ବାପା! ତୁମେ କ’ଣ କରୁଛ? ଦୁଷ୍କର୍ମ ଉଦ୍ୟମ କରୁଥିବା ବାପାକୁ ପଚାରିଲା ଝିଅ,ପୁଲିସ ଡାକି ବଞ୍ଚାଇଲା ମା’

ଖଣ୍ଡାଓ୍ଵା : ସାରା ଦେଶରେ ଏବେ ଦୁଷ୍କର୍ମର ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏବେ ମହିଳାମାନେ ନିଜ ଘରେ ମଧ୍ୟ ସୁରକ୍ଷିତ ନୁହନ୍ତି । ଏହି କିଛି ଦିନ ମଧ୍ୟରେ ନିଜ ଘରେ ଭାଇ ଏବଂ ସାବତ ବାପା ଦ୍ୱାରା ଦୁଷ୍କର୍ମର ଶିକାର ହେବାରେ ଲାଗିଛନ୍ତି ଘରର ନାବାଳିକା । ଆଗରୁ ଏଭଳି ଅନେକ ଖବର ଆସିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ମଦର୍ସ ଡେ ଅବସରରେ ରେଡିଓ ଚକଲେଟ ରିଲିଜ୍‌ କଲା  ନୂଆ ନୂଆ ଗୀତ ‘ବୋଉଲୋ…’

ଭୁବନେଶ୍ୱର : ସବୁବେଳେ  ନୂଆ ନୂଆ ଗୀତ ମାଧ୍ୟମରେ ଶ୍ରୋତାଙ୍କର ମନୋରଞ୍ଜନ କରିଥାଏ ରେଡ଼ିଓ ଚକଲେଟ୍‌ । ଦୀର୍ଘ ୧୧ ବର୍ଷ ହେବ ଭିନ୍ନ ଭିନ୍ନ ସ୍ୱାଦର ଗୀତ ଜରିଆରେ ଶ୍ରୋତାଙ୍କୁ ଆକୃଷ୍ଟ କରିବାର ପ୍ରାୟାସ ଜାରି ରଖିଛି ରେଡ଼ିଓ ଚକଲେଟ୍‌୍‌ । ଏବେ ପୁଣି ଥରେ ରେଡ଼ିଓ ଚକଲେଟ୍‌ ମଦର୍ସ ଡ଼େ ଅବସରରେ ଏକ…
ଅଧିକ ଖବର ଦେଖନ୍ତୁ...

ନବଜାତ ଶିଶୁକୁ ଝୁଣି ଖାଇଗଲା ହିଂସ୍ର କୁକୁର; ଲେକେ ଉଦ୍ୟମ କରି ବି ବଞ୍ଚାଇ ପାରିଲେ ନାହିଁ

ହରଦୋଇ : ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାରେ କୁକୁର କାମୁଡ଼ିବାରୁ ଅନେକ ଶିଶୁ ମୃତ୍ୟୁବରଣ କରିଥିବା ବେଳେ ଏବେ ହର୍‌ଦୋଇରେ ବି ସେଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ହର୍‌ଦୋଇରେ ଏକ ନବଜାତ ଶିଶୁୁକୁ କୁକୁର ନର୍ସିଂହୋମରୁ ଟାଣି ଆଣି ଝୁଣିି ଖାଇ ଦେଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକମାନେ…
ଅଧିକ ଖବର ଦେଖନ୍ତୁ...

ସନ୍ନି ଦେଓଲଙ୍କ ଫିଲ୍ମର ଚରିତ୍ର ବଦଳାଇଲା ଯୁବକଙ୍କ ଜୀବନର ଲକ୍ଷ୍ୟ, କନେଷ୍ଟବଳ ହେଲେ ଆଇପିଏସ୍‌ ଅଫିସର

ଜୟପୁର : ପ୍ରଥମେ ରାଜସ୍ଥାନ ପୁଲିସରେ କନେଷ୍ଟବଳ ପରେ ରାଜସ୍ଥାନର ସରକାରରେ ଏଲ୍‌ଡ଼ିସି କ୍ଲର୍କ ହେବା ପରେ ଏବେ ଆଇପିଏସ୍‌ ଅଫିସର ହୋଇଛନ୍ତି ମନୋଜ । ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ଏବେ ପୁଲିସ ଅଫିସର ହେବାକୁ ଯାଉଛନ୍ତି । ତେବେ ନିଜର ଏତେ ବଡ଼ ସଫଳତା ପଛର ପୂରା ଶ୍ରେୟ ସେ…
ଅଧିକ ଖବର ଦେଖନ୍ତୁ...

ସାଙ୍ଗମାନଙ୍କ ସହ ମିଶି ଭଉଣୀକୁ ଦୁଷ୍କର୍ମ ଉଦ୍ୟମ! ବିରୋଧ କରିବାରୁ ଜିଅନ୍ତା ଜାଳି ଦେଲା ଦାଦା ପୁଅ ଭାଇ

ସାଗର : ମଧ୍ୟପ୍ରଦେଶର ସାଗରରେ ଘଟିଛି ଏକ ଅଭାବନୀୟ ଘଟଣା । ଦାଦା ପୁଅ ଭାଇ ସାଜିଛି ଦୁଷ୍କର୍ମକାରୀ । ନିଜ ସାଙ୍ଗମାନଙ୍କ ସହ ମିଶି ଦାଦାପୁଅ ଭାଇ ନାବାଳିକା ଭଉଣୀ ସହ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ତାକୁ ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ଅଭିଯୋଗ ହେବା ପରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ମ୍ୟାଚ୍‌ ହାରିବା ପରେ ସେହ୍‌ଓ୍ଵାଗ୍‌ଙ୍କ ରଣନୀତି ଉପରେ ପ୍ରଶ୍ନ ଉଠାଇଲେ ପ୍ରୀତି ଜିଣ୍ଟା; ସେହ୍‌ଓ୍ଵାଗ୍‌ କହିଲେ…

ନୂଆଦିଲ୍ଲୀ : ରାଜସ୍ଥାନ ରୟାଲ୍ସଠାରୁ ମ୍ୟାଚ୍‌ ହାରିବା ପରେ କିଙ୍ଗ୍‌ସ ଇଲେଭେନ ପଞ୍ଜାବର ସହ-ମାଲିକାଣୀ ପ୍ରୀତି ଜିଣ୍ଟା ଏବେ ରାଗରେ ତମ ତମ ହେଉଥିବା ଜଣାପଡ଼ିଛି । ମ୍ୟାଚ୍‌ ହାରିବା ପରେ ସେ ଟିମ୍‌ର ମୁଖ୍ୟ ବୀରେନ୍ଦ୍ର ସେହ୍‌ଓ୍ଵାଗ୍‌ଙ୍କ ଉପରେ ନିଜର ରାଗ ଶୁଝାଇ ଥିବା ଦେଖିବାକୁ ମିଳିଛି ।…
ଅଧିକ ଖବର ଦେଖନ୍ତୁ...

ଘର ଭଡ଼ା ଦେଇ ନପାରିବାରୁ ନାବାଳିକା ଝିଅକୁ ଦିବ୍ୟାଙ୍ଗଙ୍କ ସହ ବାହା କରାଉଥିଲେ ପରିବାର ଲୋକେ, ଉଦ୍ଧାର କଲା ପୁଲିସ

ହାଇଦ୍ରାବାଦ୍‌ : ହାଇଦ୍ରାବାଦରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଘର ଭଡ଼ା ଦେଇ ନ ପାରିବାରୁ ଘର ମାଲିକଙ୍କ ଦିବ୍ୟାଙ୍ଗ ପୁଅ ସହ ନାବାଳିକା ଝିଅର ବିବାହ କରୁଥିବା ବେଳେ ମାତା-ପିତାଙ୍କ ଏହି ଉଦ୍ୟମକୁ ବିଫଳ କରିଛି ପୁଲିସ । ଝିଅର ବୟସ ୧୫ ହୋଇଥିବା ବେଳେ ପୁଅର ବୟସ ୩୮ବୋଲି ଜଣାପଡ଼ିଛି । ପୁଲିସକୁ…
ଅଧିକ ଖବର ଦେଖନ୍ତୁ...

ଭଉଣୀ ଇଶାଙ୍କ ନିର୍ବନ୍ଧରେ ଭାବପ୍ରବଣ ହୋଇପଡ଼ିଲେ ଆକାଶ ଓ ଅନନ୍ତ ଅମ୍ବାନି, କହିଲେ ଏହି ସବୁ କଥା

ନୂଆଦିଲ୍ଲୀ : ସୋମବାର ନିଜର ଦୀର୍ଘ ଦିନର ବନ୍ଧୁଙ୍କ ସହ ନିର୍ବନ୍ଧ କରିଥିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ଼ର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ଝିଅ ଇଶା । ପିରାମଲ ଏଣ୍ଟରପ୍ରାଇଜେସ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆନନ୍ଦ ପିରାମଲ ତାଙ୍କୁ ବିବାହର ପ୍ରସ୍ତାବ ଦେବା ପରେ ଦୁଇ ପରିବାରର…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇରେ ଆତଙ୍କ : କ୍ୟାବ୍‌ ଖାଲି କରିବାକୁ ବିଳମ୍ବ କରିବାରୁ ୩୦ବର୍ଷିୟ ଯୁବକଙ୍କୁ ନିର୍ମମ ହତ୍ୟା

ମୁମ୍ବାଇ : ମୁମ୍ବାଇରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୩୦ବର୍ଷିୟ ଯୁବକ କ୍ୟାବ୍‌ ଖାଲି କରିବାକୁ ବିଳମ୍ବ କରିବାରୁ ତାଙ୍କୁ ୪ଜଣ କିଶୋର ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାଟି ମଙ୍ଗଳବାର ଚେମ୍ବୁରରେ ଘଟିଥିବା ବେଳେ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି ।…
ଅଧିକ ଖବର ଦେଖନ୍ତୁ...

ଶରୀରରେ ଏହି ୧୨ଟି ପରିବର୍ତ୍ତନ ଆସିଲେ ରକ୍ତ କର୍କଟର ଆଶଙ୍କା ସୃଷ୍ଟି ହୁଏ

ଠିକ୍‌ ସମୟରେ ନ ଖାଇବା ଏବଂ କାର୍ଯ୍ୟବ୍ୟସ୍ତତା ହେତୁ ଲୋକମାନେ ଅନେକ ରୋଗର ଶିକାର ହୋଇଥାନ୍ତି ।ଏହା ମଧ୍ୟରୁ ଗୋଟେ ହେଉଛି ରକ୍ତ କର୍କଟ ବା ଲିକ୍ୟୁମିୟା । ଆଜିକାଲି ଦେଶରେ ରକ୍ତ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିବର୍ଷ ଅନେକ ଲୋକ ଏହି ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ…
ଅଧିକ ଖବର ଦେଖନ୍ତୁ...