Daily Archives

March 29, 2020

ଜଗତସିଂହପୁରରେ ଗର୍ଭବତୀଙ୍କୁ ଯନ୍ତ୍ରଣା: ପ୍ରସବ ଯନ୍ତ୍ରଣା ବେଳେ ଘରୋଇ ଡାକ୍ତରଖାନାକୁ ପଠାଇଦେଲେ ଡାକ୍ତର

ଜଗତସିଂହପୁର: ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳା ସ୍ୱର୍ଣ୍ଣଲତା ମାଝୀଙ୍କୁ ଡାକ୍ତର ଓ ନର୍ସ ଜାଣି ଶୁଣି ବିପଦକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି । ଆଜି ଏନେଇ ଆଡଭୋକେଟ୍ ବାସୁଦେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ୧୦ ମିନିଟ ଧାରଣାରେ ବସି ପ୍ରତିବାଦ କରିଥିଲେ ।…
ଅଧିକ ଖବର ଦେଖନ୍ତୁ...

ଲକଡାଉନ: ରାସ୍ତାକଡ଼ରୁ ଭିକାରୀଙ୍କୁ ଉଦ୍ଧାର କରି ବିଦ୍ୟାଳୟରେ ରଖି ଖାଇବାକୁ ଦେଲା ଭଦ୍ରକ ପୌରପାଳିକା

ଭଦ୍ରକ: କରୋନା ପାଇଁ ରାସ୍ତାକଡ଼ରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଉଦ୍ଧାର କରିଛି ଭଦ୍ରକ ପୌରପାଳିକା । ପୌରପାଳିକା ତରଫରୁ ଏଭଳି ଲୋକଙ୍କୁ ଉଦ୍ଧାର କରାଯାଇ ମଠସାହିସ୍ଥିତ ବିଦ୍ୟାଳୟରେ ରଖାଯାଇ ସେମାନଙ୍କୁ ଖାଇବା-ପିଇବା ବନେ୍ଦାବସ୍ତ କରାଯାଇଛି । ଭଦ୍ରକ ପୌରପାଳିକା କାର୍ଯ୍ୟନିର୍ବାହୀ…
ଅଧିକ ଖବର ଦେଖନ୍ତୁ...

ନିଜ ମେଡିକାଲକୁ କରୋନା ୱାର୍ଡରେ ପରିବର୍ତ୍ତନ କଲା ଏନଟିପିସି

ନୂଆଦିଲ୍ଲୀ: କରୋନା ଲଢେଇ ପାଇଁ ଏନଟିପିସି ଏହାର ୪୫ଟି ଡାକ୍ତରଖାନା / ସ୍ୱାସ୍ଥ୍ୟ ୟୁନିଟ୍କୁ କରୋନା ୱାର୍ଡରେ ପରିବର୍ତ୍ତନ କରିଛି | କୋଭିଡ-୧୯ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଥିବା ପ୍ରମୁଖ ଚିକିତ୍ସା ଭିତ୍ତିଭୂମିରେ ଦିଲ୍ଲୀର ବଦରପୁର…
ଅଧିକ ଖବର ଦେଖନ୍ତୁ...

ଆଫ୍ରିଦିଙ୍କ ପାଇଁ ସହାୟତା ମାଗି ସୋସିଆଲ ମିଡିଆରେ ଟ୍ରୋଲ ହେଲେ କ୍ରିକେଟର ହରଭଜନ ସିଂ

ମୁମ୍ବାଇ: କ୍ରିକେଟ୍ ପଡ଼ିଆରେ ଭାରତୀୟ ଅଫ୍ ସ୍ପିନର ହରଭଜନ ସିଂ ଏବଂ ପୂର୍ବତନ ପାକିସ୍ତାନୀ ଅଲରାଉଣ୍ଡର ସହିଦ ଆଫ୍ରିଦି ପରସ୍ପରକୁ ତୀବ୍ର ବିରୋଧ କରିଥାଇପାରନ୍ତି, କିନ୍ତୁ ଆଫ୍ରିଦିଙ୍କ ସେବା ଭାବନାରେ ଭଜି ଖୁବ ପ୍ରଭାବିତ ହୋଇଛନ୍ତି | ହରଭଜନ ସିଂ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର…
ଅଧିକ ଖବର ଦେଖନ୍ତୁ...

କୌଣସି ଅନ୍ତର୍ଜାତୀୟ ବିମାନ ନ ଉଡାଇ ମଧ୍ୟ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହେଲେ ସ୍ପାଇସଜେଟ ପାଇଲଟ

ନୂଆଦିଲ୍ଲୀ: କୌଣସି ଅନ୍ତର୍ଜାତୀୟ ବିମାନ ନ ଉଡାଇ ମଧ୍ୟ ସ୍ପାଇସଜେଟର ଜଣେ ପାଇଲଟ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣା ପଡିଛି | ରବିବାର ଦିନ ଏ ନେଇ ସୂଚନା ଦେଇଛି ସ୍ପାଇସଜେଟ | "ଆମର ଜଣେ ସହକର୍ମୀ କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ହୋଇଥିବା ସ୍ୱାବ ପରୀକ୍ଷା ରିପୋର୍ଟରୁ ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...

ଦିନେ ମୋ ପାଖେ ନଥିଲା, ଏବେ ଅଛି ତେଣୁ ନଥିବା ଲୋକଙ୍କୁ ସାହାଯ୍ୟ କରିବି…

ମୁମ୍ବାଇ: କରୋନାଭାଇରସ୍ ବିପକ୍ଷ ଲଢେଇରେ ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ 25 କୋଟି ଦାନ କରିବା ପରେ ଅକ୍ଷୟ କୁମାର ପ୍ରମାଣ କରିଛନ୍ତି ଯେ ସେ ପ୍ରକୃତ ବଲିଉଡ ଖେଳାଳି। ଅକ୍ଷୟଙ୍କ ଏହି ପାଣ୍ଠି ଦାନକୁ ନେଇ ପତ୍ନୀ ଟ୍ୱିଙ୍କିଲ ଖାନ୍ନା ବେଶ ଗର୍ବ ଅନୁଭବ କରିଛନ୍ତି | ଏହି ପାଣ୍ଠି ଦେବା ପରର ଏକ…
ଅଧିକ ଖବର ଦେଖନ୍ତୁ...

ଛୋଟ ପିଲାଙ୍କୁ ମାଗଣାରେ କାଠ ଖେଳନା ପ୍ରସ୍ତୁତି ଶିଖାଉଛନ୍ତି ଏହି ବୁଢା ମଉସା

ଚିତ୍ରକୂଟ : ଦୁଇଟି ରାଜ୍ୟ ସୀମାରେ ଅବସ୍ଥିତ ଜିଲ୍ଲା ଚିତ୍ରକୋଟ, ପ୍ରୟାଗରାଜ (ଉତ୍ତରପ୍ରଦେଶ) ଠାରୁ ୧୩୦ କିଲୋମିଟର ଏବଂ ସତ୍ୟନା (ମଧ୍ୟପ୍ରଦେଶ) ଠାରୁ ୯୦ କିଲୋମିଟର ଦୂରରେ ଏହା ଅବସ୍ଥିତ। ବିଭିନ୍ନ ସ୍ଥାନରୁ ଯାତ୍ରୀମାନେ ଚିତ୍ରକୂଟକୁ ତୀର୍ଥଯାତ୍ରା ପାଇଁ ଆସି ମନ୍ଦାକିନୀ ନଦୀରେ ସ୍ନାନ…
ଅଧିକ ଖବର ଦେଖନ୍ତୁ...

ନିଖୋଜ ଯୁବକଙ୍କ ମୃତଦେହ ୪ ଦିନ ପରେ ପରିତ୍ୟକ୍ତ କୂଅରୁ ଉଦ୍ଧାର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ହାତୀବାରୀ ଥାନା ଅନ୍ତର୍ଗତ ଗିରିଜାଟୋଲି ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ନାମ ଆଶିଷ କିର୍ତ୍ତି (୩୦) । ତାଙ୍କର ଘର ଗିରିଜାଟୋଲି ବୋଲି ପୁଲିସ କହିଛି । ସେ ଗତ ବୁଧବାର ଦିନ ଠାରୁ ନିଖୋଜ ଥିଲେ ।…
ଅଧିକ ଖବର ଦେଖନ୍ତୁ...

କରୋନା ସହ ଲଢେଇ ପାଇଁ ଜିଲ୍ଲାପାଳଙ୍କ ଅଭିନବ ଉଦ୍ୟମ, କଏଦୀଙ୍କୁ ଲଗାଇ ବିପୁଳ ସଂଖ୍ୟାରେ ମାସ୍କ ପ୍ରସ୍ତୁତ କରୁଛନ୍ତି

ସାଗର(ମଧ୍ୟପ୍ରଦେଶ): କରୋନା ଏବେ ସାରା ବିଶ୍ୱରେ ମହାମାରୀ ଭଳି କାୟା ବିସ୍ତାର କରୁଥିବାବେଳେ ମାସ୍କ ବ୍ୟବହାର ପାଇଁ ସରକାର ପରାମର୍ଶ ଦେଉଛନ୍ତି | ତେବେ ଲୋକଙ୍କ ତୁଳନାରେ ମାସ୍କ ସଂଖ୍ୟା କମ ଥିବାରୁ କିଛି ବ୍ୟବସାୟୀ ଏବେ ମାସ୍କକୁ କଳାବଜାରୀ କରିବା ଆରମ୍ଭ କରିଦେଇଛନ୍ତି | ତେବେ ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

ଏତେକ ଦିନ କାମ ନ କରି ଘରେ ରଇଲେ ମରିଯିବୁ ବେ ବାବୁ  

ଜୟପୁର: ଏତେକ ଦିନ କାମ ଧନ୍ଦା ନ କରି ଘରେ ବସି ରେବାର। ସେନ୍ତାର ରଇଲେ ଆମେ ମରିଯିବୁ ବାବୁ । ଦିନକେ ଛନେକ ହେଲେ ଅମେ ଚଳିଯିବୁ। କେନ୍ତାର କରିବାର ହେଲେ। କାମ କରିଲେ ଆମର ପରିବାର ଚଳସି। ଏନ୍ତାର ହେଲେ ମରିଯିବୁ ବେ ବାବୁ। ଘରେ କେତେ ଦିନ ବସିବୁ। ଟାଉନେ ଆସିକରି କାମ କରିଲେ ପରିବାର ଚଳସି।…
ଅଧିକ ଖବର ଦେଖନ୍ତୁ...