Daily Archives

March 23, 2020

କରୋନା ପରୀକ୍ଷା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଟେଷ୍ଟିଂ କିଟ ଉତ୍ପାଦନ ଲାଗି ଶିଳ୍ପଜଗତକୁ ମୋଦୀଙ୍କ ଆହ୍ବାନ

ନୂଆଦିଲ୍ଲୀ:  କରୋନା ଭାଇରସ ବା  କୋଭିଡ-୧୯ ପରୀକ୍ଷା ଲାଗି ଯୁଦ୍ଧକାଳୀନ ଭିତିରେ ଆରଏନଏ ନିଦାନ କିଟ ଉତ୍ପାଦନ କରିବା ଲାଗି     ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଔଷଧ ଉଦ୍ୟୋଗ ଜଗତର ନେତୃବର୍ଗଙ୍କୁ ନିବେଦନ କରିଛନ୍ତି । କୋଭିଡ-୧୯ ଆହ୍ୱାନର ମୁକାବିଲା କ୍ଷେତ୍ରରେ ଔଷଧ ଉତ୍ପାଦକ ଏବଂ…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ସଙ୍କଟରେ ବାଲେଶ୍ୱର ଜିଲ୍ଲା ରକ୍ତ ଭଣ୍ଡାର, ‌ସହଯୋଗର ହାତ ବଢ଼ାଇବାକୁ ବିବିଓଙ୍କ ନିବେଦନ

ବାଲେଶ୍ୱର : କରୋନା ପାଇଁ ସଙ୍କଟରେ ଗତି କରୁଛି ବାଲେଶ୍ୱର ଜିଲ୍ଲା ରକ୍ତ ଭଣ୍ଡାର। ଗୋଟିଏ ପଟେ ଶିବିର ରକ୍ତ ସଂଗ୍ରହ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିବା ବେଳେ ଅନ୍ୟପଟେ ରକ୍ତଭଣ୍ତାରରେ ରହିଥିବା ରକ୍ତର ପରିମାଣ ଧୀରେ ଧୀରେ କମିକମି ଯାଉଛି। ନିକଟ ଭବିଷ୍ୟତରେ ଏହା ସରିଯିବାର ଆଶଙ୍କା ବି…
ଅଧିକ ଖବର ଦେଖନ୍ତୁ...

କରୋନା କଟକଣା ବେଳେ ଦୋକାନ ଖୋଲି ଗିରଫ ହେଲେ ୧୧ ଜଣ ବ୍ୟବସାୟୀ

ଫୁଲବାଣୀ: କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ବଜାୟ ରକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଉଥିବା ନିର୍ଦ୍ଦେଶନାମାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି | ଏଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ଦୋକାନ  ନ ଖୋଲିବାକୁ…
ଅଧିକ ଖବର ଦେଖନ୍ତୁ...

ଚାଇନିଜ୍ ଭଳି ଦିଶୁଥିବାରୁ କରୋନା ବୋଲି କହି ଯୁବତୀଙ୍କ ଉପରକୁ ଛେପ ପକାଇଲେ ଯୁବକ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ ସାଂଘାତିକ କରୋନାଭାଇରସ୍ ମହାମାରୀର ରୂପ ନେଇସାରିଥିବା ବେଳେ ବିଶ୍ୱର ଅନେକ ସ୍ଥାନରେ ଏହି ଭାଇରସକୁ ନେଇ ଜାତିଭେଦ ହେଉଥିବା ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ଲୋକମାନେ କରୋନାଭାଇରସକୁ "ଚାଇନିଜ୍ ଭୂତାଣୁ" ବୋଲି କହୁଥିବା ଦେଖାଯାଇଛି | କିଛି ଲୋକ ଏ ନେଇ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି: ଟ୍ରାକ୍ଟର ଓଲଟି ୩ ମହିଳାଙ୍କ ସମେତ ୪ ମୃତ , ୭ ଗୁରୁତର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ କାଦୋପଦର ଛକ ନିକଟରେ ଟ୍ରାକ୍ଟର ଓଲଟି  ୩ ଜଣ ମହିଳା ଶ୍ରମିକ ଓ ଜଣେ ପୁରୁଷ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଶ୍ରମିକଙ୍କୁ ଗୁରୁତର  ଅବସ୍ଥାରେ ସଦରମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେବା…
ଅଧିକ ଖବର ଦେଖନ୍ତୁ...

ଥାନାରେ ମିଳୁନି ଗାଡି ପାସ, ସ୍ପଷ୍ଟ କଲେ ପୁଲିସ କମିସନର

ଭୁବନେଶ୍ୱର: ଥାନାରେ ମିଳୁନି ଗାଡ଼ି ପାସ୍ | କେବଳ ଜରୁରୀ ସେବା ପାଇଁଁ ପାସ୍ ଯୋଗାଇ ଦିଆଯାଉଛି । ଟ୍ୱିନ୍ ସିଟିର ଥାନାରେ ଲୋକଙ୍କୁ ଭିଡ଼ ନ କରିବାକୁ ପୁଲିସ କମିସନର ଅନୁରୋଧ କରିଛନ୍ତି | ମିଳିଥିବା ସୂଚନା ମୁତାବକ ଗାଡି ପାସ୍ ନେବାକୁ ଥାନାରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି ।…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ ଜିଲ୍ଲାରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ କଲା ଜିଲ୍ଲା ପ୍ରଶାସନ

ଦେବଗଡ଼: କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ବଜାୟ ରକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଉଥିବା ନିର୍ଦ୍ଦେଶନାମାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ ସଚେତନତା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଳା ପ୍ରଶାସନ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ବାପା ହେଲେ କ୍ରିକେଟର ସୁରେଶ ରାଇନା, ଚର୍ଚ୍ଚାରେ ନବଜାତର ନାଁ

ନୂଆଦିଲ୍ଲୀ: ସୋମବାର ଦିନ ଭାରତୀୟ କ୍ରିକେଟର ସୁରେଶ ରାଇନା ଦ୍ୱିତୀୟ ଥର ବାପା ବନିଛନ୍ତି | ସୁରେଶ ରାଇନାଙ୍କ ପତ୍ନୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଖବର ଚେନ୍ନାଇ ସୁପର କିଙ୍ଗ୍ସର ସାଥୀ ତଥା ଭାରତୀୟ କ୍ରିକେଟର ହରଭଜନ ସିଂ ପ୍ରକାଶ କରିଛନ୍ତି। ଏହି ଖବର ଦେବା ପାଇଁ ହରଭଜନ ସିଂ ସୋସିଆଲ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ର ନିୟମ ଭାଙ୍ଗିଲେ ଏହି ଧାରାରେ ହେବ ମାମଲା ରୁଜୁ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ପ୍ରକୋପକୁ ଦେଖି ୨୨ରାଜ୍ୟର ୮୨ଟି ଜିଲ୍ଲାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଉତ୍ତରପ୍ରଦେଶର ୧୫ଟି ଜିଲ୍ଲା ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହୁଥିବା ବେଳେ ତିନିଟି ରାଜ୍ୟରେ ଆଂଶିକ ବନ୍ଦ ଘୋଷଣା କରାଯାଇଛି। ଏହି ଲକ୍‌-ଡାଉନ୍‌ ପରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଯୋଜନାରେ ଅନ୍ୟମାନେ ସହମତ ହେବେ। ବ୍ୟବସାୟରେ ଅଚାନକ ଲାଭ ହୋଇପାରେ। ବହୁଦିନ ପରେ ପୁରୁଣା ବନ୍ଧୁଙ୍କ ସହ ବାର୍ତ୍ତାଳାପ ହେବ। ବୃଷ: ସକରାତ୍ମକ ପରିବର୍ତ୍ତନ ଦ୍ବାରା ଜୀବନ ସରଳ ହେବ। ଆଜି କରିଥିବା କାମରୁ ଭବିଷ୍ୟତ୍‍ରେ ଯଥେଷ୍ଟ ଲାଭ ପାଇବେ। ଚାକିରିଆଙ୍କୁ ପାରିତୋଷିକ…
ଅଧିକ ଖବର ଦେଖନ୍ତୁ...