‘କଂଗ୍ରେସ ଭବନ’ରୁ ଆସବାବପତ୍ର ଚୋରି: କ୍ୟାପିଟାଲ ଥାନାରେ ଏତଲା
ଭୁବନେଶ୍ବର: ରାଜ୍ୟ କଂଗ୍ରେସ ପାର୍ଟି ଅଫିସ ‘କଂଗ୍ରେସ ଭବନ’ ଭିତରୁ ଆସବାବପତ୍ର ଚୋରି ନେଇ ଅଭିଯୋଗ ହୋଇଛି।କଂଗ୍ରେସ ଭବନ ଅଫିସ ଇନଚାର୍ଜ ବୈଦ୍ୟନାଥ ସ୍ୱାଇଁ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ଏତଲାରେ ଦର୍ଶାଯାଇଛି ଯେ ଫର୍ଣ୍ଣିଚର ସହ ଏସି ଷ୍ଟାବ୍ଲାଇଜର ଓ ତମ୍ବା ତାର ଚୋରି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଣୁ ରାତିରେ କଂଗ୍ରେସ ଭବନ ନିକଟରେ ପୁଲିସ ପାଟ୍ରୋଲିଂକୁ ବ୍ୟାପକ କରିବାକୁ ଅନୁରୋଧ କରିଛନ୍ତି କଂଗ୍ରେସ ଭବନ ଅଫିସ ଇନଚାର୍ଜ ବୈଦ୍ୟନାଥ ସ୍ୱାଇଁ।