ରାଜକୁମାରଙ୍କୁ ନେଇ ବଡ଼ ଖୁଲାସା କଲେ ଜାହ୍ନବୀ: ରାଜକୁମାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କରୁଥିଲେ ଏହି କାମ

ମୁମ୍ବାଇ: ପ୍ରଥମ ଫିଲ୍ମ ରିଲିଜ ନ ହେଉଣୁ ଜାହ୍ନବୀ ଏବେ ସମସ୍ତଙ୍କ ପାଇଁ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି । ପ୍ରତିଦିନ କିଛି ନା କିଛି କଥାକୁ ନେଇ ସେ ଚର୍ଚ୍ଚାର ପରିସରକୁ ଆସୁଛନ୍ତି । ଖାସ୍‌ କରି ଶ୍ରୀଦେବୀଙ୍କ ଅକାଳ ବିୟୋଗ ପରଠାରୁ ସମସ୍ତଙ୍କର ଲକ୍ଷ୍ୟ ତାଙ୍କ ଉପରେ ରହିଛି । ନିଜ…
ଅଧିକ ଖବର ଦେଖନ୍ତୁ...

ଗଛରେ ଝୁଲୁଥିଲା ଶବ, ଶରୀରରେ ଲେଖାଥିଲା- ବିଜେପି ସହ ଯୋଡ଼ିହେଲେ ପରିଣାମ ଏହିଭଳି ହେବ!

କୋଲକାତା: ପଶ୍ଚମବଙ୍ଗରେ ଏବେ କୌଣସି ରାଜନୈତିକ ପାର୍ଟିର କାର୍ଯ୍ୟକର୍ତ୍ତା ହେବା ଏକ ପାପ ବୋଲି ଲୋକମାନେ ଭାବିବା ଆରମ୍ଭ କଲେଣି । ଜଣେ ବିଜେପି କର୍ମୀଙ୍କ ହତ୍ୟା ପରେ ସମସ୍ତଙ୍କ ମନରେ ଭୟର ଛାୟା ଖେଳି ଯାଇଥିବା ଦେଖିବାକୁ ମିଳିଛି । ବୁଧବାର ପୁରୁଲିଆରେ ଜଣେ ବିଜେପି କର୍ମୀଙ୍କୁ ନିର୍ମମ…
ଅଧିକ ଖବର ଦେଖନ୍ତୁ...

ଅପରେସନ ପରେ ଗଲ୍‌ବ୍ଲାଡ଼ରରୁ ବାହାରିଲା୧୦ହଜାରରୁ ଅଧିକ ଷ୍ଟୋନ୍‌, ଗଣିବା ପାଇଁ ଡ଼ାକ୍ତରଙ୍କୁ ଲାଗିଲା ୮ଦିନ

କୋଟା : କୋଟାରେ ଥିବା ଏମ୍‌ବିଏସ୍‌ ହସ୍ପିଟାଲର ସର୍ଜରୀ ବିଭାଗରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ଜଣେ ରୋଗୀଙ୍କ ଗଲ୍‌ବ୍ଲାଡ଼ରରୁ ୧୦ହଜାରରୁ ଅଧିକ ଷ୍ଟୋନ୍‌ ବାହାର କରାଯାଇଛି । ଏ ପର୍ଯ୍ୟନ୍ତ ପୃଥିବୀରେ ଷ୍ଟୋନ ବାହାର କରିବା ନେଇ କରାଯାଇଥିବା ଅପରେସନ୍‌ ମଧ୍ୟରୁ ଏହା ତୃତୀୟ ଅଦ୍ଭୁତ…
ଅଧିକ ଖବର ଦେଖନ୍ତୁ...

ଶୋଇବା ପୂର୍ବରୁ ଶରୀରର ଏହି ଅଂଶରେ ଲଗାନ୍ତୁ ସୋରିଷ ତେଲ, ତା’ପରେ ଦେଖନ୍ତୁ କମାଲ…

ସୋରିଷ ତେଲକୁ ମୁଖ୍ୟତଃ ରୋଷେଇରେ ବ୍ୟବହାର କରାଯାଇଥାଏ । ପୁଣି ଅନେକ ମାଲିସ କରିବା ପାଇଁ ସୋରିଷ ତେଲକୁ ବ୍ୟବହାର କରିଥାନ୍ତି । ଏହି ତେଲରେ ଭିନ୍ନ ଭିନ୍ନ ପ୍ରକାରର ଭିଟାମିନ୍‌, ମିନେରାଲ୍ସ ଏବଂ ପୋଷକ ତତ୍ତ୍ୱ ରହିଛି, ଯାହା ଶରୀରକୁ ସୁସ୍ଥ ରଖିଥାଏ । ଯଦି ଆପଣ ଶୋଇବା ପୂର୍ବରୁ ଏହି ତେଲକୁ…
ଅଧିକ ଖବର ଦେଖନ୍ତୁ...

ଏହି ୪ଟି ଲକ୍ଷଣ ଦେଖା ଗଲେ ପାଚନକ୍ରିୟା ଖରାପ ବୋଲି ଜାଣି ନିଅନ୍ତୁ

ପାଚନ ତନ୍ତ୍ର ସୁସ୍ଥ ରହିଲେ ଶରୀର ସୁସ୍ଥ ରହିଥାଏ । ଆମେ ପ୍ରତିଦିନ ଖାଉଥିବା ଖାଦ୍ୟ ଶରୀରକୁ ଯାଇ ଭଲ ଭାବରେ ହଜମ ହେବା ପରେ ହିଁ ଶରୀର ସୁସ୍ଥ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ପାଚନକ୍ରିୟା ଖରାପ ହେବା ଦ୍ୱାରା ଆପଣଙ୍କ ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେବା ସହ ଶରୀରକୁ ପୋଷଣ ମିଳି…
ଅଧିକ ଖବର ଦେଖନ୍ତୁ...

ଫିଟ୍‌ ରହିବାକୁ ଚାହୁଁଛନ୍ତି କି? ସକାଳୁ ଉଠିବାଠାରୁ ଶୋଇବା ଭିତରେ କରନ୍ତୁ ଏହି ୫ଟି କାମ

କାର୍ଯ୍ୟବ୍ୟସ୍ତତା ପାଇଁ ଆଜିକାଲି ଲୋକମାନେ ନିଜ ଖାଇବା ପିଇବାର ଠିକ୍‌ ଭାବରେ ଧ୍ୟାନ ରଖି ପାରୁ ନାହାନ୍ତି । ଯେଉଁଥି ପାଇଁ ଅନେକ ଶାରୀରିକ ସମସ୍ୟା ଦେଖା ଦେଉଛି । ଘର ହେଉ ବା ଅଫିସ କାମ କରିବା ନିଶାରେ କିଛି ଲୋକ ନିଜ ପ୍ରତିଦିନର ଖାଇବାକୁ ଠିକ୍‌ ଭାବରେ ଖାଆନ୍ତି ନାହିଁ । କିନ୍ତୁ କାମ…
ଅଧିକ ଖବର ଦେଖନ୍ତୁ...

ନଓ୍ଵାଜୁଦ୍ଦିନ୍‌ ସିଦ୍ଦ୍‌କୀଙ୍କ ସହ କାମ କରିବା ପାଇଁ ରୋକ୍‌ ଠୋକ୍‌ ମନା କରିଦେଲେ ତାପସୀ

ମୁମ୍ବାଇ : ଏବେ ଧୀରେ ଧୀରେ ବଲିଉଡରେ ନିଜର ସ୍ଥାନ ସୁଦୃଢ଼ କରିବାରେ ଲାଗି ପଡ଼ିଛନ୍ତି ସାଉଥ୍‌ ସୁପରଷ୍ଟାର ତାପସୀ ପନ୍ନୁ । ବଲିଉଡ଼ରେ ପାଦ ରଖିବା ପରେ ପରେ ତାଙ୍କୁ ଗୋଟେ ପରେ ଗୋଟେ ଫିଲ୍ମରେ କାମ କରିବାର ସୁଯୋଗ ମିଳି ଚାଲିଛି । କିଛି ଫିଲ୍ମ ହିଟ୍‌ ନ ହେଲେ ବି ଫିଲ୍ମରେ ଥିବା ତାଙ୍କ…
ଅଧିକ ଖବର ଦେଖନ୍ତୁ...

କରଣ ଜୋହର ଏବଂ ମନୀଷ ମଲହୋତ୍ରାଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଚର୍ଚ୍ଚା!

ମୁମ୍ବାଇ : ବଲିଉଡର ଫ୍ୟାସନ ଡ଼ିଜାଇନର ମନୀଷ ମଲହୋତ୍ରା ଏବଂ ନିର୍ଦ୍ଦେଶକ କରଣ ଜୋହରଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ଦୁଇ ଜଣଙ୍କ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇ ସାରିଥିବା ବେଳେ ଏବେ ମନୀଷ ଏ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି । କରଣଙ୍କ ସହ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ନାବାଳିକା ସହ ଦୁଷ୍କର୍ମ କରି ସୋସିଆଲ ମିଡିଆରେ ଭିଡିଓ ଛାଡ଼ିଲା ଦିଅର, ଭାଉଜ ବନିଥିଲେ ମାଷ୍ଟରମାଇଣ୍ଡ !

ମଥୁର: ମଥୁରାରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା । ଜଣେ ୧୨ବର୍ଷିୟ ନାବାଳିକା ସହ ଦୁଷ୍କର୍ମ କରିଛି ୨୦ବର୍ଷିୟ ଯୁବକ । ଖାଲି ସେତିକି ନୁହେଁ ଘଟଣାର ଦୁଇ ମାସ ପରେ ଏହାର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ସୂଚନା ମିଳିଛି । ଏହି ଭିଡ଼ିଓଟି ଭାଇରାଲ ହେବା ପରେ ପୀଡ଼ିତାଙ୍କ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଦାବି : ମୁଁ ଆଘ୍ରାଣ କରି କିଏ ମରିବାକୁ ଯାଉଛି ତାହା ଜାଣି ପାରେ !

ସିଡନି : ଅଷ୍ଟ୍ରେଲିଆରେ ରହୁଥିବା ଜଣେ ମନୋବିଜ୍ଞାନୀ ନିଜ ବିଷୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସମସ୍ତଙ୍କୁ ଜଣାଇଛନ୍ତି । ଆଗକୁ କେଉଁ ବ୍ୟକ୍ତି ମରିବାକୁ ଯାଉଛି ସେ ବିଷୟରେ ତାଙ୍କୁ ପୂର୍ବାଭାସ ହୋଇଯାଏ ବୋଲି ସେ କହିଛନ୍ତି । ଉରି କଲା ନାମକ ଏହିମନୋବିଜ୍ଞାନୀଙ୍କ କହିବା ଅନୁଯାୟୀ ସେ ଜଣେ ମଣିଷର…
ଅଧିକ ଖବର ଦେଖନ୍ତୁ...