଦ୍ୱାରା ସୁପ୍ରିମ୍‌ କୋର୍ଟରେ ଆଗତ…

ନୂଆଦିଲ୍ଲୀ: ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ନିର୍ଭୟା ଦୁଷ୍କର୍ମକାରୀଙ୍କ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରାଯିବାର ୪ ଦିନ ପୂର୍ବରୁ ଏହି ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବେଦନ ଖାରଜ ହେବା ଘଟଣାକୁ ଚାଲେଞ୍ଜ କରି ସୁପ୍ରିମ୍‌ କୋର୍ଟରେ ଆଗତ କରିଥିବା ମାମଲାର ଶୁଣାଣି ଆଜି ଶେଷ…
ଅଧିକ ଖବର ଦେଖନ୍ତୁ...

ପୁଡ଼ୁଚେରୀରେ ମନୋଜ ଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା : ତାଙ୍କ ବାସଭବନକୁ ଯାଇ ସମ୍ବର୍ଦ୍ଧନା ଦେଲେ ମୁଖ୍ୟମନ୍ତ୍ରୀ…

ପୁଡ଼ୁଚେରୀ : ଓଡ଼ିଶାର ପ୍ରଥିତଯଶା ସାହିତ୍ୟିକ ପ୍ରଫେସର ମନୋଜ ଦାସଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ଭୂଷଣ ଦିଆଯିବା ନେଇ ଘୋଷଣା କରାଯିବା ପରେ ତାଙ୍କୁ ନେଇ କେବଳ ଓଡ଼ିଶା ନୁହେଁ ସେ ରହୁଥିବା କେନ୍ଦ୍ର ଶାସିତ ଅଞ୍ଚଳ ପୁଡ଼ୁଚେରୀରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି । ପୁଡୁଚେରୀ…
ଅଧିକ ଖବର ଦେଖନ୍ତୁ...

ସଂପର୍କୀୟଙ୍କ ଘରକୁ ଏକାଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ ଦାଦା-ପୁତୁରା, ଫେରିବା ବାଟରେ ବସ ଧକ୍କାରେ ଜୀବନ ଗଲା

ଢେଙ୍କାନାଳ: ଜଣେ ସଂପର୍କୀୟଙ୍କ ଘରକୁ ଏକାଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଯାଇଥିବା ବେଳେ ଫେରିବା ବାଟରେ ଦାଦା-ପୁତୁରାଙ୍କର ବସ୍‌ ଧକ୍କାରେ ଜୀବନ ଯାଇଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଲମ୍ବୋଦରପୁର ଛକ ନିକଟରେ ଥିବା ରାଇସମିଲ୍‌ ପାଖରେ ଆଜି ଅପରାହ୍ନରେ ଏହି ଘଟଣା ଘଟିଥିବା ଜଣାଯାଇଛି।…
ଅଧିକ ଖବର ଦେଖନ୍ତୁ...