ନିଟ୍‌ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ମହିଳା ପରୀକ୍ଷାର୍ଥୀଙ୍କୁ ଅନ୍ତବସ୍ତ୍ର କାଢ଼ିବାକୁ କହିଲେ ପରୀକ୍ଷକ; ଥାନାରେ…

ପଲକ୍କଡ଼୍‍ : କେରଳରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଚାରି ଦିନ ତଳେ ଅନୁଷ୍ଠିତ ନିଟ୍‌ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ଦେବା ପାଇଁ ଛାଡ଼ିବା ପୂର୍ବରୁ ସେମାନଙ୍କୁ ଅନ୍ତବସ୍ତ୍ର କାଢ଼ିବା ପାଇଁ କୁହାଯାଇଥିଲା ବୋଲି ଅଭିଯୋଗ ହୋଇଛି । ଅନ୍ତବସ୍ତ୍ରରର ହୁକ୍‌ ମେଟାଲିକ୍‌…
ଅଧିକ ଖବର ଦେଖନ୍ତୁ...

ଅଧିକ ଲୁଣ ଖାଉଛନ୍ତି କି? ଜାଣନ୍ତୁ ଦୈନିକ କେତେ ଗ୍ରାମ୍‌ ଲୁଣ ଖାଇବା ଜରୁରୀ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ବିଶ୍ୱରେ ଲୋକମାନେ ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଆନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ଶୁଭଙ୍କର ନୁହେଁ, ଯଦିଓ ଲୁଣରେ ଥିବା ସୋଡିୟମ୍‌ ଏବଂ କ୍ଲୋରାଇଡ୍‌ ଆମ ଶରୀର ପାଇଁ ଉପଯୋଗୀ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ରାମ-ଲକ୍ଷ୍ମଣଙ୍କୁ ନିଦ୍ରିତ ଅବସ୍ଥାରେ ଅପହରଣ କରାଯାଇଥିଲା! ବିଭୀଷଣଙ୍କ ବେଶର କିଏ କରିଥିଲା ଅପହରଣ?

ରାମାୟଣରେ ଏମିତି ଏକ କାହାଣୀ ଅଛି ଯାହା ଶୁଣିଲେ ଆପଣଙ୍କର ଦେହ ଶୀତେଇ ଉଠିବ। ରାମ-ରାବଣ ଯୁଦ୍ଧ ଚାଲିଥିବାବେଳେ ଥରେ ନିଦ୍ରିତ ଅବସ୍ଥାରେ ଥିବାବେଳେ ରାମ-ଲକ୍ଷ୍ମଙ୍କୁ ରାବଣ ଇଙ୍ଗିତରେ ଅପହରଣ କରାଇ ନିଆଯାଇଥିଲା। ଆସନ୍ନ ମୃୁତ୍ୟରୁ ବର୍ତ୍ତିଥିଲେ ପ୍ରଭୁ ଶ୍ରୀରାମ। ଏ କାହାଣୀ ଶୁଣି ଆପଣ ହୁଏତ…
ଅଧିକ ଖବର ଦେଖନ୍ତୁ...

ସବୁବେଳେ ପ୍ରବାସୀ ଭାରତୀୟଙ୍କୁ ସାହାଯ୍ୟ କରୁଥିବା ସୁଷମା ସ୍ୱରାଜ ଫିଲିପାଇନ୍ସରେ ରହୁଥିବା ଏହି କଶ୍ମୀରୀ ଛାତ୍ରଙ୍କ…

ନୂଆଦିଲ୍ଲୀ : ବିଦେଶମନ୍ତ୍ରୀ ସୁଷମା ସ୍ୱରାଜ ସବୁବେଳେ ଟ୍ଵିଟର ମାଧ୍ୟମରେ ଲୋକମାନଙ୍କୁ ସାହାଯ୍ୟ କରିଥାନ୍ତି । ଭାରତ ବାହାରେ ରହୁଥିବା ଭାରତୀୟଙ୍କର କୌଣସି ଅସୁବିଧା ହେଲେ ତାହାର ସମାଧାନର ବାଟ ବାହାର କରିଥାନ୍ତି ସୁଷମା। କିଛି ଦିନ ତଳେ ବଲଉଡ଼ ଗୀତିକାର ଅଦ୍‌ନାନ ସାମିଙ୍କୁ କୁଏତ୍‌ରେ…
ଅଧିକ ଖବର ଦେଖନ୍ତୁ...

ସଲମାନ-ଶାହାରୁଖ୍‌ଙ୍କଠାରୁ ନିଜକୁ ଦୂରରେ ରଖନ୍ତି ଏହି ପ୍ରଯୋଜିକା, ପ୍ରଥମ ଥର ପାଇଁ ସର୍ବସମ୍ମୁଖରେ ଖୋଲିଲେ ଗୁମର

ମୁମ୍ବାଇ : ସଲମାନ ଖାନ୍‌ ଏବଂ ଶାହାରୁଖ୍‌ ଖାନ୍‌ ବଲିଉଡ଼ର ଦୁଇଟି ଏମିତି ନାଁ ଯାହାଙ୍କ ସହ ଚଳଚ୍ଚିତ୍ର ଜଗତର ସବୁ କଳାକାର କାମ କରିବାକୁ ଚାହିଁଥାନ୍ତି । ବୟସ ଏମାନଙ୍କ ପାଖରେ ହାର ମାନି ଥିବା ବେଳେ ଏବେ ମଧ୍ୟ ସେମାନେ ଇଣ୍ଡଷ୍ଟ୍ରିରେ ରାଜ କରି ଚାଲିଛନ୍ତି । ତେବେ ଏହି ଦୁଇ କଳାକାରଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଲୁଚି ଲୁଚି ଅଙ୍ଗଦ ବେଦୀଙ୍କୁ ବିବାହ କଲେ ନେହା ଧୂପିଆ, ଖୁଲାସା କଲେ କରଣ ଜୋହର

ମୁମ୍ବାଇ : ଲାଗୁଛି ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ବଲିଉଡ଼ରେ ବିବାହ ଋତୁ ଆରମ୍ଭ ହୋଇ ଗଲାଣି । ସୋନମ୍‌ କପୁରଙ୍କ ବିବାହ ନ ସରୁଣୁ ଏବେ ଆଉ ଜଣେ ବଲିଉଡ଼ ଅଭିନେତ୍ରୀଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ହେଉଛନ୍ତି ନେହା ଧୂପିଆ । ସବୁ କଳାକାରଙ୍କର ବିବାହ ଦେଶର ନିଉଜ୍‌ ଚ୍ୟାନେଲରେ…
ଅଧିକ ଖବର ଦେଖନ୍ତୁ...

୫୦ ଟଙ୍କା ରୋଜଗାର କରୁଥିବା ଦିନ ମଜୁରିଆ ଏବେ ରୋଜଗାର କରୁଛନ୍ତି ୫୦ ଲକ୍ଷ! ଜାଣନ୍ତୁ କେମିତି

ରାଞ୍ଚି : ମଣିଷ ନିଜର ବୁଦ୍ଧି ଏବଂ ପରିଶ୍ରମ ଦ୍ୱାରା ସବୁକିଛି ସମ୍ଭବ କରିପାରିବ । ଏହାକୁ ପ୍ରମାଣ କରିଦେଖାଇଛନ୍ତି ରାଞ୍ଚି ଝାଡ଼ଖଣ୍ଡର ଗଂସୁ ମେହେତା। ସମୟ ଥିଲା ଦିନ ମଜୁରିଆ ଭାବେ ସେ ୫୦ଟଙ୍କା ପାଇଁ ତାଙ୍କ ଗ୍ରାମରୁ ୨୫ କିଲୋମିଟର ଯାତ୍ରା କରୁଥିଲେ। କିନ୍ତୁ ବର୍ତ୍ତମାନ ନିଜର ଉପଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଚେହେରା କହିବ କେମିତି ଅଛି ଆପଣଙ୍କ ଶରୀରର ହାଲ୍‌

ଇଂରାଜୀରେ ଏକ କଥନିକା ଅଛି; ଫେସ୍‌ ଇଜ୍‌ ଦ ଇଣ୍ଡେକ୍ସ ଅଫ୍‌ ମାଇଣ୍ଡ୍‌। କାରଣ ବ୍ୟକ୍ତିର ଚେହେରାରୁ ତା’ର ମନର କଥା ଜଣାପଡ଼ି ଯାଇଥାଏ । ଆମେ ଯେଉଁ ପରିସ୍ଥିତିରେ ମଧ୍ୟ ଥାଉ, ତାହା ଆମ ଚେହେରାରୁ ଜଣାପଡ଼ିଥାଏ । ତେବେ ଆପଣ ଜାଣିଛନ୍ତି କି ଖାଲି ଭାବନା ନୁହଁ, ବରଂ ସ୍ୱାସ୍ଥ୍ୟ ସମ୍ବନ୍ଧିୟ…
ଅଧିକ ଖବର ଦେଖନ୍ତୁ...

ଷ୍ଟେସନର ମାଗଣା ଓ୍ଵାଇ-ଫାଇ ବ୍ୟବହାର କରି ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ କୁଲି କାମ କରୁଥିବା ଏହି ଯୁବକ

ନୂଆଦିଲ୍ଲୀ : ଆଜିକାଲି କିଛି ପିଲାଙ୍କୁ ଅନେକ ସୁଖସୁବିଧା ହାତ ପାଆନ୍ତାରେ ମିଳିଯିବାରୁ ସଫଳତା ପାଇବା ପାଇଁ କେତେ କଷ୍ଟ କରିବା ପାଇଁ ପଡ଼େ ତାହା ସେମାନେ ବୁଝି ପାରି ନଥାନ୍ତି । ପଢ଼ିବା ପାଇଁ ସମୟ, ଘର ଏବଂ ଟଙ୍କା ନଥାଇ ମଧ୍ୟ କିଛି ପିଲା କଷ୍ଟ କରି ପାଠ ପଢ଼ିବା ସହ ବଡ଼ ବଡ଼ ସଫଳତା ହାସଲ…
ଅଧିକ ଖବର ଦେଖନ୍ତୁ...

ଅଚାନକ ଆରମ୍ଭ ହୋଇଛି କି ଅଣ୍ଟା ବିନ୍ଧା? କାରଣ ଜାଣି କରନ୍ତୁ ଏହାର ଆର୍ୟୁବେଦୀୟ ଉପଚାର

ଲୋକମାନଙ୍କ ମନରେ ଗୋଟେ ଭୁଲ ଧାରଣା ରହିଛି କି ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅଣ୍ଟା ବିନ୍ଧା ସମସ୍ୟା ଆପେ ଆପେ ଦେଖା ଯାଇଥାଏ । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ । ବେଳେ ବେଳେ ଠିକ୍‌ ଭାବରେ ବସା ଉଠା ନ କରିବା, ଅଧିକ ଓଜନର ଜିନିଷ ଉଠାଇବା, ଆଘାତ ଲାଗିବା, ଗର୍ଭବସ୍ଥା ଇତ୍ୟାଦି କାରଣରୁ ଅଣ୍ଟା…
ଅଧିକ ଖବର ଦେଖନ୍ତୁ...