Daily Archives

March 22, 2020

‘ଜନତା କଫ୍ୟୁ’କୁ ସମର୍ଥନ ଜଣାଇ ନିଜ ବାସଭବନରେ ଘଣ୍ଟ ବଜାଇଲେ ମନ୍ତ୍ରୀ ରଘୁନନ୍ଦନ ଦାସ

ଜଗତସିଂହପୁର: ପ୍ରତିକୂଳ ପରିସ୍ଥିତିରେ ସେବା ଯୋଗାଉଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଦେବାରେ ରାଜନେତା ମଧ୍ୟ ସାମିଲ ହୋଇଛନ୍ତି। ବାଲିକୁଦା-ଏରସମା ବିଧାୟକ ତଥା ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଆଜି ସନ୍ଧ୍ୟାରେ ‘ଜନତା କର୍ଫ୍ୟୁ’କୁ ସମର୍ଥନ ଜଣାଇ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ସ୍ୱଦେଶୀ ମୋବାଇଲ ନିର୍ମାତା କମ୍ପାନୀଙ୍କୁ ୪୧ ହଜାର କୋଟି ଟଙ୍କାର ପ୍ୟାକେଜ ଦେବାକୁ ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: ଭାରତକୁ ଇଲେକ୍ଟ୍ରୋନିକ୍ସ ହବ୍ କରିବା ଦିଗରେ ମୋଦୀ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଦେଶରେ ମୋବାଇଲ୍ ଏବଂ ଏହାର ଉପାଦାନ ତିଆରି କରୁଥିବା ଘରୋଇ କମ୍ପାନୀଗୁଡିକ ପାଇଁ ସରକାର ୪୧ ହଜାର କୋଟି ଟଙ୍କା ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିଛନ୍ତି। ମେକ୍ ଇନ୍ ଇଣ୍ଡିଆ ଅଭିଯାନ…
ଅଧିକ ଖବର ଦେଖନ୍ତୁ...

ଏଟିଏମ ଲୁଟ୍‌ ଉଦ୍ୟମ ବିଫଳ, ୩ ଅଟକ

ରାୟଗଡ଼ା: ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଥେରୁବାଲି ଡିପି କ୍ୟାମ୍ପ ଦୈନିକ ବଜାରସ୍ଥିତ ଏସବିଆଇ ଏଟିଏମ ଲୁଟ୍‌ ଉଦ୍ୟମ ବିଫଳ ହୋଇଛି। ଦୁର୍ବୃତ୍ତମାନେ ଏଟିଏମଟିକୁ ଭାଙ୍ଗି ଦେଇଥିଲେ ହେଁ ଟଙ୍କା ଲୁଟ୍‌ କରିବାରେ ବିଫଳ ହୋଇଛନ୍ତି। ଏଟିଏମ୍‌ରେ ଲାଗିଥିବା ସିସିଟିଭି ଯାଞ୍ଚ ପରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଜନତା କର୍ଫ୍ୟୁକୁ ନେଇ କଣ୍ଠଶିଳ୍ପୀ ଗାଇଥିବା ଗୀତ ଶୁଣିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କରୋନା ଭୂତାଣୁ ଏବେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି | ଚୀନ୍, ଇଟାଲୀ, ଇରାନ ଏବଂ ଆମେରିକାରେ ଅନେକ ଲୋକ ଏହି ଭାଇରସ ଦ୍ଵାରା ସଂକ୍ରମଣ ହୋଇ ପ୍ରାଣ ହରାଇବା ପରେ ଏହି ଭାଇରସ୍ ବର୍ତ୍ତମାନ ଭାରତରେ ସଂକ୍ରମଣ ବଢାଇବାକୁ ଚେଷ୍ଟା କରୁଛି| ତେବେ ସମୟ ଥାଉ ଥାଉ ଭାରତ ସରକାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପ୍ରଭାବଶାଳୀ ଲୋକଙ୍କ ସହିତ ଆପଣଙ୍କର ସ˚ପର୍କ ବଢ଼ିବ। ଇ˚ଜିନିୟରଙ୍କ ଲାଗି ଦିନଟି ଅନୁକୂଳ। ସରକାରୀ ଚାକିରିରେ ଆପଣଙ୍କ ଚୟନ ହୋଇପାରେ। ବୃଷ: ସୁସ୍ଥ ଅନୁଭବ କରିବେ। ସଫଳତା ପାଇଁ ତତ୍ପର ରହିବେ। ବ୍ୟବସାୟରେ ନୂଆ ଚୁକ୍ତି ହୋଇପାରେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼: ଇଟାମାଟିରୁ ଉଦ୍ଧାର ନବଜାତ ଶିଶୁପୁତ୍ର ଡାକ୍ତରଖାନାରେ ମୃତ

ନୟାଗଡ଼: ଜନତା କର୍ଫ୍ୟୁ ପାଇଁ ଆଜି ସବୁଆଡେ ଶୂନଶାନ୍‌ ଥିବା ବେଳେ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରୁ ଏକ ଦୁଃଖଦ ଖବର ଆସିଛି। ଆଜି ସକାଳ ପ୍ରାୟ ୭ଟା ସମୟରେ ଇଟାମାଟି ଟାଙ୍ଗିପାଟଣା ଅଞ୍ଚଳରେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। କିନ୍ତୁ ଡାକ୍ତରଖାନାରେ ଶିଶୁପୁତ୍ରଟିକୁ…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସ୍‌ ମୁକାବିଲା ପାଇଁ ଘରେ ରହି ଅଫିସ୍‌ କାମ କରୁଥିବା କର୍ମଚାରୀଙ୍କ ପାଇଁ ଜିଓ ଆଣିଲା ନୂଆ ପ୍ଲାନ୍‌

ନୂଆଦିଲ୍ଲୀ; କରୋନାଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲୋକମାନଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଉଛି। ଅଧିକାଂଶ କର୍ପୋରେଟ କମ୍ପାନି ଓ ଅଫିସ ନିଜ କର୍ମଚାରୀଙ୍କୁ ‘ଓ୍ଵାର୍କ ଫର୍ମ ହୋମ୍‌’ର ଘୋଷଣା କରିଛନ୍ତି। ରିଲାଏନ୍ସ ଜିଓ ବି ଏହାକୁ ଦୃଷ୍ଟିରେ ରଖି ‘ଓ୍ଵାର୍କ ଫର୍ମ…
ଅଧିକ ଖବର ଦେଖନ୍ତୁ...

‘ଜନତା କର୍ଫ୍ୟୁ’ ଭାରତରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ ଦୀର୍ଘ ଯୁଦ୍ଧର ଆରମ୍ଭ କଲା: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ନିର୍ଦ୍ଦେଶର ପାଳନ କରି ୨୦୨୦ ମାର୍ଚ୍ଚ ୨୨ ସନ୍ଧ୍ୟା ୫ଟାରେ ପୂରା ଦେଶ କରୋନା ବିପକ୍ଷରେ ଲଢୁଥିବା ହିରୋଙ୍କୁ ଘଣ୍ଟ-ଘଣ୍ଟି, ତାଳି ଓ ଥାଳି ବଜାଇ ଧନ୍ୟବାଦ ଜଣାଇଥିଲା। ‘ଜନତା କର୍ଫ୍ୟୁ’ର ଅଭୂତତପୂର୍ବ ସଫଳତାକୁ ନେଇ ମୋଦୀ ଟୁଇଟ କରି…
ଅଧିକ ଖବର ଦେଖନ୍ତୁ...

କରୋନା ସତକର୍ତା: ଏକାନ୍ତବାସରେ ବାହୁବଳୀ ଫେମ୍‌ ପ୍ରଭାସ

ମୁମ୍ବାଇ: କରୋନାଭାଇରସ୍‌ ଏବେ ସାରା ବିଶ୍ୱରେ ତାହାର କାୟା ବିସ୍ତାର କରି ସାରିଛି। ହଲିଉଡ୍‌ ସମତେ ବଲିଉଉଡ୍‌ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। କରୋନାଭାଇରସ୍‌ ମୁକାବିଲା ପାଇଁ ସମସ୍ତ ସିନେମା ଓ ଟେଲିଭିଜିନ୍‌ ସୋ’ର ସୁଟିଂ ଆଦିକୁ ବନ୍ଦ କରି ଦିଆଯାଇଛି। ଏସବୁ ଭିତରେ କରୋନାଭାଇରସ୍‌…
ଅଧିକ ଖବର ଦେଖନ୍ତୁ...

ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ବାହାରେ ବୁଲିବାରୁ ବିଏମ୍‌ସି ପକ୍ଷରୁ ୨ ଜଣଙ୍କ ନାଁରେ ଥାନାରେ ଏତଲା

ଭୁବନେଶ୍ୱର: ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ଘର ଛାଡ଼ି ବାହାରେ ବୁଲିବା ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ୍‌ ପକ୍ଷରୁ ୨ ଜଣଙ୍କ ନାଁରେ ଥାନାରେ ଏତଲା ହୋଇଛି। ମିଳିଥିବା ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର ଥାନାରେ ସଂପୃକ୍ତ ବ୍ୟକ୍ତିମାନଙ୍କ ନାଁରେ ଅଭିଯୋଗ ହୋଇଛି। ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...