ନୂଆଦିଲ୍ଲୀ: ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଅ୍ରପରାହ୍ନ ୧ଟା ସୁଦ୍ଧା ଦେଶରେ ୩୯.୧୩ ପ୍ରତିଶତ ମତଦାନ ହୋଇଛି ।ସେଥିମଧ୍ୟରୁ ପଶ୍ଚିମବଙ୍ଗରେ ୫୪.୮୦ ପ୍ରତିଶତ ମତଦାନ ହୋଇଥିବା ବେଳେ ହରିୟାଣାରେ ୩୬.୪୮ ପ୍ରତିଶତ ମତଦାନ ହୋଇଛି।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଦିଲ୍ଲୀରେ ୩୪.୩୭ ପ୍ରତିଶତ, ଝାଡଖଣ୍ଡରେ ୪୨.୫୪ ପ୍ରତିଶତ, ଜମ୍ମୁ-କଶ୍ମୀରରେ ୩୫.୨୨ ପ୍ରତିଶତ, ଓଡିଶାରେ ୩୫.୬୯ ପ୍ରତିଶତ ମତଦାନ ହୋଇଛି। ଏହା ସହିତ ଉତ୍ତରପ୍ରଦେଶରେ ୩୭.୨୩ ପ୍ରତିଶତ ଏବଂ ବିହାରରେ ୩୬.୪୮ ପ୍ରତିଶତ ମତଦାନ ହୋଇଛି।