ଦୃଷ୍ଟିଶକ୍ତି ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ସପୁରୀ; ଆସନ୍ତୁ ଜାଣିବା ଏହାର ଆଉ କ’ଣ ସବୁ  ଫାଇଦା ରହିଛି

ସପୁରୀ ଏକ ଏମିତି ସ୍ୱାଦିଷ୍ଟ ଫଳ, ଯାହା  ଖାଇବା ପାଇଁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । କିଛି ଲୋକ ଏହାକୁ କାଟି କରି ଖାଇବା ପାଇଁ ପସନ୍ଦ କରିଥାନ୍ତି ତ କିଛି ଏହାର ଜୁସ୍‌ ତିଆରି କରି ପିଇବାକୁ ପସନ୍ଦ କରିଥାନ୍ତି । ଏଥିରେ ଥିୟାମାଇନ୍‌, ଭିଟାମିନ ଏ,କ୍ୟାଲ୍‌ସିୟମ, ପୋଟାସିୟମ,ଭିଟାମିନ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀକୁ କନେଷ୍ଟବଳଙ୍କ ଚିଠି : ‘ମୋ ସ୍ତ୍ରୀ ଦେହ ଖରାପ..ଦରମା ବି ମିଳୁନାହିଁ, ମୋତେ ୟୁନିଫର୍ମରେ…

ମୁମ୍ବାଇ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‍ନବିସ୍‌ଙ୍କୁ ଜଣେ କନେଷ୍ଟବଳ ଲେଖିଥିବା ଚିଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘରର ପରିସ୍ଥିତି ଭଲ ନଥିବାରୁ ମୋତେ ପୁଲିସ ୟୁନିଫର୍ମରେ ଭିକ ମାଗିବାକୁ ଦିଆଯାଉ ବୋଲି ଅନୁମତି ମାଗିଛନ୍ତି କନେଷ୍ଟବଳ । ଦୁଇମାସ ହେଲା ଦରମା ମିଳୁ…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀ ଥିବାରୁ ନେହା ହଠାତ୍‌ ବିବାହ କରିବା ନେଇ ହେଉଥିବା ଚର୍ଚ୍ଚା ପରେ ମୁହଁ ଖୋଲିଲେ ନେହାଙ୍କ ବାପା

ମୁମ୍ବାଇ : ସୋନମ ଏବଂ ଆନନ୍ଦଙ୍କ ବିବାହ ଖବର ଚର୍ଚ୍ଚାରେ ଥିବା ବେଳେ ନିଜ ବିବାହ ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ବଲିଉଡ୍‌ ଅଭିନେତ୍ରୀ ନେହା ଧୂପିଆ । କାହାକୁ କିଛି ନ ଜଣାଇ ଏକ ଗୁରୁଦ୍ୱାରରେ ନିଜର ପୁରୁଣା ବନ୍ଧୁ ଅଙ୍ଗଦ ବେଦୀଙ୍କୁ ବିବାହ କରିଥିଲେ ନେହା । ଶିଖ୍‌ ରୀତିନିତିରେ…
ଅଧିକ ଖବର ଦେଖନ୍ତୁ...

ଦିନ ୧୨ଟାରେ ହୋଣ୍ଡା ସିଟି ଏବଂ ୧୦ଲକ୍ଷ ଟଙ୍କା ପାଇଁ ସ୍ୱାମୀ ମାଡ଼ ମାରୁଥିଲେ, ଅପରାହ୍ନ ୩.୩୦ରେ ଆସିଲା ମୃତ୍ୟୁ ଖବର !

ଯମୁନାନଗର : ଦୁଇ ମାସ ତଳେ ବିବାହ କରି ଖୁସିରେ ରହିବାର ସ୍ୱପ୍ନ ଦେଖିଥିଲେ ହରିୟାଣାର ସୁମନ । ଦୁଇ ମାସ ପରେ ତାଙ୍କର ସେହି ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି । ବିବାହ ପରେ ଯୌତୁକରେ ହୋଣ୍ଡା ସିଟି ଗାଡ଼ି ଏବଂ ୧୦ଲକ୍ଷ ଟଙ୍କା ଆଣି ନ ପାରିବାରୁ ନିର୍ଯାତନା ଦେଇଥିଲେ ଶାଶୁଘର ଲୋକେ । ଯାହାକୁ ସହି…
ଅଧିକ ଖବର ଦେଖନ୍ତୁ...

ମମତାଙ୍କୁ ହତ୍ୟା କରିବାର ସୁପାରି କିଏ ଦେଲା? କାହାକୁ ଇଙ୍ଗିତ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଣିଛନ୍ତି ଏକ ସଙ୍ଗୀନ ଅଭିଯୋଗ । ସେ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କୁ ହତ୍ୟା କରିବା ପାଇଁ ଏକ ରାଜନୈତିକ ଦଳ ଉଦ୍ୟମ କରୁଛି । ଏଥିପାଇଁ ଭଡାଟିଆ ହତ୍ୟାକାରୀଙ୍କୁ ନିୟୋଜିତ କରାଯାଇଛି। ତାଙ୍କୁ ଏହି ସୂଚନା ପୁଲିସ ପକ୍ଷରୁ ଦିଆଯାଇଛି ବୋଲି…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମକାରୀକୁ ମୃତ୍ୟୁଦଣ୍ଡ : ଏକ ମାସ ନ ପୂରୁଣୁ ଶିଶୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଫଇସାଲା କଲା ଇନ୍ଦୋର ଜିଲ୍ଲା…

ଇନ୍ଦୋର : ଦେଶରେ ନାବାଳିକା ଦୁଷ୍କର୍ମ ମାମଲା ବଢ଼ି ଚାଲିଥିବା ବେଳେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଇନ୍ଦୋରର ଏକ ଅଦାଲତ। ଏହି ଅଦାଲତ ଶୁଣାଇଛନ୍ତି ଏକ ଏତିହାସିକ ରାୟ । ନାବାଳିକା ଦୁଷ୍କର୍ମ ମାମଲାରେ ତ୍ୱରିତ ନ୍ୟାୟ ପ୍ରଦାନ କରି ଦୁଷ୍କର୍ମକାରୀକୁ ଦେଇଛନ୍ତି ମୃତ୍ୟୁଦଣ୍ଡ। ଏକ ୪ ମାସର…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇରେ ରହି ମଧ୍ୟ ବାପା-ମା’ଙ୍କ ସହ ରହୁ ନାହାନ୍ତି ଆଲିଆ : ପ୍ରଥମ ଥର ପାଇଁ କାରଣ ଜଣାଇଲେ ମା’ ସୋନି ରାଜ୍‌ଦାନ

ମୁମ୍ବାଇ : ଆଲିଆ ଭଟ୍ଟ ଆଜି ଯେଉଁ ସଫଳତାର ଶୀର୍ଷରେ ଅଛନ୍ତି ଏହା ପଛରେ ତାଙ୍କ ମା’ଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିା ଅନେକ ସମୟରେ ମା’-ଝିଅଙ୍କ ମଧ୍ୟରେ ଥିବା ସଂପର୍କ ଦର୍ଶକମାନେ ଦେଖିବାକୁ ପାଇଛନ୍ତି । ତେବେ ମାତା-ପିତାଙ୍କ ସହ ଭଲ ସଂପର୍କ ଥାଇ ମଧ୍ୟ ଆଲିଆ ଅଲଗା ରହୁଛନ୍ତି । କିଛି…
ଅଧିକ ଖବର ଦେଖନ୍ତୁ...

ସାଉଥ୍‌ ସୁପରଷ୍ଟାରଙ୍କ ଫିଲ୍ମର ନେଗେଟିଭ୍‌ ରିଭ୍ୟୁ କରିବାରୁ ସାମ୍ବାଦିକାଙ୍କୁ ଦୁଷ୍କର୍ମ ଧମକ ଦେଲେ ପ୍ରଶଂସକ

ହାଇଦ୍ରାବାଦ୍‌ : ଦକ୍ଷିଣରେ ସାଉଥ୍‌ ସୁପରଷ୍ଟାରଙ୍କୁ ଭଗବାନଙ୍କ ଭଳି ମାନନ୍ତି ପ୍ରଶଂସକ । ସେମାନଙ୍କ ଭଗବାନ ବିଷୟରେ କେହି କିଛି କହିଲେ ସେମାନେ ସହ୍ୟ କରିପାରନ୍ତି ନାହିଁ । ଏବେ ସାଉଥ୍‌ ସୁପରଷ୍ଟାର ଅଲ୍ଲ ଅର୍ଜୁନଙ୍କୁ ନେଇ ଏବେ ସେଭଳି ଏକ ଖବର ସାମ୍ନାକୁ ଆସିଛି । ଅଲ୍ଲ ଅର୍ଜୁନଙ୍କ…
ଅଧିକ ଖବର ଦେଖନ୍ତୁ...

ଡିପ୍ରେସନ୍‌ରେ ଦଙ୍ଗଲ ଗର୍ଲ ଜାଇରା ! ପ୍ରତିଦିନ ଖାଉଛନ୍ତି ଔଷଧ, ଆସୁଛି ଆତ୍ମହତ୍ୟା କରିବାର ଭାବନା

ମୁମ୍ବାଇ : ଫିଲ୍ମ ‘ଦଙ୍ଗଲ’ ଜରିଆରେ ସମସ୍ତଙ୍କ ସାମ୍ନାକୁ ଆସିଥିଲେ ଶିଶୁ କଳାକାର ଜାଇରା ଓ୍ଵାସିମ୍‌ । ଫିଲ୍ମରେ ଥିବା ତାଙ୍କ ଚରିତ୍ରକୁ ଦର୍ଶକ ପସନ୍ଦ କରିଥିବା ବେଳେ ଏଥିପାଇଁ ତାଙ୍କୁ ବିଭିନ୍ନ ପୁରସ୍କାର ମଧ୍ୟ ମିଳିଥିଲା । ସମସ୍ତେ ତାଙ୍କ ଅଭିନୟକୁ ପ୍ରଶଂସା କରିବା ସହ ‘ଦଙ୍ଗଲ’ ପରେ ସେ…
ଅଧିକ ଖବର ଦେଖନ୍ତୁ...

୩୦୦ଟଙ୍କା ଦେଇ ନ ପାରିବାରୁ ପରୀକ୍ଷା ଦେବାକୁ ମନାକଲା କଲେଜ୍‌, ଭବିଷ୍ୟତ କଥା ଚିନ୍ତା କରି ହୃଦ୍‌ଘାତରେ ଛାତ୍ରଙ୍କ…

ସତନା : ମଧ୍ୟପ୍ରଦେଶରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ମାତ୍ର ୩୦୦ଟଙ୍କା ପାଇଁ ଚାଲି ଯାଇଛି ଏକ ନୀରିହ ଛାତ୍ରର ଜୀବନ । ବିସିଏ ପରୀକ୍ଷା ପାଇଁ ୩୦୦ଟଙ୍କା ଦେଇ ନ ପାରିବାରୁ ପରୀକ୍ଷକ ପୀଡ଼ିତ ଛାତ୍ରକୁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ଦେଇ ନଥିଲେ । ପରୀକ୍ଷା ଦେଇ ନ ପାରିବାରୁ ନିଜ ଭବିଷ୍ୟତ…
ଅଧିକ ଖବର ଦେଖନ୍ତୁ...