Daily Archives

February 20, 2020

ପାଠପଢ଼ା ଛାଡ଼ି ବିଦ୍ୟାଳୟର କଠୋରି ଓ ପାଚେରି ରଙ୍ଗ କାମ କଲେ ୨ ନାବାଳକ ଛାତ୍ର

ବିନିକା: ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଉଦ୍ୟମ କରୁଛନ୍ତି। ଏଥି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଗ୍ରାମାଞ୍ଚଳରେ ଏହାର ସଫଳ ରୂପାୟନ ହୋଇପାରୁ ନାହିଁ। ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ଅପେକ୍ଷା ଚୀନରେ ସ୍ୱାସ୍ଥ୍ୟସେବା ଭଲ, ଏଣୁ ଆମ ଛାତ୍ରଛାତ୍ରୀମାନେ ସେଠାରେ ସୁରକ୍ଷିତ ଅଛନ୍ତି : ପାକ ସରକାର

ଲାହୋର : ଚୀନରେ କରୋନା ଭାଇରସ ବ୍ୟାପିବା ପରେ ଭାରତ ସମେତ ସବୁ ଦେଶ ନିଜ ନିଜର ନାଗରିକମାନଙ୍କୁ ସେଠାରୁ ଉଦ୍ଧାର କରିସାରିଛନ୍ତି । ତେବେ ପାକିସ୍ତାନ ସେଠାରୁ ନିଜ ନାଗରିକମାନଙ୍କୁ ଉଦ୍ଧାର କରିବାକୁ ମନାକରିଦେଇଛି । ପାକିସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ଜାଫର ମିର୍ଜା କହିଛନ୍ତି ଯେ ପାକିସ୍ତାନ…
ଅଧିକ ଖବର ଦେଖନ୍ତୁ...

ଶାହିନ ବାଗ୍‌ ଆନ୍ଦୋଳନ: ଦ୍ୱିତୀୟ ଦିନ ଆଲୋଚନାରେ ବି ବାହାରିଲାନି ନିଷ୍କର୍ସ

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଶାହିନ ବାଗ୍‌ରେ ଚାଲିଥିବା ବିରୋଧ ସ୍ଥଳରେ ଆନ୍ଦୋଳନକାରୀ ମହିଳାଙ୍କ ସହ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ମଧ୍ୟସ୍ଥ ଆଲୋଚନା କରିଛନ୍ତି । ଆଜିର ଆଲୋଚନାରୁ ବିଶେଷ କିଛି ନିଷ୍କର୍ସ ବାହାରି ପାରିନାହିଁ । ମଧ୍ୟସ୍ଥ ସାଧନା ରାମଚନ୍ଦ୍ରନ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ଅଶ୍ଳୀଳ ମେସେଜ ପଠାଇ ବୃଦ୍ଧ ଗିରଫ

ଭଦ୍ରକ: ଯୁବତୀଙ୍କୁ ଅଶ୍ଳୀଳ ମେସେଜ ପଠାଇବା ଅଭିଯୋଗରେ ପୁଲିସ ଜଣେ ବୃଦ୍ଧକୁ ଗିରଫ କରିଛି। ଗିରଫ ବୃଦ୍ଧ ଜଣକ ହେଉଛନ୍ତି ଗ୍ରାମାଞ୍ଚଳ ଥାନା ଏରେଇଁ ଅଞ୍ଚଳର ଏସ.କେ ସରିଫ। ସରିଫଙ୍କ ନିଜ ଘର ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ। ସେ ଏଫସିଆଇରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ। ଆଜି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢ଼ିବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ଅଚାନକ ଧନଲାଭ ହେବ। ବୈବାହିକ ଜୀବନ ଖୁସିରେ ଭରି ରହିବ। ବୃଷ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ବରିଷ୍ଠଙ୍କ ପରାମର୍ଶରେ ଆପଣ କୌଣସି ବଡ଼ ପଦକ୍ଷେପ ନେବେ। ଦାମ୍ପତ୍ୟ ଜୀବନରେ…
ଅଧିକ ଖବର ଦେଖନ୍ତୁ...

ଧାମରା ବନ୍ଦରରେ ଅଛନ୍ତି ୮୧ ଚୀନ ନାଗରିକ!, କରୋନା ପାଇଁ ସ୍ଥାନୀୟ ଲୋକେ ଭୟଭୀତ

ଭଦ୍ରକ: ସାରା ବିଶ୍ୱରେ ଏବେ ଚୀନର ‘କରୋନା’ ଭାଇରସକୁ ନେଇ ଆତଙ୍କର ବାତାବରଣ ଖେଳିଯାଇଥିବା ବେଳେ ଚୀନ ନାଗରିକଙ୍କୁ ସବୁ ଦେଶରେ ବାଛନ୍ଦ କରାଯାଉଛି। ଭାରତରେ ଚୀନ୍‌ ନାଗରିକଙ୍କ ଉପରେ କଟକଣା ମଧ୍ୟ ଲଗାଯାଇଛି। ଏସବୁ କଟକଣା ସତ୍ତ୍ୱେ ଭଦ୍ରକ ଜିଲ୍ଲାର ଧାମରା ବନ୍ଦରପଥ ଦେଇ ଚୀନ ନାଗରିକ ପ୍ରବଶେ…
ଅଧିକ ଖବର ଦେଖନ୍ତୁ...

କେମିତି ମୃତ୍ୟୁ ପୂର୍ବରୁ କୃତ୍ତିକାଙ୍କ ଦେହରେ ଥିଲା ବିଷ, ବ୍ୟବଛେଦ ରିପୋର୍ଟକୁ ନେଇ ପୁଲିସର ତନାଘନା

ଭୁବନେଶ୍ୱର: ଆସିଛି ନାବାଳିକା କୃତ୍ତିକା ମିଶ୍ରଙ୍କ ଶବ ବ୍ୟବଛେଦ ରିପୋର୍ଟ | ଏକ ଆପାର୍ଟମେଣ୍ଟରୁ ତଳେପଡ଼ି ନାବାଳିକା କୃତ୍ତିକା ମିଶ୍ରଙ୍କ ମୃତ୍ୟୁ ଘଟଣା ଆହୁରି ରହସ୍ୟ ଭିତରକୁ ଠେଲି ହୋଇଯାଇଛି । ପୋଷ୍ଟମର୍ଟମ ରିପୋର୍ଟ କହୁଛି, ମୃତ୍ୟୁ ପୂର୍ବରୁ କୃତ୍ତିକାଙ୍କ ଦେହରେ ବିଷାକ୍ତ ପଦାର୍ଥ…
ଅଧିକ ଖବର ଦେଖନ୍ତୁ...

ବିଷ୍ଟ୍‍ ନୁହେଁ, ଏହି ବ୍ୟାଟେରୀ ବସରେ ତାଜମହଲ ବୁଲିବେ ଟ୍ରମ୍ପ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଏଥିପାଇଁ ତାଙ୍କର ଅତି ସୁରକ୍ଷିତ କାର ବିଷ୍ଟ୍‍ ଭାରତରେ ପହଞ୍ଚିସାରିଛି । ଏହି ଗସ୍ତ ଅବସରରେ ସେ ଆଗ୍ରାର ପ୍ରସିଦ୍ଧ ତାଜମହଲ ବୁଲିବେ । ତେବେ ସେ ତାଜମହଲ ବୁଲିବାବେଳେ…
ଅଧିକ ଖବର ଦେଖନ୍ତୁ...

ଜଣେ ବ୍ୟକ୍ତିଙ୍କର ଗୋଟିଏ ଭୁଲ ପାଇଁ ଆଖି ପିଛୁଳାକେ ଜଳି ପାଉଁଶ ହୋଇଗଲା ୨୫ ହେକ୍ଟର ଜମି, ବନ୍ୟଜନ୍ତୁ ବି ହେଲେ ନିଆଁର…

ଜୟପୁର: ଜଣେ ବ୍ୟକ୍ତିଙ୍କ ସାମାନ୍ୟ ଭୁଲ ପାଇଁ  ବ୍ୟାପକ ବନ୍ୟସମ୍ପଦ ନଷ୍ଟ ହୋଇଯିବା ସହିତ ଅକାରଣେ ନୀରିହ ବନ୍ୟାଜନ୍ତୁଙ୍କ ଜୀବନ ବି ଚାଲିଯାଇଛି। ରାଜସ୍ଥାନର ଝୁନ୍‌ଝୁନ୍‌ରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୦ରୁ ୨୫ ହେକ୍ଟର ଜମିରେ ଥିବା ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଛି। ଏହି…
ଅଧିକ ଖବର ଦେଖନ୍ତୁ...

ପରିତ୍ୟକ୍ତ କୂଅରୁ ପୁଣି ମୃତଦେହ ଉଦ୍ଧାର

ନବରଙ୍ଗପୁର: ପରିତ୍ୟକ୍ତ କୂଅରୁ ପୁଣି ଥରେ ମୃତଦେହ ଉଦ୍ଧାର ହୋଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପାରୁଆ ଗ୍ରାମ ନିକଟରେ ଥିବା ଏକ କୂଅ ଭିତରେ ଅଜଣା ବ୍ୟକ୍ତିର ମୃତଦେହ ଭାସିବା ନେଇ ସୂଚନା ମିଳିବା ପରେ ଦମକଳ ବାହିନୀର କର୍ମଚାରୀମାନେ ମୃତଦେହକୁ ଉଦ୍ଧାର କରିଥିବା ଜଣାଯାଇଛି।…
ଅଧିକ ଖବର ଦେଖନ୍ତୁ...