Latest Posts
ରାଜ୍ୟ
ବଦଳିଲା ଟ୍ରେନ୍ ଟିକେଟ୍ ବୁକିଂ ନିୟମ: ୪ ମାସ ନୁହେଁ, ଏଣିକି ଦୁଇ ମାସ ପୂର୍ବରୁ ବୁକିଂ
ଟ୍ରେନ୍ ଟିକେଟ୍ ଆଡଭାନ୍ସ ବୁକିଂ ସମୟ ସୀମା ହ୍ରାସ କରାଯାଇଛି। ଚାରି ମାସ ନୁହେଁ, ଏଣିକି ଦୁଇ ମାସ ପୂର୍ବରୁ ଆଡଭାନ୍ସ ବୁକିଂ କରିହେବ। ତେବେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଥିବା ନିୟମରେ କୌଣସି ପରିବର୍ତ୍ତନ ହୋଇ ନାହିଁ।
ଜିଲ୍ଲା
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଖେଳ
ଘୋର ଦୁର୍ଦ୍ଦଶା: ଏକ ନମ୍ବର ଭାରତ ୪୬ରେ ଅଲ୍ଆଉଟ୍
ବର୍ଷା ପ୍ରଭାବିତ ବେଙ୍ଗାଲୁରୁ ଟେଷ୍ଟ୍ରେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛି ଭାରତୀୟ କ୍ରିକେଟ୍ ଦଳ। ତାରକା ଖଚିତ ବ୍ୟାଟିଂକ୍ରମ ଅଚାନକ ତାସଘର ଭଳି ଭୁଶୁଡ଼ିପଡ଼ିଛି। ଲଜ୍ଜାଜନକ ଭାବେ ମାତ୍ର ୪୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି ଟିମ୍ ଇଣ୍ଡିଆ।
ରାଜନୀତି
ଓଡ଼ିଶା କଂଗ୍ରେସ ସଭାପତି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି। ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନିକ କାର୍ଯ୍ୟ ଓ ନେତୃତ୍ବ ସଂପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି।
ଅପରାଧ
ପୁଣି ମାତିଲେ ରୋଡ୍ ରୋମିଓ: କୋଷ୍ଟଗାର୍ଡ ଡିଆଇଜି ଓ ପତ୍ନୀଙ୍କୁ ରାସ୍ତାରେ ଅସଦାଚରଣ
ରାଜଧାନୀରେ ପୁଣି ମାତିଲେ ରୋଡ୍ ରୋମିଓ। ନାଲିବତୀ ଗାଡ଼ିକୁ ଛାଡ଼ିଲେନି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍ଡ ଡିଆଇଜି ଏସ୍ଆର୍ ଦାଶ ଓ ତାଙ୍କ ପତ୍ନୀଙ୍କୁ କଳିଙ୍ଗ ଷ୍ଟାଡିୟମ ନିକଟ ରାସ୍ତାରେ ଅଟକାଇ ଦୁର୍ବ୍ୟବହାର କରିବା ସହ ପତ୍ନୀଙ୍କୁ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ।
ମନୋରଞ୍ଜନ
ଲରେନ୍ସ ସହିତ ଜୁମ୍ କଲରେ କଥା ହେବାକୁ ଚାହେ: ସଲମାନଙ୍କ ପୂର୍ବ ପ୍ରେମିକା ସୋମି
ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ଅନେକ ବର୍ଷ ହେଲାଣି ହତ୍ୟା ଧମକ ଦେଇ ଆସୁଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ଜୁମ୍ କଲରେ କଥା ହେବାକୁ ଚାହୁଛନ୍ତି ସୋମି ଅଲି ।