୧୯୯୨ ମୁମ୍ବାଇ ଦଙ୍ଗାରେ ଜୀବନ ବଞ୍ଚାଇ ଥିବା ମୁସ୍‌ଲିମ୍‌ ପରିବାରର ସମ୍ମାନରେ  ରମ୍‌ଜାନର ଗୋଟିଏ ଦିନ ଉପାସ କରୁଛନ୍ତି…

ମୁମ୍ବାଇ: କୁହାଯାଏ ଅସୁବିଧା ସମୟରେ ସାହାଯ୍ୟ କରିଥିବା ଲୋକକୁ କେବେ ବି ନିନ୍ଦା କରିବା ବା ଭୁଲିବା ଉଚିତ ନୁହେଁ । ସେମାନଙ୍କୁ ସାହାଯ୍ୟ ପାଇଁ ସମ୍ମାନ ଜଣାଇବା ଦରକାର । ଠିକ୍‌ ସେପରି କରିଛନ୍ତି ଚର୍ଚ୍ଚିତ ଏବଂ ଲୋକପ୍ରିୟ ସେଫ୍‌ ବିକାଶ ଖାନ୍ନା । ଦୀର୍ଘ ୨୬ ବର୍ଷ ପରେ ତାଙ୍କୁ ସାହାଯ୍ୟ…
ଅଧିକ ଖବର ଦେଖନ୍ତୁ...

ସେଲ୍‌ଫି ନେବା ବାହାନାରେ ବଲିଉଡ୍‌ ଅଭିନେତ୍ରୀଙ୍କ ସହ ଅସଦାଚରଣ କଲେ ପ୍ରଶଂସକ

ମୁମ୍ବାଇ : ‘ପ୍ୟାର୍‌ କା ପଞ୍ଚନାମା’, ‘ଆକାଶବାଣୀ’ ଏବଂ ‘ସୋନୁ କି ଟିଟୁ କି ସ୍ୱିଟ୍ଟୀ’ ଭଳି ଚଳଚ୍ଚିତ୍ରରେ କାମ କରି ସମସ୍ତଙ୍କ ମନରେ ଏକ ନିଆରା ସ୍ଥାନ ସୃଷ୍ଟି କରିଥିବା ନୁସ୍‌ରତ ଭାରୁଚା ଅସଦାଚରଣର ଶିକାର ହୋଇଥିବାର ଖବର ସାମ୍ନାକୁ ଆସିଛି । ପୁଣେକୁ ଏକ ଇଭେଣ୍ଟରେ ଯୋଗ ଦେବା ପାଇଁ…
ଅଧିକ ଖବର ଦେଖନ୍ତୁ...

ବାଜପାୟୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି; ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଘରକୁ ଫେରିବେ : ଏମ୍ସ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଛି । ଗତ ୪୮ ଘଣ୍ଟାର ଚିକିତ୍ସା ଭିତରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି। ଆଉ କିଛି ଦିନ ଭିତରେ ସେ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ହୋଇଯିବେ ବୋଲି ଏମ୍ସ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁ କଥା ଲୁଚାଉଛନ୍ତି କିମ୍ବା ମିଛ କହୁଛନ୍ତି କି? ତାଙ୍କ ଭାବଭଙ୍ଗୀରୁ ପରଖନ୍ତୁ

କିଛି ଲୋକଙ୍କ ପାଖରେ ଏମିତି କଳା ରହିଛି ଯେ ସେମାନେ ମିଛକୁ ସତ ଭଳି ପ୍ରକାଶ କରିଥାନ୍ତି। ମିଛକୁ ଏମିତି ଶୈଳୀରେ କହନ୍ତି ଯେ ତାଙ୍କ ସାମ୍ନାରେ ଥିବା ଲୋକ ଏହାର ଟେର ପାଆନ୍ତି ନାହିଁ। ଆସନ୍ତୁ ଜାଣିବା ଏମିତି କୌଶଳ, ଯାହା ଦ୍ୱାରା ମିଛ ଧରିପାରିବା। ଆପଣ ଏକାଗ୍ରତାର ସହିତ ଜଣଙ୍କ ଭାବଭଙ୍ଗୀକୁ…
ଅଧିକ ଖବର ଦେଖନ୍ତୁ...

ଦୀପିକା ପାଦୁକୋନ୍‌ଙ୍କ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ! ସବୁ ଅନ୍ତେବାସୀ ସୁରକ୍ଷିତ, ନିଆଁଲିଭା ଜାରି

ମୁମ୍ବାଇ: ମୁମ୍ବାଇର ଓର୍‌ଲି ଅନ୍ତର୍ଗତ ପ୍ରଭାଦେବୀ ଅଞ୍ଚଳରେ ଥିବା ଏକ ସୁଉଚ୍ଚ ଆପାର୍ଟମେଣ୍ଟର ଉପର ମହଲାଗୁଡ଼ିକରେ ନିଆଁ ଲାଗିଯାଇଛି। ସୂତ୍ର ଅନୁଯାୟୀ, ବିଉମୋଣ୍ଡେ ଟାଓ୍ଵାର୍ସ ଆପାର୍ଟମେଣ୍ଟର ଉପର ୨/୩ ମହଲାରୁ ହଠାତ୍‌ ବୁଧବାର ମଧ୍ୟାହ୍ଣରେ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।…
ଅଧିକ ଖବର ଦେଖନ୍ତୁ...

୮୭ବର୍ଷର ପୁରୁଣା ଆମ୍ବ ଗଛର ଡ଼ାଳକୁ ନ କାଟି ୪ ମହଲା କୋଠା ତିଆରି କଲେ ଆଇଆଇଟି ଛାତ୍ର, ଭିତରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ…

ଉଦୟପୁର : ଆଜିକାଲି ଦେଶରେ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକମାନେ ରହିବା ପାଇଁ ଗଛ କାଟିବା ଆରମ୍ଭ କରିଛନ୍ତି । ଯେଉଁଠି ଜଙ୍ଗଲ ଥିଲା ଏବେ ସେଠି ବଡ଼ ବଡ଼ କୋଠା ତିଆରି ସରିଛି । ଧୀରେ ଧୀରେ ଗଛ ସଂଖ୍ୟା କମିବା ସହ ଘର ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାର ପ୍ରଭାବ ପରିବେଶ ଉପରେ ଅଧିକ ପଡ଼ୁଛି ।…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ  ଶବଯାତ୍ରା ଦେଖିଲେ କରନ୍ତୁ ଏହି ୪ଟି ଶୁଭକାମ

ଶ୍ରୀମଦ୍‌ ଭଗବତ୍‌ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ମଣିଷ ଶରୀର ହେଉଛି କ୍ଷଣଭଙ୍ଗୁର, ଅମର ହେଉଛି କେବଳ ତା’ର ଆତ୍ମା । ଯିଏ ଜନ୍ମ ନେଇଛି ତା’ର ମୃତ୍ୟୁ ସୁନିଶ୍ଚିତ । ଘରେ ବା ପଡ଼ୋଶୀଙ୍କ ଘରେ କାହାର ଦେହାନ୍ତ ହେଲେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ଶବ ଯାତ୍ରା କରାଯାଇଥାଏ ।…
ଅଧିକ ଖବର ଦେଖନ୍ତୁ...

ସଲମାନ ଖାନ୍‌-ଋଷି କପୁରଙ୍କ ସଂପର୍କରେ ତିକ୍ତତା, ଋଷି କପୁରଙ୍କୁ ନେଇ ଏଭଳି ମନ୍ତବ୍ୟ ରଖିଲେ ସଲମାନ

ମୁମ୍ବାଇ : ୩୦ବର୍ଷ ହେବ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ଆସୁଥିବା ବଲିଉଡ଼୍‍ର ଟାଇଗର ସଲମାନ ଖାନ୍‌ଙ୍କର କେହି ଶତ୍ରୁ ନାହାନ୍ତି ବୋଲି ସେ କହି ଆସିଛନ୍ତି । କିନ୍ତୁ କାହା ସହ ଶତ୍ରୁତା ନଥିଲେ ମଧ୍ୟ ବଲିଉଡ଼୍‍ରେ କିଛି ଏମିତି କଳାକାର ଅଛନ୍ତି ଯେଉଁମାନଙ୍କୁ ସଲମାନ ପସନ୍ଦ କରନ୍ତି ନାହିଁ । ଏକ…
ଅଧିକ ଖବର ଦେଖନ୍ତୁ...

୧୫ବର୍ଷିୟ ଛାତ୍ର ସହ ଶାରୀରିକ ସଂପର୍କ ରଖୁଥିଲେ ଗର୍ଭବତୀ ଥିବା ଶିକ୍ଷୟତ୍ରୀ,ମିଳିଲା ୬ ବର୍ଷ ଜେଲ ଦଣ୍ଡ

ଟେକ୍ସାସ : ଜଣେ ୧୫ବର୍ଷିୟ ନାବାଳକ ସହ ଶାରୀରିକ ସଂପର୍କ ରଖି ୬ ବର୍ଷ ଜେଲ୍‌ ଦଣ୍ଡ ଭୋଗିଛନ୍ତି ଜଣେ ଶିକ୍ଷୟିତ୍ରୀ । ଆମେରିକାର ଜଣେ ଇଂରାଜୀ ଶିକ୍ଷୟତ୍ରୀ ନିଜର ଯୌନ ଲାଳସା ପୂର୍ଣ୍ଣ କରିବା ପାଇଁ ଜଣେ ୧୫ବର୍ଷିୟ ଛାତ୍ର ସହ ଜୋର ଜବରଦସ୍ତ ଯୌନ ସଂପର୍କ ରଖୁଥିଲେ । କେବଳ ତାଙ୍କ ସହ ନୁହେଁ,…
ଅଧିକ ଖବର ଦେଖନ୍ତୁ...

ଫିଟ୍‌ନେସ୍‌ ଟେଷ୍ଟରେ ବିଫଳ ହେବା ପରେ ଭାରତୀୟ ଟେଷ୍ଟ ଦଳରୁ ବାଦ୍‌ ପଡ଼ିଲେ ମହମ୍ମଦ ସାମି

ନୂଆଦିଲ୍ଲୀ : ଆଫ୍‌ଗାନିସ୍ଥାନ ବିରୋଧରେ ହେବାକୁ ଥିବା ଟେଷ୍ଟ ସିରିଜ୍‌ ପାଇଁ ସୋମବାର ଅନୁଷ୍ଠିତ ଫିଟନେସ୍‌ ଟେଷ୍ଟରେ ବିଫଳ ହେବା ପରେ ଫାଷ୍ଟ୍‍ ବୋଲର ମହମ୍ମଦ ସାମିଙ୍କୁ ଭାରତୀୟ ଟେଷ୍ଟ ଦଳରୁ ବାଦ ଦିଆଯାଇଛି। ଏବେ ତାଙ୍କ ବଦଳରେ ଦିଲ୍ଲୀର ଫାଷ୍ଟ ବୋଲର ନବଦୀପ ସାଇନିଙ୍କୁ ଟେଷ୍ଟ ଟିମରେ…
ଅଧିକ ଖବର ଦେଖନ୍ତୁ...